Browsing Category

ଦେଶ

କୋଟାରେ ପୁଣି ଜୀବନ ହାରିଲେ ଛାତ୍ରୀ

ଏପଟେ ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ ଚାପମୁକ୍ତ ରହିବାର ଟିପ୍ସ ଦେଉଛନ୍ତି, ସେପଟେ କୋଟାରୁ ଆସିଛି ଦୁଃଖଦ ଖବର। ରାଜସ୍ଥାନ କୋଟାରେ ଜେଇଇ କୋଚିଂ ନେଉଥିବା ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଚଳିତ ବର୍ଷ ଏଯାବତ୍ ଦୁଇ ଜଣ ଆତ୍ମହତ୍ୟା କଲେଣି। ଗତ ବର୍ଷ ମଧ୍ୟ କୋଟାରେ ଜେଇଇ ଏବଂ

ସିମି ଉପରେ ଲାଗିଥିବା ବ୍ୟାନ୍‌ ଆଉ ୫ ବର୍ଷ ବଢ଼ିଲା

ଆତଙ୍କବାଦୀ ସଂଗଠନ ସିମି ଉପରେ ଲାଗିଥିବା ବ୍ୟାନ୍‌କୁ ଆଜି କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି। ସିମି ଗୋଟିଏ ବେଆଇନ ସଂଗଠନ ହୋଇଥିବାରୁ ଏହା ଉପରେ ଲାଗିଥିବା ବ୍ୟାନ ଆଉ ୫ ବର୍ଷ ବଢ଼ିଛି। କଠୋର ୟୁଏପିଏ ବଳରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବ୍ୟାନ ଅବଧି ବୃଦ୍ଧି କରିଛି।…

ଉତ୍ତରାଖଣ୍ଡରେ ଲାଗୁ ହେବ ୟୁସିସି..!

ୟୁନିଫର୍ମ ସିଭିଲ କୋଡ (ୟୁସିସି) ବା ଏକକ ନାଗରିକ ସଂହିତା ଲାଗୁ କରିବାକୁ ଅଣ୍ଟା ଭିଡୁଛି ଉତ୍ତରାଖଣ୍ଡ। ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡ ସରକାର ଲାଗୁ କରିବାକୁ ଯାଉଛନ୍ତି ୟୁସିସି ନିୟମ। ଏନେଇ ଏକ ବଡ ଅପଡେଟ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି।…

ଫେବ୍ରୁଆରୀ ୨୭ରେ ରାଜ୍ୟସଭା ନିର୍ବାଚନ; ପୂରଣ ହେବ ୫୬ ଆସନ

ଫେବ୍ରୁଆରୀ ୨୭ରେ ହେବ ରାଜ୍ୟସଭା ନିର୍ବାଚନ। ଏନେଇ ଆଜି ନିର୍ବାଚନ କମିଶନ ପକ୍ଷରୁ ତାରିଖ ଘୋଷଣା କରାଯାଇଛି। ୧୫ଟି ରାଜ୍ୟରେ ଖାଲି ପଡିବାକୁ ଥିବା ୫୬ ଆସନ ପାଇଁ ନିର୍ବାଚନ ହେବ। ନିର୍ବାଚନ ଆୟୋଗଙ୍କ ଚିଠି ଅନୁଯାୟୀ, ରାଜ୍ୟସଭା ନିର୍ବାଚନ ପାଇଁ…

ବିହାରରେ ରାହୁଲଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’…

ବିହାରରେ ବଦଳି ସାରିଛି ମେଣ୍ଟ। କଂଗ୍ରେସକୁ ସମର୍ଥନ କରୁଥିବା ଜେଡିୟୁ ଏବେ ଏନ୍‌ଡିଏ ନୌକାରେ ବସିଛି। ପୁଣିଥରେ ୟୁ-ଟର୍ଣ୍ଣ ମାରି ସାରିଛନ୍ତି ନୀତୀଶ। ବିରୋଧୀଙ୍କୁ ଦେଇଛନ୍ତି ଧୋକା। ଏହାରି ଭିତରେ ଏବେ ବିହାରରେ ପହଞ୍ଚିଛି ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ନ୍ୟାୟ…

ପୁଣି ପଲଟିବେ ନୀତୀଶ, ଯଦି ଏଭଳି ନଘଟେ ମୁଁ ରାଜନୀତି ଛାଡ଼ିଦେବି : ପ୍ରଶାନ୍ତ କିଶୋର

ବିହାରରେ ପୁଣି ଭାଙ୍ଗିଛି ମେଣ୍ଟ। ମହାମେଣ୍ଟକୁ ବାଏ ବାଏ କହି ପୁଣି ଥରେ ବିଜେପି କାନି ଧରିଛନ୍ତି ନୀତୀଶ କୁମାର। ଏନ୍‌ଡିଏ ସମର୍ଥନରେ ସେ ପୁଣି ଥରେ ବିହାର ମୁଖ୍ୟମନ୍ତ୍ରୀ ଆସନ ଅକ୍ତିଆର କରିଛନ୍ତି। ତେବେ ବିହାରରେ ନୀତୀଶ କୁମାରଙ୍କ ଏହି ଦଳବଦଳ ରଜନୀତିକୁ ନେଇ…

ଏଣିକି ଖରାପ ବ୍ୟବହାର କଲେ ଶିକ୍ଷକଙ୍କ ସମ୍ପତ୍ତି ଉପରେ ଚଢ଼ାଯିବ ବୁଲଡୋଜର: ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: ରାଜସ୍ଥାନର କୋଚିଂ ସେଣ୍ଟର କୋଟରେ ପହଞ୍ଚି ଶିକ୍ଷାମନ୍ତ୍ରୀ ଆକସନ ମୋଡରେ ନଜର ଆସିଥିଲେ। ଏଣିକି ଶିକ୍ଷା ବିଭାଗ ପ୍ରତି ଯଦି କୌଣସି ଶିକ୍ଷକ ଆଞ୍ଚ ଆଣନ୍ତି ତେବେ ସେମାନଙ୍କ ସମ୍ପତ୍ତି ଉପରେ ବୁଲଡୋଜର ଚଲାଇବା ନେଇ ଶିକ୍ଷାମନ୍ତ୍ରୀ କଡ଼ା ଚେତାବନୀ…

ଲୋକସଭା ନିର୍ବାଚନରେ ଲଢ଼ିବେ ନାହିଁ ଦିଗବିଜୟ

ଭୋପାଳ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଭୋପାଳ କିମ୍ବା ରାଜଗଡ଼ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବା ଗୁଜବକୁ ନେଇ ସଫେଇ ଦେଇଛନ୍ତି | ଦିଗବିଜୟ ସିଂ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରି ଦେଇଛନ୍ତି, ସେ କହିଛନ୍ତି ଯେ ସେ…

ନିଆଁରେ ଜଳି ପାଉଁଶ ହୋଇଗଲେ ପରିବାରର ୫ ସଦସ୍ୟ

ଉତ୍ତର ପ୍ରଦେଶର ବରେଲି ଜିଲ୍ଲାରୁ ଆସିଛି ଏକ ହୃଦୟବିଦାରକ ଘଟଣା । ଏଠାରେ ଫରିଦପୁରସ୍ଥିତ ଏକ ଘରେ ନିଆଁ ଲାଗି ଗୋଟିଏ ପରିବାରର ୫ ସଦସ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତକମାନଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଏବଂ ତିନି ସନ୍ତାନ ଅଛନ୍ତି । ଘଟଣା ସମ୍ପର୍କରେ ସୂଚନା…

ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ନୀତୀଶ

ବିହାର ରାଜନୀତିରେ ଘଡିକେ ଘୋଡ଼ା ଛୁଟୁଛି। ନୀତୀଶ କୁମାର ସକାଳେ ଇସ୍ତଫା ଦେଇଥିବା ବେଳେ ଏବେ ସନ୍ଧ୍ୟାରେ ଶପଥ ନେଇଛନ୍ତି। ୯ମ ଥର ପାଇଁ ବିବହାର ମୁଖ୍ୟମନ୍ତ୍ରୀ ଭାବେ ପୁଣି ଶପଥ ଗ୍ରହଣ କରିଛନ୍ତି ନୀତୀଶ କୁମାର। ରାଜଭବନରେ ତାଙ୍କୁ ରାଜ୍ୟପାଳ ପଦ…