Browsing Category

ଦେଶ

ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ୪୫ ମିନିଟ ଅପେକ୍ଷା କଲେ ପ୍ରଧାନମନ୍ତ୍ରୀ, ଅଟକି ରହିଲା କାରକେଡ୍

ନୂଆଦିଲ୍ଲୀ : ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ୪୫ ମିନିଟ ଅପେକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ନିଜ କାରକେଡ ଯୋଗୁଁ କାଳେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପାଇଁ ସମସ୍ୟା ନହେବ, ଏଣୁ ଦିଲ୍ଲୀ ଏୟାରପୋର୍ଟରେ ପ୍ରାୟ ୪୫ ମିନିଟ ଅପେକ୍ଷା କରିଥିଲେ । ଆଜି କୋଲକାତାରେ…

ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ୍ ଲିକ୍: ୭ ମୃତ, ୬୦ରୁ ଉର୍ଦ୍ଧ୍ବ ଗୁରୁତର

ତାମିଲନାଡ଼ୁ : ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬୦ଜଣଙ୍କଠାରୁ ଊର୍ଦ୍ଧ୍ବ ଗୁରୁତର ହୋଇଛନ୍ତି । ଏହି ଅଘଟଣ ତାମିଲନାଡ଼ୁ ତିରୁଭାଲୁର୍ ଜିଲ୍ଲା ପେରିୟାପାଲାୟାମ ସ୍ଥିତ ଏକ…

ଟ୍ରକକୁ ପଛ ପଟୁ ଧକ୍କା ଦେଲା ବସ୍: ୫ ମୃତ, ୧୭ ଆହତ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗର ଜଳପାଇଗୁଡ଼ି ଜିଲ୍ଲାର ଉଲ୍ଲାଦାବାରି ଅଞ୍ଚଳରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଫଳରେ ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୧୭ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ…

ଭାରତୀୟ ନୌସେନାରେ ସାମିଲ ହେଲା ୩ ଯୁଦ୍ଧ ଜାହାଜ, ହସ୍ତାନ୍ତର କଲେ ମୋଦି

ନୂଆଦିଲ୍ଲୀ : ଭାରତୀୟ ନୌସେନାରେ ସାମିଲ ହେଲା ୩ ଯୁଦ୍ଧ ଜାହାଜ । INS ଅଗ୍ରୟ, INS ସଂଶୋଧନ ଏବଂ INS ଦୁନାଗିରିକୁ ଭାରତୀୟ ନୌସେନାକୁ ହସ୍ତାନ୍ତର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଯାହା ଭାରତୀୟ ନୌସେନାର କାର୍ଯ୍ୟକ୍ଷମ କ୍ଷମତାକୁ ଆହୁରି ମଜବୁତ କରିବ । ପ୍ରଧାନମନ୍ତ୍ରୀ ମୋଦି…

କଡ଼ା ସୁରକ୍ଷାରେ ସରିଲା NEET UG 2026 ପୁନଃ-ପରୀକ୍ଷା

ନୂଆଦିଲ୍ଲୀ : କଡ଼ା ସୁରକ୍ଷା ମଧ୍ୟରେ ସାରା ଦେଶରେ ଶେଷ ହେଲା NEET UG 2026 ପୁନଃ-ପରୀକ୍ଷା । ପେପର ଲିକ୍ ବିବାଦ ପରେ ପୁନଃ ପରୀକ୍ଷା ଦେଲେ ୨୨ ଲକ୍ଷରୁ ଅଧିକ ମେଡିକାଲ ଆଶାୟୀ । ଗତ ମେ ୩ ତାରିଖରେ ହୋଇଥିବା ପରୀକ୍ଷାରେ ପେପର ଲିକ୍ ଅଭିଯୋଗ ଆସିବା ପରେ, ଆଜି ସାରା…

ପୁଣି ହର୍ମୁଜ ପ୍ରଣାଳୀକୁ ବନ୍ଦ କଲା ଇରାନ

ନୂଆଦିଲ୍ଲୀ : ହର୍ମୁଜ ପ୍ରଣାଳୀ ବନ୍ଦ ନେଇ ପୁଣି ଘୋଷଣା କଲା ଇରାନ। ଇରାନ-ଆମେରିକା ମଧ୍ୟରେ ଚୁକ୍ତିନାମା ପରେ ହର୍ମୁଜ ଖୋଲିଥିଲା ଇରାନ। ଏମୟୁ ଉଲ୍ଲଙ୍ଘନ ଅଭିଯୋଗ ଆଣି ହର୍ମୁଜକୁ ବନ୍ଦ କଲା ଇରାନ। ଲେବାନନ୍‌ ଉପରେ ଇସ୍ରାଏଲ୍‌ର ପୁଣି ଆକ୍ରମଣକୁ ବିରୋଧ କରି ଇରାନ ଏହି ଘୋଷଣା କରିଛି।…

ମାରୁତି ମନ୍ଦିର ସଭାମଣ୍ଡପ ଛାତ ଭୁଶୁଡ଼ି ୭ ଶ୍ରଦ୍ଧାଳୁ ମୃତ

ମୁମ୍ବାଇ : ମହାରାଷ୍ଟ୍ର ପରଭଣୀ ଜିଲ୍ଲାର ମାନବତ ତହସିଲ ସ୍ଥିତ ପ୍ରସିଦ୍ଧ ଯଶୱାଡି ମାରୁତି ମନ୍ଦିର ପରସରରେ ବଡ଼ ଅଘଟଣ । ମନ୍ଦିର ସାମ୍ନାରେ ତିଆରି ହୋଇଥିବା ସଭା ମଣ୍ଡପ ଭୁଶୁଡ଼ି ପଡିବାରୁ ଅନେକ ଶ୍ରଦ୍ଧାଳୁ ଚାପି ହୋଇଥିବା ଆଶଙ୍କା କରାଯାଉଛି । ୩୦ରୁ ୪୦ ଜଣ ଶ୍ରଦ୍ଧାଳୁ…

ସୁପ୍ରିମ ରାୟ, ଫୁଟପାଥରେ ଚାଲିବା ପଥଚାରୀଙ୍କ ମୌଳିକ ଅଧିକାର

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଫୁଟ୍ ପାଥରେ ଚାଲିବା ଏବେ ଆପଣଙ୍କ ମୌଳିକ ଅଧିକାର । ଗାଡ଼ି ନୁହେଁ, ପଦଚାରୀ ସବୁଠୁ ଆଗେ ! ସଡ଼କ ଜବରଦଖଲକାରୀଙ୍କ ଉପରେ କୋର୍ଟଙ୍କ କଡ଼ା ଆଭିମୁଖ୍ୟ । ୫ ବର୍ଷର ଶିଶୁର ମୃତ୍ୟୁ ବଦଳାଇଦେଲା ଦେଶର ଆଇନ । ୬ ମାସ ଭିତରେ ସୁଧୁରିବ ଫୁଟ୍ ପାଥ୍…

ଟ୍ରେନରେ ଜେନେରାଲ ବଗି ସିଟ୍ କୁ ନେଇ ମାରପିଟ୍, ଚାଲିଗଲା ଯୁବକଙ୍କ ଜୀବନ

ନୂଆଦିଲ୍ଲୀ : ଦିଲ୍ଲୀର ଶାହଦରା ରେଲୱେ ଷ୍ଟେସନରେ ଟ୍ରେନରେ ସିଟ୍ ବିବାଦକୁ ନେଇ ଜଣେ ଯାତ୍ରୀଙ୍କ ଜୀବନ ଚାଲିଯାଇଛି । ପ୍ଲାଟଫର୍ମ ନମ୍ବର-୩ରେ ଯୋଗା ଏକ୍ସପ୍ରେସର ଜେନେରାଲ ବଗିରେ ଚଢିବାକୁ ନେଇ ଜଣେ ବ୍ୟକ୍ତିଙ୍କୁ କିଛି ସହ ଯାତ୍ରୀ ପ୍ରବଳ ପିଟିଥିଲେ । ପିଟିବା ପରେ ପୀଡ଼ିତ ଯୁବକଙ୍କୁ…

ଫ୍ରିଜ୍ ହେଲା ଟିଏମ୍‌ସିର ୩ଟି ବ୍ୟାଙ୍କ ଆକାଉଣ୍ଟ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ କ୍ଷମତାଚ୍ୟୁତ ହୋଇଥିବା ମମତା ବାନାର୍ଜୀଙ୍କ ଟିଏମ୍‌ସି ଭିତରେ ଚାଲିଥିବା ଗୃହଯୁଦ୍ଧ ଏବେ ଚରମ ସୀମାରେ ପହଞ୍ଚିଛି। ଦଳୀୟ ପାଣ୍ଠି ଓ ସମ୍ପତ୍ତି ଉପରେ କବଜା କରିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଟଣାଓଟରା ଚାଲିଥିବା ବେଳେ ବେଙ୍ଗଲ…