Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଅଡୁଆରେ ନିର୍ବାଚନ କମିଶନ, ଲିଖିତ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ : ନିର୍ବାଚନ ସମୟରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ଏବଂ ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟି)ର ବିଶ୍ୱସନୀୟତା ସମ୍ପର୍କରେ ସୂଚନା ଅଧିକାର (ଆରଟିଆଇ) ପ୍ରଶ୍ନର ଉତ୍ତର ନିର୍ବାଚନ ଆୟୋଗ ଦେଇନଥିବାରୁ କେନ୍ଦ୍ରୀୟ ସୂଚନା ଆୟୋଗ ତୀବ୍ର ଅସନ୍ତୋଷ ପ୍ରକାଶ!-->…
ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକାରୀର ପୁଅ ଲଢ଼ିବେ ଲୋକସଭା ନିର୍ବାଚନ
ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକାରୀର ପୁଅ ସରବଜିତ ସିଂହ (୪୫) ପଞ୍ଜାବର ଫରିଦକୋଟ ନିର୍ବାଚନ ମଣ୍ଡଳୀରୁ ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ହେବା ନେଇ ଘୋଷଣା କରିଛନ୍ତି। ସରବଜିତ୍ ସିଂହ ହେଉଛନ୍ତି ଇନ୍ଦିରା ଗାନ୍ଧୀଙ୍କ ଅନ୍ୟତମ ହତ୍ୟାକାରୀ!-->…
ବିବାଦ ପରେ ସ୍ପଷ୍ଟୀକରଣ: କେନ୍ଦ୍ରମନ୍ତ୍ରୀ କହିଲେ କରୋନା ଯୋଗୁ ଆୟ ୬୮୦କୁ ଖସି ଯାଇଥିଲା
ଭାଗିଦାରୀରେ ଚାଲିଥିବା ବ୍ୟବସାୟ କରୋନା ଯୋଗୁ ଗଭୀର ଭାବେ ପ୍ରଭାବିତ ହୋଇଥିଲା। ବ୍ୟବସାୟରେ ଅନେକ କ୍ଷତି ସହିବାକୁ ପଡ଼ିଥିଲା। ଏଥିପାଇଁ ୨୦୨୧-୨୦୨୨ ଆର୍ଥିକ ବର୍ଷରେ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ଟିକସ ଯୁକ୍ତ ଆୟ ୬୮୦ ଟଙ୍କାକୁ ଖସି ଯାଇଥିଲା। ଏକଥା ନିଜେ କେନ୍ଦ୍ରମନ୍ତ୍ରୀ!-->…
କାଫେ ବିସ୍ଫୋରଣ ଘଟଣା: ଅଭିଯୁକ୍ତ ଧରାପଡ଼ିବା ପରେ ତେଜିଲା ରାଜନୀତିକ ବାକଯୁଦ୍ଧ
ବେଙ୍ଗାଲୁରୁର ପ୍ରସିଦ୍ଧ ରାମେଶ୍ୱରମ କାଫେ ବିସ୍ଫୋରଣ ଘଟଣାର ୨ ମୁଖ୍ୟ ଅଭିଯୁକ୍ତ ବେଙ୍ଗଲର ପୂର୍ବ ମେଦିନାପୁର ଜିଲ୍ଲାରୁ ଧରା ପଡ଼ିଛନ୍ତି। ଦୀର୍ଘ ଦିନ ଧରି ୨ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ଶେଷରେ ସେମାନଙ୍କୁ ଏନଆଇଏ ଗିରଫ କରିଛି।
ତେବେ ବେଙ୍ଗଲରୁ ୨ ଅଭିଯୁକ୍ତ ଧରାପଡ଼ିବା!-->!-->!-->…
କବିତାଙ୍କୁ ରିମାଣ୍ଡରେ ନେଲା ସିବିଆଇ
ପ୍ରଥମ ଇଡି ଦ୍ୱାରା ଗିରଫ ହୋଇଇଥିବା ବିଆରଏସ୍ ନେତ୍ରୀ କେ କବିତାଙ୍କୁ ସିବିଆଇ ଗତକାଲି ବିଧିବଦ୍ଧ ଭାବେ ଗିରଫ କରିଛି। ଏବେ ସିବିଆଇ କବିତାଙ୍କୁ ରିମାଣ୍ଡରେ ନେଇଛି। ଏପ୍ରିଲ ୧୫ ଯାଏ ସିବିଆଇ ତାଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ପାଇଛି।
ଦିଲ୍ଲୀର ଗୋଟିଏ କୋର୍ଟରେ ରିମାଣ୍ଡ!-->!-->!-->…
ଆପ୍ର ଅଭିଯୋଗ, ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ଚାହୁଁଛି ବିଜେପି
ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ବିଜେପି ପ୍ରୟାସ କରୁଛି ବୋଲି ଅଭିଯୋଗ କରିଛି ଆମ୍ ଆଦ୍ମୀ ପାର୍ଟି (ଆପ୍)। ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଆତିଶୀ ଆଜି ଏହି ଅଭିଯୋଗ ଆଣିଛନ୍ତି।
ସେ କହିଛନ୍ତି ଯେ ଆମକୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅରବିନ୍ଦ!-->!-->!-->…
ଜମ୍ମୁ ଓ କଶ୍ମୀର ଫେରିପାଇବ ରାଜ୍ୟ ମାନ୍ୟତା, ହେବ ବିଧାନସଭା ନିର୍ବାଚନ: ପ୍ରଧାନମନ୍ତ୍ରୀ
‘ଖୁବ୍ଶୀଘ୍ର ଜମ୍ମୁ ଓ କଶ୍ମୀର ରାଜ୍ୟ ମାନ୍ୟତା ଫେରି ପାଇବ। ତା’ପରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।’ ଆଜି ଜମ୍ମୁ ଓ କଶ୍ମୀରର ଉଧମପୁରରେ ଏକ ନିର୍ବାଚନୀ ସଭାରେ ଯୋଗ ଦେବା ଅବସରରେ ଏହି କଥା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ସେ କହିଥିଲେ, ମୋଦି ଟିକେ ଦୂର ଚିନ୍ତା!-->!-->!-->…
ଇନ୍ଦିରା ଗାନ୍ଧିଙ୍କ ପରେ ଆମେରିକା ମାଗାଜିନ୍ରେ ମୋଦି
ନୂଆଦିଲ୍ଲୀ : ଭାରତର ତତ୍ତ୍କାଳିନ ପ୍ରଧାନମନ୍ତ୍ରୀ ଇନ୍ଦିର ଗାନ୍ଧିଙ୍କ ପରେ ପ୍ରଥମ ଥର ପାଇଁ ଆମେରିକାର ପ୍ରସିଦ୍ଧ ସାପ୍ତାହିକ ମାଗାଜିନ କଭର ପେଜ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୀର୍ଘ ୯୦ ମିନିଟ୍ ଧରି ନ୍ୟୁଜ୍ଓ୍ୱିକ୍କୁ ସେ ଦେଇଛନ୍ତି ସାକ୍ଷାତକାର। ଏହି ସମୟରେ ସେ ଚାଇନା!-->…
ୟୁକ୍ରେନରେ ସୈନ୍ୟ ଅଭାବ, ବାଧ୍ୟତାମୂଳକ ହେଲା ସେନାରେ ଯୋଗଦାନ
କିବ: ଦୁଇ ବର୍ଷରୁ ଅଧିକ ସମୟ ଧରି ରୁଷିଆ ସହ ଲଢ଼େଇ କରିବା ପରେ ଯୁଦ୍ଧ କ୍ଷେତ୍ରରେ ହଜାର ହଜାର ୟୁକ୍ରେନ୍ ସୈନିକ ପ୍ରାଣ ହରାଇଛନ୍ତି। ଏଭଳି ସ୍ଥିତିରେ ଅସ୍ତ୍ରଶସ୍ତ୍ର ସହ ଏବେ ୟୁକ୍ରେନରେ ସୈନିକଙ୍କ ଅଭାବ ଦେଖାଦେଇଛି। ୟୁକ୍ରେନର ସଂସଦରେ ଗୁରୁବାର ଏକ ବିବାଦୀୟ ଆଇନକୁ ଅନୁମୋଦନ ମିଳିଛି,!-->…
ଇଦ୍ରେ ସଲମାନ ଖାନଙ୍କ ବାସଭବନ ବାହାରେ ଏକତ୍ରିତ ହୋଇଥିବା ଫ୍ୟାନ୍ଙ୍କ ଉପରେ ପୁଲିସର ଲାଠିଚାର୍ଜ
ମୁମ୍ବାଇ: ଇଦ୍ର ସ୍ୱତନ୍ତ୍ର ଅବସରରେ ସଲମାନ୍ ଖାନ୍ଙ୍କ ପ୍ରଶଂସକମାନେ ସୁପରଷ୍ଟାରଙ୍କ ଝଲକ ଦେଖିବା ପାଇଁ ତାଙ୍କ ଗାଲାକ୍ସି ବାସଭବନ ବାହାରେ ଆଜି ବହୁ ସଂଖ୍ୟାରେ ଏକାଠି ହୋଇଥିଲେ। ଦୁର୍ଭାଗ୍ୟବଶତଃ ଭିଡ଼ ଏତେ ଅସମ୍ଭାଳ ହୋଇପଡ଼ିଥିଲା ଯେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ଲାଠିଚାର୍ଜ!-->…