Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଲୋକସଭା ନିର୍ବାଚନ: ପ୍ରାର୍ଥୀ ଘୋଷଣା କଲା ଆପ୍
ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ଆଉ ମାସକ ପରେ ପଡିପାରେ ଭୋଟ୍। ଏହାରି ଭିତରେ ଦିଲ୍ଲୀର ୪ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଆମ୍ ଆଦମୀ ପାର୍ଟି।
ନୂଆ ଦିଲ୍ଲୀରୁ ସୋମନାଥ ଭାରତୀଙ୍କୁ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ କରିଛି। ସେହିପରି ପଶ୍ଚିମ ଦିଲ୍ଲୀରୁ ମହାବଳ!-->!-->!-->…
ସିଦ୍ଧୁ ମୁସେଓ୍ୱାଲାଙ୍କ ପୂର୍ବତନ ସହଯୋଗୀଙ୍କୁ ଗୁଳିମାଡ଼
ଦିବଙ୍ଗତ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେଓ୍ୱାଲାଙ୍କ ପୂର୍ବତନ ସହଯୋଗୀଙ୍କ ଉପରେ ଆଖିବୁଜା ଗୁଳିମାଡ। ପଞ୍ଜାବର ଫେମସ୍ ମ୍ୟୁଜିକ କମ୍ପୋଜର ତଥା ପ୍ରଡ୍ୟୁସର ବଣ୍ଟି ବେନ୍ସଙ୍କ ଉପରକୁ କିଛି ଅଜ୍ଞାତ ବନ୍ଧୁକଧାରୀମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି।
ସୂଚନା ମୁତାବକ, ବଣ୍ଟି ବେନ୍ସ!-->!-->!-->…
ହିମାଚଳପ୍ରଦେଶରେ କ୍ରସ ଭୋଟିଂ ଆଶଙ୍କା ମଧ୍ୟରେ ବିଧାୟକଙ୍କ ଜରୁରୀକାଳୀନ ବୈଠକ ଡକାଇଲେ ମୁଖ୍ୟମନ୍ତ୍ରୀ ସୁଖୁ
ସିମଲା: ହିମାଚଳ ପ୍ରଦେଶ ବିଧାନସଭାର ବଜେଟ୍ ଅଧିବେଶନରେ ଆଜି ରୋମାଞ୍ଚକର ରାଜନୈତିକ ସ୍ଥିତି ଦେଖିବାକୁ ମିଳିଛି | ରାଜ୍ୟସଭା ଆସନ ପାଇଁ ଭୋଟ୍ ମଧ୍ୟରେ ଆଜି ବିଧାନସଭା ଭିତରେ ଶାସକ ଦଳ ପୂର୍ବ ଭଳି ଦୃଢ ସ୍ଥିତିରେ ନଥିବା ଜଣାପଡିଛି। ବାସ୍ତବରେ ଆଜି ରାଜ୍ୟସଭା ସାଂସଦ ପାଇଁ ମତଦାନକୁ ନେଇ!-->…
ପୁଣି କେଜ୍ରିୱାଲଙ୍କୁ ସମନ; ଅଷ୍ଟମ ଥର ପାଇଁ ଡକାଇଲା ଇଡି
ପୁଣି ଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ଆସିଛି ସମନ। ଦିଲ୍ଲୀ ଅବକାରୀ ନୀତିରେ ଘୋଟାଲା ମାମଲାରେ ଜେରା ପାଇଁ ଇଡି କେଜ୍ରିୱାଲଙ୍କୁ ସମନ ପଠାଇଛି। ଏହାକୁ ମିଶାଇ ଇଡି ଆଠ ଥର ସମନ ପଠାଇଲାଣି।
ଆସନ୍ତା ମାର୍ଚ୍ଚ ୪ରେ ଦିଲ୍ଲୀ ଅବକାରୀ ନୀତିରେ ଅର୍ଥ ହେରଫେର!-->!-->!-->…
‘ଚନ୍ଦ୍ର ଭଳି ଆରମ୍ଭ ହେବ ମିଶନ ଶୁକ୍ର, ୨୦୩୦ ସୁଦ୍ଧା ସ୍ପେଶ୍ ଷ୍ଟେସନ ସ୍ଥାପନ’
ଇସ୍ରୋର ଗଗନଯାନ ମିଶନ ମାଧ୍ୟମରେ ମହାକାଶକୁ ଯିବାକୁ ଥିବା ୪ ଜଣ ମହାକାଶଚାରୀଙ୍କ ନାଁ ଘୋଷଣା କରାଯାଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଚାରି ବୀରଙ୍କ ନାମ ଘୋଷଣା କରିଛନ୍ତି। ପ୍ରଥମ କରି ଭାରତୀୟ ବାୟୁସେନାର ଚାରି ଜଣ ଅଧିକାରୀ ମହାକାଶ ଯାତ୍ରା କରିବେ। ସେମାନେ!-->…
ଗଗନଯାନ ମିଶନ: ଘୋଷଣା ହେଲା ମହାକାଶ ଯିବାକୁ ଥିବା ୪ ଜଣଙ୍କ ନାଁ
ଆଉ ଏକ ଇତିହାସ ରଚିବାକୁ ଯାଉଛି ଇସ୍ରୋ। ପ୍ରଥମ ଥର ପାଇଁ ଭାରତ ନିଜ ରକେଟରେ ନିଜ ବୀରଙ୍କୁ ମହାକାଶ ପଠାଇବ। ବାୟୁସେନାର ଚାରି ଜଣ ଅଧିକାରୀ ପ୍ରଥମ କରି ମହାକାଶ ଯାତ୍ରା କରିବେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କ ନାମ ଘୋଷଣା କରିଛନ୍ତି। ଏହି ଚାରି ଅଧିକାରୀ ଗଗନଯାନ!-->…
ପରଲୋକରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ପଙ୍କଜ ଉଧାସ
ନୂଆଦିଲ୍ଲୀ: ଗଜଲ ଗାୟକ ପଙ୍କଜ ଉଧାସଙ୍କ ପରଲୋକ ହୋଇଛି । ସେ ଦୀର୍ଘଦିନ ଧରି ଅସୁସ୍ଥ ହୋଇ ଚିକିତ୍ସିତ ଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା ।
ତାଙ୍କ ଝିଅ ନାୟାବ ଉଧାସ ଏକ ବିବୃତି ଜାରି କରି ତାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ ଦ୍ବାରା ଜାରି ଏକ!-->!-->!-->…
ଅଗ୍ନିପଥ ଯୋଜନା: ଅନ୍ୟାୟ କଥା କହି ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ କଂଗ୍ରେସ ମୁଖିଆ
କେନ୍ଦ୍ର ସରକାର ସେନା ବାହିନୀରେ ଅସ୍ଥାୟୀ ନିଯୁକ୍ତି ପାଇଁ ଆଣିଥିବା ଅଗ୍ନିପଥ ଯୋଜନାକୁ ପୁଣି ବିରୋଧ କରିଛି କଂଗ୍ରେସ। ଅଗ୍ନିପଥ ଯୋଜନା ବିରୋଧରେ ଆଜି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି। ନିୟମିତ ନିଯୁକ୍ତି ପ୍ରକ୍ରିୟା ବନ୍ଦ ହୋଇ!-->…
ଭାରତ ମହାସାଗରରେ କ୍ଷେପଣାସ୍ତ୍ର ମୁତୟନ କରିବ ଭାରତ
ନୂଆଦିଲ୍ଲୀ: ଭାରତ ମହାସାଗରରେ ଚୀନ ଓ ପାକିସ୍ତାନର ବଢୁଥିବା ଗତିବିଧି ଉପରେ ଭାରତ ତୀକ୍ଷ୍ଣ ନଜର ରଖିଛି। ଉଭୟ ଦେଶର ମୁକାବିଲା କରିବା ପାଇଁ ଭାରତୀୟ ସେନା ୫୦୦ କିଲୋମିଟର ଦୂରତା ବିଶିଷ୍ଟ ବୁଡ଼ାଜାହାଜ-ଉତକ୍ଷେପଣ କ୍ରୁଜ୍ କ୍ଷେପଣାସ୍ତ୍ର (ଏସ୍ଏଲସିଏମ୍)ର ପରୀକ୍ଷଣ କରିବାକୁ ଯାଉଛି। ଆକାଶ!-->…
ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ବିଜୟୀ ହେଲା ଟିମ୍ ଇଣ୍ଡିଆ
ନୂଆଦିଲ୍ଳୀ: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ବିଜୟ ସହ ସିରିଜ ନିଜ ନାଁରେ କରିଛି ଟିମ୍ ଇଣ୍ଡିଆ । ଶେଷ ମ୍ୟାଚ୍ ପୂର୍ବରୁ ସିରିଜ କବଜା କରିଛି ରୋହିତ ବାହିନୀ । ୫ ୱିକେଟ ହରାଇ ୧୯୨ ରନର ବିଜୟଲକ୍ଷ୍ୟକୁ ହାସଲ କରିଛି ଭାରତ। ଦୁଇ ଯୁବ ବ୍ୟାଟର ଶୁଭମନ ଗିଲ ଓ ଧ୍ରୁବ ଜୁରେଲଙ୍କ!-->…