Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଆସନ୍ତାକାଲି ହେବାକୁ ଥିବା ‘ଇଣ୍ଡିଆ’ ବୈଠକ ସ୍ଥଗିତ…
ଆସନ୍ତାକାଲି ମେଣ୍ଟ ଦଳଗୁଡିକୁ ନେଇ ବସିଥାଆନ୍ତା 'ଇଣ୍ଡିଆ' ବୈଠକ। ହେଲେ କିଛି ଘଣ୍ଟା ପୂର୍ବରୁ ବୈଠକ ବସିବ ନାହିଁ ବୋଲି ସୂଚନା ଆସୁଛି। ମେଣ୍ଟ ଦଳର ବହୁ ବରିଷ୍ଠ ନେତା ଯୋଗଦେବେନି ବୋଲି ମନା କରିବାରୁ ବୈଠକକୁ ସ୍ଥଗିତ ରଖାଯାଇଛି।
ଖବର ଅନୁସାରେ, ବିହାର!-->!-->!-->…
ଖାଇକୁ ଖସିଲା କ୍ୟାବ୍, ଆଖିବୁଜିଲେ ୭ ପର୍ଯ୍ୟଟକ
କଶ୍ମୀର ବୁଲିବାକୁ ଆସିଥିଲେ। ହେଲେ ଆଉ ଫେରିଲେନି। ଖାଇକୁ ଖସିପଡିଲା କ୍ୟାବ୍। ଆଖି ବୁଜିଲେ ୭ ପର୍ଯ୍ୟଟକ। ଜମ୍ମୁ-କଶ୍ମୀରର ଗନ୍ଦରବଲ ଜିଲ୍ଲା ଶ୍ରୀନଗର-ଲେହ ଜାତୀୟ ରାଜପଥରେ ଏଭଳି କିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ସୂଚନା ମୁତାବକ, ଜୋଜିଲା ଦରେ ଅଞ୍ଚଳରେ ଏହି ଦୁର୍ଘଟଣା!-->!-->!-->…
ମା’ଙ୍କ ଚିକିତ୍ସା ପାଇଁ ଚେନ୍ନାଇ ଯାଇଥିବା ବେଳେ ଜଳବନ୍ଦୀ ହୋଇଥିଲେ ଆମୀର ଖାନ୍
ଚେନ୍ନାଇ: ସାଇକ୍ଲୋନ୍ ‘ମିଗଜୋମ୍’ ଚେନ୍ନାଇରେ ହଇଚଇ ସୃଷ୍ଟି କରିଛି। ଗତ ଦୁଇ ଦିନ ହେବ ବାତ୍ୟା ପ୍ରଭାବରେ ହନ୍ତସନ୍ତ ହେଉଛନ୍ତି ସହରବାସୀ। ନିକଟରେ କାରପକ୍କମ୍ରେ ଫଶି ରହିଥିବା ଅଭିନେତା ବିଷ୍ଣୁ ବିଶାଲଙ୍କୁ ଅଗ୍ନିଶମ ବିଭାଗୀୟ କର୍ମଚାରୀ ଉଦ୍ଧାର କରିଛନ୍ତି। ଏକ ଏକ୍ସ ପୋଷ୍ଟ୍!-->…
ଡ୍ୟୁଟିରେ ଥିବା ଟ୍ରାଫିକ ପୁଲିସକୁ ଘୋଷାରି ନେଲା କାର୍…
ଥମୁନି ହିଟ୍ ଆଣ୍ଡ ରନ୍ ମାମଲା। ସାଧାରଣ ଜନତା ବାରମ୍ବାର ଏହାର ଶିକାର ହେଉଥିବା ବେଳେ ଏଥିରୁ ପୁଲିସ ମଧ୍ୟ ବାଦ୍ ପଡିନାହାନ୍ତି। ନିକଟରେ ଜଣେ ଡ୍ୟୁଟିରେ ଥିବା ଟ୍ରାଫିକ୍ ପୁଲିସଙ୍କୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ଧକ୍କା ଦେଇ ଘୋଷାରି ନେଇଛି। ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଘଟିଛି!-->…
‘ପାହାଡ଼ ଉପରକୁ ଯାଇ ଇଭିଏମ୍ ଇଭିଏମ୍ ଜପନ୍ତୁ ରାହୁଲ’…
ତିନି ରାଜ୍ୟରେ ଫେଲ୍ ମାରିଛି କଂଗ୍ରେସ। କାମ କଲାନି କୌଣସି ବି ପ୍ଲାନ। କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି। ଏହି ପରାଜୟ ପରେ ଏବେ କଂଗ୍ରେସକୁ ଚାରୁଆଡୁ ବାଣ ମାରୁଛନ୍ତି ବିରୋଧୀ। ଏହି କ୍ରମରେ ବିଜେପି ସାଂସଦମାନେ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଦେଇଛନ୍ତି ବଡ଼ ପରାମର୍ଶ।
!-->!-->!-->…
ଉତ୍ତର-ଭାରତୀୟ ରାଜ୍ୟକୁ ଗୋମୁତ୍ର ରାଜ୍ୟ କହିଲେ ଡିଏମକେ ସାଂସଦ…
ନୂଆଦିଲ୍ଲୀ: ୫ ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ପରେ କେତେକ ଗୋଷ୍ଠୀ ଦେଶରେ ଉତ୍ତର ଓ ଦକ୍ଷିଣ ଭାରତ ବିଭେଦ ସୃଷ୍ଟି କରିବାକୁ ଉଦ୍ୟମ କରିଚାଲିଛନ୍ତି । ଉତ୍ତରଭାରତ ଲୋକେ ଶିକ୍ଷାଗତ ଦୃଷ୍ଟିକୋଣରୁ ଦୁର୍ବଳ ଏଣୁ ସବୁବେଳେ ବିଜେପିକୁ ଭୋଟ ଦେଉଛନ୍ତି ବୋଲି ପ୍ରଚାର!-->…
ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ସଭାପତି ସୁଖଦେବ ସିଂହ ଗୋଗାମେଡିଙ୍କୁ ଗୁଳି କରି ହତ୍ୟା…
ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ସଭାପତି ସୁଖଦେବ ସିଂହ ଗୋଗାମେଡିଙ୍କୁ ଆଜି ରାଜସ୍ଥାନର ରାଜଧାନୀ ଜୟପୁରରେ ଗୁଳି କରି ହତ୍ୟା କରାଯାଇଛି। ଏହି ଗୁଳିମାଡ଼ ଘଟଣାରେ ତାଙ୍କର ଦୁଇ ଜଣ ସହଯୋଗୀ ଗୁରୁତର ଆହତ ହୋଇଛନ୍ତି।
ଅପରାହ୍ନ ପ୍ରାୟ ୧.୪୫ ମିନିଟରେ ସୁଖଦେବ ସିଂହ ଗୋଗାମେଡିଙ୍କ ଘରେ!-->!-->!-->…
କୋଲକାତା ଭାରତର ସବୁଠାରୁ ସୁରକ୍ଷିତ ସହର: ଏନସିଆରବି…
ନୂଆଦିଲ୍ଲୀ: ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ଦ୍ୱାରା ସଦ୍ୟ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ କୋଲକାତା କ୍ରମାଗତ ତୃତୀୟ ବର୍ଷ ପାଇଁ ଭାରତର ସବୁଠାରୁ ସୁରକ୍ଷିତ ସହର ଭାବେ ଉଭା ହୋଇଛି ଏବଂ ମହାନଗରଗୁଡ଼ିକ ମଧ୍ୟରେ ପ୍ରତି ଲକ୍ଷ ଜନସଂଖ୍ୟାରେ ସର୍ବନିମ୍ନ!-->…
ତେଲଙ୍ଗାନାର ୧୫ ଡାକ୍ତର ଏବେ ବିଧାୟକ…
ଏଇ ଏଇ ସରିଛି ତେଲଙ୍ଗାନା ବିଧାନସଭା ନିର୍ବାଚନ। ଦୁଇ ଦୁଇ ଥର ଗାଦି ଅକ୍ତିଆର କରିଥିବା କେ. ଚନ୍ଦ୍ରଶେଖର ରାଓଙ୍କ ବିଆରଏସକୁ ଚକମା ଦେଇ ପ୍ରଥମ ଥର ସରକାର ଗଢିବାକୁ ଯାଉଛି କଂଗ୍ରେସ। ଡିସେମ୍ବର ୭ରେ ଶପଥ ଉତ୍ସବ ଥିବାବେଳେ ରେବନ୍ଥ ରେଡ୍ଡୀ ରାଇଜ ମୁଖିଆ ଭାବେ ମନୋନୀତ ହୋଇଛନ୍ତି। ଏହାରି!-->…
ଡିସେମ୍ବର ୭ରେ ତେଲେଙ୍ଗାନାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେବନ୍ତ ରେଡ୍ଡୀ
ହାଇଦ୍ରାବାଦ/ ନୂଆଦିଲ୍ଲୀ: କଂଗ୍ରେସ ନେତା ରେବନ୍ତ ରେଡ୍ଡୀ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଡିସେମ୍ବର ୭ରେ ସେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ସମ୍ଭାବନା ରହିଛି ଏବଂ ତାଙ୍କ ସହ କିଛି ମନ୍ତ୍ରୀ ମଧ୍ୟ ଶପଥ ନେବେ। ହାଇଦ୍ରାବାଦରେ ଅନୁଷ୍ଠିତ!-->…