Browsing Category

ଦେଶ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଗିରଫ

ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରିଛି ପ୍ରତିଭୂତି ନିର୍ଦ୍ଦେଶାଳୟ ବା ଇଡି । ତେବେ ମୁଖ୍ୟମନ୍ତ୍ରୀ ପଦରୁ ସେ ଇସ୍ତଫା ଦେବେ ନାହିଁ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଏହା ବିରୋଧରେ କେଜ୍ରିଓ୍ବାଲ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ

କେଉଁ ରାଜନୀତିକ ଦଳକୁ କିଏ ଦେଇଛନ୍ତି ଚାନ୍ଦା? କ୍ରମିକ ସଂଖ୍ୟା ସହ ନିର୍ବାଚନୀ ବଣ୍ଡ ତଥ୍ୟ ଦାଖଲ କଲା ଏସ୍‌ବିଆଇ

ନୂଆଦିଲ୍ଲୀ : ବାରମ୍ବାର ସୁପ୍ରିମକୋର୍ଟଙ୍କ ଠାରୁ ଗାଳି ଖାଇବା ପରେ ଚେତିଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇ। ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ ଆଜି ଏସ୍‌ବିଆଇ ପକ୍ଷରୁ କ୍ରମିକ ସଂଖ୍ୟା ସହ ନିର୍ବାଚନ ବଣ୍ଡର ବିସ୍ତୃତ ତଥ୍ୟ ନିର୍ବାଚନ କମିଶନଙ୍କୁ ଦିଆଯାଇଛି।ଏସ୍‌ବିଆଇ

ବିଜେପିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ପୂର୍ବତନ ରାଜ୍ୟପାଳ ତାମିଲିସାଇଙ୍କୁ ମିଳିଲା ଟିକେଟ୍‌

ଚେନ୍ନାଇ : ଆଗାମୀ ଲୋକସଭା ନିର୍ବାଚନ ପାଇଁ ଆଜି କେନ୍ଦ୍ରରେ କ୍ଷମତାସୀନ ବିଜେପି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ତାମଲନାଡୁର ୯ଟି ଆସନ ପାଇଁ ଦଳ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।ନିକଟରେ ତେଲଙ୍ଗାନା ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିବା ତାମିଲିସାଇ ସୌନ୍ଦର୍ଯ୍ୟରାଜନ୍

‘କଂଗ୍ରେସର ସମସ୍ତ ଆକାଉଣ୍ଟ ଫ୍ରିଜ, ଟ୍ରେନ୍‌ ଟିକେଟ୍‌ କିଣିବାକୁ ବି ଟଙ୍କା ନାହିଁ’

ନୂଆଦିଲ୍ଲୀ : କଂଗ୍ରେସର ସମସ୍ତ ଆକାଉଣ୍ଟକୁ କରାଯାଇଛି ଫ୍ରିଜ୍। ଗଣତନ୍ତ୍ର ଉପରେ ଏହା ଆକ୍ରମଣ। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଆକାଉଣ୍ଟକୁ ଜାଣିଶୁଣି ଫ୍ରିଜ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଅସୁର ଶକ୍ତି ବିରୋଧରେ ଆମର ଲଢେଇ ଜାରି ରହିବ

ପଡୋଶୀ ହତ୍ୟା କରିଥିବା ଦୁଇପିଲାଙ୍କ ଆସିଲା ବ୍ୟବଚ୍ଛେଦ ରିପୋର୍ଟ

ବଦାୟୁଁ: ଗତମଙ୍ଗଳବାର ଉତ୍ତରପ୍ରଦେଶର ବଦାୟୁଁରେ ପଡୋଶୀ ଘରକୁ ଯାଇ ଜଣେ ଯୁବକ ଟଙ୍କା ମାଗିବା ବାହାନାରେ ତିନିଭାଇଙ୍କ ଉପରେ ଆକ୍ରମଣ କରିଥିଲା। ଏଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ରହିଛି।ଏହି ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ପହଞ୍ଚି

ହୋଲି ପୂର୍ବରୁ ରେଲୱେର ଉପହାର: ଯାତ୍ରୀ ଭଡ଼ା ହେଲା ଶସ୍ତା

ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ପାଇଁ ଖୁସି ଖବର ଆସିଛି। ହୋଲି ପୂର୍ବରୁ ରେଲୱେ ପକ୍ଷରୁ ଯାତ୍ରୀମାନଙ୍କୁ ଉପହାର ପ୍ରଦାନ କରଯାଇଛି। ରେଲୱେ ପକ୍ଷରୁ ଯାତ୍ରୀ ଭଡ଼ା ୪୦ରୁ ୫୦ ପ୍ରତିଶତ ଶସ୍ତା ହୋଇଥିବା ନେଇ ଘୋଷଣା କରାଯାଇଛି। ଉତ୍ତର ରେଲୱେ ପକ୍ଷରୁ ଟିକେଟ ଦର କମ୍ କରାଯାଇଥିବା ସମ୍ପର୍କରେ

ଶାନ୍ତି ପ୍ରସ୍ତାବ ଦେଲେ ମୋଦୀ: ପୁଟିନ୍‌ଙ୍କ ପରେ ଏବେ ଜେଲେନସ୍କିଙ୍କ ସହ ଫୋନରେ ହେଲେ କଥା

ନୂଆଦିଲ୍ଲୀ: ପିଏମ ମୋଦୀ ବୁଧବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଫୋନରେ କଥା ହୋଇଛନ୍ତି । ଏହି ସମୟରେ ସେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଷୟରେ ଆଲୋଚନା କରିଥିଲେ । ଯୁଦ୍ଧକୁ ଶୀଘ୍ର ଶେଷ କରିବାକୁ ଭାରତ ସମ୍ପୂର୍ଣ୍ଣ ସମର୍ଥନ ଦେବ ବୋଲି

କେନ୍ଦ୍ରକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ; ‘ବିକଶିତ ଭାରତ’ ମେସେଜ୍ ପଠାଇବା ବନ୍ଦ କର

ନୂଆଦିଲ୍ଲୀ :ନିର୍ବଚନ ଆଦର୍ଶ ଆଚରଣ ବିଧି ବା କୋଡ୍ ଅଫ୍ କଣ୍ଡକ୍ଟ ଲାଗୁ ହୋଇ ସାରିଥିବାରୁ ରାଜନୈତିକ ଦଳ ଉପରେ କଡା ନଜର ରଖିଛନ୍ତି ଇଲେକ୍ସନ କମିଶନ। ଏହିପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କୁ ଏତ ନୋଟିସ୍ ଏକ ପଠାଇଛନ୍ତି। ହ୍ୱାଟ୍ସଆପରେ 'ବିକଶିତ ଭାରତ' ମେସେଜକୁ ତୁରନ୍ତ ବନ୍ଦ କରିବାକୁ

କଂଗ୍ରେସକୁ ପଙ୍ଗୁ କରି ଦେବାକୁ ଚାହୁଁଛନ୍ତି ପ୍ରଧାନମନ୍ତ୍ରୀ ମୋଦି – ସୋନିଆ

ନୂଆଦିଲ୍ଲୀ :ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସକୁ ଏବେ ପାଣ୍ଠି ଚିନ୍ତା ଘାରିଛି। ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ତଦନ୍ତକାରୀ ସଂସ୍ଥା କଂଗ୍ରେସର ସବୁ ଆକାଉଣ୍ଟକୁ ଫ୍ରିଜ କରି ଦେଇଥିବା ଦଳ ଅଭିଯୋଗ କରିଛି।ଏହାକୁ ନେଇ ରାଜନୀତିକ ହଟଚମଟ ଚାଲିଥିବା ବେଳେ ଆଜି କଂଗ୍ରେସର

କେଜ୍ରିଓ୍ୱାଲଙ୍କୁ ଝଟ୍‌କା, ମିଳିଲାନି ଗିରଫଦାରୀରୁ ସୁରକ୍ଷା

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଝଟ୍‌କା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଗିରଫଦାରୀରୁ ମିଳିଲାନି ଆଗୁଆ ସୁରକ୍ଷା। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି କେଜ୍ରିଓ୍ୱାଲଙ୍କୁ ୯ମ ଥର ପାଇଁ ସମନ ଜାରି କରି ଆଜି ଡକାଇଥିଲା। ତେବେ ହାଜର ନହୋଇ ଆଗୁଆ ପଚରାଉଚରା