Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ହୁ ହୁ ହୋଇ ଜଳୁଛି ଓଭରବ୍ରିଜ୍…
ନୂଆଦିଲ୍ଲୀ : ଜଳୁଛି ଓଭରବ୍ରିଜ୍। ହୁ ହୁ ହୋଇ ଜଳିବା ସହ ଚାରିଆଡଁ କଳା ଧୂଆଁ ବ୍ୟାପି ଯାଇଛି। ଭୟଙ୍କର ରୂପ ଧାରଣ କରିଛି ନିଆଁ। ପାଖାପାଖି ଏ ମୁଣ୍ଡରୁ ସେ ମୁଣ୍ଡରେ କେବଳ ନିଆଁ ଆଉ କଳା ଧୂଆଁ ଦେଖାଯାଉଛି। ଏହାକୁ ଦେଖି ଲୋକେ ଆତଙ୍କିତ ହୋଇପଡିଛନ୍ତି ।
ପଞ୍ଜାବ…
ବଜରଙ୍ଗ, ସାକ୍ଷୀ ଓ ଭିନେଶକୁ ବିରୋଧ…
ନୂଆଦିଲ୍ଲୀ: ଭାରତୀୟ କୁସ୍ତିରେ ଦିନକୁ ଦିନ ଗୋଟିଏ ପରେ ଗୋଟିଏ ବିବାଦ ଉପୁଜୁଛି। ନୂଆ ଅଧ୍ୟକ୍ଷକୁ ଜୋରଦାର ବିରୋଧ ପରେ କୁସ୍ତି ମହାସଂଘକୁ କ୍ରୀଡା ମନ୍ତ୍ରଣାଳୟ ନିଲମ୍ବନ କରିଦେଇଥିଲେ। ଏବେ ଦେଶ ପାଇଁ ସ୍ୱର୍ଣ୍ଣିମ ଅଧ୍ୟାୟ ହାସଲ କରିଥିବା ତିନି ଷ୍ଟାର୍…
୩୧ଟି ସ୍ଥାନରେ ରେଡ୍ ପରେ ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ
ନୂଆଦିଲ୍ଲୀ: କର୍ଣ୍ଣିସେନା ମୁଖ୍ୟ ସୁଖଦେବ ସିଂହ ଗୋଗାମେଡିଙ୍କ ନିର୍ମମ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଧରିବାକୁ ସକ୍ଷମ ହୋଇଛି ପୁଲିସ୍। ହତ୍ୟାକାଣ୍ଡ ପଛରେ ଥିବା ଅଶୋକ ମେଘୱାଲକୁ ପୁଲିସ୍ ୩୧ଟି ସ୍ଥାନରେ ରେଡ କରିବା ପରେ ଗିରଫ କରିଛି।
ଗତମାସରେ ଗୋଗାମେଡିଙ୍କୁ…
ଅନ୍ଲାଇନ୍ ‘ମେଟାଭର୍ସ ଗେମ୍’ରେ ୧୬ ବର୍ଷୀୟ ଝିଅ ସହିତ ‘ଭର୍ଚୁଆଲ୍’ ଗଣଦୁଷ୍କର୍ମ…
ନୂଆଦିଲ୍ଲୀ: ଅନ୍ଲାଇନ୍ ‘ମେଟାଭର୍ସ ଭର୍ଚୁଆଲ୍ ରିଆଲିଟି ଗେମ୍’ରେ ପ୍ରଥମ କରି ଜଣେ ୧୬ ବର୍ଷୀୟ ଝିଅ ସହିତ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଉପରେ ବ୍ରିଟିସ୍ ପୁଲିସ ତଦନ୍ତ ଆରମ୍ଭ କରିଥିବା କଥା ‘ଦି ନ୍ୟୁୟର୍କ ପୋଷ୍ଟ୍’ ରିପୋର୍ଟ କରିଛି।
ରିପୋର୍ଟରେ…
ବେଳେବେଳେ ରାଜ୍ୟାଭିଷେକକୁ ଅପେକ୍ଷା କରିଥିବା ବ୍ୟକ୍ତି ବନବାସ ପଳାଇଯାଏ : ଶିବରାଜ ସିଂ ଚୌହାନ
ଭୋପାଳ: ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ବେଳେବେଳେ ରାଜ୍ୟାଭିଷେକକୁ ଅପେକ୍ଷା କରିଥିବା ବ୍ୟକ୍ତି ବନବାସ ପଳାଇଯାଏ ।
ନଭେମ୍ବର ୨୦୨୩ରେ ଅନୁଷ୍ଠିତ ମଧ୍ୟପ୍ରଦେଶ…
ସିଇସି ନିଯୁକ୍ତିରେ ସ୍ୱଚ୍ଛତା ଆଣିବାକୁ ଦାବି: ସୁପ୍ରିମକୋର୍ଟରେ ପହଞ୍ଚିଲା ମାମଲା…
ନୂଆଦିଲ୍ଲୀ : ନିକଟରେ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ କମିଶନରଙ୍କ ନିଯୁକ୍ତିକୁ ନେଇ ସଂସଦରେ ପାରିତ ବିଲ୍କୁ ବିରୋଧ ଆରମ୍ଭ ହୋଇଛି। ଶୀତ ଅଧିବେଶନ ସମୟରେ କେନ୍ଦ୍ର ସରକାର ଉଭୟ ଲୋକସଭା ଓ ରାଜ୍ୟସଭାରେ ନୂଆ ସିଇସି ବିଲ୍କୁ ପାରିତ କରିଥିଲେ। ବିଲ ପାରିତ ହେବା…
ଟ୍ରକ ଡ୍ରାଇଭରଙ୍କ ଆନ୍ଦୋଳନ: ପେଟ୍ରୋଲ-ଡିଜେଲ ବିକ୍ରି ଉପରେ ଲାଗିଲା କଟକଣା…
ନୂଆ ହିଟ ଆଣ୍ଡ ରନ ଆଇନରେ ଥିବା ବ୍ୟବସ୍ଥାକୁ ବିରୋଧ କରି ଦେଶବ୍ୟାପୀ ଟ୍ରକ ଡ୍ରାଇଭରମାନେ ଆନ୍ଦୋଳନ ଚଳାଇଛନ୍ତି। ଏହି ଆନ୍ଦୋଳନରେ ତୈଳ ସପ୍ଲାଏ କରୁଥିବା ଡ୍ରାଇଭରମାନେ ମଧ୍ୟ ସାମିଲ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଚଣ୍ଡିଗଡ଼ରେ ପେଟ୍ରୋଲ ଓ ଡିଜେଲ ବିକ୍ରି ଉପରେ କଟକଣା ଲଗାଯାଇଛି। ବିଭିନ୍ନ…
ଇ-କୋର୍ଟ ଯୁଗରେ ସ୍ଥାୟୀ ବେଞ୍ଚ ମହତ୍ୱପୂର୍ଣ୍ଣ ନୁହଁ: କେନ୍ଦ୍ରମନ୍ତ୍ରୀ…
ଭୁବନେଶ୍ବର : ହାଇକୋର୍ଟର ନୂଆ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସୁପାରିଶ ଆବଶ୍ୟକ। ଏଥିସହିତ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ସହମତି ଦରକାର। ଏହା ପରେ ଯାଇ କେନ୍ଦ୍ର ସରକାର ନୂଆ…
ଜାନୁଆରିରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ…
ମୁମ୍ବାଇ: ନୂଆ ବର୍ଷ ୨୦୨୪ ଆରମ୍ଭ ହୋଇଛି। ଏହା ସହିତ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୨୦୨୪ ବର୍ଷ ପାଇଁ ବ୍ୟାଙ୍କ ଛୁଟି ତାଲିକା ଜାରି କରିଛି। ପ୍ରତି ମାସ ଭଳି ଚଳିତ ମାସରେ ମଧ୍ୟ ବ୍ୟାଙ୍କଗୁଡ଼ିକରେ ଅନେକ ଦିନ ଛୁଟି ରହିବ। ଆରବିଆଇ ଜାତୀୟ ସ୍ତରରେ ବ୍ୟାଙ୍କ…
‘ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଛାଡ଼ି ଅଯୋଧ୍ୟାରେ ରହିବାକୁ ସ୍ଥାନ ଖୋଜୁଛନ୍ତି ଲୋକେ’; ଓୟୋ ପ୍ରତିଷ୍ଠାତା…
ନୂଆଦିଲ୍ଲୀ: ଆଜିକା ସମୟରେ ଲୋକମାନେ କୌଣସି ସ୍ଥାନକୁ ବୁଲିବାକୁ ଯିବା ପୂର୍ବରୁ ଅନଲାଇନରେ ରୁମ ବୁକ କରି ଦେଇଥାଆନ୍ତି। ଛୁଟି ସମୟରେ ଲୋକମାନେ ପାହାଡ଼ ଓ ସମୁଦ୍ରକୂଳ ଆଦି ସ୍ଥାନମାନଙ୍କୁ ବୁଲିବାକୁ ଯିବାକୁ ଅଧିକ ପସନ୍ଦ କରିଥାଆନ୍ତି। କିନ୍ତୁ ଚଳିତ ଥର କିଛି…