Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ପାକିସ୍ତାନ ସୀମାରେ ପଶିଲା ଏୟାର ଇଣ୍ଡିଆ ବିମାନ, ଅମୃତସର ବଦଳରେ ଦିଲ୍ଲୀରେ ଜରୁରୀ ଅବତରଣ
ନୂଆଦିଲ୍ଲୀ: ପାକିସ୍ତାନ ସୀମାରେ ପଶିଲା ଏୟାର ଇଣ୍ଡିଆ ବିମାନ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅମୃତସର ବଦଳରେ ଦିଲ୍ଲୀରେ ହେଲା ଜରୁରୀ ଅବତରଣ । ଦିଲ୍ଲୀରୁ ଅମୃତସର ଆସୁଥିବା ଏୟାର ଇଣ୍ଡିଆର ଏକ ଯାତ୍ରୀବାହୀ ବିମାନ ସୋମବାର ରାତିରେ ସାମାନ୍ୟ ଭୁଲ୍ ବଶତଃ ପାକିସ୍ତାନ ଆକାଶ ସୀମା ମଧ୍ୟକୁ!-->…
ଖାମେନେଇଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେବା ପାଇଁ ମୋଦିଙ୍କୁ ନିମନ୍ତ୍ରଣ
ନୂଆଦିଲ୍ଲୀ : ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନେଇଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କଲେ ଇରାନ ରାଷ୍ଟ୍ରପତି । ଏଥିପାଇଁ ମୋଦିଙ୍କୁ ଆନୁଷ୍ଠାନିକ ନିମନ୍ତ୍ରଣ ମିଳିଛି । ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନ୍!-->…
ସରକାରୀ ଡାକ୍ତରଖାନାରେ ଜନ୍ମ ନେଇଥିବା ପ୍ରତି ନବଜାତଙ୍କୁ ମିଳିବ ୧ ଗ୍ରାମର ସୁନା ମୁଦି
ତାମିଲନାଡୁ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଟିଭିକେ ମୁଖ୍ୟ ବିଜୟ ନିଜ ରାଜ୍ୟର ଲୋକଙ୍କୁ ସ୍ବତନ୍ତ୍ର ଉପହାର ଦେବା ନେଇ ଘୋଷଣା କରିଛନ୍ତି । ଯାହାକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଚାଲିଛି । ମୁଖ୍ୟମନ୍ତ୍ରୀ ବିଜୟ ଏକ ନୂଆ ଯୋଜନା ଥାଇ ମାମନ ଗୋଲ୍ଡ ରିଙ୍ଗ ସ୍କିମ ଆରମ୍ଭ କରିଛନ୍ତି ।!-->…
ମୌସୁମୀ ବର୍ଷାରେ ଉବୁଡୁବୁ ମୁମ୍ବାଇ, ରେଳ ଚଳାଚଳ ଠପ୍
ମୁମ୍ବାଇ : ମୁମ୍ବାଇ ଓ ମହାରାଷ୍ଟ୍ରରେ ମୌସୁମୀର ପ୍ରଭାବ ଆରମ୍ଭ ହୋଇଛି । ଗତକାଲି ରାତିରୁ ମୁମ୍ବାଇରେ ପ୍ରବଳ ବର୍ଷା ହେଉଥିବାର ଦେଖିବାକୁ ମିଳିଛି । ମୁମ୍ବାଇର ପଶ୍ଚିମ ଉପନଗରରେ ୧୯୦ ମିମି ବର୍ଷା ହୋଇସାରିଛି। ଆଜି ସକାଳେ ଭାରତୀୟ ପାଣିପାଗ ବିଭାଗ ମୁମ୍ବାଇ ସ୍ଥିତ କ୍ଷେତ୍ରୀୟ!-->…
ନିର୍ମାଣାଧୀନ ତିନି ମହଲା ଗୋଦାମ ଘର ଭୁଶୁଡ଼ି ୬ ଶ୍ରମିକ ମୃତ
କଲକାତା : କଲକାତା ତାରାତାଲା ଅଞ୍ଚଳରେ ବଡ ଅଘଟଣ।ବୁଧବାର ଏକ ନିର୍ମାଣାଧୀନ ତିନି ମହଲା ଗୋଦାମ ଘର ଭୁଶୁଡ଼ି ପଡ଼ିବାରୁ ୬ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିବା ସହ ୪୦ରୁ ଅଧିକ ଲୋକ ଫସିଥିବା ଆଶଙ୍କା କରାଯାଉଛି। ଏନ୍ଡିଆରଏଫ, ଏସ୍ଡିଆରଏଫ, ପୁଲିସ୍ ଓ ଅଗ୍ନିଶମ ବାହିନୀ ସହିତ ସେନାର ଯବାନମାନଙ୍କୁ!-->…
ଟଙ୍କା ପାଇଁ ପ୍ରେମିକ ସହ ମିଶି ବାପା-ମା’ ଓ ସାନ ଭଉଣୀଙ୍କୁ ହତ୍ୟା
ବେଙ୍ଗାଲୁରୁ : ଜଣେ ମହିଳା ତା’ର ପ୍ରେମିକ ସହ ମିଶି ବାପା, ମା’ ଓ ଭଉଣୀଙ୍କୁ ହତ୍ୟା କରିଛନ୍ତି। ହତ୍ୟାର ଶିକାର ବ୍ୟକ୍ତି ବିଶେଷ ହେଲେ ବେଙ୍ଗାଲୁରୁର ଆରକେ ପୁରମ୍ ଅଞ୍ଚଳର ସୋମାସୁନ୍ଦର (୫୫), ମୁଟ୍ଟୁଲକ୍ଷ୍ମୀ (୪୮) ଓ ତାଙ୍କ ସାନଝିଅ ସୁପ୍ରିୟା (୨୦)। ସୋମାସୁନ୍ଦର ଓ ମୁଟ୍ଟୁଲକ୍ଷ୍ମୀଙ୍କ!-->…
ସରିଲା ଆମେରିକା-ଇରାନ ପ୍ରଥମ ପର୍ଯ୍ୟାୟ ଆଲୋଚନା
ବର୍ଗେନଷ୍ଟକ: ସ୍ବିଜରଲ୍ୟାଣ୍ଡର ବର୍ଗେନଷ୍ଟକରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି। ଆଲୋଚନାର ଅଂଶ ସ୍ବରୂପ ଉଭୟ ପକ୍ଷ ଏକ ଉଚ୍ଚସ୍ତରୀୟ କମିଟି ପ୍ରତିଷ୍ଠା କରିବାକୁ ରାଜି ହୋଇଛନ୍ତି। ଏହି ଆଲୋଚନା ନେଇ ପାକିସ୍ତାନ ଏବଂ କାତାର ଏକ ବିବୃତି ଜାରି କରିଛନ୍ତି!-->…
ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଆନ, ସରିଲା ରାଜ୍ୟସଭା କାର୍ଯ୍ୟକାଳ
ନୂଆଦିଲ୍ଲୀ : ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବା ପରେ ସେ କେନ୍ଦ୍ର ମନ୍ତ୍ରୀ ପରିଷଦରୁ ଓହରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ!-->…
୬୫ ସ୍ବତନ୍ତ୍ର ବ୍ୟକ୍ତିତ୍ବଙ୍କୁ ପଦ୍ମ ପୁରସ୍କାର, ୩ ଓଡ଼ିଆଙ୍କୁ ପଦ୍ମଶ୍ରୀ ସମ୍ମାନ
ନୂଆଦିଲ୍ଲୀ: ମଙ୍ଗଳବାର ରାଷ୍ଟ୍ରପତି ଭବନରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ବଭିନ୍ନ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ସ୍ବତନ୍ତ୍ର ବ୍ୟକ୍ତିତ୍ବଙ୍କୁ ଦିଆଯାଇଛି ପଦ୍ମ ସମ୍ମାନ। ୬୫ ଜଣ ବ୍ୟକ୍ତିତ୍ବଙ୍କୁ ମିଳିଛି ପଦ୍ମ ପୁରସ୍କାର। ସ୍ବତନ୍ତ୍ର ସମାରୋହରେ ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ!-->…
କତାର LNG ଫ୍ୟାକ୍ଟ୍ରିବିସ୍ଫୋରଣରେ ୧୨ ଭାରତୀୟଙ୍କ ସମେତ ୧୩ ମୃତ
ନୂଆଦିଲ୍ଲୀ : କତାରରେ ଭୟାବହ ବିସ୍ଫୋରଣ । ୧୨ ଭାରତୀୟଙ୍କ ସମେତ ୧୩ ମୃତ୍ୟୁ ହୋଇଥିବା ବେଳେ ୬୬ ଆହତ ହୋଇଛନ୍ତି । ବୃହତ୍ତମ ଏଲଏନଜି ହବ୍ ‘ରସ ଲାଫାନ ଇଣ୍ଡଷ୍ଟ୍ରିଆଲ ସିଟି’ରେ ଥିବା ବାରଜାନ ସ୍ଥାନୀୟ ଗ୍ୟାସ ଯୋଗାଣ ପ୍ରତିଷ୍ଠାନରେ ଏକ ଭୟାବହ ବିସ୍ଫୋରଣ ଘଟିଥିଲା । ଘଟଣାକୁ ନେଇ!-->…