Browsing Category

ଦେଶ

ଟିଏମସି ପକ୍ଷରୁ ୪୨ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା, ୟୁସୁଫ ପଠାନଙ୍କୁ ମିଳିଲା ଟିକେଟ୍

କୋଲକାତା: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଟିଏମସି ପକ୍ଷରୁ ରବିବାର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତାଲିକାରେ ୪୨ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।ତାଲିକାରେ ପୂର୍ବତନ କ୍ରିକେଟର ୟୁସୁଫ ପଠାନଙ୍କ ନାମ ରହିଛି। ତାଙ୍କୁ ବରହମପୁର ଲୋକସଭା ଆସନରୁ ଟିଏମସି

ପଦ୍ମ ଛାଡି ସଙ୍ଗେ ସଙ୍ଗେ ହାତ ଧରିଲେ ସାଂସଦ ବ୍ରିଜେନ୍ଦ୍ର ଚୌଧୁରୀ

ଚଣ୍ଡିଗଡ଼: ହରିୟାଣାର ହିସାର ଲୋକସଭା ସାଂସଦ ବ୍ରିଜେନ୍ଦ୍ର ଚୌଧୁରୀ ବିଜେପିରୁ ଇସ୍ତଫା ଦେଇଛନ୍ତି। ସେ ସକାଳେ ଟୁଇଟ୍ କରି ଦଳ ଛାଡିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ପରେ ଅପରାହ୍ନରେ କଂଗ୍ରେସରେ ଯୋଗ ଦେଇଥିଲେ। କଂଗ୍ରେସ ସହ ହାତ ମିଳାଇବା ପୂର୍ବରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିରେନ୍ଦ୍ର

ଉଲଗ୍ନ ହୋଇ ଡାକ୍ତରଖାନାରେ ବୁଲିଲେ ଡାକ୍ତର

ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର (ପୂର୍ବର ଔରାଙ୍ଗାବାଦ) ଜିଲ୍ଲାର ବିଡକିନ ସ୍ଥିତ ସରକାରୀ ଡାକ୍ତରଖାନାରେ ଜଣେ ଡାକ୍ତର ଉଲଗ୍ନ ହୋଇ ବୁଲିବାର ଭିଡିଓ ସାମ୍ନାକୁ ଆସିଛି। ଏହି ଡାକ୍ତର ଜଣଙ୍କ ସଦାବେଳେ ନିଶା ସେବନ କରନ୍ତି ବୋଲି ଜଣାପଡ଼ିଛି। ନିଶାସକ୍ତ ଅବସ୍ଥାରେ ସେ

ଇସ୍ତଫା ଦେଲେ ନିର୍ବାଚନ କମିଶନର ଅରୁଣ ଗୋଏଲ

ଆଉ କିଛି ସପ୍ତାହ ପରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ଆସନ୍ତା ଗୁରୁବାର କିମ୍ବା ଶୁକ୍ରବାର ଏନେଇ ତାରିଖ ମଧ୍ୟ ଘୋଷଣା ହେବାର ଥିଲା। କିନ୍ତୁ ଏହାପୂର୍ବରୁ ହଠାତ୍‌ ଭାରତୀୟ ନିର୍ବାଚନ କମିଶନର ପଦରୁ ଇସ୍ତଫା ଦେଇଛନ୍ତି ଅରୁଣ ଗୋଏଲ। ଇସ୍ତଫାର କାରଣ ଏଯାଏ ଜଣାପଡ଼ିନାହିଁ। କିନ୍ତୁ

ନୋଇଡା: ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାର ଏକ ହଷ୍ଟେଲରେ ଖାଦ୍ୟ ଖାଇ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ସମସ୍ତ ଛାତ୍ରଙ୍କୁ ଗ୍ରେଟର ନୋଏଡାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନେକ ଛାତ୍ରଙ୍କୁ ପ୍ରାଥମିକ ଚିକିତ୍ସା ପରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।

ବିବାଦ ଯୋଗୁ ମାଳଦ୍ବୀପରେ ପର୍ଯ୍ୟଟକଙ୍କ ସଂଖ୍ୟା ୩୩% କମିଲା

ମାଲେ: ଭାରତ ସହିତ ବିବାଦ ମାଳଦ୍ବୀପକୁ ମହଙ୍ଗା ପଡ଼ିଛି। ବିବାଦ ପରେ ମାଳଦ୍ବୀପର ସ୍ଥିତି ସଙ୍କଟଜନକ ହୋଇଛି। ପର୍ଯ୍ୟଟକଙ୍କ ସଂଖ୍ୟା ଆଶାତୀତ କମିବାରୁ ମାଳଦ୍ବୀପର ପର୍ଯ୍ୟଟନ ଶିଳ୍ନ ଭୁଶିଡ଼ିବା ସ୍ଥିତିକୁ ଆସିଛି। ଦେଶର ପର୍ଯ୍ୟଟନ ଶିଳ୍ପରେ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ଗତ ବର୍ଷ ତୁଳନାରେ

ରାହୁଲଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ସୋନିଆ ଚାହୁଁଛନ୍ତି ଓ ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ ପାଇଁ ଲାଲୁ ଚାହୁଁଛନ୍ତି:…

ପାଟନା: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଆଜି ବିହାରର ପାଟନାରେ ଏକ ଜନସଭାରେ ଯୋଗ ଦେଇଛନ୍ତି | ଏହି ସମାବେଶରେ ସମ୍ବୋଧିତ କରି ସେ ଏକାସାଙ୍ଗରେ କଂଗ୍ରେସ ଏବଂ ଆରଜେଡି ଉପରେ ଆକ୍ରମଣ କରିଥିଲେ। ଅମିତ ଶାହା କହିଛନ୍ତି ଯେ ସୋନିଆ ଗାନ୍ଧୀ ତାଙ୍କ ପୁଅ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ

୧୫୬ ଗରିବ ମହିଳାଙ୍କ ବିବାହ କରାଇଲେ ବାଗେଶ୍ଵର ବାବା, ଉପହାରରେ ଦେଲେ ବାଇକ

ଛତରପୁର: ୧୫୬ଗରିବ ମହିଳାଙ୍କ ବିବାହ କରାଇଲେ ବାଗେଶ୍ଵର ବାବା | ଉପହାରରେ ଦେଲେ ବାଇକ | ଗରିବ ପରିବାରର ୧୫୬ଜଣ ମହିଳାଙ୍କ ବିବାହ ଶୁକ୍ରବାର ଦିନ ଛତରପୁର ଜିଲ୍ଲାର ବାଗେଶ୍ୱର ଧାମରେ ​​ଶେଷ ହୋଇଥିଲା। ପୀଠାଧିଶ୍ୱର ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଏହି କାର୍ଯ୍ୟକ୍ରମର ଆୟୋଜନ

ହିମାଚଳ ସଙ୍କଟ: ଉତ୍ତରାଖଣ୍ଡରେ କଂଗ୍ରେସର ୬ ବିଦ୍ରୋହୀଙ୍କ ସମେତ ୧୧ ବିଧାୟକ

ସିମଲା : ରାଜ୍ୟସଭା ନିର୍ବାଚନ ପରେ ହିମାଚଳ ପ୍ରଦେଶର କ୍ଷମତାସୀନ କଂଗ୍ରେସରେ ଦେଖାଯାଇଥିବା ସଙ୍କଟ ଟଳିବାର ନାଁ ଧରୁନି। ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରି ବିଜେପି ପ୍ରାର୍ଥୀ ହର୍ଷ ମହାଜନଙ୍କୁ ଜିତାଇଥିବା କଂଗ୍ରେସର ୬ ବିଦ୍ରୋହୀ ବିଧାୟକ ଏବେ ଉତ୍ତରାଖଣ୍ଡରେ ପହଞ୍ଚିଛନ୍ତି।

ଗୁରୁବାର କିମ୍ବା ଶୁକ୍ରବାର ଘୋଷଣା ହେବ ଲୋକସଭା ନିର୍ବାଚନ ତାରିଖ

ନୂଆଦିଲ୍ଲୀ : ଦେଶରେ ଲୋକସଭା ନିର୍ବାଚନ କେବେ ହେବ, ତା’ର ଘୋଷଣା ଭାରତୀୟ ନିର୍ବାଚନ କମିଶନ ଆସନ୍ତା ଗୁରୁବାର କିମ୍ବା ଶୁକ୍ରବାର ଘୋଷଣା କରି ପାରନ୍ତି। ସୋମବାର ଠାରୁ ବୁଧବାର ଯାଏ ମୁଖ୍ୟ ନିର୍ବାଚନ କମିଶନର ଜମ୍ମୁ-କଶ୍ମୀର ଗସ୍ତ କରିବେ। ସେଠାରେ କେବେ ବିଧାନସଭା ନିର୍ବାଚନ ସହ ଲୋକସଭା