Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ମଣିପୁରରେ ଥମୁନି ହିଂସା; ଏସ୍ପି, ଜିଲ୍ଲାପାଳଙ୍କ ଅଫିସ ଉପରକୁ ପଥର ମାଡ଼, ଚାଲିଗଲା ଦୁଇ ଜୀବନ
ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷ ମଣିପୁରରେ ଥମିବା ନାଁ ନେଉନାହିଁ। ଏହିକ୍ରମରେ ଗତ ରାତିରେ ପୁଣିଥରେ ମଣିପୁରରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଦିନ ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି।
ଗତ!-->!-->!-->…
ମନି ଲଣ୍ଡରିଂ ମାମଲାରେ ଗିରଫ ନରେଶ ଗୋୟଲ କ୍ୟାନସରରେ ଆକ୍ରାନ୍ତ
ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଜେଟ୍ ଏୟାରୱେଜ୍ ପ୍ରତିଷ୍ଠାତା ନରେଶ ଗୋୟଲ କ୍ୟାନସରରେ ଆକ୍ରାନ୍ତ ହୋଇଛନ୍ତି। କାନାରା ବ୍ୟାଙ୍କରୁ ୫୩୮ କୋଟି ଟଙ୍କାର ଋଣ ଠକେଇ ମାମଲାରେ ବନ୍ଧା ହୋଇ ଜେଲ୍ରେ ଥିବା ଏହି କୋଟିପତି ଶିଳ୍ପପତି ଚିକିତ୍ସା ନିମନ୍ତେ ଜାମିନ ପାଇଁ ଅପିଲ୍ କରିଛନ୍ତି।
!-->!-->!-->…
ଆନ୍ଦୋଳନକାରୀ କୃଷକଙ୍କ ସହ ସରକାରଙ୍କ ଆଲୋଚନା ଜାରି, ଖୁବଶୀଘ୍ର ସମାଧାନ ମିଳିବା ଆଶା
ଚଣ୍ଡିଗଡ଼: ପଞ୍ଜାବ-ହରିୟାଣା ସୀମାରେ ବିକ୍ଷୋଭକାରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ତିନି ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ନେଇ ଗଠିତ କମିଟି ଚଣ୍ଡିଗଡ଼ରେ କୃଷକ ନେତାଙ୍କ ସହ ପୁଣି ଥରେ ଆଲୋଚନା ଜାରି ରହିଛି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା,!-->…
ଦିଲ୍ଲୀ ରାସାୟନିକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୩ ମୃତ
ନୂଆଦିଲ୍ଲୀ: ଦିଲ୍ଲୀର ଆଲିପୁର ଅଞ୍ଚଳରେ ଥିବା ଏକ ରାସାୟନିକ ରଙ୍ଗ କାରଖାନାରେ ଆଜି ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଏହି ଦୁର୍ଘଟଣାରେ ୩ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ଏନେଇ ଅଗ୍ନିଶମ ନିର୍ଦ୍ଦେଶକ ଅତୁଲ!-->…
ଜ୍ଞାନବାପି ମସଜିଦରେ ପୂଜା ବିରୋଧରେ ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ସଂରକ୍ଷିତ
ପ୍ରୟାଗରାଜ: ଜ୍ଞାନବାପି ମସଜିଦର ଏକ କୋଠରିରେ ହିନ୍ଦୁମାନଙ୍କୁ ପୂଜାର୍ଚ୍ଚନା କରିବାକୁ ଅନୁମତି ଦେଇଥିବା ବାରଣାସୀ ଜିଲ୍ଲା ଅଦାଲତଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ଏକ ପିଟିସନ ଉପରେ ଆହ୍ଲାବାଦ ହାଇକୋର୍ଟ ଗୁରୁବାର ଶୁଣାଣି ଶେଷ କରିବା ସହ ରାୟକୁ ସଂରକ୍ଷିତ ରଖିଛନ୍ତି।ଆହ୍ଲାବାଦ!-->…
NDAରେ ଯୋଗ ଦେବେ ଫାରୁକ ଅବଦ୍ଦୁଲା !
ନୂଆଦିଲ୍ଲୀ : ବିରୋଧୀଙ୍କ ମେଣ୍ଟକୁ ଝଟ୍କା। ଏନ୍ଡିଏରେ ସାମିଲ ହେବେ ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନ୍ଫ୍ରେନ୍ସ ମୁଖ୍ୟ ଫାରୁଖ ଅବଦ୍ଦୁଲା। ଏନେଇ ସେ ଆଜି ଇସାରା ଦେଇଛନ୍ତି। ଗଣମାଧ୍ୟମ ସହ ଆଲୋଚନା ବେଳେ ସେ ସ୍ପଷ୍ଟ କରିଛନ୍ତି ଯେ, ସେ କୌଣସି ଦଳ ସହ ମେଣ୍ଟ!-->…
ଲାଞ୍ଚ ନେବା ପାଇଁ ନିର୍ବାଚନୀ ବଣ୍ଡ କରିଥିଲା ବିଜେପି: ରାହୁଲ
ନୂଆଦିଲ୍ଲୀ : ରଦ୍ଦ ହୋଇଛି ନିର୍ବାଚନୀ ବଣ୍ଡ। ଏହି ଯୋଜନାକୁ ଅସାମ୍ବିଧାନିକ ବୋଲି କହିବା ସହ ସୁପ୍ରିମକୋର୍ଟ ଏହାକୁ ରଦ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିଷ୍ପତ୍ତି ଆସିବା ପରେ ବିରୋଧୀ ଖୁସି ହୋଇପଡିଛନ୍ତି। ବିରୋଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି। ଏହି!-->…
ଇସ୍ତଫା ଦେଲେ ସାଂସଦ ମିମି ଚକ୍ରବର୍ତ୍ତୀ
କୋଲକାତା : ଇସ୍ତଫା ଦେଲେ ତୃଣମୂଳ କଂଗ୍ରେସ ସାଂସଦ ମିମି ଚକ୍ରବର୍ତ୍ତୀ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀଙ୍କ ପାଖକୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ନିଜ ଆସନରେ ସେ ଟିଏମ୍ସିର ସ୍ଥାନୀୟ ନେତୃତ୍ୱ ନା ଖୁସ ଥିବା କହିଛନ୍ତି।୨୦୧୯ ଲୋକସଭା!-->…
ଶରଦ ପାୱାରଙ୍କୁ ପୁଣି ଝଟକା, ଅଜିତ ପାୱାରଙ୍କ ଗୋଷ୍ଠୀଙ୍କ ସପକ୍ଷରେ ରୁଲିଂ ଦେଲେ ବାଚସ୍ପତି
ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ରାହୁଲ ନାରୱେକର ଶରଦ ପାୱାରଙ୍କ ଗୋଷ୍ଠୀଙ୍କୁ ବଡ଼ ଝଟକା ଦେଇଛନ୍ତି। ନିର୍ବାଚନ କମିଶନଙ୍କ ଭଳି ବାଚସ୍ପତି ରାହୁଲ ମଧ୍ୟ ଅଜିତ ପାୱାରଙ୍କ ଗୋଷ୍ଠୀଙ୍କୁ ପ୍ରକୃତ ଏନସିପିର ମାନ୍ୟତା ଦେଇଛନ୍ତି।ଅଜିତ ପାୱାରଙ୍କ ସମେତ ଏନସିପିର ୪୧ ଜଣ ବିଧାୟକ!-->…
ମହୁଆଙ୍କୁ ହାଜର ହେବାକୁ ସମନ କଲା ଇଡି
କୋଲକାତା : ଟିଏମସି ନେତ୍ରୀ ମହୁଆ ମୋଇତ୍ରାଙ୍କ ଅଡ଼ୁଆ ବଢ଼ିଛି। ଲୋକସଭାରୁ ବହିଷ୍କୃତ ହୋଇଥିବା ମହୁଆଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହାଜର ହେବାକୁ ସମନ କରିଛି।ବିଦେଶ ମୁଦ୍ରା ପରିଚାଳନା ଆଇନ ଉଲ୍ଲଙ୍ଘନ ମାମଲାରେ ଇଡି ଗୋଟିଏ ମନି ଲଣ୍ଡରିଂ ମାମଲା ରୁଜୁ କରିଛି। ଏହି ମାମଲାରେ!-->…