Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
୪୮ଘଣ୍ଟା ଫସି ରହିବା ପରେ ନିଜଦେଶକୁ ଫେରିଲେ କାନାଡା ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଗତରବିବାର କାନାଡା ଫେରିବାର ଥିଲା। ତେବେ ସେ ଯେଉଁ ବିମାନରେ ଯାତ୍ରା କରିଥାଆନ୍ତେ ସେହି ବିମାନଟିରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ତେଣୁ ସେ ଆଉ କାନାଡ଼ା ଯାଇ ନପାରି ଦିଲ୍ଲୀରେ ରହିଥିଲେ। ପ୍ରକାଶିତ ରିପୋର୍ଟ!-->…
ନେପାଳୀ ଯୁବତୀଙ୍କୁ ପ୍ରେମ ପରେ ହତ୍ୟା କଲେ ବିବାହିତ ସେନା ଅଧିକାରୀ…
ପଶ୍ଚିମବଙ୍ଗ ସିଲିଗୁଡ଼ିରୁ ଆସିଛି ଏକ ଦୁଃଖଦ ଖବର। ସେନାରେ କାର୍ଯ୍ୟରତ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଜଣେ ନେପାଳୀ ଯୁବତୀଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ କରିଛି ଡେରାଡୁନ୍ ପୁଲିସ। ସୋମବାର ଦିନ ପଶ୍ଚିମବଙ୍ଗର ସିଲିଗୁଡ଼ି ଅଞ୍ଚଳରେ ଜଣେ ଯୁବତୀଙ୍କ ମୃତଦେହ ସନ୍ଦେହଜନକ!-->…
ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଅବଧି ୨୫ ଯାଏ ବଢ଼ିଲା
ନୂଆଦିଲ୍ଲୀ : ଆପ୍ ନେତା ତଥା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଥିବା ମେଡିକାଲ ବେଲ୍ ଅବଧିକୁ ଆଜି ସୁପ୍ରିମକୋର୍ଟ ବୃଦ୍ଧି କରିଛନ୍ତି। ଆସନ୍ତା ୨୫ ତାରିଖ ଯାଏ ଏହା ବଢ଼ାଇ ଦିଆଯାଇଛି। ମନିଲଣ୍ଡରିଂ ମାମଲାରେ ଇଡି ଶ୍ରୀ ଜୈନଙ୍କୁ ଗିରଫ କରିଥିଲା।!-->…
ହରିୟାଣାରେ ଗୋ-ରକ୍ଷକ ମୋନୁ ମାନେସର୍ ଅଟକ…
ନୂଆଦିଲ୍ଲୀ: ରାଜସ୍ଥାନରେ ୨ଜଣ ଲୋକଙ୍କୁ ହତ୍ୟା କରାଯିବା ଏବଂ ଜୁଲାଇ ମାସରେ ମାସରେ ନୁହ୍ ହିଂସାକାଣ୍ଡକୁ ଉସୁକାଇ ଥିବା ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଖୋଜାପଡ଼ିଥିବା ଗୋ-ରକ୍ଷକ ମୋନୁ ମାନେସର୍ଙ୍କୁ ଆଜି ହରିୟାଣା ପୁଲିସ ଅଟକ ରଖିଥିବା କଥା ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ!-->…
ଚନ୍ଦ୍ରବାବୁ ନାଇଡୁଙ୍କ ଗୃହବନ୍ଦୀ ଆବେଦନ ଖାରଜ
ଦୁର୍ନୀତି ମାମଲାରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନି। ସେ ନିଜ ଘର ଭିତରେ ପୁଲିସ୍ ନଜରରେ ରହିବାକୁ ଚାହୁଁଥିଲେ। ଏଥିପାଇଁ ସେ କୋର୍ଟରେ ଆବେଦନ କରିଥିଲେ। କିନ୍ତୁ!-->…
ଉତ୍ତର ପ୍ରଦେଶରୁ ନିର୍ବାଚନ ଲଢ଼ିବେ ଖଡଗେ..!
ନୂଆଦିଲ୍ଲୀ : ଦିଲ୍ଲୀରେ ମୁକୁଟୁ ପିନ୍ଧିବାକୁ ହେଲେ ଉତ୍ତର ପ୍ରଦେଶ ଦେଇ ଆସିବାକୁ ପଡ଼ିବ। ଏକଥା କଂଗ୍ରେସ ଠାରୁ ଆରମ୍ଭ କରି ବିଜେପି ଭଳି ରାଜନୀତିକ ଦଳ ବେଶ ଭାବେ ଜାଣନ୍ତି। ଉତ୍ତର ପ୍ରଦେଶରେ ଯିଏ ଯେତେ ଭଲ ପ୍ରଦର୍ଶନ କରିବ, ସେହି ଦଳ କେନ୍ଦ୍ରରେ ସରକାର ଗଠନ କରିବାକୁ ସେତେ ଭଲ!-->…
ବ୍ରିଟିସ ସମୟର ରାଜଦ୍ରୋହ ଆଇନର ବୈଧତା ଯାଞ୍ଚ କରିବେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ…
ନୂଆଦିଲ୍ଲୀ: ଭାରତୀୟ ପିଙ୍ଗଳ କୋଡ୍ (ଆଇପିସି) ଅଧୀନରେ ଉପନିବେଶକାଳୀନ ରାଜଦ୍ରୋହ ଆଇନ ସମ୍ବନ୍ଧୀୟ ବ୍ୟବସ୍ଥାର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନଗୁଡ଼ିକୁ ସୁପ୍ରିମ୍ କୋର୍ଟ ମଙ୍ଗଳବାର ୫ ବିଚାରପତିଙ୍କୁ ନେଇ ଗଠିତ ସମ୍ବିଧାନିକ ଖଣ୍ଡପୀଠକୁ ପଠାଇଦେଇଛନ୍ତି । ସାମ୍ବିଧାନିକ!-->…
ୟୁପିରେ ୧୯ ମୃତ, ଉତ୍ତରାଖଣ୍ଡରେ ଭୂସ୍ଖଳନ…
ଡେରାଡୁନ: ଦେଶରେ ବର୍ଷା ବିତ୍ପାତ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି । ଉତ୍ତର ପ୍ରଦେଶରେ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଥିସହିତ ଦିଲ୍ଲୀ ଏନସିଆର କେତେକ ଇଲାକା ଜଳମଗ୍ନ ହୋଇଯାଇଛି । ୟୁପିରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୪୦…
ବଙ୍ଗଳାରୁ ମିଳିଲା ସୁପ୍ରିମକୋର୍ଟ ଓକିଲଙ୍କ ମୃତଦେହ, ହତ୍ୟା କରି ଷ୍ଟୋରରେ ଲୁଚିଥିଲେ ସ୍ୱାମୀ
ବଡ଼ ଘର ବଡ଼ ଗୁମର କଥା। ପ୍ରତିଷ୍ଠିତ ଓ ଧନୀ ଭାବେ ପରିଚିତ ଥିଲେ ହେଁ ଜଣେ ୬୨ ବର୍ଷୀୟ ବୃଦ୍ଧ ଘଟାଇଛନ୍ତି ଭୟଙ୍କର କାଣ୍ଡ। ଆଇଆରଏସ ଅଫିସର ଭାବେ କାମ କରି ସାରିଥିବା ଏହି ବୃଦ୍ଧ ଜଣଙ୍କ ତାଙ୍କରି ବଙ୍ଗଳା ଭିତରେ ପତ୍ନୀଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। …
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ ନୋରା ଫତେହି
ନୂଆଦିଲ୍ଲୀ: ମୋରୋକୋରେ ହୋଇଥିବା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଉତ୍ତର ଆଫ୍ରିକା ଏବଂ ମୋରୋକୋରେ ଘଟିଥିବା ସବୁଠାରୁ ବଡ ଭୂକମ୍ପ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସମବେଦନା ଜଣାଇଛନ୍ତି ଏବଂ ଏଥିପାଇଁ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ତାଙ୍କୁ…