Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଆପ୍ର ରାଜ୍ୟସଭା ମୁଖ୍ୟ ହେଲେ ରାଘବ ଚଡ୍ଡା
ନୂଆଦିଲ୍ଲୀ : ଆପ୍ ସାଂସଦ ରାଘବ ଚଡ୍ଡାଙ୍କୁ ମିଳିଲା ନୂଆ ଦାୟିତ୍ୱ। ତାଙ୍କୁ ଆମ ଆଦମୀ ପାର୍ଟିର ରାଜ୍ୟସଭା ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ସଞ୍ଜୟ ସିଂହଙ୍କ ଅନୁପସ୍ଥିତିରେ ତାଙ୍କୁ ଏହି ଦାୟିତ୍ୱ…
ସଂସଦ ସୁରକ୍ଷାରେ ତ୍ରୁଟି ମାମଲା: ଗିରଫ ହେଲା ଆଉ ଜଣେ
ନୂଆଦିଲ୍ଲୀ : ସଂସଦ ସୁରକ୍ଷାରେ ତ୍ରୁଟି ମାମଲାରେ ଗିରଫ ହେଲା ଆଉ ଜଣେ ଅଭିଯୁକ୍ତ। ଦିଲ୍ଲୀ ସ୍ପେଶାଲ ସେଲ୍ ପୁଲିସ ମାଷ୍ଟରମାଇଣ୍ଡ ଲଳିତ ଝା’ର ସମ୍ପର୍କୀୟ ଭାଇ କୁହାଯାଉଥିବା ମହେଶ କୁମାଓ୍ୱତକୁ ଗିରଫ କରିଛି।…
ସାଇରସ୍ ମିସ୍ତ୍ରୀ ଭଳି ଦଶା ଭୋଗିବ…ରତନ୍ ଟାଟାଙ୍କୁ ହତ୍ୟା ଧମକ
ନୂଆଦିଲ୍ଲୀ : ଟାଟା ଗ୍ରୁପର ପୂର୍ବତନ ଚେୟାରମ୍ୟାନ୍ ରତନ୍ ଟାଟାଙ୍କୁ ହତ୍ୟା ଧମକ। ସାଇରସ୍ ମିସ୍ତ୍ରୀ ଭଳି ଦଶା ଭୋଗିବ ବୋଲି କହି କେହି ଜଣେ ଦୁର୍ବୃତ୍ତ ତାଙ୍କୁ ଧମକ ଦେଇଛି। ମୁମ୍ବାଇ ପୁଲିସକୁ ଏଭଳି…
ସଂସଦରେ ସୁରକ୍ଷା ତ୍ରୁଟି ପାଇଁ ବେକାରୀ ସମସ୍ୟା ଦାୟୀ: ରାହୁଲ ଗାନ୍ଧି
ନୂଆଦିଲ୍ଲୀ : ସଂସଦରେ ସୁରକ୍ଷା ତ୍ରୁଟି, କିଛି ଯୁବକ ଗୃହକୁ ପଶି ହଙ୍ଗାମା କରିବା ଘଟଣାରେ ମୁହଁ ଖୋଲିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ବେରୋଜଗାରୀ କାରଣରୁ ଏପରି ଏକ ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି…
ମାଡ୍ରାସ ହାଇକୋର୍ଟ ଆଇପିଏସ୍ ଅଧିକାରୀଙ୍କୁ ୧୫ ଦିନ ଜେଲ୍ ଦଣ୍ଡାଦେଶ ଶୁଣାଇଲେ…
ଚେନ୍ନାଇ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଦ୍ୱାରା ଆଗତ ଏକ ଅବମାନନା ମାମଲାର ଶୁଣାଣି କରି ମାଡ୍ରାସ ହାଇକୋର୍ଟ ଅବସରପ୍ରାପ୍ତ ଭାରତୀୟ ପୁଲିସ ସେବା (ଆଇପିଏସ୍) ଅଧିକାରୀ ଜି ସମ୍ପତ କୁମାରଙ୍କୁ ୧୫ ଦିନ ଜେଲ୍ ଦଣ୍ଡାଦେଶ…
ମୁମ୍ବାଇ ଇଣ୍ଡିଆନ୍ସର ନୂଆ କ୍ୟାପ୍ଟେନ ହାର୍ଦ୍ଦିକ ପାଣ୍ଡ୍ୟା…
ପୁରୁଣା ଫ୍ରାଞ୍ଚାଇଜକୁ ଫେରୁ ଫେରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଲା ଗୁରୁ ଦାୟିତ୍ୱ। 2024 ଆଇପିଏଲ୍ ସିଜିନ୍ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାପ୍ଟେନ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ମୁମ୍ବାଇ ଇଣ୍ଡିଆନ୍ସରେ ପାଣ୍ଡ୍ୟାଙ୍କ କାର୍ଯ୍ୟକାଳ ଆରମ୍ଭ ହେଉ ହେଉ…
ଅଯୋଧ୍ୟାରେ ନୂଆ ମସଜିଦ: ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଆସିବେ ମକ୍କାର ଇମାମ…
ଉତ୍ତର ପ୍ରଦେଶର ଅଯୋଧ୍ୟାରେ ନିର୍ମାଣ ହେବ ଗୋଟିଏ ନୂଆ ତଥା ବିଶାଳ ମସଜିଦ। ବାବ୍ରୀ ମସଜିଦ ଥିବା ସ୍ଥାନରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଚାଲିଥିବାରୁ ତା’ ଠାରୁ କିଛି ଦୂରରରେ ମସଜିଦ ନିର୍ମାଣ ହେବ।
ବାବ୍ରୀ ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟ…
ରାଘବ ଚଡ୍ଡାଙ୍କ ବ୍ୟବହାର ଦେଖି ରାଗିଲେ ରାଜ୍ୟସଭା ଅଧ୍ୟକ୍ଷ…
ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ଆଜି ଆପ୍ ସାଂସଦ ରାଘବ ଚଡ୍ଡାଙ୍କ ବ୍ୟବହାର ଦେଖି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଗୃହର ସମସ୍ତ କାର୍ଯ୍ୟକୁ ବାତିଲ କରି ସଂସଦର ସୁରକ୍ଷା ତ୍ରୁଟି ପ୍ରସଙ୍ଗର ଆଲୋଚନା କରିବାକୁ ବିରୋଧୀ ଦଳର ସଦସ୍ୟମାନେ ଦାବି କରିଥିଲେ। ଏଥିରେ ରାଘବ…
ଫାଇଲ ପଢ଼ିବାକୁ ସମୟ ପାଇଲେନି ବିଚାରପତି, ମହୁଆଙ୍କ ଆବେଦନ ଜାନୁଆରୀ ୩କୁ ଘୁଞ୍ଚିଲା
ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ଅଭିଯୋଗରେ ଲୋକସଭାରୁ ବହିଷ୍କୃତ ହୋଇଥିବା ଟିଏମସି ନେତ୍ରୀ ମହୁଆ ମଇତ୍ରଙ୍କ ଆବେଦନ ଆସନ୍ତା ଜାନୁଆରୀ ୩ ତାରିଖରେ ହେବ। ଏଥିକ୍ସ କମିଟିର ସୁପାରିସ ଆଧାରରେ ବାଚସ୍ପତି ଓମ ବିର୍ଲା ଲୋକସଭାରୁ ମହୁଆଙ୍କୁ ବହିଷ୍କୃତ କରିଥିଲେ। ଏହା ବିରୋଧରେ ସେ…
ନିଲମ୍ବିତ ସାଂସଦଙ୍କୁ ଭେଟିଲେ ସୋନିଆ ଗାନ୍ଧି
ଲୋକସଭା ସୁରକ୍ଷାରେ ତ୍ରୁଟିକୁ ନେଇ ଉଠୁଛି ପଡୁଛି ସଂସଦ ଭବନ। ଉଭୟ ଗୃହରେ ବିରୋଧୀ ଦଳ ସାଂସଦମାନେ ପ୍ରବଳ ହଟ୍ଟଗୋଳ ସହ ନାରାବାଜୀ ଦେଇଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବିକୁ ନେଇ ପ୍ରବଳ ହୋହଲ୍ଲା ହେବାରୁ ଦିନ ଦୁଇଟା ପର୍ଯ୍ୟନ୍ତ ଗୃହ ମୁଲତବୀ…