Browsing Category

ଦେଶ

ହାଇଦ୍ରାବାଦରେ ଭୟଙ୍କର ବିସ୍ଫୋରଣ, ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି…

ହାଇଦ୍ରାବାଦର ଏକ ଆବାସିକ କୋଠାରେ ନିଆଁ ଲାଗିବା ଘଟଣାରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି। ଆଉ ତିନି ଜଣଙ୍କ ମୃତଦେହ ଉଦ୍ଧାର କଲେ ଉଦ୍ଧାରକାରୀ ଟିମ୍। ନୂଆ ସଦ୍ୟତମ ରିପୋର୍ଟ ଅନୁସାରେ, ମୃତ୍ୟୁସଂଖ୍ୟା ୯ରେ ପହଞ୍ଚିଛି। ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦର ନାମପଲ୍ଲୀ ଅଞ୍ଚଳରେ ଏହି…

ଟିଏମସି ନେତାଙ୍କୁ ଗୁଳି କରି ହତ୍ୟା, ଅଭିଯୁକ୍ତକୁ ପିଟିପିଟି ମାରିଦେଲେ ଲୋକେ…

ଅଶାନ୍ତ ହୋଇପଡ଼ିଛି ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା। ଏଠାରେ ଜଣେ ଟିଏମସି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହାପରେ ଅଭିଯୁକ୍ତକୁ କିଛି ଲୋକ ପିଟିପିଟି ମାରି ଦେଇଛନ୍ତି। ଏହି ଡବଲ ମର୍ଡରକୁ ନେଇ ପୂରା ଦକ୍ଷିଣ ୨୪ ପ୍ରଗଣାରେ ଉତ୍ତେଜନା ଦେଖିବାକୁ ମିଳିଛି।…

ଗୃହ ମନ୍ତ୍ରଣାଳୟର ବଡ଼ କାର୍ଯ୍ୟାନୁଷ୍ଠାନ, ୯ ମେତେଇ ଉଗ୍ରବାଦୀ ସଙ୍ଗଠନ ବ୍ୟାନ୍‌…

ମଣିପୁରରେ ହୋଇଥିବା ହିଂସା ଭିତରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୋମବାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମେତେଇ ଉଗ୍ରବାଦୀ ସଙ୍ଗଠନ ‘ପିପୁଲ୍ସ ଲିବରେସନ୍ ଆର୍ମି (PLA)’କୁ ୫ ବର୍ଷ ପାଇଁ ବେଆଇନ ଘୋଷଣା କରିଛି ମନ୍ତ୍ରଣାଳୟ। PLAର ପଲିଟିକାଲ୍‌ ଓ୍ଵିଙ୍ଗ୍‌…

ବିବାହର ୩୨ ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହେଲେ Raymond ମାଲିକ ଗୌତମ ସିଂହାଣିଆ…

ନିଜ ପତ୍ନୀଙ୍କଠାରୁ ଅଲଗା ହେବାକୁ ଘୋଷଣା କରିଛନ୍ତି ଭାରତର ଅରବପତି ବ୍ୟବସାୟୀ ତଥା ରେମଣ୍ଡ ଟେକ୍ସଟାଇଲର ମାଲିକ ଗୌତମ ସିଂହାଣିଆ। ସୋମବାର ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ କହିଛନ୍ତି ଯେ ଏହି ଦୀପାବଳି ପୂର୍ବଭଳି ନାହିଁ। କହି ରଖୁଛୁ, ୩୨ ବର୍ଷ ଏକାଠି ରହିବା ପରେ…

ମଦ ପିଆଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ୫ ଅଭିଯୁକ୍ତ…

ହୋଟେଲରେ ଗଣବଳାତ୍କାରର ଶିକାର ହେଲେ ହୋଟେଲ କର୍ମଚାରୀ । ଯେଉଁ ହୋଟେଲରେ ଯୁବତୀଜଣକ ଗତ ଦେଢ ବର୍ଷ ହେଲା କାମ କରୁଥିଲେ, ସେହି ହୋଟେଲରେ ହେଲେ ଗଣବଳାତ୍କାରର ଶିକାର। ପ୍ରବଳ ବିରୋଧ ସତ୍ତ୍ୱେ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଟାଣି ଟାଣି ରୁମ୍‌କୁ ନେବା ସହ ସେଠାରେ ପ୍ରବଳ…

ଦୀପାବଳିରେ ବାଣ ଫୁଟାଇବାରୁ ପୁଣି ବିଷାକ୍ତ ହେଲା ଦିଲ୍ଳୀ ବାୟୁ…

ନୂଆଦିଲ୍ଲୀ: ବାରଣ ସତ୍ତ୍ବେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ବାଣ ଫୁଟାଇ ଦିଲ୍ଳୀର ପରିବଶେକୁ ପୁଣି ଥରେ ବିଷାକ୍ତ କରି ଦେଇଛନ୍ତି ସହରବାସୀ। ଗତକାଲି ଦୀପାବଳି ପାଳନ ପରେ ପୁଣି ଥରେ ରାଜଧାନୀ ଦିଲ୍ଲୀର ବାୟୁ ଅବସ୍ଥା ବିଗିଡ଼ି ଯାଇଛି। ଗତକାଲି ଦୀପାବଳି ରାତିରେ ପରେ ଆଜି…

ଭୁଶୁଡ଼ି ପଡ଼ିଲା ନିର୍ମାଣଧୀନ ଟନେଲ, ପାଇପ୍‌ ଯୋଗେ ଶ୍ରମିକଙ୍କୁ ଦିଆଯାଉଛି ଅକ୍ସିଜେନ ଓ ଖାଦ୍ୟ…

ହଠାତ ଭୁଶୁଡ଼ି ପଡ଼ିଲା ନିର୍ମାଣଧୀନ ଟନେଲର ଏକ ଅଂଶ । ଚାହୁଁ ଚାହୁଁ ଟନେଲରେ ଫସି ଗଲେ ୪୦ ଶ୍ରମିକ । କେମିତି ବାହାରିବେ କଣ କରିବେ କିଛି ବୁଝି ହେଲାନି । ଖବର ମିଳିବା ପରେ ଉଦ୍ଧାରକାରୀ ଦଳ ଉଦ୍ଧାର କରିବା ପାଇଁ ବାହାରି ପଡ଼ିଲେ । ଯାହାର ଉଦ୍ଧାର କାର୍ଯ୍ୟ ଏବେ ବି ଜାରି…

ନିର୍ବାଚନ ସମୟରେ ବିଧାୟକଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି…

ହାଇଦ୍ରାବାଦ: ତେଲେଙ୍ଗାନାରେ ନିର୍ବାଚନ ପ୍ରଚାର ସମୟରେ ବିଆରଏସ ବିଧାୟକଙ୍କ ଉପରେ ଆକ୍ରମଣ କରାଯାଇଥିବାର ଖବର ସାମ୍ନାକୁ ଆସିଛି | ଏହି ଆକ୍ରମଣରେ ବିଆରଏସ ବିଧାୟକ ଗୁରୁତର ଆହତ ହୋଇଛନ୍ତି। ଖବର ଅନୁଯାୟୀ, ବିଆରଏସ ବିଧାୟକ ଗୁଭାଲା ବାଲାରାଜୁ ଆଛମ୍ପେଟ ବିଧାନସଭା ଆସନରୁ…

ଯେଉଁଠି ଭାରତୀୟ ସେନା ଅଛି, ସେ ସ୍ଥାନ କୌଣସି ମନ୍ଦିରଠୁ କମ୍ ନୁହେଁ : ପ୍ରଧାନମନ୍ତ୍ରୀ ମୋଦି…

ପୂର୍ବ ପରି ଏଥର ବି ଯବାନଙ୍କ ସହ ଦୀପାବଳି ମନାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥର ହିମାଚଳ ପ୍ରଦେଶର ଲେପଚା ସୀମାନ୍ତରେ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ। ଯବାନମାନଙ୍କୁ ମିଠା ଖୁଆଇ ସେମାନଙ୍କ ପରାକ୍ରମ ଓ ଦେଶ ସେବାକୁ ସାଧୁବାଦ ଜଣାଇବା…

ଏମର୍ଜେନ୍‌ସୀ ବ୍ରେକ୍‌ ଯୋଗୁ ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍‌କୁ ଲାଗିଲା ବଡ଼ ଝଟକା, ୨ ଯାତ୍ରୀଙ୍କ…

ଦିଲ୍ଲୀ ଅଭିମୁଖେ ଯାଉଥିବା ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍‌ ଏମର୍ଜେନ୍‌ସୀ ବ୍ରେକ୍ ପ୍ରୟୋଗ କରିବାରୁ ଏହାର ଝଟକାରେ ପଡ଼ି ଦୁଇ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଗତକାଲି ଝାରଖଣ୍ଡର କୋଡରମା ଓ ଗୋମୋ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ପ୍ରସାଦବାଦରେ ଘଟିଛି ଏହି ଘଟଣା।…