Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଦିଲ୍ଲୀରୁ ୫ ଆତଙ୍କବାଦୀ ଗିରଫ
ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ୍ ବୁଧବାର ଆଉ ୫ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଗିରଫ ଆତଙ୍କବାଦୀମାନେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇର ସଞ୍ଚାଳକ ଶେହଜାଦ ଭଟ୍ଟି ସହିତ ଯୋଗାଯୋଗରେ ରହିଥିଲେ। ବୁଧବାର ଦିଲ୍ଲୀ ପୁଲିସ କହିଛି ଯେ ଏହି ଆତଙ୍କବାଦୀ ଗୋଷ୍ଠୀରେ ୮ଜଣ!-->…
ମମତାଙ୍କୁ ହାଇକୋର୍ଟରୁ ଝଟକା, ପଶ୍ଚିମବଙ୍ଗ ବିଧାନସଭାରେ ଋତବ୍ରତ ବାନାର୍ଜୀ ହେବେ ବିରୋଧୀ ଦଳ ନେତା
କୋଲକାତା : ପୁଣି ମମତା ବାନାର୍ଜୀଙ୍କୁ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି । ଟିଏମସିର ବିଦ୍ରୋହୀ ବିଧାୟକ ଋତବ୍ରତ ବାନାର୍ଜୀଙ୍କ ବିଧାନସଭାରେ ବିରୋଧୀ ଦଳ ନେତା ରହିବେ ବୋଲି କହିଛନ୍ତି କୋଲକତା ହାଇକୋର୍ଟ । ଏଠାରେ ବିଧାନସଭା ବାଚସ୍ପତି ରଥେନ୍ଦ୍ର ବୋଷଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ!-->…
ଗଭୀର ଖାଇକୁ ଖସିଲା କାର୍, ୭ ମୃତ
ହିମାଚଳ ପ୍ରଦେଶ : ହିମାଚଳ ପ୍ରଦେଶ ଚମ୍ବାରେ ଦୁର୍ଘଟଣାରେ ଚାଲିଗଲା ୭ ଜୀବନ । ବିଳମ୍ବିତ ରାତି ୨ଟାରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ଏକ ଗାଡ଼ି ଅନିୟନ୍ତ୍ରିତ ହୋଇ ଗଭୀର ଖାଇକୁ ଖସିପଡିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଗାଡ଼ିଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ମୃତକଙ୍କ!-->…
ଅନ୍ତ ହେଲା ଆମେରିକା-ଇରାନ ଯୁଦ୍ଧ, ଐତିହାସିକ ଚୁକ୍ତି ସ୍ବାକ୍ଷରିତ
ଆମେରିକା : ଯୁଦ୍ଧର ହେଲା ଅନ୍ତ । ଆମେରିକା-ଇରାନ ମଧ୍ୟରେ ଐତିହାସିକ ଚୁକ୍ତି ସ୍ବାକ୍ଷରିତ। ଯୁଦ୍ଧ ଶେଷ କରିବା ପାଇଁ ଚୁକ୍ତି ସ୍ବାକ୍ଷର କଲେ ଉଭୟ ଦେଶ। ଚୁକ୍ତିନାମାରେ ସ୍ବାକ୍ଷର କଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ପେଜେସ୍କିଆନ। ଫ୍ରାନ୍ସର ଭର୍ସାଇଲ୍ସଠାରେ ରାତ୍ରୀ ଭୋଜନ ସମୟରେ!-->…
ଖାଦ୍ୟ ବ୍ୟବସାୟୀଙ୍କ ପାଇଁ କଳଙ୍କୀ ଛୁରି ବ୍ୟବହାର ମନା, ନୂଆ ନିୟମ ଲାଗୁ କଲା FSSAI
ନୂଆଦିଲ୍ଲୀ : ରେଷ୍ଟୁରାଣ୍ଟ, ହୋଟେଲ, ଢାବା ଏବଂ ଫୁଡ ଫ୍ୟାକ୍ଟ୍ରିରେ ଖାଇବା କ୍ବାଲିଟିକୁ ନେଇ ନିୟମ କଡ଼ା ବୋକୁ ଯାଉଛି । ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ଦେଶର ସମସ୍ତ ଫୁଡ ବିଜନେସ ଅପରେଟର୍ସଙ୍କୁ ନିର୍ଦ୍ଦେଶ ଦେଇଛି କି, ଖାଇବା ଜିନିଷ ତିଆରି କରିବା ବେଳେ!-->…
ଶାନ୍ତିି ଚୁକ୍ତି ପୂର୍ବରୁ ଇରାନକୁ ଡୋନାଲ୍ଡ ଟ୍ରମ୍ପଙ୍କ ଧମକ
ୱାଶିଂଟନ : ଶାନ୍ତିି ଚୁକ୍ତି ପୂର୍ବରୁ ଇରାନକୁ ଧମକାଇଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ଅବସାନ ପାଇଁ ଉଭୟ ଦେଶ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହେବାକୁ ଥିବା ବେଳେ ଏହା ଉପରେ ବିଶ୍ବବାସୀଙ୍କ ନଜର ରହିଛି। ଚୁକ୍ତି ସ୍ବାକ୍ଷର ନେଇ ପ୍ରକ୍ରିୟା!-->…
ଖୁବ୍ଶୀଘ୍ର କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ !
ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଜନା କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। କିଛିଦିନ ହେବ ବିଜେପି ସାଂଗଠନିକ ସ୍ତରରେ ପରିବର୍ତ୍ତନ ଓ ରାଜ୍ୟସଭା ଆସନ ନିମନ୍ତେ ନାମାଙ୍କନପତ୍ର ଦାଖଲ ଏହି ଚର୍ଚ୍ଚାକୁ ଖୋରାକ୍ ଯୋଗାଉଛି।
!-->!-->!-->…
ପାଟନାରେ ବଦଳିବ ପ୍ରସ୍ତାବିତ ଟାଉନସିପର ନାମ, ଘୋଷଣା କଲେ ବିହାର ମୁଖ୍ୟମନ୍ତ୍ରୀ
ବିହାର : ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏକ ବଡ଼ ଘୋଷଣା କରିଛନ୍ତି । ବିହାରର ରାଜଧାନୀ ପାଟନାରେ ପ୍ରସ୍ତାବିତ ଟାଉନଶିପ୍ର ନାମ ଏବେ ପାଟଳିପୁତ୍ର ହେବ । ସହଯୋଗ ଶିବିର ସମୟରେ ଫୁଲୱାରୀ ଶରିଫର ନଦିୟାୱାଁରେ ଲୋକମାନଙ୍କୁ ସମ୍ବୋଧନ କରି ସେ କହିଥିଲେ ଯେ, ପ୍ରସ୍ତାବିତ!-->…
ସରକାରଙ୍କ ଅସ୍ଥାୟୀ ବ୍ୟାନ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ , ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲା ଟେଲିଗ୍ରାମ
ନୂଆଦିଲ୍ଲୀ : ନିଟ୍ ପରୀକ୍ଷା ପୂର୍ବରୁ କୋର୍ଟରେ ପହଞ୍ଚିଲା ଟେଲିଗ୍ରାମ୍ । ସରକାରଙ୍କ ଅସ୍ଥାୟୀ ବ୍ୟାନ ନିଷ୍ପତ୍ତିକୁ ଟେଲିଗ୍ରାମର ଚ୍ୟାଲେଞ୍ଜ । ନିଟ୍-ୟୁଜି ପୁନଃ ପରୀକ୍ଷାର କିଛିଦିନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଲଗାଯାଇଥିବା ସାମୟିକ ବ୍ୟାନକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ!-->…
୬ ମାସ ଲିଭ-ଇନରେ ରହିବା ପରେ ପ୍ରେମିକାକୁ ହତ୍ୟା କଲା ପ୍ରେମିକ
ବେଙ୍ଗାଲୁରୁ : କାଳ ସାଜିଲା ଇନଷ୍ଟାଗ୍ରାମ ପ୍ରେମ । ୬ ମାସର ଲିଭ-ଇନ-ରିଲେସନସିପ ଆଉ ତା’ପରେ ହତ୍ୟା । ଏମିତି ଘଟଣା ବେଙ୍ଗାଲୁରୁରେ ଘଟିଛି । ମଲ୍ଲେଶ୍ବରମ ଅଞ୍ଚଳରେ ୨୭ ବର୍ଷୀୟ ଯୁବକ ନିଜର ୨୦ ବର୍ଷୀୟ ଲିଭ-ଇନ ପାର୍ଟନରକୁ ହତ୍ୟା କରିଛି । ପୋଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି!-->…