Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ମାନସିକ ସ୍ବାସ୍ଥ୍ୟ ଓ ‘ଏଆଇ ଟୁଲ୍’ ଭାଷିଣୀ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ବାରୋପ…
ନୂଆଦିଲ୍ଲୀ: ମାନସିକ ସ୍ବାସ୍ଥ୍ୟ ଓ ‘ଏଆଇ ଟୁଲ୍’ ଭାଷିଣୀ ଉପରେ ଆଜି ‘ମନ୍ କୀ ବାତ୍’ର ୧୦୮ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ବାରୋପ କରିଛନ୍ତି।
ଆଜିର ଏହି କାର୍ଯ୍ୟକ୍ରମରେ ‘ଫିଟ୍ ଇଣ୍ଡିଆ ଆନ୍ଦୋଳନ’ ପ୍ରତି ଦେଶବାସୀଙ୍କ ପ୍ରତିକ୍ରିୟାକୁ…
୨୪ ଘଣ୍ଟାରେ ଦେଶରେ ୮୪୧ ନୂଆ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ…
ନୂଆଦିଲ୍ଲୀ: ଆଜି ଦେଶରେ ୮୪୧ଜଣ ନୂଆ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ କରାଯାଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ୱେବ୍ସାଇଟ୍ ସୂଚନାରୁ ଜଣାପଡ଼ିଛି। ଗତ ୨୨୭ ଦିନ ବା ୭ ମାସରେ ଏହା ହେଉଛି ସର୍ବାଧିକ ସଂକ୍ରମଣ ବୃଦ୍ଧି ରିପୋର୍ଟ।
ଶନିବାର ଦିନ ସକ୍ରିୟ…
ଆଇଆଇଟି ବିଏଚ୍ୟୁ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା, ବନ୍ଧା ହେଲେ ୩ ଜଣ…
ଧରାପଡିଲେ ଆଇଆଇଟି ବିଏଚ୍ୟୁ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାର ଅଭିଯୁକ୍ତ। ୨ ମାସ ତଳେ ଆଇଆଇଟି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ହୋଇଥିବା ଦୁଷ୍କର୍ମ ମାମଲାରେ ସମସ୍ତ ୩ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି।
ଗିରଫ ଯୁବକମାନେ ହେଲେ କୁନାଲ ପାଣ୍ଡେ, ଆନନ୍ଦ ଓରଫ…
ଠକେଇର ନୂଆ ଫର୍ମୁଲା, ଗର୍ଭବତୀ କରାଇଲେ ମିଳିବ ୧୩ ଲକ୍ଷ ଟଙ୍କା…
ସାଇବର ଠକେଇ କଥା ପ୍ରାୟ ସମସ୍ତେ ଜାଣିଥିବେ। କିନ୍ତୁ ଏବେ ସାମ୍ନାକୁ ଆସିଛି ଠକେଇର ଏକ ନୂଆ ଫର୍ମୁଲା। ଯୁବକମାନଙ୍କୁ ଫସାଇବା ପାଇଁ ସାଇବର ଠକମାନେ ଆପଣାଇଛନ୍ତି ନୂଆ ଫଣ୍ଡା। ମହିଳାଙ୍କୁ ଗର୍ଭବତୀ କରାଇବାକୁ ଯୁବକଙ୍କୁ ଲକ୍ଷ ଲକ୍ଷ ଟଙ୍କାର କରୁଥିଲେ ଅଫର। ବିହାରରୁ…
ମଣିପୁରରେ ପୁଣି ହିଂସା, ସୁରକ୍ଷାକର୍ମୀଙ୍କୁ ଗୁଳିମାଡ଼
ମଣିପୁରରେ ପୁଣି ହିଂସା। ମଣିପୁରର ସୀମାବର୍ତ୍ତୀ ସହର ମୋରେହରେ ସନ୍ଧିଗ୍ଧ ବନ୍ଧୁକଧାରୀ ଓ ପୁଲିସ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଜଣେ ପୁଲିସ କମାଣ୍ଡୋ ଆହତ ହୋଇଥିବା ସୂଚନା ମିଳିଛି।
ପିଟିଆଇ ରିପୋର୍ଟ ମୁତାବକ, ଶନିବାର ଅପରାହ୍ଣରେ ଅଜ୍ଞାତ ବନ୍ଧୁକଧାରୀମାନେ ମୋରେହରୁ କି ଲୋକେସନ…
‘ତେହେରିକ୍-ଏ-ହୁର୍ରିୟତ’କୁ ଆତଙ୍କବାଦୀ ସଂଗଠନ ଘୋଷଣା କଲେ କେନ୍ଦ୍ର ସରକାର…
ଶ୍ରୀନଗର: ଜମ୍ମୁ-କଶ୍ମୀରକୁ ଆତଙ୍କବାଦରୁ ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ମୁସଲିମ ଲିଗ୍ ଜମ୍ମୁ-କଶ୍ମୀର ପରେ ବର୍ତ୍ତମାନ କେନ୍ଦ୍ର ସରକାର ତେହେରିକ-ଏ-ହୁର୍ରିୟତ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହାକୁ ଆତଙ୍କବାଦୀ ସଂଗଠନ ବୋଲି…
ନୂଆବର୍ଷ ବେଳେ ବିସ୍ଫୋରଣ ଧମକ, ମାୟାନଗରୀରେ ହାଇଆଲର୍ଟ…
ରାତି ପାହିଲେ ନୂଆବର୍ଷ। ଏଥିପାଇଁ ଚାରିଆଡେ ଉତ୍ସବ ମୁଖର। ନୂଆବର୍ଷକୁ ପାଳନ କରିବା ପାଇଁ ଲୋକେ ବିଭିନ୍ନ ସ୍ଥାନରେ ମଜାମସ୍ତିରେ ମସଗୁଲ ଅଛନ୍ତି। ଏହାରି ଭିତରେ ନୂଆବର୍ଷ ବେଳେ ମିଳିଛି ବିସ୍ଫୋରଣ ଧମକ। ମୁମ୍ବାଇର କିଛି ସ୍ଥାନରେ ନୂଆବର୍ଷରେ ବିସ୍ଫରଣ ବୋଲି ଧମକ…
ଆଗକୁ ପ୍ୟାରିସ ଅଲିମ୍ପିକ୍ସ, ରେସଲିଂ ଆରମ୍ଭ କରିବାକୁ ବଜରଙ୍ଗ ପୁନିଆଙ୍କ ଅନୁରୋଧ…
ନୂଆଦିଲ୍ଲୀ : ଅଲିମ୍ପିକ୍ସରେ ଭାରତ ପାଇଁ ମେଡାଲ ଜିତିଥିବା ବଜରଙ୍ଗ ପୁନିଆ ତୁରନ୍ତ ଦେଶରେ ରେସଲିଂ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ କ୍ରୀଡ଼ା ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି। ବିଶେଷ କରି ଅଲିମ୍ପିକ୍ସକୁ ଆଉ ୭ ମାସ ସମୟ ଥିବାରୁ ସେ ଏପରି ନିବେଦନ କରିଛନ୍ତି।…
ମିଆଁମାର ସେନା ଶିବିର ଉପରେ ବିଦ୍ରୋହୀଙ୍କ ଅତର୍କିତ ଆକ୍ରମଣ, ପ୍ରାଣ ବିକଳରେ ଭାରତକୁ ପଳାଇଆସିଲେ ୧୫୧ ସୈନ୍ୟ
ଆଇଜୋଲ: ଭାରତର ପଡ଼ୋଶୀ ଦେଶ ମିଆଁମାରରେ ଆଜିକାଲି ଅସ୍ଥିରତାର ବାତାବରଣ ସୃଷ୍ଟି ହୋଇଛି। ସେନା ଓ ବିଦ୍ରୋହୀମାନଙ୍କ ମଧ୍ୟରେ ରକ୍ତାକ୍ତ ଲଢେଇ ଚାଲିଛି । ନିକଟରେ ବିଦ୍ରୋହୀଙ୍କ ଆକ୍ରମଣ ଯୋଗୁଁ ପ୍ରାଣ ବିକଳରେ ୧୫୧ ଜଣ ସୈନିକ ମିଆଁମାରରୁ ପଳାଇ ଭାରତରେ ଆଶ୍ରୟ…
୧୨୨ଟି କ୍ଷେପଣାସ୍ତ୍ର ମାଡ଼ କଲା ରୁଷ୍…
କିଭ୍: ନୂଆବର୍ଷ ପୂର୍ବରୁ ୟୁକ୍ରେନ୍ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି ରୁଷ୍। କିଭ୍, ଲଭିବ୍, ଓଡେଶା, ନିପ୍ରୋ, ଖାରଖିଭ୍, ଜାପୋରିଝିଆ ସମେତ ବିଭିନ୍ନ ସହରରେ ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଭୟାନକ ଆକ୍ରମଣ ଜାରି ରହିଛି। ଆଜି ସକାଳ ସୁଦ୍ଧା ରୁଷ୍ ୧୨୨ଟି…