Browsing Category

ଦେଶ

ଆପଣ ଜଣେ ମନ୍ତ୍ରୀ, ନିଜ ମନ୍ତବ୍ୟର ପରିଣାମ ଜାଣିବା ଉଚିତ୍ ଥିଲା : ଉଦୟନିଧି ଷ୍ଟାଲିନଙ୍କୁ ଭତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ ନେଇ ଦେଇଥିବା ମନ୍ତବ୍ୟକୁ ନେଇ ସୁପ୍ରିମକୋର୍ଟ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବାକ୍ ଓ ଅଭିବ୍ୟକ୍ତି ର ସ୍ୱାଧୀନତାର ଅଧିକାରର ଦୁରୁପଯୋଗ କରିବା ପରେ ସେ କାହିଁକି ତାଙ୍କ ପିଟିସନ ଆଣିଲେ ବୋଲି ସର୍ବୋଚ୍ଚ ଅଦାଲତ…

ବିଜେପିକୁ ୨ ହଜାର ଟଙ୍କା ଚାନ୍ଦା ଦେଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଦଳ ଭାରତୀୟ ଜନତା ପାର୍ଟିକୁ ଟଙ୍କା ଦାନ କରିଛନ୍ତି। ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦଳକୁ ଆର୍ଥିକ ଦୃଷ୍ଟିରୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଡୋନେଟ୍ ଫର ନେସନ୍ ବିଲ୍ଡିଂ ଅଭିଯାନ ଅଧୀନରେ ବିଜେପିକୁ ଦାନ କରିଛନ୍ତି।…

ଡ୍ରାଇଭର ମୋବାଇଲ୍ ଫୋନ୍‌ରେ କ୍ରିକେଟ୍‌ ମ୍ୟାଚ୍ ଦେଖୁଥିବାରୁ ଘଟିଥିଲା ଟ୍ରେନ୍ ଦୁର୍ଘଟଣା..!

ଭୁବନେଶ୍ୱର : ୨୦୨୩ ଅକ୍ଟୋବର ୨୯ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ବେଳେ ଆନ୍ଧ୍ର ପ୍ରଦେଶର ବିଜୟନଗରମ ଜିଲ୍ଲା କଣ୍ଟକପଲ୍ଲୀରେ ରାୟଗଡ଼ା ପାସେଞ୍ଜର ଓ ବିଶାଖାପଟନମ-ପଲାସା ଟ୍ରେନ୍ ମଧ୍ୟରେ ଧକ୍କା ହୋଇଥିଲା। ଏଥିରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିଲେ। ଏହି ଦୁର୍ଘଟଣା…

ମୋଦି ହିନ୍ଦୁ ନୁହନ୍ତି : ଲାଲୁ ପ୍ରସାଦ ଯାଦବ

ପୁଣି ଥରେ ଫର୍ମକୁ ଫେରିଛନ୍ତି ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ବିହାରରେ ସତ୍ତା ପରିବର୍ତ୍ତନ ପରେ ପ୍ରଥମ ଥର ପାଇଁ ନିଜ ପୁରୁଣା ଷ୍ଟାଇଲ୍‌ରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଏକ ଭୋଜପୁରୀ ଗୀତ ଗାଇ ବାଣ ମାରିଛନ୍ତି । ସେ…

ରାଜନୀତିରୁ ସନ୍ନ୍ୟାସ ନେଲେ ହର୍ଷବର୍ଦ୍ଧନ

ରାଜନୀତିକୁ ଗୁଡ୍‌ବାଏ କହିଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସାଂସଦ ଡଃ. ହର୍ଷବର୍ଦ୍ଧନ। ସେ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଇଥିବା ଘୋଷଣା କରିଛନ୍ତି। ଏନେଇ ସେ ଟ୍ୱିଟ୍‌ କରି ଜଣାଇଛନ୍ତି। ବିଜେପି ଏଥର ଲୋକସଭା ନିର୍ବାଚନରେ ତାଙ୍କ ଟିକେଟ୍‌ କାଟିବା ପରେ ସେ ଏଭଳି ବଡ ନିଷ୍ପତ୍ତି…

ଆସନ୍ତା ୧୦ ଦିନ ମଧ୍ୟରେ ୧୨ଟି ରାଜ୍ୟର ୨୯ଟି କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ସମ୍ଭାବ୍ୟ ଘୋଷଣା ପୂର୍ବରୁ ଆସନ୍ତା ୧୦ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୨୯ଟି କାର୍ଯ୍ୟକ୍ରମରେ ଯୋଗ ଦେବେ। ସେ ତେଲେଙ୍ଗାନା, ତାମିଲନାଡୁ, ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଜମ୍ମୁ-କଶ୍ମୀର, ଆସାମ,…

ଯୁବକଙ୍କୁ ଅପହରଣ କରି ମୁହଁରେ ପରିସ୍ରା କଲେ, ନିର୍ଧୁମ ପିଟିଲେ

ଯୁବକଙ୍କୁ ପ୍ରଥମେ ଅପହରଣ କଲେ। ଏହାପରେ ତାଙ୍କୁ ବରଫ ଉପରେ ଶୁଆଇ ନିର୍ଧୁମ ପିଟିଲେ। କେବଳ ସେତିକି ନୁହେଁ ତାଙ୍କ ମୁହଁରେ ପରିସ୍ରା ମଧ୍ୟ କଲେ ଦୁର୍ବୃତ୍ତ। ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ମଧ୍ୟ ପ୍ରଦେଶର ଶିବପୁରୀ ଅଞ୍ଚଳରୁ। ଶିବପୁରୀର କରୈରାରେ ବଢ଼ି ଚାଲିଛି ଅପରଧାର। କିଛି…

ଟଳମଳ ହିମାଚଳ ସରକାର, ବୈଠକ ମଝିରୁ ରାଗି ଉଠିଗଲେ ଶିକ୍ଷାମନ୍ତ୍ରୀ

ଟଳମଳ ହିମାଚଳ ପ୍ରଦେଶ ସରକାର। ଏଠାକାର କଂଗ୍ରେସ ସରକାରଙ୍କ ଉପରୁ ସଙ୍କଟ ଟଳିନଥିବା ମନେ ହେଉଛି। ଦିନକୁ ଦିନ ଏଠି ବଢ଼ୁଛି ବିଦ୍ରୋହୀଙ୍କ ସଂଖ୍ୟା। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଏଠାରେ ସବୁକିଛି ଠିକ୍ ଥିବା ଦାବି କରୁଥିଲେ ମଧ୍ୟ କିଛି ଠିକ୍‌ ନଥିବା ସ୍ପଷ୍ଟ ବାରି ହୋଇପଡୁଛି।…

ମହାରାଷ୍ଟ୍ରରେ ଇଣ୍ଡି ମେଣ୍ଟର ଆସନ ବୁଝାମଣା ଚୂଡ଼ାନ୍ତ: ଉଦ୍ଧବସେନା ୨୧, କଂଗ୍ରେସ ୧୫,ଏନ୍‌ସିପି-ଏସ୍‌ପି ୯ ଆସନରେ…

ମୁମ୍ବାଇ: ଉତ୍ତରପ୍ରଦେଶ ପରେ ମହାରାଷ୍ଟ୍ରରେ ସର୍ବାଧିକ ୪୮ଟି ‌ଲୋକସଭା ଆସନ ରହିଛି। ରାଜ୍ୟରୁ ସର୍ବାଧିକ ଆସନ ହାସଲ କରିବାକୁ ଇଣ୍ଡି ମେଣ୍ଟ ଯୋଜନାବଦ୍ଧ ପ୍ରୟାସ ଆରମ୍ଭ କରିଛି। ରାଜନୈତିକ ଛକାପଞ୍ଝା ମଧ୍ୟରେ ଆଜି ଉଦ୍ଧବସେନା, କଂଗ୍ରେସ ଓ ଏନ୍‌ସିପି (ଶରଦପାୱାର୍‌) ମଧ୍ୟରେ ଆସନ…

ମେଦବହୁଳତା: ବିଶ୍ୱର ୧୦୦ କୋଟି ଲୋକ ପ୍ରଭାବିତ

ନୂଆଦିଲ୍ଲୀ: ଲାନସେଟ୍ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ସମଗ୍ର ବିଶ୍ୱରେ ବର୍ତ୍ତମାନ ଏକ ବିଲିୟନ (୧୦୦ କୋଟି)ରୁ ଅଧିକ ଲୋକ ମେଦବହୁଳତା ବା ମୋଟାପଣରେ ପୀଡ଼ିତ ଅଛନ୍ତି ଏବଂ ଏହି ସଂଖ୍ୟା ୧୯୯୦ ପରଠାରୁ ଚାରିଗୁଣରୁ ଅଧିକ ବୃଦ୍ଧି ପାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ…