Browsing Category

ଦେଶ

ସଂସଦ ଭବନରେ କାଉ ଆକ୍ରମଣର ଶିକାର ହେବା ଘଟଣାକୁ ନେଇ ରାଘବ ଚଢ଼ାଙ୍କୁ ଆକ୍ଷେପ କଲେ ବିରୋଧୀ

ନୂଆଦିଲ୍ଲୀ: ବୁଧବାର ମୌସୁମୀ ଅଧିବେଶନରେ ଭାଗ ନେବାକୁ ସଂସଦ ଭବନ ଆସୁଥିବା ବେଳେ ରାଜ୍ୟସଭା ଏମ୍‌ପି ରାଘବ ଚଢା ଏକ ଅସ୍ବାଭାବିକ ପରିସ୍ଥିତିର ସାମ୍ନା କରିଥିଲେ। ସଂସଦ ଭବନ ବାହାରେ ଫୋନରେ କଥା ହେଉଥିବା ବେଳେ ରାଘବ କାଉ ଆକ୍ରମଣର ଶିକାର ହୋଇଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାର ଫଟୋ…

ଲକଡାଉନ ପ୍ରେମ ପରେ ବାହା ହୋଇଥିଲେ, ଏବେ ପତ୍ନୀଙ୍କ ସହ ତାଙ୍କ ବାପାମା’ଙ୍କୁ ହତ୍ୟା କଲେ

ଗୌହାଟୀ : କରୋନା ଲକଡାଉନ ବେଳେ ଆରମ୍ଭ ହୋଇଥିବା ପ୍ରେମ ଏବେ ଟ୍ରିପଲ ମର୍ଡରରେ ଶେଷ ହୋଇଛି। ଜଣେ ବ୍ୟକ୍ତି ଲକଡାଉନ ବେଳେ ପ୍ରେମରେ ପଡ଼ିଥିଲେ। ଏହାପରେ ପ୍ରେମ କରୁଥିବା ଯୁବତୀଙ୍କୁ ବିବାହ କରିଥିଲେ। ହେଲେ ଏବେ ସେ ନିଜ ପତ୍ନୀ ଓ ତାଙ୍କ ବାପାମା’ଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଆସାମର…

ବୁଡ଼ିଯାଇଥିବା ୪୦୦ କାର ‘ଓଲା’ କମ୍ପାନିର ଥିଲା, ବେଆଇନ ଭାବେ ରଖାଯାଇଥିଲା ଗାଡ଼ି

ନୂଆଦିଲ୍ଲୀ : ନୂଆଦିଲ୍ଲୀ: ଦିଲ୍ଲୀ ଉପକଣ୍ଠ ନୋଇଡା ଏବେ ହିଣ୍ଡନ ନଦୀରେ ଆସିଥିବା ବନ୍ୟା ଯୋଗୁଁ ଚର୍ଚ୍ଚାରେ ରହିଛି । ଗତକାଲି ବନ୍ୟାଜଳ ଏକ କାର ପାର୍କିଂ ଅଂଚଳରେ ପ୍ରବେଶ କରିବା ସହ ପ୍ରାୟ ୪ ଶହ କାର ବୁଡ଼ାଇଦେଇଥିଲା । ଏନେଇ ଏକ ଭିଡିଓ ଭାଇରାଲ ହେବା ପରେ ଗୌତମବୁଦ୍ଧ ନଗର ଜିଲ୍ଲାପାଳଙ୍କ…

ଅନାସ୍ଥା ପ୍ରସ୍ତାବରେ ସରକାର ଜିତିଯାଇ ପାରନ୍ତି, ମାତ୍ର ମଣିପୁର ପ୍ରସଙ୍ଗେର ବିରୋଧୀଙ୍କର ଏହା ସଫଳତା…

ନୂଆଦିଲ୍ଲୀ : ନୂଆ କରି ଗଠନ ହୋଇଥିବା ବିରୋଧୀଙ୍କ ମେଣ୍ଟ ଇ.ଣ୍ଡି.ଆର ଅଂଶ ବିଶେଷ କଂଗ୍ରେସ ଓ ତେଲେଙ୍ଗାନାର କ୍ଷମତାସୀନ ବିଆରଏସ୍‌ ନରେନ୍ଦ୍ର ମୋଦି ସରକାର ବିରୋଧରେ ଦୁଇଟି ଭିନ୍ନଭିନ୍ନ ଅନାସ୍ଥା ପ୍ରସ୍ତାବ ଦେଇଛନ୍ତି। କଂଗ୍ରେସ ଦେଇଥିବା ଅନାସ୍ଥା ପ୍ରସ୍ତାବକୁ ଲୋକସଭା ବାଚସ୍ପତି ଓମ…

ନଦୀ ମଝିରେ ଇଣ୍ଡିଆନ ଅଏଲ କମ୍ପାନିର ଗ୍ୟାସ ପାଇପଲାଇନ ବିସ୍ଫୋରଣ; ଲୋକଙ୍କୁ ସତର୍କ କଲା ପ୍ରଶାସନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାଗପତ ଜିଲ୍ଲାର ଜାଗୋଶ ଗ୍ରାମରେ ଯମୁନା ନଦୀ ମଝିରେ ଏକ ଭୟାବହ ଦୃଶ୍ୟ ଦେଖିବାକୁ ମିଳିଥିଲା। କାରଣ ଯମୁନା ନଦୀ ମଝିରେ ଇଣ୍ଡିଆନ ଅଏଲ କମ୍ପାନିର ଗ୍ୟାସ ପାଇପଲାଇନ ହଠାତ ବିସ୍ଫୋରଣ ହୋଇଥିଲା।ଏହି ବିସ୍ଫୋରଣ ସମ୍ପର୍କରେ ଖବର ପାଇବା ପରେ ପ୍ରଶାସନ ଅଧିକାରୀ…

ନିଲମ୍ବିତ ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ଭେଟିଲେ ସୋନିଆ ଗାନ୍ଧି

ନୂଆଦିଲ୍ଲୀ : ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତି ଦାବି କରି ରାଜ୍ୟସଭାରୁ ନିଲମ୍ବିତ ହୋଇଥିବା ଆପ୍‌ ସାଂସଦ ପୂର୍ବଭଳି ସଂସଦ ବାହାରେ ବିକ୍ଷୋଭ କରୁଛନ୍ତି। ଆଜି କଂଗ୍ରେସ ସାଂସଦ ସୋନିଆ ଗାନ୍ଧି ତାଙ୍କ ପାଖକୁ ଯାଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା…

ଜ୍ଞାନବାପି ସର୍ଭେ ଉପରେ ସ୍ଥଗିତାଦେଶ ଜାରି ରହିବ, ଗୁରୁବାର ପୁଣି ଶୁଣାଣି

ପ୍ରୟାଗରାଜ: ଜ୍ଞାନବାପି ମସଜିଦ ପରିସରରେ ହେବାକୁ ଥିବା ଏଏସଆଇ ସର୍ଭେ ଉପରେ ସୁପ୍ରିମକୋର୍ଟ ଲଗାଇଥିବା ସ୍ଥଗିତାଦେଶ ଆଜି ଶେଷ ହେଉଥିବାବେଳେ ଆହ୍ଲାବାଦ ହାଇକୋର୍ଟ ଏହି ସମୟକୁ ଆସନ୍ତା କାଲି ପର୍ଯ୍ୟନ୍ତ ବଢାଇଦେଇଛନ୍ତି । ଗୁରୁବାର କୋର୍ଟ ଏହି ମାମଲାର ପୁନର୍ବାର ଶୁଣାଣି କରିବେ ।…

ମଣିପୁରରେ ଆଂଶିକ ଭାବେ ଫେରିଲା ଇଣ୍ଟରନେଟ୍‌: ବ୍ରଡବ୍ୟାଣ୍ଡକୁ ମିଳିଲା ଅନୁମତି; ସାମାଜିକ ଗଣମାଧ୍ୟମକୁ ନା

ନୂଆଦିଲ୍ଲୀ: ମଣିପୁର ସରକାର ଜାତିଗତ ହିଂସା ପ୍ରଭାବିତ ରାଜ୍ୟରେ ଇଣ୍ଟରନେଟ୍‌ ସେବାକୁ ଆଂଶିକ ଭାବେ ପୁନରୁଦ୍ଧାର କରିଛନ୍ତି। ଉପତ୍ୟକା ବହୁଳ ମେଇତେଇ ସଂପ୍ରଦାୟ ଏବଂ ପାହାଡ ବହୁଳ କୁକି ଜନଜାତି ମଧ୍ୟରେ ଜାତିଗତ ସଂଘର୍ଷ ଆରମ୍ଭ ହେବା ପରେ ରାଜ୍ୟରେ ଇଣ୍ଟରନେଟ୍‌ ବନ୍ଦ ହେବାର ଦୁଇ ମାସ ପରେ…

ଲଦାଖରେ ଶାନ୍ତି ରଖ, ସଂପର୍କ ସୁଧୁରିବ : ଚୀନର ନୂଆ ବିଦେଶମନ୍ତ୍ରୀଙ୍କୁ କହିଲେ ଡୋଭାଲ୍

ଜୋହାନ୍ସବର୍ଗ: ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଚୀନର ନବ ନିଯୁକ୍ତ ବିଦେଶ ମନ୍ତ୍ରୀ ଓ୍ବାଙ୍ଗ ୟିଙ୍କୁ ସାକ୍ଷାତ କରିଛନ୍ତି । ଭାରତ ଓ ଚୀନ୍ ମଧ୍ୟରେ ସମ୍ପର୍କ ସ୍ବାଭାବିକ କରିବାକୁ ହେଲେ ଲଦାଖ ଭଳି ସୀମାନ୍ତ ଅଞ୍ଚଳରେ ଶାନ୍ତି ଓ…

ପାକିସ୍ତାନ ଚାଲି ଯାଇଥିବା ଝିଅ ଅଞ୍ଜୁକୁ ନେଇ ବାପାଙ୍କ ଚାଞ୍ଚଲ୍ୟକର ବୟାନ

ନୂଆଦିଲ୍ଲୀ: ଭାରତର ରାଜସ୍ଥାନରୁ ପାକିସ୍ତାନ ଯାଇଥିବା ଅଞ୍ଜୁଙ୍କୁ ତାଙ୍କ ପ୍ରେମିକ ନସରୁଲ୍ଳା ବିବାହ କରିବାରକୁ ରାଜି ଥିବା କଥା ଗଣାମଧ୍ୟମରେ ପ୍ରକାଶ କରିଛନ୍ତି। ଖାଲି ସେତିକି ନୁହେଁ, ସେ ଅଞ୍ଜୁଙ୍କୁ ବିବାହ କରିବା ସହ ତାଙ୍କ ପିଲାମାନଙ୍କୁ ବି ଗ୍ରହଣ କରିବାକୁ ପ୍ରସ୍ତୁତ ବୋଲି ବି ଖବର…