Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଅମ୍ବେନାଲୀ ଘାଟିରେ ଖାଇକୁ ଖସିଲା ସ୍କର୍ପିଓ, ୮ ମୃତ
ମହାରାଷ୍ଟ୍ର : ମହାରାଷ୍ଟ୍ର ମହାବଳେଶ୍ବର ଏବଂ ପୋଲାଦପୁର ମଧ୍ୟରେ ଥିବା ଅମ୍ବେନାଲୀ ଘାଟିରେ ଭୟଙ୍କର ସଡ଼କ ଦୁର୍ଘଟଣା । କୋଙ୍କଣ ବୁଲି ଫେରୁଥିବା ଏକ ପର୍ଯ୍ୟଟକ ଭର୍ତ୍ତି ସ୍କର୍ପିଓ ଗାଡ଼ି ଅନିୟନ୍ତ୍ରିତ ହୋଇ ପ୍ରାୟ ୭୦୦ ଫୁଟ ତଳକୁ ଖସିପଡିଥିଲା । ଏହି ଘଟଣାରେ ୮ ଜଣ ଯୁବକଙ୍କ ଜୀବନ!-->…
ଗୁଲମାର୍ଗ ରୋପୱେରେ ଯାନ୍ତ୍ରିକ ତ୍ରୁଟି, ଫସିଲେ ୩୦୦ରୁ ଅଧିକ ପର୍ଯ୍ୟଟକ
ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀରରେ ଲୋକପ୍ରିୟ ଗୁଲମାର୍ଗ ରୋପୱେରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଆକାଶରେ ଫସିଛନ୍ତି ଅନେକ ପର୍ଯ୍ୟଟକ । ପାଖାପାଖି ୩୦୦ ଲୋକ ରୋପୱେ କ୍ୟାବିନରେ ଫସିଥିବା ଆଶଙ୍କା କରାଯାଉଛି । ରୋପୱେ କ୍ୟାବିନରେ ହଠାତ୍ ରହିଯିବା ଯୋଗୁଁ ଲୋକମାନେ ଭୟଭୀତ!-->…
ବକ୍ରି ଇଦ୍ ପାଇଁ CUET-UG ପରୀକ୍ଷା ସ୍ଥଗିତ, ଖୁବଶୀଘ୍ର ନୂଆ ତାରିଖ ଘୋଷଣା
ନୂଆଦିଲ୍ଲୀ : ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି CUET-UG ପରୀକ୍ଷାକୁ ନେଇ ବଡ଼ ନିଷ୍ପତ୍ତି ନେଇଛି । ୨୮ ମଇକୁ ହେବାକୁ ଥିବା CUET-UG ପରୀକ୍ଷାକୁ ସ୍ଥଗିତ କରାଯାଇଛି । ବକ୍ରି ଇଦ୍ ପାଇଁ ଘୁଞ୍ଚିଲା CUET-UG ପରୀକ୍ଷା । ଖୁବ୍ ଶୀଘ୍ର ପ୍ରକାଶ ପାଇବ ନୂଆ ତାରିଖ । ନ୍ୟାସନାଲ ଟେଷ୍ଟିଂ!-->…
ମୁମ୍ବାଇ ଧୁଲେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୬ ଜୀବନ
ମହାରାଷ୍ଟ୍ର : ମହାରାଷ୍ଟ୍ର ଧୁଲେ ଅଞ୍ଚଳରେ ଲଲିଙ୍ଗ ଘାଟରେ ମୁମ୍ବାଇ ଆଗ୍ରା ହାଇୱେରେ ବିଳମ୍ବିତ ରାତିରେ ୩ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏକ ଡମ୍ପର ଓ ଏକ ଟ୍ରକ ଓଲଟି ଯାଇଥିବା ବେଳେ ପଛରୁ ଆସୁଥିବା ଏକ ପ୍ରାଇଭେଟ ବସ୍ ଏହି ଗାଡ଼ିକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ପାଖାପାଖି ୬!-->…
ଟିଭିକେରେ ଯୋଗ ଦେଲେ ଏଆଇଏଡିଏମ୍କେର ୩ ବିଧାୟକ
ଚେନ୍ନାଇ: ତାମିଲନାଡୁରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଏଆଇଏଡିଏମ୍କେକୁ ଗୋଟିଏ ପରେ ଗୋଟିଏ ଧକ୍କା ଲାଗିଛି। ଏଆଇଏଡିଏମ୍କେର ସିଭି ଷଣ୍ମୁଗମ୍ ଓ ଏସ୍ପି ଭେଲୁମଣି ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଟିଭିକେକୁ ଆସ୍ଥା ଭୋଟରେ ସମର୍ଥନ ଦେବା ପରେ ଏବେ ସେମାନଙ୍କ ଗୋଷ୍ଠୀର ୩ ଜଣ ବିଧାୟକ!-->…
ତୈଳ ଦର ବୃଦ୍ଧିକୁ ନେଇ ସରକାରଙ୍କୁ ଘେରିଲେ ମଲ୍ଲିକାର୍ଜୁନ-ରାହୁଲ
ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ଦରରେ କ୍ରମାଗତ ବୃଦ୍ଧିକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ, ମୁଦ୍ରାସ୍ଫୀତି ପ୍ରସଙ୍ଗରେ!-->…
ବାଂଲାଦେଶୀ ଓ ରୋହିଙ୍ଗିଆଙ୍କୁ ଡିପୋର୍ଟ କରିବା ପାଇଁ ନିର୍ମାଣ ହେବ ହୋଲ୍ଡିଂ ସେଣ୍ଟର
କୋଲକତା : ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଅବୈଧ ଭାବେ ରହୁଥିବା ବିଦେଶୀ ନାଗରିକଙ୍କ ପାର୍ଇ ବହୁତ ବଡ଼ ପଦକ୍ଷେପ ନେଇଛନ୍ତି । ରାଜ୍ୟ ସରକାର ଅବୈଧ ବାଂଲାଦେଶୀ ଏବଂ ରୋହିଙ୍ଗ୍ୟା ନାଗରିକଙ୍କୁ ସେମାନଙ୍କ ଦେଶକୁ ପଠାଇବା ପାଇଁ ସ୍ବତନ୍ତ୍ର ଭାବେ ହୋଲ୍ଡିଂ ସେଣ୍ଟର ନିର୍ମାଣ କରିବାକୁ!-->…
ଶାମୁକା ସଂଗ୍ରହ ବେଳେ ନଦୀରେ ଭାସି ୮ ମୃତ, ଅନେକ ନିଖୋଜ
କର୍ଣ୍ଣାଟକ : ଉତ୍ତର କନ୍ନଡ ଜିଲ୍ଲାର ଥଟ୍ଟେ ହକ୍କଲୁ ନଦୀରେ ଅଘଟଣ । ନଦୀର ପ୍ରଖର ସ୍ରୋତରେ ଭାସିଗଲେ ପରିବାରର ୮ ସଦସ୍ୟ । ଏମାନଙ୍କ ଭିତରେ ୭ ଜଣ ମହିଳା ଥିବା ଜଣାପଡିଛି । ସ୍ଥାନୀୟ ଲୋକ ଉଦ୍ଧାର ପାଇଁ ଚେଷ୍ଟା କରୁଛନ୍ତି । ତେବେ ଏମାନେ ନଦୀରେ ଶାମୁକା ଖୋଜି ଏକାଠି କରୁଥିବା ବେଳେ!-->…
ଝଡ଼ ବାତ୍ୟାରେ ଭୁଶୁଡ଼ିଲା ନିର୍ମାଣାଧୀନ କୋଠା; ଅନେକ ଶ୍ରମିକ ଫସିଥିବା ଆଶଙ୍କା
ଫିଲିପିନ : ଫିଲିପାଇନ୍ସ ରାଜଧାନୀ ମାନିଲାର ଉତ୍ତରରେ ସ୍ଥିତ ପାମ୍ପଙ୍ଗା ପ୍ରଦେଶର ଆଞ୍ଜେଲସ୍ ସହରରେ ନିର୍ମାଣାଧୀନ ଏକ ୯ ମହଲା କୋଠା ହଠାତ୍ ଭୁଶୁଡ଼ି ପଡ଼ିଛି । ଦୁର୍ଘଟଣା ସମୟରେ ଅନେକ ଶ୍ରମିକ କୋଠାରେ ରହିଥିଲେ । ତେବେ ସେମାନେ ଭଗ୍ନାବଶେଷ ତଳେ ଚାପି ହୋଇଥିବା ସୂଚନା ମିଳିଛି ।!-->…
କ୍ବେଟା ରେଲୱେ ଟ୍ରାକରେ ବିସ୍ଫୋରଣ, ୨୪ ମୃତ, ୫୦ ଆହତ
ପାକିସ୍ତାନ :ରବିବାର ପାକିସ୍ତାନର ଅଶାନ୍ତ ଦକ୍ଷିଣ-ପଶ୍ଚିମ ପ୍ରାନ୍ତ ବେଲୁଚିସ୍ତାନର କ୍ୱେଟାର ଚମନ ରେଳ ଫାଟକ ନିକଟରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୨୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। ତେବେ ଏହି ଆକ୍ରମଣକୁ କର୍ତ୍ତୃପକ୍ଷ ଏକ ଲକ୍ଷ୍ୟଭେଦୀ!-->…