Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ବିଜେପି ବିଧାୟକ କହିଲେ- ହଁ, ମୁଁ ଗୁଳି କରିଛି…
ମୁମ୍ବାଇ : ‘ହଁ ମୁଁ ନିଜେ ତାଙ୍କୁ ଗୁଳି କରିଛି। ଏଥିପାଇଁ ମୁଁ ଦୁଃଖିତ ନୁହେଁ।’ ମହାରାଷ୍ଟ୍ରର ଉଲ୍ଲାସନଗର ଥାନାରେ ଶିବସେନା ବିଧାୟକଙ୍କ ଉପରକୁ ଗୁଳି ମାଡ଼ କରିବା ମାମଲାରେ ବିଜେପି ବିଧାୟକ ଗଣପତ ଗାଏକ୍ୱାଡ ଏଭଳି କିଛି ସଫେଇ ରଖିଛନ୍ତି। ନିଜ ଆତ୍ମରକ୍ଷା ପାଇଁ…
ଆଡଭାନୀଙ୍କୁ ଭାରତ ରତ୍ନ ଦିଆଯିବାକୁ ଓଓ୍ବୈସୀଙ୍କ କଡ଼ା ସମାଲୋଚନା…
ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ଘୋଷଣାକୁ ନେଇ ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ୍ (ଏଆଇଏମ୍ଆଇଏମ୍) ମୁଖ୍ୟ ଅସଦୁଦ୍ଦିନ ଓୱେସି କଡ଼ା ସମାଲୋଚନା କରିଛନ୍ତି। ଶନିବାର (ଫେବ୍ରୁଆରି ୩)…
ଜିତନ ରାମଙ୍କୁ ମୁଖ୍ୟମନ୍ତ୍ରୀ ପଦ ଯାଚିଲା କଂଗ୍ରେସ
ପାଟନା: ବିହାରରେ ଏବେ ଏନଡିଏ ସରକାର ଗଠନ କରାଯାଇଛି, କିନ୍ତୁ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବିହାର ରାଜନୀତିରେ ପୁଣି ଏକ ଡ୍ରାମା ଦେଖିବାକୁ ମିଳିପାରେ | ବାସ୍ତବରେ ‘ହମ୍’ ବା ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ସଂଯୋଜକ ଜିତନ୍ ରାମ ମାଂଝୀ ଦୁଇଟି ମନ୍ତ୍ରୀ ପଦବୀ…
ଆଡ଼ଭାନୀଙ୍କୁ ପ୍ରକୃତ ସମ୍ମାନ ଦିଆଯାଇନାହିଁ, ଭାରତରତ୍ନ ଘୋଷଣା ପରେ ଏପରି କହିଲା କଂଗ୍ରେସ…
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ଭେଟେରାନ ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି | ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଲାଲକୃଷ୍ଣ…
ବିଆରଏସ୍ ନେତ୍ରୀ କବିତା ଦେଲେ ଧମକ; ପ୍ରିୟଙ୍କା ଗାନ୍ଧି ରାଜ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଲେ କରିବେ ପ୍ରତିବାଦ…
ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ରାଜ୍ୟ ଯୋଜନାର ଉଦଘାଟନ ପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧିଙ୍କୁ ନିମନ୍ତ୍ରଣ କରାଯିବ ବୋଲି କହିବାର ଗୋଟିଏ ଦିନ ପରେ ବିଆରଏସ ଏମଏଲସି କେ କବିତା ଏକ…
‘ଭାରତ ରତ୍ନ ମୋର ନୀତି ଓ ଆଦର୍ଶକୁ ମିଳିଛି’: ଆଡଭାନୀ …
ନୂଆଦିଲ୍ଲୀ : ଭେଟରାନ ରାଜନେତା ଲାଲକୃଷ୍ଣ ଆଡଭାନୀ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନରେ ସମ୍ମାନୀତ ହେବେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏ ସମ୍ପର୍କରେ ଘୋଷଣା କରିଥିଲେ।
ଭାରତ ସରକାର ତାଙ୍କୁ ଭାରତ ରତ୍ନରେ ସମ୍ମାନୀତ କରିବାକୁ ଯାଉଥିବାରୁ ଆଡଭାନୀ…
କବାଟ ଖୋଲିଲେନି ସିଭିଲ୍ ଜଜ୍, ଘରୁ ବାହାରିଲା ଝୁଲନ୍ତା ମୃତଦେହ…
ଲକ୍ଷ୍ନୌ : ଉତ୍ତରପ୍ରଦେଶର ବଦାୟୁରେ ଘଟିଛି ଏକ ଅଭାବନୀୟ କାଣ୍ଡ। ଜଣେ ସିଭିଲ ଜଜ୍ ନିଜ ସରକାରୀ ବାସଭବନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ପୁଲିସ୍ ଓ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତ ସିଭିଲ୍ ଜଜ୍ଜଣକ ଜ୍ୟୋତ୍ସ୍ନା…
ଝାଡ଼ଖଣ୍ଡରେ ଫ୍ଲୋର ଟେଷ୍ଟ ପୂର୍ବରୁ ରିଜର୍ଟ ପଲିଟିକ୍ସ, ହାଇଦ୍ରାବାଦରେ ୪୦ ବିଧାୟକ
ରାଞ୍ଚି : ଥମୁନି ଝାଡଖଣ୍ଡ ପଲିଟିକ୍ସ। ମୁଖ୍ୟମନ୍ତ୍ରୀ ବଦଳିଛନ୍ତି କିନ୍ତୁ ଜାରି ରହିଛି ହଟଚମଟ। ହେମନ୍ତ ସୋରେନ୍ଙ୍କୁ ଇଡି ନେବା ପରେ ଚମ୍ପାଇ ସୋରେନ୍ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତେବେ ଚମ୍ପାଇ ସରକାରଙ୍କ ସ୍ଥିତି ଏବେ ଟଳମଳ ରହିଛି।…
ଦୋକାନରେ ମିଠା ପ୍ୟାକିଂ କରୁଥିବା ବେଳେ ଟଳିପଡ଼ିଲେ ଯୁବକ
ମୃତ୍ୟୁ କେତେବେଳେ ଓ କେଉଁଠି ଆସେ, ତାହା କଳ୍ପନା କରିବା ବେଶ ମୁସ୍କିଲ। ମୃତ୍ୟୁ ହଠାତ୍ ଆମେ ଓ ସବୁ କିଛି ବରବାଦ କରି ଚାଲିଯାଏ। ଏମିତି ଏକ ହଠାତ ମୃତ୍ୟୁର ଘଟଣା ଉତ୍ତର ପ୍ରଦେଶର ଆଗ୍ରାରୁ ସାମ୍ନାକୁ ଆସିଛି।
ଦୋକାନାରେ ମିଠା ପ୍ୟାକିଂ କରୁଥିବା ବେଳେ ହଠାତ୍ ଟଳି…
ବାପାଙ୍କ କୋଳରେ ଶୋଇଥିଲା ପୁଅ, ମାରି ଖାଇ ଦେଲେ ବୁଲା କୁକୁର
ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ବାପା କୋଳରେ ଶୋଇଥିବା ବର୍ଷକର ପୁଅକୁ ଘୋଷାଡ଼ି ନେଇ ମାରି ଖାଇ ଦେଇଛନ୍ତି କିଛି ବୁଲା କୁକୁର। ତେଲେଙ୍ଗାନାର ଶାମଶାବାଦରେ ଗୁରୁବାର ଭୋର ସମୟରେ ଏପରି ଲୋମହର୍ଷଣକାରୀ ଘଟଣା ଘଟିଛି।
ପିଲାଟି ବାପାଙ୍କ ସହ ମାଟି…