Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଦିଗରେ ବଡ଼ ପଦକ୍ଷେପ, ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ସରକାର ଗଠନ କଲେ କମିଟି
‘ୱାନ୍ ନେସନ, ୱାନ ଇଲେକ୍ସନ’ ବା ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସ୍ତାବ ଉପରେ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଗଠନ କରିଛନ୍ତି କମିଟି। ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏହି କମିଟିର ମୁଖ୍ୟ ରହିବେ। ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସଙ୍ଗ ସଂପର୍କିତ!-->…
ଜହ୍ନରେ ହେଲା ଭୂ-କମ୍ପ; ତୀବ୍ରତା ମାପିଲା ଲ୍ୟାଣ୍ଡର ବିକ୍ରମ…!
ଦୋହଲୁଲା ଜହ୍ନ, ହେଲା ଭୂ-କମ୍ପ । ଚନ୍ଦ୍ରପୃଷ୍ଠରେ ପାଦ ଥାପି ନୂଆ ନୂଆ ସନ୍ଧାନ ଜାରି ରଖିଥିବା ଲ୍ୟାଣ୍ଡର ବିକ୍ରମକୁ ମିଳିଛି ଏପରି କିଛି ନୂଆ ରୋଚକ ତଥ୍ୟ।
କେତେବେଳେ ଚନ୍ଦ୍ରପୃଷ୍ଠରେ ବଡ଼ ବଡ଼ ଗର୍ତ୍ତ ଥିବା ସୂଚନା ମିଳୁଥିବା ବେଳେ ଆଉ କେତେବେଳେ ସେଠାରେ ସଲ୍ଫର ଓ!-->!-->!-->…
କେନ୍ଦ୍ର ମନ୍ତ୍ରୀଙ୍କ ଘରେ ଯୁବକଙ୍କୁ ଗୁଳି କରି ହତ୍ୟା
ଉତ୍ତରପ୍ରଦେଶ : କେନ୍ଦ୍ର ମନ୍ତ୍ରୀ କୌଶଲ କିଶୋରଙ୍କ ଉତ୍ତର ପ୍ରଦେଶର ଲକ୍ଷ୍ନୌ ସ୍ଥିତ ନୂଆ ଘରେ ଶୁକ୍ରବାର ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକଙ୍କ ନାଁ ବିନୟ ଶ୍ରୀବାସ୍ତବ। ସେ ମନ୍ତ୍ରୀ କୌଶଲ କିଶୋରଙ୍କ ପୁଅ ବିକାଶ କିଶୋରଙ୍କ ସାଙ୍ଗ। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ!-->…
ଏଣିକି ଏକ୍ସ ରେ କରିପାରିବେ ଅଡିଓ ଓ ଭିଡିଓ କଲ୍
ଆଉ ଏକ ଆକର୍ଷଣୀୟ ଫିଚର୍ ନେଇ ଘୋଷଣା କଲେ ଏଲନ ମସ୍କ। ଏଣିକି ଏକ୍ସ(ପୂର୍ବର ଟ୍ୱିଟର)ରେ କରିପାରିବେ ଅଡିଓ ଓ ଭିଡିଓ କଲ୍। ବିଶ୍ୱର ସବୁଠୁ ଲୋକପ୍ରିୟ ଏହି ମାଇକ୍ରୋବ୍ଲଗିଂ ଆପରେ ବ୍ୟବହାରକାରୀଙ୍କ କଲିଂ ସୁବିଧା ପାଇଁ ଏହି ଫିଚର୍ ଆସୁଛି। ଫୋନ୍ ନଂ ଶେଆର୍ ନ କରି ବି କଲ୍ କରିପାରିବେ!-->…
ଓମାର ଅବଦୁଲ୍ଲାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ: ପତ୍ନୀଙ୍କୁ ମାସିକ ୧.୫ ଲକ୍ଷ ଓ ପୁଅକୁ ୬୦ ହଜାର ଦିଅ
ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏଣିକି ତାଙ୍କ ପାଖରେ ରହୁ ନଥିବା ପତ୍ନୀ ପାୟଲ ଅବଦୁଲ୍ଲାଙ୍କୁ ମାସିକ ୧.୫ ଲକ୍ଷ ଟଙ୍କା ଦେବେ। ପାୟଲଙ୍କୁ ରକ୍ଷାଣବେକ୍ଷଣ ବାଦରେ ଏହି ଟଙ୍କା ଦେବାକୁ ଆଜି ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଜଷ୍ଟିସ ସୁବ୍ରମୋନିୟନ!-->!-->!-->…
ଜମ୍ମୁ-କଶ୍ମୀରରେ ଖୁବଶୀଘ୍ର ନିର୍ବାଚନ
ଦୁଇ ଭାଗ ହୋଇ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପାଇଥିବା ଜମ୍ମୁ-କଶ୍ମୀରରେ ୪ ବର୍ଷ ହେଲା ବିଧାନସଭା ନିର୍ବାଚନ ହୋଇନାହିଁ। କିନ୍ତୁ ଏବେ ଠାରୁ ଯେକୌଣସି ସମୟରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି କରାଯାଇଛି ବୋଲି ଆଜି କେନ୍ଦ୍ର ସରକାର!-->…
ଆମାଜନ ମ୍ୟାନେଜରଙ୍କୁ ଫାୟାରିଂ ମାମଲା; ୨ ଯୁବକ ଗିରଫ
ଅନଲାଇନ୍ ସପିଂ ସାଇଟ୍ ଆମାଜନ ମ୍ୟାନେଜରଙ୍କୁ ଗୁଳି ମାରି ହତ୍ୟା କରିବା ଘଟଣାରେ ପୁଲିସ୍ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଯୁବକଦ୍ୱୟ ହେଲେ ମହମ୍ମଦ ସମୀର ଓ ବିଲାଲ ଗାନି । ଉଭୟଙ୍କୁ ୧୮ ବର୍ଷ ବୋଲି ପୁଲିସ୍ ସୂଚନା ଦେଇଛି। । ଏହି ଘଟଣାରେ ସମୁଦାୟ ୫ ଯୁବକ ସମ୍ପୃକ୍ତ!-->…
ସଂସଦର ବିଶେଷ ଅଧିବେଶନ, ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ହେବ ୫ଟି ବୈଠକ
ସଂସଦର ବିଶେଷ ଅଧିବେଶନ ଡକାଯାଇଛି। ଏହି ଅଧିବେଶନ ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ଚାଲିବ। ଏହି ବିଶେଷ ଅଧିବେଶନରେ ମୋଟ ୫ଟି ବୈଠକ ହେବ। କୁହାଯାଉଛି କି, ଅମୃତକାଳ ମଧ୍ୟରେ ଏହି ଅଧିବେଶନ ଡକାଯାଇଛି।
ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏକ୍ସରେ ଏକ ପୋଷ୍ଟ୍ କରି ଲେଖିଛନ୍ତି!-->!-->!-->…
ISRO ବୈଜ୍ଞାନିକଙ୍କ ସହ ଅଭଦ୍ରାମୀ, ଅଫିସ୍ ଯାଉଥିବା ବେଳେ ସ୍କୁଟି ଚାଳକ କଲେ ଆକ୍ରମଣ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି
ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଜଣେ ବୈଜ୍ଞାନିକ ବେଙ୍ଗାଲୁରୁ ରାସ୍ତାରେ ଅଭଦ୍ରାମୀର ଶିକାର ହୋଇଛନ୍ତି। ବୈଜ୍ଞାନିକ ଜଣକ ହେଲେ ଆଶିଷ ଲାମ୍ବା। ଆଶିଷ ଅଫିସ୍ ଯାଉଥିବା ବେଳେ ଜଣେ ସ୍କୁଟର ଚାଳକ ତାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ଏହି ପୂରା ଘଟଣା ବୈଜ୍ଞାନିକଙ୍କ!-->…
ଜି-୨୦ ସମ୍ମିଳନୀରେ ଭାଗ ନେବେ ନାହିଁ ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ
ଭାରତ ଆସିବେ ନାହିଁ ସି ଜିନ୍ପିଙ୍ଗ୍। ସେପ୍ଟେମ୍ବର ୯ ଏବଂ ୧୦ ତାରିଖରେ ଦେଶରେ ଆୟୋଜନ ହେବାକୁ ଥିବା ଜି୨୦ ଶିଖର ସମ୍ମିଳନୀରେ ଚୀନର ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଯୋଗ ଦେବେନାହିଁ। ଚୀନରେ ଜଣେ ଭାରତୀୟ କୂଟନୀତିଜ୍ଞ ଏବଂ ଜି୨୦ର ଜଣେ ଭାରତୀୟ ଅଧିକାରୀଙ୍କ ସୂତ୍ରରୁ ଏହା ଜଣାପଡ଼ିଛି।
!-->!-->!-->…