Browsing Category

ଦେଶ

ଜି-୨୦ ପାଇଁ ଭାରତ ଆସିବେନି ପୁଟିନ…

ଭାରତର ରାଜଧାନୀ ଦିଲ୍ଲୀରେ ଆସନ୍ତା ମାସରେ ଜି-୨୦ର ମୁଖ୍ୟ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଠାରୁ ଆରମ୍ଭ କରି ଅନେକ ଦେଶର ମୁଖିଆମାନେ ସାମିଲ ହେବେ। କିନ୍ତୁ ଜି-୨୦ ବୈଠକରେ ଯୋଗ ଦେବାକୁ ରୁଷ ରାଷ୍ଟ୍ରପତି…

ନିର୍ବାଚନରେ ହେରଫେର ମାମଲା; ଟ୍ରମ୍ପ ଗିରଫ, ୨୦ ମିନିଟ୍‌ରେ ମୁକୁଳିଲେ…

ନିର୍ବାଚନରେ ହେରଫେର ମାମଲାରେ ଆତ୍ମସମର୍ପଣ କଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଗିରଫଦାରୀର ମାତ୍ର ୨୦ ମିନିଟ୍‌ ପରେ ଟ୍ରମ୍ପଙ୍କୁ ଜାମିନ ମିଳି ଯାଇଥିବା ଜଣାଯାଇଛି। ଆଟଲାଣ୍ଟାର ଫ୍ଲୁଟୋନ କାଉଣ୍ଟି ଜେଲ୍‌ରେ ଆତ୍ମସମର୍ପଣ କରିବାକୁ…

ଶାଶୁ-ଶ୍ଵଶୁରଙ୍କଠୁ ଅଲଗା ରହିବାକୁ ଜିଦ୍ କରିବା ନିଷ୍ଠୁରତା : ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: କୌଣସି ଉପଯୁକ୍ତ କାରଣ ନଥାଇ ସ୍ତ୍ରୀ ନିଜ ଶାଶୁ-ଶ୍ବଶୁରଙ୍କ ଠାରୁ ଅଲଗା ରହିବାକୁ ସ୍ବାମୀଙ୍କୁ ଜିଦ୍ କରିବା ନିଷ୍ଠୁରତା ଅଟେ । ପାଶ୍ଚାତ୍ୟ ଦେଶ ଭଳି ଭାରତରେ ସ୍ତ୍ରୀ ସହିତ ରହିବାକୁ ପୁଅ ନିଜ ବାପା ମାଆଙ୍କଠୁ ଅଲଗା ହେବା ସହଜ ନୁହେଁ । ଏକ ପାରିବାରିକ ବିବାଦ ମାମଲାର…

ବ୍ରିକ୍ସରେ ସାମିଲ ହେଲା ଆଉ ୬ଟି ଦେଶ…

ଜୋହାନ୍ସବର୍ଗ: ୧୫ ତମ ବ୍ରିକ୍ସ ସମ୍ମିଳନୀରେ ବଡ଼ ଘୋଷଣା। ବ୍ରିକ୍ସ ଦେଶ ସମୂହ ଆହୁରୀ ୬ଟି ଦେଶକୁ ଏଥିରେ ସାମିଲ ହେବାକୁ ଆମନ୍ତ୍ରିତ କରିଛି। ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ବ୍ରିକ୍ସ ଦେଶ ସମୂହର ତିନି ଦିବସୀୟ ସମ୍ମିଳନୀ ଆୟୋଜିତ ହୋଇଛି। ଏହି…

ଜି-୨୦ ମନ୍ତ୍ରୀସ୍ତରୀୟ ବୈଠକକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ…

ଜୟପୁର: ‘ବିଗତ ୯ ବର୍ଷ ମଧ୍ୟରେ ଆମର ନିରନ୍ତର ପ୍ରୟାସ ଫଳରେ ଭାରତ ପଞ୍ଚମ ବୃହତ୍ତମ ବିଶ୍ୱ ଅର୍ଥନୀତିରେ ପରିଣତ ହୋଇଛି । ଭାରତ ଲାଲଫିତାରୁ ଦୂରେଇ ରେଡ୍ କାର୍ପେଟକୁ ଯାଇଛି । ଆମକୁ ସ୍ଥିର ଏବଂ ସମାବେଶୀ ବୈଶ୍ୱିକ ମୂଲ୍ୟ ଶୃଙ୍ଖଳା ନିର୍ମାଣ କରିବାକୁ ହେବ ଯାହା ଭବିଷ୍ୟତର ଝଟକାକୁ ସହ୍ୟ…

ନଦୀରେ ଓଲଟି ପଡିଲା ଟ୍ରାକ୍ଟର: ୮ ମୃତ, ୧୨ ନିଖୋଜ

ସହାରନପୁର: ଉତ୍ତର ପ୍ରଦେଶ ସହାରନପୁରରେ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଏକ ବଡ ଦୁର୍ଘଟଣା ଘଟି ଯାଇଛି ।  ଏକ ଟ୍ରାକ୍ଟର ଡାଲାରେ ଭକ୍ତମାନେ ଦର୍ଶନ ସାରି ଫେରୁଥିବାବେଳେ ଡାଲାଟି ନଦୀରେ ଓଲଟି ପଡିଛି । ଫଳରେ ୨ ଶିଶୁ ସମେତ ୮ ଜଣଙ୍କର ମୃତ୍ୟୁ ଘଟିଛି । ୧ ୨ରୁ ଅଧିକ ଲୋକ ନିଖୋଜ ଅଛନ୍ତି…

ବାଇକ୍ ଶୋ’ ରୁମରେ ଭୟାନକ ଅଗ୍ନିକାଣ୍ଡ, 400ରୁ ଅଧିକ ବାଇକ୍ ପୋଡି ପାଉଁଶ

ଆନ୍ଧ୍ରପ୍ରଦେଶର ବିଜୟୱାଡାର ଏକ ବାଇକ୍ ଶୋ’ ରୁମରେ ଭୟାନକ ଅଗ୍ନିକାଣ୍ଡ। 400ରୁ ଅଧିକ ବାଇକ୍ ପୋଡି ପାଉଁଶ। କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇ ଥିବାବେଳେ ଶୌଭାଗ୍ୟବଶତଃ ଏଥିରେ କୌଣସି ଜୀବନହାନୀ ଘଟିନାହିଁ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ…

ହିମାଚଳ କୁଲ୍ଲୁରେ ଭୁଶୁଡି ପଡିଲା ବଡ ବଡ କୋଠା…

ହିମାଚଳରେ ଥମୁନି ପ୍ରକୃତିର କୋପ। ପୁଣି ସାମ୍ନାକୁ ଆସିଲା ଛାତି ଥରାଇଦେବା ଭଳି ଦୃଶ୍ୟ। ଏଠାରେ ଆଉ ଏକ ବଡ ଧରଣର ଭୂସ୍ଖଳର ହୋଇଛି। ପାହାଡ ଧଶି ବିରାଟ ବିରାଟ ଅଟ୍ଟାଳିକା ଧ୍ୱଂଶ ହୋଇଯାଇଛି। ଅନେକ ଲୋକ ଏହି ଧ୍ୱଂଶାବଶେଷ ତଳେ ଫସି ରହିଥିବା କୁହାଯାଉଛି। ରାଜ୍ୟର…

ପୁରୁଣା ବାସଭବନକୁ ଯିବାକୁ ଚାହୁଁ ନାହାନ୍ତି ରାହୁଲ ଗାନ୍ଧି…

ନୂଆଦିଲ୍ଲୀ : ପୁଣି ଥରେ ନିଜ ଲୋକସଭା ସଦସ୍ୟତା ଫେରି ପାଇଥିବା ରାହୁଲ ଗାନ୍ଧି କିନ୍ତୁ ଏଥର ସରକାରୀ ବଙ୍ଗଳା ନେବାକୁ ମନା କରି ଦେଇଛନ୍ତି। ପୂରା ଭାରତ ନିଜ ଘର ବୋଲି କହି ରାହୁଲ ଗାନ୍ଧି ଏହି ଅଫରକୁ ପ୍ରତ୍ୟାଖାନ କରିଛନ୍ତି। ମୋଦି ସରନେମ୍‌ ମାମଲାରେ ୨ ବର୍ଷ ଦଣ୍ଡାଦେଶ ମିଳିବା ପରେ…

ସଫଳ ଅବତରଣ ପରେ ଆସିଲା ଚନ୍ଦ୍ରପୃଷ୍ଠର ପ୍ରଥମ ଫଟୋ…

ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ ପରେ କାର୍ଯ୍ୟ ଆରମ୍ଭ କରି ଦେଇଛି ଚନ୍ଦ୍ରଯାନ-3। ଲ୍ୟାଣ୍ଡର ବିକ୍ରମ ଅବତରଣ କରିଥିବା ପୃଷ୍ଠର ଅତି ନିକଟରୁ ଫଟୋ ପଠାଇଛି ବିକ୍ରମରେ ଲାଗିଥିବା ଉଚ୍ଚମାନର କ୍ୟାମେରା। ଏଥିରେ ଚନ୍ଦ୍ରପୃଷ୍ଠର ସମତୁଲ ଅଞ୍ଚଳ ଦେଖାଯାଉଛି, ଯେଉଁଠାରେ…