Browsing Category

ଦେଶ

ଫର୍ଣ୍ଣିଚର ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ୩୦୦ ଦୋକାନ

ନୂଆଦିଲ୍ଲୀ : ଦିଲ୍ଲୀର ଫର୍ଣ୍ଣିଚର ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଗତକାଲି ଶାସ୍ତ୍ରୀ ପାର୍କରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ନିଆଁ ଲିଭାଇବା ପାଇଁ ଦମକଳ ଗାଡି ବିଳମ୍ବରେ ପହଞ୍ଚିବାରୁ ଲୋକେ ଉତ୍ତେଜିତ ହୋଇ ପଥର ମାଡ କରିଥିଲେ । କିନ୍ତୁ କିଛି ଲୋକ ଏପରି…

ପାକିସ୍ତାନୀ ଆତଙ୍କୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ

ନୂଆଦିଲ୍ଲୀ: ଶନିବାର ଜମ୍ମୁ ଡିଭିଜନର ରାଜୌରୀ ଜିଲ୍ଲାର ଗମ୍ଭୀର ମୁଘଲାନ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଅଞ୍ଚଳରେ ପ୍ରବଳ ସଶସ୍ତ୍ର ପାକିସ୍ତାନୀ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ସୁରକ୍ଷା ଏଜେନ୍ସିଗୁଡ଼ିକୁ ଗୁପ୍ତ ସୂଚନା ମିଳିବା ପରେ…

୨୬ ବର୍ଷ ପରେ ଉଦ୍ଧାର ହେଲା କାର୍ ସହ କଙ୍କାଳ

ପଞ୍ଜାବ : ଭାକ୍ରା କେନାଲ ସହିତ ଜଡିତ ହୋଇ ରହିଛି ୨୬ ବର୍ଷ ତଳର ଏକ ଲୋମ ଟାଙ୍କୁରା କାହାଣୀ । ଦୀର୍ଘ ୨୬ ବର୍ଷ ପରେ ଖୋଲୁଛି ଏହି ଦୁଃଖଦ ଘଟଣାର ରହସ୍ୟ । ରହସ୍ୟର ଖୁଲାସା ଯେତିକି ଯେତିକି ହେଉଛି ଏହି ଘଟଣା ସେତିକି ଆଶ୍ଚର୍ଯ୍ୟ ଲାଗୁଛି । ଏହା ଆପଣଙ୍କୁ ଏକ ଫିଲ୍ମ ପରି ଲାଗିପାରେ ସତ…

ଆଫଗାନିସ୍ତାନକୁ ୨୦ଟନ୍ ଭାକସିନ୍ ପଠାଇଲା ଭାରତ

ନୂଆଦିଲ୍ଲୀ: ଶୁକ୍ରବାର ଭାରତ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଫଗାନିସ୍ତାନ ପ୍ରତି ନିଜର ପ୍ରତିବଦ୍ଧତା ଏବଂ ସମର୍ଥନକୁ ପୁନଃସ୍ଥାପିତ କରିଛି। ଦେଶର ଶିଶୁ ଟୀକାକରଣ କାର୍ଯ୍ୟକ୍ରମକୁ ବୃଦ୍ଧି କରିବା ପାଇଁ ୨୦ଟନ୍ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ପଠାଇଛି ଭାରତ। ସାମାଜିକ ଗଣାମଧ୍ୟମ ଏକ୍ସରେ ଏକ…

ଶେଷ ହୋଇପାରେ ଆମେରିକା-ଇରାନ ଯୁଦ୍ଧ

ନୂଆଦିଲ୍ଲୀ : ଇରାନ-ଆମେରିକା ମଧ୍ୟରେ ଆଲୋଚନା ଉପରେ ଏବେ ସାରା ବିଶ୍ୱର ନଜର ରହିଛି। ଇରାନରେ ଶାନ୍ତି ଆଲୋଚନା ପାଇଁ ଏକ ଅନ୍ତିମ ପ୍ରୟାସ ଚାଲିଛି। ମାସ ମାସ ଧରି ପଶ୍ଚିମ ଏସିଆକୁ ଧ୍ୱଂସ କରିସାରିଥିବା ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଏବେ ସବୁଦିନ ପାଇଁ ଶେଷ ହୋଇପାରେ। ଏକ ରିପୋର୍ଟ…

୧୦ଟି ରାଜ୍ୟର ୨୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ : ୧୦ଟି ରାଜ୍ୟର ୨୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ କମିଶନ ଶୁକ୍ରବାର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ନିର୍ବାଚନ କମିଶନ କହିଛନ୍ତି ଯେ ୧୦ଟି ରାଜ୍ୟର ୨୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ୨୦୨୬ ଜୁନ୍ ୧୮ ତାରିଖରେ ଅନୁଷ୍ଠିତ ହେବ। ନିର୍ବାଚନ…

ମୋଦିଙ୍କୁ ଝାଲମୁଢି ଖୁଆଇଥିବା ଦୋକାନୀକୁ ହତ୍ୟା ଧମକ

କୋଲକତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଝାଲମୁଢି ଦେଇଥିବା ବ୍ୟକ୍ତିଙ୍କୁ ହତ୍ୟା ଧମକ ମିଳିଛି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଦୋକାନରୁ ଝାଲମୁଢି ଖାଇଥିବାରୁ ସୋସିଆଲ ମିଡିଆରେ ଯେଉଁ ଲୋକପ୍ରିୟତା ମିଳିଥିଲା, ଆଉ ଏବେ ତାଙ୍କୁ ଏବଂ ପରିବାର…

ଆଉ ହେବନି ଏକାଧିକ ପରୀକ୍ଷା, NEET ଓ JEE ବଦଳରେ ଛାତ୍ରଛାତ୍ରୀ ଦେବେ ଗୋଟିଏ ପରୀକ୍ଷା !

ନୂଆଦିଲ୍ଲୀ : ଦେଶର ସମସ୍ତ ମେଡିକାଲ୍ ଏବଂ ଇଞ୍ଜିନିୟରିଂ ଆଶାୟୀଙ୍କ ପାଇଁ ବଡ଼ ଖବର। ଡାକ୍ତରୀ ଓ ଇଞ୍ଜିନିୟରିଂ ପାଇଁ ଏବେ ଗୋଟିଏ ପରୀକ୍ଷା ? ଆସୁଛି ‘ୱାନ୍ ନେସନ୍, ୱାନ୍ ଏଗଜାମ୍’ । NEET ଓ JEE ବଦଳରେ ଆସିପାରେ ଗୋଟିଏ ପରୀକ୍ଷା । ଏନେଇ କେନ୍ଦ୍ର ସରକାରଙ୍କ ବଡ଼ ଯୋଜନା । କେନ୍ଦ୍ର…

ହର୍ମୁଜ୍ ବନ୍ଦ: ତୈଳ ଭଣ୍ଡାର ହ୍ରାସ ନେଇ ଚିନ୍ତାରେ ଭାରତ

ନୂଆଦିଲ୍ଲୀ: ଇରାନ ଯୁଦ୍ଧ ଯୋଗୁଁ ସମଗ୍ର ମଧ୍ୟପ୍ରାଚ୍ୟରେ ତୈଳ ଓ ଗ୍ୟାସ ଉତ୍ପାଦନ ଗମ୍ଭୀର ଭାବେ ବାଧାପ୍ରାପ୍ତ ହୋଇଛି। ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ୍ ପ୍ରଣାଳୀ’ ବନ୍ଦ ହେବା ଫଳରେ ବିଶ୍ୱ ବଜାରକୁ ପ୍ରତିଦିନ ଯୋଗାଇ ଦିଆଯାଉଥିବା ପ୍ରାୟ ୧୪ ମିଲିୟନ ବ୍ୟାରେଲ ଅଶୋଧିତ…

ବାଘ ଆକ୍ରମଣରେ ୪ ମହିଳାଙ୍କ ମୃତ୍ୟୁ

ଚନ୍ଦ୍ରପୁର: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ସିନ୍ଦେୱାହି ତାଲୁକାର ଏକ ଜଙ୍ଗଲ ଅଞ୍ଚଳରେ ଶୁକ୍ରବାର ସକାଳେ କେନ୍ଦୁପତ୍ର ସଂଗ୍ରହ କରୁଥିବା ବେଳେ ବାଘ ଆକ୍ରମଣରେ ଚାରି ଜଣ ମହିଳାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାଟି ଗୁଞ୍ଜେୱାହି-ପୱନପର ଜଙ୍ଗଲ ଅଞ୍ଚଳରେ ଘଟିଛି, ଯେଉଁଠାରେ…