Browsing Category

ଦେଶ

ନିର୍ବାଚନ ସମୟରେ ଲଲିପପ ଆଉ ମିଥ୍ୟା ପ୍ରତିଶ୍ରୁତି ଦେବାକୁ ଆସୁଛନ୍ତି ରାହୁଲ-ପ୍ରିୟଙ୍କା: ଅନୁରାଗ ଠାକୁର…

ଭୋପାଳ,୭।୧୦ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଅଭିଯୋଗ କରିଛନ୍ତି କ୍ଷମତା ହାତେଇବା ପାଇଁ ତାଙ୍କର ମିଥ୍ୟା ପ୍ରତିଶ୍ରୁତି ବିଫଳ ହୋଇଛି। ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ମଧ୍ୟପ୍ରଦେଶ…

ଭାରତୀୟଙ୍କ ପାଇଁ ଜାରି ହେଲା ସତର୍କ ସୂଚନା…

ଜେରୁଜେଲମ୍ : ପାଲେଷ୍ଟାଇନର ଗାଜାରୁ ହମାସା ଆତଙ୍କବାଦୀମାନେ ରକେଟ ମାଡ଼ କରିବା ପରେ ଇସ୍ରାଏଲରେ ଯୁଦ୍ଧ ପରିସ୍ଥିତି ଘୋଷଣା ହୋଇଛି। ମାତ୍ର ୨୦ ମିନିଟରେ ହାମସା ପକ୍ଷରୁ ୫ ହଜାର ରକେଟ ଇସ୍ରାଏଲ ଉପରେ ମାଡ଼ କରାଯିବାରୁ ୪୦ ଜଣଙ୍କ ଜୀବନ ଗଲାଣି। ଆତଙ୍କବାଦୀମାନେ ଇସ୍ରାଏଲର କିଛି ସହରରେ…

ପ୍ରଥମେ ପତ୍ନୀ ଓ ଦୁଇ ପିଲାଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ନିଜ ଜୀବନ ବି ନେଲେ

ନ୍ୟୁଜର୍ସି : ନିଜ ହାତରେ ଛାରଖାର କରିଦେଲେ ନିଜ ହସଖୁସିର ସଂସାର। ପ୍ରଥମେ ପତ୍ନୀ ଓ ଦୁଇ ପିଲାଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ନିଜ ଜୀବନ ବି ନେବାକୁ ପଛାଇଲେ ନାହିଁ। ଏପରି ଏକ ଅଭାବନୀୟ ଘଟଣା ୟୁକ୍ତରାଷ୍ଟ୍ର ଆମେରିକାର ନ୍ୟୁ ଜର୍ସିରେ ଘଟିଛି। ମୃତକ ପରିବାର…

ସିକ୍କିମ ବନ୍ୟା ମୃତ୍ୟୁସଂଖ୍ୟା ୫୬କୁ ବୃଦ୍ଧି, ଏବେବି ଶତାଧିକଙ୍କ ପତ୍ତା ମିଳୁନି…

ଗାଙ୍ଗଟକ : ସିକ୍କିମରେ ଅଚାନକ ମାଡି ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ମୃତ୍ୟୁସଂଖ୍ୟା 56କୁ ବୃଦ୍ଧି ପାଇଛି। 26 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇ ଥିବାବେଳେ 30 ଜଣଙ୍କ ମୃତଦେହ ପଶ୍ଚିମବଙ୍ଗର ତୀସ୍ତା ନଦୀ ଅବବାହିକାରେ ଲାଗିଛି। ପ୍ରଳୟଙ୍କାରୀ ଏହି ବନ୍ୟାରେ ଭାସି ଯାଇଥିବା 142 ଜଣ…

ଆମେ ଇସ୍ରାଏଲ ସହିତ ଛିଡ଼ା ହୋଇଛୁ: ମୋଦି…

ନୂଆଦିଲ୍ଲୀ,୭।୧୦ : ଆତଙ୍କବାଦୀ ସଂଗଠନ ହମାସ ଇସ୍ରାଏଲ ଉପରେ ହୋଇଥିବା ବିପଜ୍ଜନକ ଆକ୍ରମଣ ପରେ ବର୍ତ୍ତମାନ ଇସ୍ରାଏଲ ବାୟୁସେନା ମଧ୍ୟ ଆତଙ୍କବାଦୀଙ୍କୁ ଉଚିତ ଉତ୍ତର ଦେବା ଆରମ୍ଭ କରିଛି। ଏହି ସମୟରେ ଭାରତ ମଧ୍ୟ ନିଜର ବନ୍ଧୁତ୍ୱପୂର୍ଣ୍ଣ ଦେଶ ପାଇଁ ଏକ ବିବୃତ୍ତି ଜାରି କରିଛି।…

ତେଲେଙ୍ଗାନା ବିଆରଏସକୁ ବଡ ଝଟକା, ଦଳ ଛାଡିଲେ ଦୁଇ ପୁରୁଖା ନେତା…

ହାଇଦ୍ରାବାଦ : ବିଧାନସଭା ନିର୍ବାଚନ ପୂର୍ବରୁ ତେଲେଙ୍ଗାନାରେ ଶାସକ ବିଆରଏସ(ଭାରତୀୟ ରାଷ୍ଟ୍ରୀୟ ସମିତି)କୁ ଝଟକା। ଦଳ ଛାଡିଲେ ଦୁଇ ବରିଷ୍ଠ ନେତା। ଜଣେ ବିଧାନ ପରିଷଦ ସଦସ୍ୟ ଏବଂ ଜଣେ ବିଧାନସଭା ସଦସ୍ୟ ଦଳ ଛାଡିଛନ୍ତି। ଖାନପୁରର ବିଧାୟକ ଅଜମିରା ରେଖା ଇସ୍ତଫା ନେଇ ସାମ୍ବାଦିକ…

ଯୁଦ୍ଧ ହମାସ୍ ଆରମ୍ଭ କରିଥିଲା, ଆମେ ଶେଷ କରିବୁ

ତେଲ ଅଭିଭ୍ : ଗାଜା ଉପତ୍ୟକାରୁ ଇସ୍ରାଏଲ ଉପରକୁ ଶହ ଶହ ରକେଟ୍ ମାଡ଼ ହେବା ପରେ ଇସ୍ରାଏଲ ସେନା ଯୁଦ୍ଧ ପରିସ୍ଥିତି ଘୋଷଣା କରିଛି। ଏହି ରକେଟ୍ ଆକ୍ରମଣ ଯୋଗୁଁ ଇସ୍ରାଏଲର ଅନେକ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି ଏବଂ ଓ୍ବାର୍ଣ୍ଣିଂ ସାଇରନ୍ ବାଜିବାରେ ଲାଗିଛି ବୋଲି ଗଣମାଧ୍ୟମ ରିପୋର୍ଟରେ…

ଆପାର୍ଟମେଣ୍ଟରେ ଲାଗିଲା ନିଆଁ; ଜୀଅନ୍ତା ଜଳିଗଲେ ୭ ଜଣ, ୪୦ରୁ ଊର୍ଦ୍ଧ୍ୱ ଗୁରୁତର…

ମୁମ୍ବାଇ : ମୁମ୍ବାଇର ଗୁରଗାଁଓରେ ଆଜି ଭୋରରୁ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏକ ୭ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ନିଆଁ ଲାଗିବାରୁ ୭ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୪୦ରୁ ଊର୍ଦ୍ଧ୍ୱ ଜଣ ଗୁରୁତର ହୋଇଛନ୍ତି। ଆଜି ଭୋର ପ୍ରାୟ ୩ଟା ବେଳେ ଏହି ଅଘଟଣ ଘଟିଛି। ପ୍ରଥମେ…

ସିକ୍କିମର ପ୍ରଳୟଙ୍କରୀ ବନ୍ୟା ନେଲା ୪୦ଜଣଙ୍କ ଜୀବନ, ୧୦୦ଜଣ ନିଖୋଜ୍…

ନୂଆଦିଲ୍ଲୀ: ସିକ୍କିମରେ ପ୍ରବଳ ବର୍ଷା ପରେ ତିସ୍ତା ନଦୀରେ ଆସିଥିବା ପ୍ରଳୟଙ୍କରୀ ବ୍ୟାନ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏହି ବନ୍ୟାରେ ୨୩ ଯବାନଙ୍କ ସମେତ ୧୨୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଥିଲେ। ନିଖୋଜ ଯବାନ ଏବଂ ଅନ୍ୟମାନଙ୍କୁ ଖୋଜିବାପାଇଁ ବଡ଼ ଧରଣର ସର୍ଚ୍ଚ…

ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମାର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଲେ ଓଡ଼ିଆ ପୁଅ

ଭଦ୍ରକ: ଓଡିଶା ପାଇଁ ଗୌରବ ଆଣିଲେ ଚାନ୍ଦବାଲି ପୁଅ ଚିତ୍ତରଂଜନ ତ୍ରିପାଠୀ  । ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମାର ନିର୍ଦ୍ଦେଶକ ଭାବେ ପାଇଲେ ନିଯୁକ୍ତି । ଅଭିନେତା, ପ୍ରଯୋଜକ ଓ ନିର୍ଦ୍ଦେଶକ ତଥା ନାଟ୍ୟକର୍ମୀ ଚିତ୍ତରଂଜନ ତ୍ରିପାଠୀ ଦିଲ୍ଲୀସ୍ଥିତ ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମାର…