Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଦିଲ୍ଲୀରେ ପ୍ରବଳ ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି, ଦୃଶ୍ୟମାନ ଦୂରତା ‘ଶୂନ’କୁ ଖସିଲା…
ଦିଲ୍ଲୀରେ ରବିବାର ସକାଳେ ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଏହା ସହିତ ଚଳିତ ଶୀତଋତୁରେ ଆଜିର ସକାଳଟି ଦିଲ୍ଲୀ ପାଇଁ ଥିଲା ସବୁଠୁ ଥଣ୍ଡା ସକାଳ। ଲୋଧି ରୋଡ୍ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୩.୪ ଡିଗ୍ରୀ ରେକର୍ଡ କରାଯାଇଥିଲା।
ପ୍ରବଳ…
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହକୁ ନିମନ୍ତ୍ରଣ ପାଇ ଖୁସି ବ୍ୟକ୍ତ କଲେ ଅରୁଣ ଗୋଭିଲ୍…
ଅଯୋଧ୍ୟା: ରାମାନନ୍ଦ ସାଗରଙ୍କ ‘ରାମାୟଣ’ରେ ପ୍ରଭୁ ଶ୍ରରାମଚନ୍ଦ୍ରଙ୍କ ଭୂମିକା ନିଭାଇଥିବା ଅରୁଣ ଗୋଭିଲଙ୍କୁ ଆଜି ବି ଦେଖିଲେ ଲୋକଙ୍କ ମନରେ ଭକ୍ତି ଭାବନା ଜାଗି ଉଠେ। ସେ ତାଙ୍କ ଚରିତ୍ରକୁ ଏପରି ଭାବେ ନିଭାଇଥିଲେ ଯେ ସେ ସମୟରେ କିଛି ଲୋକ ତାଙ୍କ ଫଟୋ ରଖି ରାମ…
କେଜ୍ରିୱାଲଙ୍କୁ ଚତୁର୍ଥ ସମନ ପଠାଇଲା ଇଡି
ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣିଥରେ ସମନ ପଠାଇଲା ଇଡି। ଦିଲ୍ଲୀ ମଦ ନୀତି ଦୁର୍ନୀତିକୁ ନେଇ ତାଙ୍କୁ ଜାରି ହୋଇଛି ନୋଟିସ । ଜାନୁଆରୀ ୧୮ ତାରିଖ ପୂର୍ବରୁ ହାଜର ହେବା ପାଇଁ ଇଡି ପକ୍ଷରୁ ସମନ ଜାରି କରଯାଇଛି ।
ଇଡି ପକ୍ଷରୁ…
ସାଧୁଙ୍କୁ ମାଡ଼ ଘଟଣା : ୧୨ ଗିରଫ, ଟିଏମସିକୁ ଟାର୍ଗେଟ କଲା ବିଜେପି…
କୋଲକାତା : ପଶ୍ଚିମବଙ୍ଗରେ କିଛି ସାଧୁଙ୍କୁ ପିଲା ଚୋର ସନ୍ଦେହରେ ମାଡ଼ ମାରିବା ଘଟଣା ରାଜନୀତିକ ରୂପ ନେଇଛି। କ୍ଷମତାରୁ ଦୂରେଇ ଯାଇଥିବା ବିଜେପି ଏହି ଘଟଣା ପାଇଁ ହିନ୍ଦୁ କାର୍ଡ ଖେଳିବା ସହ ଟିଏମସିକୁ ଟାର୍ଗେଟ କରିଛି। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଭାଇରାଲ…
ଚାଇନା ବିରୋଧୀ ଲାଇ ଚିଙ୍ଗ ତେ ଜିତିଲେ ତାଇୱାନ ରାଷ୍ଟ୍ରପତି ନିର୍ବାଚନ…
ବେଜିଂ : ଶାସନ ଦଳ ଡେମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟି(ଡିପିପି)ର ନେତା ଲାଇ ଚିଙ୍ଗ ତେ ତାଇୱାନର ରାଷ୍ଟ୍ରପତି ନିର୍ବାଚନରେ ବାଜିମାତ କରିଛନ୍ତି। ଡିପିପି ଦଳର ଲାଇ ଚିଙ୍ଗଙ୍କୁ ଚାଇନା ବିଚ୍ଛିନ୍ନତାବାଦୀର ଆଖ୍ୟା ଦେଇଥିଲା।
ସେ ସବୁବେଳେ ବେଜିଂର ତାଇୱାନ ଦଖଲ…
ନାବାଳିକା ଦୁଷ୍କର୍ମ ମାମଲାରେ ଯୁବକଙ୍କୁ ମିଳିଲା ଜାମିନ…
ମୁମ୍ବାଇ : ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହୋଇଥିବା ଜଣେ ୨୬ ବର୍ଷୀୟ ଯୁବକଙ୍କୁ ବମ୍ବେ ହାଇକୋର୍ଟଙ୍କ ନାଗପୁର ବେଞ୍ଚ ଜାମିନ ଦେଇଛନ୍ତି। ସେ ଜଣେ ୧୩ ବର୍ଷୀୟ ଝିଅକୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା।
ଅଭିଯୁକ୍ତଙ୍କୁ ଜାମିନ ଦେବା ବେଳେ…
ହେମନ୍ତ ସୋରେନ୍ଙ୍କୁ ପୁଣି ସମନ, ନୂଆ ଡେଡ୍ଲାଇନ୍ ଦେଲା ଇଡି
ରାଞ୍ଚି : ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ପୁଣି ସମନ। ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୁଣି ଥରେ ହେମନ୍ତ ସୋରେନ୍ ସମନ କରିଛି। ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ତାଙ୍କୁ ନୂଆ ଡେଡ୍ ଲାଇନ୍ ଦିଆଯାଇଛି।…
ବସ ଓଲଟିବା ପରେ ଠିକ ସମୟରେ ବାହାରକୁ ଆସିନପାରିବାରୁ ଜଳିଗଲେ ମହିଳା…
ହାଇଦ୍ରାବାଦ: ବସ ଓଲଟିବା ପରେ ଠିକ ସମୟରେ ବାହାରକୁ ଆସିନପାରିବାରୁ ଜଳିଗଲେ ମହିଳା। ବସଟି ହାଇଦ୍ରାବାଦରୁ ଚିତ୍ତୋର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଚାଳକଙ୍କୁ ନିଦ ଲାଗିବାରୁ ସେ ନିୟନ୍ତ୍ରଣ ହରାଇଥିଲେ। ଏହା ପରେ ବସଟି ଓଲଟି ପଡ଼ିଥିଲା। ଅନ୍ୟ ଯାତ୍ରୀମାନେ…
ମୁମ୍ବାଇର ଏଷ୍ଟ୍ରେଲା ଟାୱାରରେ ଭୟାବହ ଅଗ୍ନିକାଣ୍ଡ…
ମୁମ୍ବାଇ: ମୁମ୍ବାଇରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଡୋମ୍ବିଭଲି ଲୋଧା ଫେଜ୍-୨ ଖୋନା ଏଷ୍ଟ୍ରେଲା ଟାୱାରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୫ରୁ ୬ ମହଲା ବିଶିଷ୍ଟ ଏକ ଗ୍ୟାଲେରୀ ଜଳି ଯାଇଛି। ଅଗ୍ନିକାଣ୍ଡ ପରେ ଅଗ୍ନିଶମ ବାହିନୀର ୩ଟି ଗାଡ଼ି…
୧୧ଦିନ ଧରି ମୌନ ରହିବା ସହିତ ଏସବୁ ନିୟମ ପାଳନ କରିବେ ମୋଦୀ…
ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଆସନ୍ତା ୨୨ ତାରିଖରେ ହେବ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ସ୍ବତନ୍ତ୍ର ୧୧ ଦିନିଆ ପୂଜା ଆରମ୍ଭ କରିଛନ୍ତି। ଦେଶବାସୀଙ୍କୁ ଆଜି ଏକ ଅଡିଓ ବାର୍ତ୍ତା ଦେଇ ପ୍ରଧାନମନ୍ତ୍ରୀ…