Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ମୁଁ ତୁମମାନଙ୍କ କଷ୍ଟ କଳ୍ପନା କରିପାରୁଛି, ଖେଳାଳିଙ୍କ ମନୋବଳ ବଢାଇଲେ ସଚିନ ତେନ୍ଦୁଲକର
ବିଶ୍ୱକପ ଫାଇନାଲରେ ଭାରତ ହାରିବା ପରେ ସଚିନ ତେନ୍ଦୁଲକରଙ୍କ ପ୍ରତିକ୍ରିୟା ସୋସିଆଲ ମିଡିଆରେ ଭାଇରଲ ହେଉଛି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଟିମ୍ ଖେଳାଳିଙ୍କ ମନୋବଳ ବଢାଇଛନ୍ତି । ଫାଇନାଲରେ ଟିମ୍ ଅଷ୍ଟ୍ରେଲିଆ ଠାରୁ ୬ ଓ୍ଵିକେଟରେ ହାରିବା ପରେ ଖେଳାଳିଙ୍କ…
ଷଷ୍ଠ ଥର ବିଶ୍ଵ ଚାମ୍ପିଅନ ଅଷ୍ଟ୍ରେଲିଆ…
ଅହମଦାବାଦ : ଅହମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚାଲିଥିବା ଆଇସିସି ବିଶ୍ବକପ ଫାଇନାଲରେ ଭାରତକୁ ୬ ଓ୍ବିକେଟରେ ପରାସ୍ତ କରି ବିଶ୍ବ ଚାମ୍ପିଅନ ହୋଇଛି ଅଷ୍ଟ୍ରେଲିଆ । ବ୍ୟାଟିଂ, ବୋଲିଂ ଓ ଫିଲଡିଂ ସବୁ ବିଭାଗରେ ଭାରତଠାରୁ ଉନ୍ନତ ଖେଳି ୬ଷ୍ଠ ଥର ପାଇଁ ବିଶ୍ବକପ ହାତେଇଛି ଅଷ୍ଟ୍ରେଲିଆ ।…
ମନ୍ଦିରରେ ଫାଟିଲା ହିଲିୟମ ବେଲୁନ, ୨୫ ନାବାଳିକା ଆହତ…
ଗୁଜରାଟର ମେହସାଣା ଜିଲ୍ଲାର ଏକ ଗାଁରେ ଧାର୍ମିକ କାର୍ଯ୍ୟକ୍ରମ ସମୟରେ ମନ୍ଦିରରେ ବେଲୁନ୍ ଫୁଟିବା ଅଘଟଣ ଯୋଗୁଁ ୨୫ ନାବାଳିକା ପୋଡିଯାଇଛନ୍ତି । କାର୍ଯ୍ୟକ୍ରମରେ ଲାଗିଥିବା ହିଲିୟମ ବେଲୁନ ଫୁଟିବା ଯୋଗୁଁ ୧୦ରୁ ୧୫ ବର୍ଷର ନାବାଳିକା ୨୫ ଜଣ ଆହତ ହୋଇଛନ୍ତି । ପୋଲିସ…
ପ୍ରଧାନମନ୍ତ୍ରୀ ମୋଦିଙ୍କ ସଭା ଡ୍ୟୁଟିରେ ଯାଉଥିବାବେଳେ ୫ ପୋଲିସ କର୍ମୀଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ରାଜସ୍ଥାନର ନାଗୌର ଜିଲ୍ଲା କଣୁତା ଗାଁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୫ ଜଣ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଛି । ସମସ୍ତେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଭା ପାଇଁ ଡ୍ୟୁଟିରେ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି । ସୂଚନା ଅନୁସାରେ ଚୁର ଜିଲ୍ଲା…
ପଞ୍ଜାବରେ ନଡା ଜାଳି ୬୩୭ ମାମଲା ରୁଜୁ
ଚଣ୍ଡିଗଡ: ସାଙ୍ଘାତିକ ସ୍ଥିତିରେ ଦିଲ୍ଲୀ-ଏନସିଆର ଅଞ୍ଚଳର ବାୟୂ ପ୍ରଦୂଷଣ ମାତ୍ରା । ଏହି କାରଣରୁ ନିଃଶ୍ବାସ ନେବାରେ ବହୁ ଅସୁବିଧା ଭୋଗୁଛନ୍ତି ଦିଲ୍ଲୀବାସୀ । ଏଥିପାଇଁ ଘରୁ ବାହାରିବା ଏବେ ମୁସ୍କିଲ ହୋଇପଡିଛି ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳବାସୀଙ୍କ ପାଇଁ । ଆଉ ଏନେଇ…
ଆରବିଆଇର ପୂର୍ବତନ ଗଭର୍ଣ୍ଣର ଏସ. ଭେଙ୍କଟରମନନଙ୍କ ପରଲୋକ
ନୂଆଦିଲ୍ଲୀ: ପରଲୋକରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପୂର୍ବତନ ଗଭର୍ଣ୍ଣର ଏସ. ଭେଙ୍କଟରମନନ । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ସେ ୧୯୯୦-୧୯୯୨ ମଧ୍ୟରେ ଆରବିଆଇ ଗଭର୍ଣ୍ଣର ଦାୟିତ୍ୱରେ ରହିଥିଲେ ।
ଏସ. ଭେଙ୍କଟରମନନ ଭାରତୀୟ ପ୍ରଶାସନିକ ସେବାର…
କଡା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ପଡିଆ ଭିତରେ ପଶିଲେ ପାଲେଷ୍ଟାଇନ ସମର୍ଥକ
ଅହମଦାବାଦ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଲଢେଇ ଜାରି ରହିଛି | ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି ଏବଂ ଏହି ଧାରା ଜାରି ରହିଛି। କିଛି ଲୋକ ଇସ୍ରାଏଲକୁ ସମର୍ଥନ କରୁଥିବାବେଳେ ଆଉ କିଛି ପାଲେଷ୍ଟାଇନକୁ ସମର୍ଥନ କରୁଛନ୍ତି | ତେବେ ଭାରତରେ…
ନିର୍ଦ୍ଦେଶକ ସଞ୍ଜୟ ଗଢ଼ବିଙ୍କ ପରଲୋକ
ନୂଆଦିଲ୍ଲୀ: ସିନେମା ଦୁନିଆରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ନିର୍ଦ୍ଦେଶକ ସଞ୍ଜୟ ଗଢ଼ବିଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି।
ପ୍ରକାଶିତ ରିପୋର୍ଟ ମୁତାବକ, ପ୍ରାତଃ ଭ୍ରମଣ ସମୟରେ ସଞ୍ଜୟଙ୍କ ହୃଦପିଣ୍ଡରେ ଯନ୍ତ୍ରଣା ହୋଇଥିଲା। ତାଙ୍କ ସହିତ ଥିବା…
ଟନେଲ୍ ଦୁର୍ଘଟଣାକୁ ନେଇ ଏଭଳି କହିଲେ ଅଖିଳେଶ
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଗତ ନଭେମ୍ବର ୧୨ ତାରିଖରୁ ନିର୍ମାଣାଧୀନ ସିଲ୍କିୟାରା ଟନେଲ୍ ଭିତରେ ଶ୍ରମିକମାନେ ଫସି ରହିଛନ୍ତି | ଆଉ ଏବେ ଏହାକୁ ନେଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ କରିଛନ୍ତି…
ଟନେଲ୍ ତଳେ ୪୧ ଶ୍ରମିକ, ଉଦ୍ଧାରକାର୍ଯ୍ୟକୁ ଲାଗିପାରେ ୪-୫ ଦିନ…
ଉତ୍ତରକାଶୀ ଟନେଲ ଭୁଶୁଡିବା ଘଟଣାକୁ ବିତିଲାଣି ଆଠ ଦିନ। ଏବେ ମଧ୍ୟ ଫସି ରହିଛନ୍ତି ୪୧ ଶ୍ରମିକ। କିପରି ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ ସେଥିପାଇଁ ପ୍ରାଣପ୍ରଣେ ଉଦ୍ୟମ କରୁଛନ୍ତି ଉଦ୍ଧାରକାରୀ ଟିମ୍। ଖାଦ୍ୟ, ପାନୀୟ ଓ ଅମ୍ଳଜାନ ପଠାଯିବା ସହ ଶ୍ରମିକମାନଙ୍କ ସହ…