Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଭାରତ-ଆମେରିକା ମଧ୍ୟରେ ସ୍ବାକ୍ଷର ହେବାକୁ ଯାଉଛି ବାଣିଜ୍ୟ ଚୁକ୍ତି
ନୂଆଦିଲ୍ଲୀ : ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍ ଶୀଘ୍ର ଏକ ବଡ଼ ଧରଣର ବାଣିଜ୍ୟ ଚୁକ୍ତି ସ୍ଵାକ୍ଷରିତ ହେବାକୁ ଯାଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସମ୍ଭାବନାକୁ ନେଇ ଦୃଢ଼ ଆଶା ପ୍ରକଟ କରିଛନ୍ତି । ଗୁରୁବାର ଦିନ ହ୍ୱାଇଟ୍ ହାଉସର ଓଭାଲ ଅଫିସରେ ସାମ୍ବାଦିକମାନଙ୍କ ସହ!-->…
ଆସନ୍ତା ୧୭ରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସମ୍ଭାବନା
ନୂଆଦିଲ୍ଲୀ : ଆସନ୍ତା ୧୭ରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସମ୍ଭାବନା । ବଦଳିବ ମୋଦି ସରକାରଙ୍କ ରୂପରେଖ । ମନ୍ତ୍ରୀମଣ୍ଡଳରୁ ପ୍ରାୟ ଏକ ଡଜନରୁ ଅଧିକ ମନ୍ତ୍ରୀ ବାଦ୍ ପଡ଼ି ପାରନ୍ତି । ପ୍ରାୟ ୧୫ ଜଣ ମନ୍ତ୍ରୀଙ୍କ ବିଭାଗରେ ପରିବର୍ତ୍ତନ ହୋଇପାରେ। ସାଧାରତଃ ତିଥି ଦେଖି ନିଷ୍ପତ୍ତି!-->…
ଯୋଡ଼ିଙ୍ଗା ପଞ୍ଚାୟତରେ ମନରେଗା ଅନିୟମିତତା ଅଭିଯୋଗ : ପ୍ରକଳ୍ପର ଭିଜିଲାନ୍ସ ତଦନ୍ତ ଦାବି କଲେ ଗ୍ରାମବାସୀ
ଉମରକୋଟ/ରାଇଘର : ଗ୍ରାମାଞ୍ଚଳର ବିକାଶ ଓ ଗରିବ ଲୋକଙ୍କୁ କର୍ମନିଯୁକ୍ତି ଯୋଗାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ 'ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା' (ମନରେଗା) କାର୍ଯ୍ୟକାରୀ ହେଉଥିବା ବେଳେ ଏହାର ସ୍ୱଚ୍ଛତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି!-->…
‘ଅପରେସନ ଡେଲଟା ହଣ୍ଟ୍: ୩୬୨ ବାଂଲାଦେଶୀ ଗିରଫ, ୭୮୨ ସନ୍ଦୀଗ୍ଧ ଅଟକ
ଅହମଦାବାଦ: ଗୁଜରାଟରେ ଅପରେସନ ଡେଲଟା ହଣ୍ଟ୍’ ଅଧୀନରେ ଏକାଧିକ ସହର ଏବଂ ଜିଲ୍ଲାମାନଙ୍କରେ ଚଢ଼ଉ କରାଯାଇଛି ଏବଂ ୩୬୨ ବେଆଇନ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି। ଗୁଜରାଟ ପୁଲିସ ମଧ୍ୟ ଅପରେସନ୍ ଡେଲଟା ହଣ୍ଟ୍ ଅଧୀନରେ ୭୮୨ ସନ୍ଦୀଗ୍ଧଙ୍କୁ ଅଟକ ରଖି ଜେରା କରୁଛି। ଗିରଫ!-->…
ଗାଜାରେ ଇସ୍ରାଏଲର ଆକ୍ରମଣ, ୮ ମୃତ, ୧୫ ଆହତ
ଗାଜା : ଗାଜାରେ ଇସ୍ରାଏଲ ପ୍ରଚଣ୍ଡ ଆକ୍ରମଣ କରିଛି। ଏହି ଆକ୍ରମଣରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଗାଜା ସହରର ପଶ୍ଚିମ ଭାଗରେ ଏକ ଜନବସତି ଅଞ୍ଚଳରେ ଏକ ଘର ଉପରେ ଇସ୍ରାଏଲ ଆକ୍ରମଣ କରିବା ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ଏକ ଶରଣାର୍ଥୀ ଶିବିର ଉପରେ ଆକ୍ରମଣ ଦ୍ବାରା ଅନ୍ୟ!-->…
କୁଏତରୁ ଫେରୁଥିଲା ବେଳେ ଡ୍ରୋନ ଆକ୍ରମଣରେ ଚାଲିଗଲା ଭାରତୀୟଙ୍କ ଜୀବନ
ନୂଆଦିଲ୍ଲୀ : କୁଏତ ଅନ୍ତର୍ଜାତୀୟ ବିମାନବନ୍ଦରରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣରେ ମଧ୍ୟପ୍ରଦେଶର ଉଜ୍ଜୟନୀର ବାସିନ୍ଦା ୫୦ ବର୍ଷ ବୟସ୍କ ମଞ୍ଜୁର ଅହମ୍ମଦଙ୍କ ମୃତ୍ୟୁ ହୋଇଛି । ମଞ୍ଜୁର ତାଙ୍କ ଭାଣିଜୀଙ୍କ ବାହାଘର ପାଇଁ ଭାରତ ଫେରୁଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ । ପ୍ରାୟ!-->…
ଏଣିକି ଅଦାଲତରେ AIରେ ହେବ କାମ, ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି
ନୂଆଦିଲ୍ଲୀ : କୃତ୍ରିମ ବୁଦ୍ଧିମତ୍ତା (ଏଆଇ)କୁ ନେଇ ଆସିଲା ବଡ ଖବର। ଏଣିକି ଦେଶର ବିଭିନ୍ନ କୋର୍ଟରେ ନ୍ୟାୟିକ ପ୍ରକ୍ରିୟାକୁ ତ୍ୱରାନ୍ୱିତ ଏବଂ ଉନ୍ନତ କରିବା ପାଇଁ ଏଆଇ ବ୍ୟବହାର କରାଯାଇପାରିବ।ସୁପ୍ରିମକୋର୍ଟର କୃତ୍ରିମ ବୁଦ୍ଧିମତ୍ତା କମିଟି “ଅଦାଲତରେ କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାର!-->…
ବାକି ଟଙ୍କା ନ ଦେବାରୁ ନାବାଳିକାର ଯୋଡିଥିବା ହାଡ଼କୁ ଭାଙ୍ଗିଦେଲେ ଡାକ୍ତର
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ମୁଜଫରନଗର ସ୍ଥିତ ଜିଲ୍ଲା ହସପିଟାଲରେ ଅଭାବନୀୟ ଘଟଣା । ଟଙ୍କା କେଇଟା ପାଇଁ ଡାକ୍ତର ସାଜିଲା ନରରାକ୍ଷସ । ବାକି ଟଙ୍କା ନମିଳିବାରୁ ଭାଙ୍ଗିଦେଲା ନୀରିହର ଗୋଡ଼ । ଯେଉଁ ହାତରେ ହାଡ଼ ଯୋଡ଼ିଥିଲେ, ସେହି ହାତରେ ପୁଣି ଭାଙ୍ଗିଦେଲେ ଡାକ୍ତର । ୧୪ ବର୍ଷୀୟା!-->…
କେରଳମ୍ ଛୁଇଁଲା ମୌସୁମୀ, ଏଥର ୮ ଦିନ ବିଳମ୍ବ
କେରଳମ : କେରଳମ୍ ଛୁଇଁଲା ମୌସୁମୀ । ନିର୍ଦ୍ଧାରିତ ସମୟରେ କେରଳମ୍ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ମେ’ ୨୬ରେ ମୌସୁମୀ ପହଞ୍ଚିବା ନେଇ ଆକଳନ କରିଥିଲା IMD । ଏଥର ବିଳମ୍ବରେ!-->…
ସୌରଭ ଗାଙ୍ଗୁଲିଙ୍କ ସୁରକ୍ଷା ହ୍ରାସ, Z+ରୁ ମିଳିଲା Y କ୍ୟାଟେଗୋରୀ ସୁରକ୍ଷା
କୋଲକତା : ପଶ୍ଚିମବଙ୍ଗରେ ଟିଏମସିର କ୍ଷମତା ଯିବା ପରେ ଏହାର ପ୍ରଭାବ ସୌରଭ ଗାଙ୍ଗୁଲିଙ୍କ ସୁରକ୍ଷା ଉପରେ ପଡ଼ିଛି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବିଜେପି ସରକାର ଆସିବା ପରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଗାଙ୍ଗୁଲିଙ୍କ ସୁରକ୍ଷାକୁ Z+ ବର୍ଗରୁ ହଟାଯାଇ Y!-->…