Browsing Category

ଦେଶ

ସଦଗୁରୁ ଜଗି ବାସୁଦେବଙ୍କର ହେଲା ମସ୍ତିଷ୍କ ସର୍ଜରୀ

ଦିଲ୍ଲୀରେ ଥିବା ଆପୋଲୋ ହସ୍ପିଟାଲରେ ଲୋକପ୍ରିୟ ଧର୍ମଗୁରୁ ସଦଗୁରୁ ଜଗି ବାସୁଦେବଙ୍କର ହଠାତ୍‌ ମସ୍ତିଷ୍କ ସର୍ଜରୀ ହୋଇଛି। ପ୍ରଥମେ ତାଙ୍କ ମସ୍ତିଷ୍କରେ ଫୁଲା ସହ ରକ୍ତସ୍ରାବ ହେଉଥିବା ଜଣାପଡ଼ିଥିଲା। ମାର୍ଚ୍ଚ ୧୭ରେ ଏହା ଜଣାପଡ଼ିବା ପରେ ସଦଗୁରୁଙ୍କୁ ହସ୍ପିଟାଲରେ ଆଡମିଟ କରାଯାଇଥିଲା।

୭୫ ଟଙ୍କାରେ ୧ ଲିଟର ପେଟ୍ରୋଲ ଦେବାର ପ୍ରତିଶୃତି ଦେଲା ଡ଼ିଏମକେ

ଚେନ୍ନାଇ: ତାମିଲନାଡୁର ଶାସକ ଦଳ ଦ୍ରାବିଡ ମୁନ୍ନେତ୍ରା କଡ଼ଗାମ (ଡିଏମକେ) ଲୋକସଭା ନିର୍ବାଚନ ୨୦୨୪ ପାଇଁ ଇସ୍ତାହାର ପ୍ରକାଶ କରିଛି। ଲୋକସଭା ନିର୍ବାଚନ ପାଇଁ ଇସ୍ତାହାର ସହିତ ତାମିଲନାଡୁର ୨୧ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରିଛି। ୬୪ ପୃଷ୍ଠାର ଇସ୍ତାହାରରେ ତାମିଲନାଡୁରେ

ଅଭିଯୁକ୍ତଙ୍କୁ ଜେଲରେ ରଖିବା ପାଇଁ ବାରମ୍ବାର ଚାର୍ଜଶିଟ ଦାଖଲ ବିରୋଧରେ ସୁପ୍ରିମକୋର୍ଟ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବାରମ୍ବାର ଚାର୍ଜଶିଟ ଦାଖଲ କରି ଜଣେ ଅଭିଯୁକ୍ତଙ୍କୁ ଜାମିନ ଅଧିକାରରୁ ବଞ୍ଚିତ କରିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ବାରମ୍ବାର ସପ୍ଲିମେଣ୍ଟାରୀ ଚାର୍ଜଶିଟ ଦାଖଲ କରି ଜଣେ ଅଭିଯୁକ୍ତଙ୍କୁ ଅନିର୍ଦ୍ଦିଷ୍ଟ ସମୟ ଯାଏ ଜେଲରେ ରଖାଯାଇ

ଜାରି ହେଲା ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ବିଜ୍ଞପ୍ତି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟରେ ୧୭ଟି ରାଜ୍ୟ ଓ ୪ଟି କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଆସନରେ ମତଦାନ ହେବ। ଏହା ସହ ଏହି ସମସ୍ତ ୧୦୨ ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ମଧ୍ୟ ଆରମ୍ଭ

କଂଗ୍ରେସରେ ବିଲୀନ ହେଲା ପପୁ ଯାଦବଙ୍କ ଦଳ

ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ଏହାରି ଭିତରେ ପୁଣି ବଳ ଗୋଟାଉଛି ଇଣ୍ଡିଆ ମେଣ୍ଟ। ପପୁ ଯାଦବଙ୍କ ଜନ ଅଧିକାର ପାର୍ଟି ଆଜି କଂଗ୍ରେସରେ ବିଲୀନ ହୋଇଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ଜନ ଅଧିକାର ପାର୍ଟିର ସୁପ୍ରିମୋ ପପୁ ଯାଦବ ଘୋଷଣା କରିଛନ୍ତି। ଫଳରେ ଇଣ୍ଡି ଆଲାଏନ୍ସକୁ ଏବେ ଆଉ

ନିର୍ବାଚନ କମିଶନର ନିଯୁକ୍ତି ମାମଲା: ଆବେଦନକାରୀଙ୍କ ଉଦ୍ଦେଶ୍ୟ ବିବାଦ ସୃଷ୍ଟି କରିବା

ନିକଟରେ ଦୁଇ ଜଣ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହ ସାନ୍ଧୁଙ୍କୁ ନିଯୁକ୍ତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜଣେ ବିରୋଧୀ ଦଳର ନେତା ଏବଂ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ନିଯୁକ୍ତି ହୋଇଥିଲା। ତେବେ ନିର୍ବାଚନ କମିଶନରଙ୍କ

‘ଡିପ୍‌ ଫେକ୍‌’ର ଶିକାର ହେଲେ ମେଦାନ୍ତ ଚେୟାରମ୍ୟାନ୍‌

ବଲିଉଡ ସେଲେବ୍ରିଟି ଠାରୁ ଆରମ୍ଭ କରି କ୍ରିକେଟର ଏପରିକି ରାଜନେତା ସମସ୍ତେ ଡିପ୍‌ ଫେକ୍‌ ଭିଡିଓର ଶିକାର ହୋଇ ସାରିଲେଣି। ଏବେ ମେଦାନ୍ତ ହସ୍ପିଟାଲର ଚେୟାରମ୍ୟାନ୍‌ଙ୍କ ପାଳି ପଡିଛି। ସେ ମଧ୍ୟ ଡିପ୍‌ ଫେକ୍‌ ଭିଡିଓର ଶିକାର ହୋଇଛନ୍ତି। ତାଙ୍କର ଏକ ଡିପ୍‌ ଫେକ୍‌ ଭିଡିଓ ସାମ୍ନାକୁ ଆସିଛି

ଷ୍ଟାର୍ଟଅପ ମହାକୁମ୍ଭରେ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କଲେ ନରେନ୍ଦ୍ର ମୋଦି

କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଆଜି କଡ଼ା ଭାଷାରେ ପୁଣିଥରେ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜନୀତିକ ଷ୍ଟାର୍ଟଅପ ଓ ପ୍ରକୃତ ଷ୍ଟାର୍ଟଅପ କଥା କହି ସେ ରାହୁଲଙ୍କୁ ତାଚ୍ଛଲ୍ୟ ମଧ୍ୟ କରିଛନ୍ତି। ରାହୁଲ ଗାନ୍ଧିଙ୍କ ନାଁ ନ ନେଇ ପ୍ରଧାନମନ୍ତ୍ରୀ ମୋଦି

କେଜ୍ରିଓ୍ୱାଲଙ୍କୁ ସମନ ମାମଲା: EDକୁ ୨ ସପ୍ତାହ ମଧ୍ୟରେ ଜବାବ ମାଗିଲେ କୋର୍ଟ

ଦିଲ୍ଲୀର ତଥା କଥିତ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୯ଥର ସମନ କରିଛି। କେବଳ ସେତିକି ନୁହେଁ ଦିଲ୍ଲୀ ଜଳ ବୋର୍ଡ ମାମଲାରେ ଥରେ ସମନ କରାଯାଇଛି। ଏହି ମାମଲାରେ ଏବେ ଦିଲ୍ଲୀ ହାଇକୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟଙ୍କୁ ଜବାବ

ପିଏମ୍‌କେକୁ ୧୦ଟି ଆସନ ଦେଲା ବିଜେପି

୨୦୨୪ ଲୋକସଭା ନିର୍ବାଚନ ପାଇଁ ତାମିଲନାଡୁରେ ପିଏମ୍‌କେ ସହିତ ମେଣ୍ଟ କରିଛି ବିଜେପି। ଆଜି ଏହା ଚୂଡ଼ାନ୍ତ ହୋଇଛି। ମେଣ୍ଟ ସର୍ତ୍ତ ଅନୁସାରେ ପିଏମ୍‌କେକୁ ୧୦ଟି ଲୋକସଭା ଆସନ ଦେଇଛି ବିଜେପି। ବିଜେପି ନେତୃତ୍ୱାଧୀନ ଏନ୍‌ଡିଏରେ ସାମିଲ ହୋଇ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ପିଏମ୍‌କେ ଇଚ୍ଛା