Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଭୁଶୁଡିଲା ପୋଲ, ନଦୀରେ ଖସିପଡିଲା ଡମ୍ପର ଓ ବାଇକ
ଗୁଜରାଟ ସୁରେନ୍ଦ୍ର ନଗରର ବସ୍ତାଦୀ ନିକଟରେ ଥିବା ଭୋଗବୀ ନଦୀରେ ଥିବା ବ୍ରିଜ ଭୁଶୁଡ଼ି ପଡ଼ିଛି। ଫଳରେ ବ୍ରିଜ ଉପରେ ଯାଉଥିବା ଟ୍ରକ୍, ବାଇକ୍ ଆଦି ଯାନବାହନ ଆଦି ନଦୀକୁ ଖସି ପଡ଼ିଥିବା ବେଳେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି। ନଦୀକୁ ଖସି ଭାସି ଯାଉଥିବା ପ୍ରାୟ ୧୦…
ଜମ୍ମୁ ଓ କଶ୍ମୀରରେ ଗିରଫ ହେଲେ ୫ ‘ଲଶ୍କର୍-ଏ-ତୈବା’ର ଆତଙ୍କବାଦୀ…
ଶ୍ରୀନଗର: ୨ଟି ଆତଙ୍କବାଦୀ ସହଯୋଗୀ ସଙ୍ଗଠନ ଠାବ କରିବା ପରେ ରବିବାର ଦିନ କୁଲ୍ଗାମ ପୁଲିସ ଜମ୍ମୁ ଓ କଶ୍ମୀରରେ ୫ଜଣ ‘ହାଇବ୍ରିଡ୍’ ଆତଙ୍କବାଦୀଙ୍କୁ ଗିରଫ କରିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।
ସୂଚନାଯୋଗ୍ୟ, ‘ହାଇବ୍ରିଡ୍’ ଆତଙ୍କବାଦୀମାନେ ସ୍ବାଭାବିକ ସାମାଜିକ…
ଶ୍ରମିକଙ୍କ ଉପରେ ମାଡିଗଲା କାର: ୩ ମୃତ, ୨ ଗୁରୁତର
ମହାରାଷ୍ଟ୍ର କଲ୍ୟାଣ-ନାସିକ ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତାରେ ଚାଲି ଯାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ କାର ୫ ଜଣଙ୍କ ଉପରେ ମାଡି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । କାମ କରି…
ମାତ୍ର ୧୫୦୦ ଟଙ୍କା ପାଇଁ ମହିଳାଙ୍କୁ ଉଲଗ୍ନ କରି ପିଟିଲେ, ପରେ ପରିସ୍ରା ପିଆଇଲେ…
ମାତ୍ର ୧୫୦୦ଟଙ୍କା ପାଇଁ ଦଳିତ ମହିଳାଙ୍କ ସହ ବର୍ବରତା । ଧାର ଟଙ୍କା ଫେରାଇ ନପାରିବାରୁ ମହିଳାଙ୍କୁ ନିର୍ବସ୍ତ୍ର କରି ପିଟିଲେ । ଏତିକି କରି ମନ ନଭରିବାରୁ ମହିଳାଙ୍କୁ ନିଜ ପରିସ୍ରା ପିଆଇଲେ । କାନ୍ଦି କାନ୍ଦି ଚିତ୍କାର କରୁଥିଲେ ମହିଳା କିନ୍ତୁ ଶୁଣିବାକୁ କେହି…
ଯବାନଙ୍କ ଚାପୁଡ଼ାରେ ୫୪ ବର୍ଷିୟ ବ୍ୟକ୍ତି ମୃତ…
ନାଗପୁର: ନାଗପୁର ସହରରେ କାର୍ ହେଡ୍ଲାଇଟ୍ ପଡ଼ିବା ଘଟଣାରେ ଯୁକ୍ତିତର୍କ କରୁଥିବା ବେଳେ ‘ଷ୍ଟେଟ୍ ରିଜର୍ଭ ପୋଲିସ୍ ଫୋର୍ସ’ର (ଏସ୍ଆର୍ପିଏଫ୍) ଜଣେ ଯବାନଙ୍କଠାରୁ ଚାପୁଡ଼ା ଖାଇ ଜଣେ ୫୪ ବର୍ଷିୟ ବ୍ୟକ୍ତି ପ୍ରାଣ ହରାଇଥିବା କଥା ରବିବାର ଦିନ ସରକାରୀ…
ଜଷ୍ଟିନ ଟ୍ରୁଡ଼ୋଙ୍କ ବିରୋଧରେ ହିନ୍ଦୁ ସଂଗଠନର ବିକ୍ଷୋଭ…
ନୂଆଦିଲ୍ଲୀ: କାନାଡ଼ା ଏବେ ଖଲିସ୍ତାନୀ ଆତଙ୍କବାଦୀଙ୍କ ଭୂସ୍ବର୍ଗ ପାଲଟିଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ଼ୋ ଭାରତ ବିରୋଧରେ ଲଗାତାର ଭିତ୍ତହୀନ ଅଭିଯୋଗ କରିଚାଲିଛନ୍ତି। ଏହାକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଆଜି ଦିଲ୍ଲୀର ଯନ୍ତର ମନ୍ତରଠାରେ…
ଏସିଆନ ଗେମ୍ସରେ ଏୟାର ରାଇଫଲ୍ସ ଟିମ୍ ଜିତିଲା ସ୍ବର୍ଣ୍ଣ, ପଦକ ସଂଖ୍ୟା ୭ ଛୁଇଁଲା…
ହାଞ୍ଜହୁ: ଏସିଆନ ଗେମ୍ସରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ । ୧୦ ମିଟର ଏୟାର ରାଇଫଲ୍ସ ଟିମ୍ ଜିତିଛି ଗୋଲ୍ଡ ମେଡାଲ । ସେହିପରି ରୋଇଂରେ ମଧ୍ୟ ଭାରତକୁ ପଦକ ମିଳିଛି । ରୋଇଂରେ ବ୍ରୋଞ୍ଜ ମେଡାଲ ହାସଲ କରିଛି ଭାରତ । ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା ୭ରେ ପହଞ୍ଚିଛି ।
ଅନ୍ୟପଟେ…
ଭାଙ୍ଗିଲା ଡ୍ରେନେଜ୍ ସ୍ଲାବ ; ୧୨ ଆହତ, ୨୦ରୁ ଅଧିକ ଉଦ୍ଧାର
ଗୁଜୁରାଟ : ଗୁଜୁରାଟର ରାଜକୋଟ ସହରରେ ଦୁର୍ଘଟଣା ଘଟିଛି । ରବିବାର ରାତିରେ ଗଣେଶ ପଣ୍ଡାଲ ନିକଟରେ ଏକତ୍ରିତ ହୋଇଥିବା ଲୋକଙ୍କ ଚାପ ଯୋଗୁଁ ଡ୍ରେନେଜ ଲାଇନ ସ୍ଲାବ ଖସି ପଡିଥିଲା । ଏହି ଘଟଣାରେ ଅତି କମରେ ୧୨ ଜଣ ଆହତ ହୋଇଥିଲେ। ଅଗ୍ନିଶମ କର୍ମଚାରୀ ୨୦ରୁ ଅଧିକ…
ଆଜିଠୁ ଦେଶରୁ ଫେରିଯିବ ମୌସୁମୀ…
ନୂଆଦିଲ୍ଲୀ : ଦେଶରୁ ଫେରିଯିବ ମୌସୁମୀ । ଆଜିଠୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଅପସାରଣ ପ୍ରକ୍ରିୟା ଆରମ୍ଭ ହେବ । ଆସନ୍ତା ୨୪ ଘଣ୍ଟାରେ ରାଜସ୍ଥାନରୁ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିବ । ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୁଳ ରହିଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ସାଧାରଣ…
ଅଷ୍ଟ୍ରେଲିଆକୁ ୯୯ ରନରେ ହରାଇଲା ଭାରତ…
ଇନ୍ଦୋର: ଅଷ୍ଟ୍ରେଲିଆ ବିରୋଧରେ ଭାରତର ବିଶାଳ ବିଜୟ । ଇନ୍ଦୋର ଦିନିକିଆ ସହିତ ସିରିଜ ବିଜୟ କରିଛି ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆକୁ ୯୯ ରନର ବଡ଼ ବ୍ୟବଧାନରେ ହରାଇ ୩ଟିକିଆ ସିରିଜକୁ ୨-୦ରେ ଜିତି ନେଇଛି ଭାରତ । ଭାରତ ପ୍ରଥମରେ ବ୍ୟାଟିଂ କରି କଙ୍ଗାରୁ ଟିମ୍ ଆଗରେ ୪୦୦ ରନର ବିଶାଳ…