Browsing Category

ଦେଶ

ଅଷ୍ଟ୍ରେଲିଆକୁ ୪୦୦ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ…

ଇନ୍ଦୋର: ଅଷ୍ଟ୍ରେଲିଆ ବିପକ୍ଷରେ ବିସ୍ପୋରକ ବ୍ୟାଟିଂ କରିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ। ଉଦୟମାନ ବ୍ୟାଟ୍ସମ୍ୟାନ ଶୁବମନ୍‌ ଗିଲ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ ଓ କେଏଲ୍‌ ରାହୁଲ ଅଷ୍ଟ୍ରେଲିଆ ଦଳର ବୋଲରଙ୍କୁ ଧୁମ ପ୍ରହାର କରିଛନ୍ତି। ଅଷ୍ଟ୍ରେଲିଆର ସବୁ ବୋଲରଙ୍କୁ ଧୁଲେଇ…

ନାଇଜେରିଆ ତୈଳ ଡିପୋରେ ବିସ୍ଫୋରଣ: ୩୫ ମୃତ…

ଅବୁଜା: ନାଇଜେରିଆରେ ବଡ଼ ଧରଣର ଦୁର୍ଘଟଣା। ବେଆଇନ ଇନ୍ଧନ ଗୋଦାମରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ବେନିନର ଏକ ତୈଳ ଡିପୋରେ ବିସ୍ଫୋରଣ ଘଟିବାରୁ ୩୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି…

ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନାରେ ଜିତିବ କଂଗ୍ରେସ: ରାହୁଲ

ନୂଆଦିଲ୍ଲୀ: ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ରାଜନେତାଙ୍କ ମଧ୍ୟରେ ଆରମ୍ଭ ହେଲାଣି ଅଙ୍କ କସା। କିଏ କେଉଁ ଆସନରେ ଜିତିବ ସେନେଇ ଅନୁମାନ ମଧ୍ୟ କଲେଣି ଅନେକ ରାଜନେତା। ଏହାରି ଭିତରେ କଂଗ୍ରେସ ନେତା ତଥା ଦଳର ଲୋକସଭା ସଦସ୍ୟ ରାହୁଲ ଗାନ୍ଧୀ ରବିବାର ରାଜଧାନୀ…

ଆଇସିଏମଆରର ନୂଆ ଷ୍ଟଡି: ପ୍ରଭାବହୀନ ହେଉଛି ଆଂଟିବାୟୋଟିକ…

ମୁମ୍ବାଇ: ଆଇସିଏମଆରର ନୂତନ ଷ୍ଟଡିରେ ଏକ ଚିନ୍ତାଜନକ ତଥ୍ୟ ସମ୍ମୁଖକୁ ଆସିଛି । ନିମୋନିଆ ଓ ସେପ୍ସସିସ ପରି ରୋଗ ପାଇଁ ବ୍ୟବହାର କରାଯାଉଥିବା ଆଂଟିବାୟୋଟିକ ଏବେ ପ୍ରଭାବହୀନ ହେଉଛି । ଆଂଟିବାୟୋଟିକର ଭୂଲ ପ୍ରୟୋଗ ଏହାର ଏକ କାରଣ ଭାବେ ବିବେଚନା କରାଯାଉଛି । ଆଂଟିଭାଇରାଲ ଓ ଆଂଟିଫଂଗଲ…

ନାଗପୁରରେ ପ୍ରବଳ ବର୍ଷା, ୫ ଜଣଙ୍କର ମୃତ୍ୟୁ…

ମହାରାଷ୍ଟ୍ର: ମହାରାଷ୍ଟ୍ର ନାଗପୁରରେ ପ୍ରବଳ ବର୍ଷା। ବର୍ଷା ଯୋଗୁଁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛି । ବସ୍‌ ଡିପୋ ଏବଂ ଘରେ ଲୋକମାନେ ଫସିଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ ଟିମ୍‌ ନିୟୋଜିତ ହୋଇଛି । ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫିଡନବିସ୍‌ ନାଗପୁର…

ଚଳନ୍ତା ଟ୍ରେନରେ ଡକାୟତି, ଫାୟାରିଂ କରି ଲୁଟିନେଲେ ମୋବାଇଲ, ପର୍ସ ଏବଂ ଗହଣା…

ଚଳନ୍ତା ଟ୍ରେନରେ ଡକାୟତି । ଯାତ୍ରୀଙ୍କୁ ମାରପିଟ କରି ମୋବାଇଲ ଓ ପର୍ସ ଏବଂ ଗହଣା ଲୁଟିନେଲେ ର୍ଦୁବୃତ୍ତ । ଯାତ୍ରୀଙ୍କୁ ଭୟଭୀତ କରିବା ପାଇଁ ର୍ଦୁବୃତ୍ତ ୮ରୁ ୧୦ ରାଉଣ୍ଡ ଫାୟାରିଂ ମଧ୍ୟ କରିଥିଲେ । ଆଉ ଏଭଳି କରିବା ପରେ ଟ୍ରେନ ଚେନ୍‌ ପୁଲିଂ କରି ଫେରାର ହୋଇଗଲେ ।…

ଆରବିଆଇର ପୂର୍ବତନ ଗଭର୍ଣ୍ଣରଙ୍କୁ ସାପ ସହ ତୁଳନା କରିଥିଲେ ମୋଦୀ…

ନୂଆଦିଲ୍ଲୀ: ପୂର୍ବତନ ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ତତ୍କାଳୀନ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କୁ ‘ଟଙ୍କା ଗଦା ଉପରେ ବସିଥିବା ସାପ’ ସହିତ ତୁଳନା କରିଥିଲେ । ଗର୍ଗ ତାଙ୍କ ପୁସ୍ତକ ‘ଉଇ ଅଲସୋ ମେକ୍ ପଲିସି’ ରେ ଏହି ଦାବି…

I.N.D.I.A ମେଣ୍ଟରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ନୀତୀଶ.. !

ପାଟନା: ଜନତା ଦଳ ୟୁନାଇଟେଡ (ଜେଡିୟୁ)ର ବରିଷ୍ଠ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ହେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ। I.N.D.I.A ମେଣ୍ଟରୁ ନୀତୀଶଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି କରିଛି ଜେଡିୟୁ। ବିହାର ବିଧାନସଭାର ଉପବାଚସ୍ପତି…

ଚନ୍ଦ୍ରଯାନ-୩ର ସଫଳତା ପରେ ‘ଜି୨୦’ର ଭବ୍ୟ ଆୟୋଜନ ଭାରତୀୟଙ୍କ ଆନନ୍ଦ ଦୁଇଗୁଣ କରିଦେଲା: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ସଫଳତା ପରେ ‘ଜି୨୦’ ଶିଖର ସମ୍ମିଳନୀର ଭବ୍ୟ ଆୟୋଜନ ପ୍ରତ୍ୟେକ ଭାରତୀୟଙ୍କ ଖୁସିକୁ ଦ୍ବିଗୁଣିତ କରିଦେଇଥିବା କଥା ଆଜି ‘ମନ୍‌ କୀ ବାତ୍‌’ର ୧୦୫ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି,  ନିଜେ ‘ଭାରତ ମଣ୍ଡପମ୍‌’ ବି…

ଏନଡିଏ ସହ ମେଣ୍ଟ କରିବାରୁ ଦଳ ଛାଡିଲେ ଜେଡିଏସର ବରିଷ୍ଠ ମୁସଲିମ ନେତା…

ଜନତା ଦଳ ସେକୁଲାର ବା ଜେଡିଏସ୍ ହାତ ଛାଡିଲେ ଜଣେ ବରିଷ୍ଠ ନେତା। ଦଳ ନ୍ୟାସନାଲ୍ ଡେମୋକ୍ରାଟିକ ଆଲାଏନ୍ସ ସହ ମିଶିବା ପରେ ସେ ଏପରି ନିଷ୍ପତ୍ତି ନେଇଛନ୍ତି। ତେବେ ଜେଡିଏସ୍ ଛାଡିଥିବା ବରିଷ୍ଠ ନେତା ହେଉଛନ୍ତି ସୟଦ ଶୈଫଉଲ୍ଲା। ବିଜେପି ଲୋକଙ୍କ ମଧ୍ୟରେ ମତଭେଦ ସୃଷ୍ଟି…