Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ମଣିପୁର ହିଂସା ସମ୍ପର୍କରେ ମାତ୍ର ୩୦ ସେକେଣ୍ଡ ଲାଗି ମୁହଁ ଖୋଲିଲେ ମୋଦି
ଇମ୍ଫାଲ : ମଣିପୁରରେ ୨ ଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ମେ’ ୩ରୁ ମଣିପୁରରେ ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ସୃଷ୍ଟି ହୋଇଥିବା ବେଳେ ଏଯାଏ ଏହା ଥମିନି।ଏବେ ଭାଇରାଲ ଭିଡିଓ ସାମ୍ନାକୁ!-->…
ଆଗୁଆ ନିର୍ବାଚନ ମୁଡରେ ସରକାର, ଭଙ୍ଗ ହେବ ପାକିସ୍ତାନ ସଂସଦ
ଇସଲାମାବାଦ : ପାକିସ୍ତାନରେ ଖୁବଶୀଘ୍ର ସାଧାରଣ ନିର୍ବାଚନ ହୋଇପାରେ। ବର୍ତ୍ତମାନ କ୍ଷମତାରେ ଥିବା ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ମେଣ୍ଟ ସରକାର ଶୀଘ୍ର ନିର୍ବାଚନ ଅନୁଷ୍ଠିତ କରାଇବା ମୁଡରେ ରହିଛି। ଏଥିପାଇଁ ଶରିଫ ସରକାର ଜାତୀୟ ଆସେମ୍ବ୍ଲି ବା ପାକିସ୍ତାନ ସଂସଦର ଅବସରକାଳୀନ ଅଧିବେଶନ!-->…
ବନ୍ୟାଜଳରେ ଉଛୁଳିଥିବା ନଦୀରୁ ବାହାରି ଜନବସତିରେ ପଶିଲେ କୁମ୍ଭୀର
ହରିଦ୍ବାର: ବନ୍ୟାଜଳରେ ଉଛୁଳି ଉଠିଥିବା ଗଙ୍ଗା ଏବଂ ତା’ର ଶାଖା ନଦୀମାନଙ୍କରୁ କୁମ୍ଭୀର ସବୁ ଉଠିଆସି ଜନବସତି ଅଞ୍ଚଳରେ ପ୍ରବେଶ କରିବାରୁ ଉତ୍ତରାଖଣ୍ଡର ହରିଦ୍ବାର ଜିଲ୍ଲା ଅନ୍ତର୍ଗତ ଲକ୍ସର୍ ଏବଂ ଖାନପୁର ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି।ବନ୍ୟାଜଳରେ ଗଙ୍ଗା ଏବଂ ତା’ର ଶାଖାନଦୀ!-->…
ବିରୋଧୀ ମେଣ୍ଟ୍ ‘ଇଣ୍ଡିଆ’ର ନୂଆ ‘ଟ୍ୟାଗ୍ଲାଇନ୍’— ‘ଜିତେଗା ଭାରତ୍’
ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନରେ ‘ବିଜେପି’କୁ ପରାସ୍ତ କରିବା ଲକ୍ଷ୍ୟରେ ମେଣ୍ଟର ନାଁ ‘ଇଣ୍ଡିଆ’ ଦେଇଥିବା ବିରୋଧୀ ଦଳମାନେ ତା’ର ଟ୍ୟାଗ୍ଲାଇନ୍’ ରଖିଛନ୍ତି ‘ଜିତେଗା ଭାରତ୍’।ବହୁ ବିଚାର ଆଲୋଚନା ପରେ ଗତ ବିଳମ୍ବିତ ରାତ୍ରରେ ‘ଜିତେଗା ଭାରତ୍’ (ଭାରତ ଜିତିବ) ଉପରେ ଚୂଡ଼ାନ୍ତ!-->…
ତଦନ୍ତ ଏଜେନ୍ସି କଲା ବଡ଼ ଖୁଲାସା : ସୀମା ହାଇଦର୍ଙ୍କୁ ସୀମା ପାର୍ କରାଇବାରେ ରହିଛି ତୃତୀୟ ଲୋକର ହାତ
ନୂଆଦିଲ୍ଳୀ: ନୂଆ କରି ଭାରତୀୟ ବୋହୂ ବନିଥିବା ପାକିସ୍ତାନୀ ସୀମାଙ୍କୁ ନେଇ କେନ୍ଦ୍ରୀୟ ଯାଞ୍ଚ୍ ଏଜେନ୍ସିକୁ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି। ସୀମା ଭାରତ ଆସିବା ପଛରେ ଜଣେ ତୃତୀୟ ଲୋକର ବି ହାତ ଥିବା ଜଣାପଡ଼ିଛି। ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ସୀମା ପାର୍ ପୂର୍ବରୁ!-->…
ଉତ୍ତରାଖଣ୍ଡରେ ଟ୍ରାନ୍ସ୍ଫର୍ମର୍ ଫାଟିବା ଘଟଣାରେ ମୃତ୍ୟୁସଂଖ୍ୟା ୧୬କୁ ବୃଦ୍ଧି
ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଟ୍ରାନ୍ସ୍ଫର୍ମର୍ ଫାଟିବା ଘଟଣାରେ ମୃତ୍ୟୁସଂଖ୍ୟା ୧୬କୁ ବୃଦ୍ଧି ପାଇଛି । ଅଳକାନନ୍ଦା ନଦୀ କୂଳରେ ଚାଲିଥିବା ‘ନମାମି ଗଙ୍ଗେ ପ୍ରକଳ୍ପ’ ସାଇଟରେ ଗୋଟାଏ ବିଦ୍ୟୁତ୍ ଟ୍ରାନ୍ସ୍ଫର୍ମର୍ ବିସ୍ଫୋରଣ ଘଟିବାରୁ ପ୍ରଥମେ ୧୦ଜଣକର ମୃତ୍ୟୁ ଘଟିଥିବା ସୂଚନା!-->…
ବନ୍ଦେ ମାତରମ୍ କହିବି ନାହିଁ, ମୋ ଧର୍ମ ଅନୁମତି ଦିଏ ନାହିଁ : ଆବୁ ଆଜମୀ
ମୁମ୍ବାଇ: ସମାଜବାଦୀ ପାର୍ଟି ବିଧାୟକ ଅବୁ ଆଜମୀ ବୁଧବାର ମହାରାଷ୍ଟ୍ର ବିଧାନସଭାରେ ‘ବନ୍ଦେ ମାତରମ୍’ କହିବାକୁ ମନା କରି ଦେବା ପରେ ତାହାକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଛି ।ବିଧାନସଭାରେ ଅବୁ ଆଜମୀ କହିଛନ୍ତି, ‘ଆମ ପୂର୍ବପୁରୁଷମାନେ ଏହି ଦେଶ ପାଇଁ ନିଜ ଜୀବନ ଦେଇଛନ୍ତି, ଆମେ ହିଁ!-->…
ପରିଚୟ ଲୁଚାଇ କାଠମାଣ୍ଡୁରେ ଏକ ହୋଟେଲର ରୁମ୍ ନମ୍ବର ୨୦୪ରେ ରହିଥିଲେ ସଚିନ ଓ ସୀମା
ନୂଆଦିଲ୍ଲୀ: ପାକିସ୍ତାନରୁ ଆସିଥିବା ସୀମା ହାଇଦର ଓ ନୋଏଡାର ସଚିନ ମିଣା ନେପାଳର ରାଜଧାନୀ କାଠମାଣ୍ଡୁର ଏକ ହୋଟେଲର ରୁମ ନମ୍ବର ୨୦୪ରେ ୭ଦିନ ରହିଥିଲେ। ଏହାପରେ ଟ୍ୟାକ୍ସି ବୁକ କରି ବାହାରି ଯାଇଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି ଯେଉଁ ହୋଟେଲରେ ସୀମା ଓ ସଚିନ ରହିଥିଲେ ସେଠାରେ ଥିବା!-->…
ଗୁଜରାଟ ହାଇକୋର୍ଟଙ୍କ ନିର୍ଦ୍ଦେଶ ରଦ୍ଦ, ସିତଲବାଦଙ୍କୁ ମିଳିଲା ସୁପ୍ରିମ ଜାମିନ୍
ଗାନ୍ଧୀନଗର : ବହୁ ଚର୍ଚ୍ଚିତ ଗୁଜରାଟ ଦଙ୍ଗା ସହ ଜଡ଼ିତ ମାମଲାରେ ଗୁଜରାଟ ହାଇକୋର୍ଟ ତିସ୍ତା ସିତଲବାଦଙ୍କ ବିରୋଧରେ ଦେଇଥିବା ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। ହାଇକୋର୍ଟ ତାଙ୍କୁ ତୁରନ୍ତ ଆତ୍ମସମର୍ପଣ କରିବାକୁ କହିଥିଲେ। ହେଲେ ଆଜି ସୁପ୍ରିମକୋର୍ଟ ତାଙ୍କୁ ନିୟମିତ ଜାମିନ!-->…
ଉଦ୍ଧବ ଠାକରେ-ଅଜିତ ପାୱାରଙ୍କ ଭେଟକୁ ନେଇ ଚର୍ଚ୍ଚା
ମୁମ୍ବାଇ : ଶିବସେନା(ୟୁବିଟି)ନେତା ଉଦ୍ଧବ ଠାକରେ ବୁଧବାର ତାଙ୍କର ପୂର୍ବତନ ସହଯୋଗୀ ତଥା ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଭେଟିଛନ୍ତି। ଏନସିପି ବିରୋଧରେ ବିଦ୍ରୋହ କରି ଅଜିତ ପାୱାର ମହାରାଷ୍ଟ୍ର ସରକାରଙ୍କୁ ସମର୍ଥନ ଦେବା ପରେ ପ୍ରଥମଥର ଉଦ୍ଧବଙ୍କ ସହ ଭେଟଘାଟ!-->…