Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ବୋମା ପକାଇ ରାମ ମନ୍ଦିର ଉଡ଼ାଇ ଦେବାକୁ ଷଡ଼ଯନ୍ତ୍ର
ଲକ୍ଷ୍ନୌ, : ରାମ ମନ୍ଦିରକୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ବଡ଼ ଧରଣର ଷଡ଼ଯନ୍ତ୍ର ହୋଇଥିଲା। ଏନ୍ଆଇଏ ଏବଂ ଏଟିଏସ୍ ଦ୍ବାରା ଏହି ଷଡ଼ଯନ୍ତ୍ରର ପର୍ଦ୍ଦାଫସା କରାଯାଇଛି ଏବଂ ଉତ୍ତରପ୍ରଦେଶର ଜଣେ ସନ୍ଦିଗ୍ଧ ଆତଙ୍କବାଦୀକୁ ଏହି ମାମଲାରେ କର୍ଣ୍ଣାଟକର ଦବଙ୍ଗେରେରୁ ଗିରଫ କରାଯାଇଛି। ଅଯୋଧ୍ୟା!-->…
ୟୁରୋପରେ ଭୀଷଣ ଗ୍ରୀଷ୍ମପ୍ରବାହ, ୭୦ରୁ ଅଧିକ ମୃତ
ନୂଆଦିଲ୍ଲୀ: ୟୁରୋପ ଏବେ ଏକ ଐତିହାସିକ ଗ୍ରୀଷ୍ମଲହରିର ସମ୍ମୁଖୀନ ହେଉଛି। ଭୀଷଣ ଗ୍ରୀଷ୍ମପ୍ରବାହରେ ୟୁରୋପରେ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଫ୍ରାନ୍ସ ଓ ବ୍ରିଟେନ ସହିତ ଅନେକ ଦେଶରେ ତାପମାତ୍ରା ରେକର୍ଡ ସ୍ତରରେ ପହଞ୍ଚିଥିବା ବେଳେ ଏହାର ପ୍ରଭାବ ଜନଜୀବନ,!-->…
ଟ୍ରକକୁ ପଛରୁ ପିଟିଲା କାର୍, ଚାଲିଗଲା ୪ ଜୀବନ
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ମନ୍ଦସୌର ଜିଲ୍ଲା ସୀତାମଉ ଥାନା ଅର୍ନ୍ତଗତ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେରେ ଏକ ଦ୍ରୁତଗାମ କାର୍ ଟ୍ରକରେ ପିଟିହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍ ଟି ସଂପୂର୍ଣ୍ଣ!-->…
ଭୂକମ୍ପକୁ ନେଇ ଦୁଃଖ ପ୍ରକାଶ କଲେ ମୋଦି, ଭେନେଜୁଏଲାକୁ ବଢାଇଲେ ସହାୟତାର ହାତ
ନୂଆଦିଲ୍ଲୀ : ଭେନେଜୁଏଲାରେ ଆସିଥିବା ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ଝଟ୍କାରେ ସବୁକିଛି ଛାରଖାର ହୋଇଛି । ରାଜଧାନୀ କାରାକାସ ସମେତ ଅନେକ ସହରରେ ବଡ଼ ବଡ଼ ବିଲିଡିଂ ଧ୍ବଂସ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେନେଜୁଏଲାରେ ଆସିଥିବା ଭୂକମ୍ପ ଯୋଗୁଁ ଦୁଃଖ ପ୍ରକାଶ କରିଛନ୍ତି!-->…
ବିଦେଶ ଯାତ୍ରା ପାଇଁ ପାସପୋର୍ଟ ଏକ ଦସ୍ତାବିଜ୍, ନାଗରିକତ୍ବର ପ୍ରମାଣପତ୍ର ନୁହେଁ
ନୂଆଦିଲ୍ଲୀ : ପାସପୋର୍ଟ ଯାତ୍ରା ପାଇଁ ଏକ ଦସ୍ତାବିଜ୍, ନାଗରିକତ୍ୱର ପ୍ରମାଣ ନୁହେଁ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପାସପୋର୍ଟ ହେଉଛି ମୁଖ୍ୟତଃ ବିଦେଶ ଯାତ୍ରା ପାଇଁ ଏକ ଦସ୍ତାବିଜ୍ । ଏହା ନାଗରିକତ୍ୱର ପ୍ରମାଣ ପତ୍ର ନୁହେଁ । ୧୪ତମ!-->…
ଭେନେଜୁଏଲାରେ ତାଣ୍ଡବ ରଚିଲା ଭୂମିକମ୍ପ, ୧୬୪ ମୃତ
ଭେନେଜୁଏଲା: ଭେନେଜୁଏଲାରେ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଭେନେଜୁଏଲାର ରାଜଧାନୀ କାରାକାସ୍ ନିକଟବର୍ତ୍ତୀ ଅଞ୍ଚଳରେ ଦୁଇଟି ଶକ୍ତିଶାଳୀ ଭୂକମ୍ପ ଝଟକା । ଦୁଇଟି ଶକ୍ତିଶାଳୀ ଭୂକମ୍ପରେ ପ୍ରାୟ ୧୬୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ ହଜାରରୁ ଅଧିକ ଆହତ ହୋଇଛନ୍ତି ।!-->…
ସେଲଫି ହେଲା କାଳ, କାବେରୀ ନଦୀରେ ବୁଡ଼ିଗଲେ ୫ ପର୍ଯ୍ୟଟକ
କର୍ଣ୍ଣାଟକ : କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ଫଟୋ ଉଠାଉଥିବା ବେଳେ ଚାଲିଗଲା ୫ ଜୀବନ । ଏଠାରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମୁଥାଠୀରେ କାବେରୀ ନଦୀ କୂଳରେ ଛିଡ଼ା ହୋଇ ଫଟୋ ଓ ସେଲଫି ଉଠାଇବା ନଦୀ ସ୍ରୋତରେ ଭାସି ଚାଲିଗଲା ୫ ଜୀବନ । ନଦୀର ପ୍ରଖର ସ୍ରୋତରେ ଭାସିଯାଇ ୪ ଜଣ!-->…
ବାଂଲାଦେଶୀଙ୍କ ପାଇଁ ପର୍ଯ୍ୟଟନ ଭିସା ପୁନଃଆରମ୍ଭ କଲେ ଭାରତ ସରକାର
ଢାକା: ଭାରତ ସରକାର ବାଂଲାଦେଶୀ ନାଗରିକଙ୍କ ପାଇଁ ପର୍ଯ୍ୟଟନ ଭିସା ପୁନଃସ୍ଥାପିତ କରିଛନ୍ତି। ବାଂଲାଦେଶରେ ଭାରତର ନୂଆ ହାଇକମିଶନର ଦିନେଶ ତ୍ରିବେଦୀ ଏହି ଘୋଷଣା କରିଛନ୍ତି।
ଶେଖ୍ ହସିନା ସରକାରଙ୍କ ପତନ ପରେ ଗତ ଦୁଇ ବର୍ଷ ଧରି ଏହି ଭିସା ସ୍ଥଗିତ ରଖାଯାଇଥିଲା। ତଥାପି ବାଂଲାଦେଶୀ!-->!-->!-->…
ୟୁରୋପରେ ଇବୋଲା ଆତଙ୍କ, ଗଲାଣି ୨୬୦ରୁ ଅଧିକ ଜୀବନ
ନୂଆଦିଲ୍ଲୀ: ୟୁରୋପରେ ପଶିଲା ଘାତକ ଇବୋଲା । ମାନବିକ ସେବା କରିବାକୁ ଯାଇ ଭୂତାଣୁ ନେଇ ଫେରିଲେ ଡାକ୍ତର । କଙ୍ଗୋରେ ତାଣ୍ଡବ ରଚୁଛି ଇବୋଲର ନୂଆ ଷ୍ଟ୍ରେନ୍ । ବର୍ତ୍ତମାନ ସୁଦ୍ଧା ୨୬୦ରୁ ଅଧିକ ଜୀବନ ଗଲାଣି । ବିଶ୍ୱକୁ ପୁଣି ଡରାଇଲାଣି ମାରାତ୍ମକ ‘ଇବୋଲା’ ଭୂତାଣୁ । ଆଫ୍ରିକୀୟ ଦେଶ!-->…
ପାକିସ୍ତାନ ସୀମାରେ ପଶିଲା ଏୟାର ଇଣ୍ଡିଆ ବିମାନ, ଅମୃତସର ବଦଳରେ ଦିଲ୍ଲୀରେ ଜରୁରୀ ଅବତରଣ
ନୂଆଦିଲ୍ଲୀ: ପାକିସ୍ତାନ ସୀମାରେ ପଶିଲା ଏୟାର ଇଣ୍ଡିଆ ବିମାନ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅମୃତସର ବଦଳରେ ଦିଲ୍ଲୀରେ ହେଲା ଜରୁରୀ ଅବତରଣ । ଦିଲ୍ଲୀରୁ ଅମୃତସର ଆସୁଥିବା ଏୟାର ଇଣ୍ଡିଆର ଏକ ଯାତ୍ରୀବାହୀ ବିମାନ ସୋମବାର ରାତିରେ ସାମାନ୍ୟ ଭୁଲ୍ ବଶତଃ ପାକିସ୍ତାନ ଆକାଶ ସୀମା ମଧ୍ୟକୁ!-->…