Browsing Category

ଦେଶ

ପୁଣି ସାମନାକୁ ଆସିଲା ଆଦିବାସୀ ନିର୍ଯାତନା ଘଟଣା; ମଧ୍ୟପ୍ରଦେଶରେ ୨ ଭାଇଙ୍କୁ ବାନ୍ଧି ପିଟିଲେ ୩ ଯୁବକ

ଭୋପାଳ : ମଧ୍ୟପ୍ରଦେଶରେ ଦଳିତଙ୍କ ଉପରେ ଆକ୍ରମଣ ଘଟଣା ଥମିବା ନାଁ ଧରୁନି। ସିଧି ଜିଲ୍ଲାରେ ଜଣେ ଆଦିବାସୀଙ୍କ ଉପରେ ଜଣେ ଯୁବକ ପରିସ୍ରା କରିବା ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର କାରଣ ପାଲଟିଥିବା ବେଳେ ଏବେ ଇନ୍ଦୋରରେ ଆଦିବାସୀ ସମ୍ପ୍ରଦାୟର ୨ ଭାଇଙ୍କୁ ଦିଆଯାଇଛି ଅସହ୍ୟ ନିର୍ଯାତନା । ଏକ…

ବଙ୍ଗ ନିର୍ବାଚନୀ ହିଂସାରେ ପୁଣି ୨ଜଣ ‘ତୃଣମୂଳ କଂଗ୍ରେସ’ କର୍ମୀଙ୍କୁ ହତ୍ୟା; ୨୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

କୋଲ୍‌କାତା: ଆଉ ୨ଜଣ ‘ତୃଣମୂଳ କଂଗ୍ରେସ କର୍ମୀ’ଙ୍କୁ ହତ୍ୟା କରାଯିବା ପରେ ଆଜି ସକାଳସୁଦ୍ଧା ପଶ୍ଚିମବଙ୍ଗ ନିର୍ବାଚନୀ ହିଂସାକାଣ୍ଡଜନିତ ମୃତ୍ୟୁସଂଖ୍ୟା ୨୦କୁ ବୃଦ୍ଧି ପାଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।ବିଶେଷସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଶନିବାର ରାତିରେ ମାଲ୍‌ଦାର…

‘ଆଞ୍ଚଳିକ ଦଳ ଗୁଡ଼ିକୁ ମାଟିରେ ମିଶାଇବାକୁ ବିଜେପି ଷଡଯନ୍ତ୍ର କରୁଛି

ମୁମ୍ବାଇ : ଆସନ୍ତା ଲୋକସଭା ନିର୍ବାଚନରେ କ୍ଷମତା ହାତେଇବାକୁ ବିଜେପି ରଚୁଛି ଚକ୍ରାନ୍ତ । ବିରୋଧୀ ଦଳକୁ ଭାଗ ଭାଗ କରିଦେଲେ କ୍ଷମତା ଅକ୍ତିଆର କରିବାରେ ଅସୁବିଧା ହେବନି ବୋଲି ବୁଝି ନେଇଥିବା ବିଜେପି ସେହି ଅନୁଯାୟୀ ଚଳାଇଛି ଯୋଜନା। ଏନସିପିରେ ଫାଟ ସୃଷ୍ଟି ହେବା ପରେ ଏପରି ମନ୍ତବ୍ୟ…

‘ଏନ୍‌ଡିଏ’ରେ ମିଶିବ କି ‘ଏଲ୍‌ଜେପି’: କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ‌ରାୟଙ୍କୁ ଭେଟିଲେ ଚିରାଗ ପାସ୍‌ୱାନ୍‌

ନୂଆଦିଲ୍ଲୀ: ‘ଲୋକ ଜନଶକ୍ତି ପାର୍ଟି’ର (ରାମ ବିଳାସ) ଅଧ୍ୟକ୍ଷ ଚିରାଗ ପାସ୍‌ୱାନ୍‌ ‘ଏନ୍‌ଡିଏ’ ସହିତ ଯୋଗ ଦେବ ବୋଲି କଳ୍ପନାଜଳ୍ପନା ଚାଲିଥିବା ବେଳେ ଆଜି ଚିରାଗ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ଭେଟିଛନ୍ତି।ଚିରାଗଙ୍କୁ ଭେଟିବା ପରେ ନିତ୍ୟାନନ୍ଦ ରାୟ କହିଛନ୍ତି, ଏ ଆମର…

ହଷ୍ଟେଲରେ ଝୁଲି ପଡ଼ିଲେ ଆଇଆଇଟି ଛାତ୍ର, କାରଣ ଅସ୍ପଷ୍ଟ

ନୂଆଦିଲ୍ଲୀ : ପୁଣି ଥରେ ଆଇଆଇଟି ବିଶ୍ୱବିଦ୍ୟାଳୟରୁ ଆସିଛି ଦୁଃଖଦ ଖବର । ଦିଲ୍ଲୀ ଆଇଆଇଟି ହଷ୍ଟେଲରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ରଙ୍କ ନାଁ ଆୟୁଷ ବୋଲି ଜଣାପଡ଼ିଛି। ତାଙ୍କ ବୟସ ୨୩ ବର୍ଷ ହୋଇଥିଲା।ଉତ୍ତରପ୍ରଦେଶର ଆୟୁଷ ଦିଲ୍ଲୀ ଆଇଆଇଟିରେ ପାଠ ପଢ଼ୁଥିବା…

ପ୍ରବଳ ବର୍ଷାଜନିତ ଆକସ୍ମିକ ବନ୍ୟାରେ ଭାସିଯାଇ ପୁଞ୍ଚ୍‌ରେ ୨ ଯବାନ ସହିଦ

ପୁଞ୍ଚ୍‌: ଜମ୍ମୁ ଓ କଶ୍ମୀରର ପୁଞ୍ଚ୍‌ ଜିଲ୍ଲାରେ ପ୍ରବଳ ବର୍ଷାଜନିତ ଆକସ୍ମିକ ବନ୍ୟା ଜଳରେ ଭାସିଯାଇ ୨ଜଣ ଯବାନଙ୍କର ସହିଦ ହୋଇଥିବା କଥା ଆଜି ଭାରତୀୟ ସେନା କହିଛି।ଭାରତୀୟ ସେନା କହିଛି, ଶନିବାର ଦିନ ସୁରନକୋଟ୍‌ ଅଞ୍ଚଳର ଡୋଗ୍ରା ନାଳ ପାରି ହେଉଥିବା ବେଳେ ପ୍ରଖର ସୁଅରେ ଯବାନ ଦୁଇଜଣ…

କାନାଡ଼ାରେ ଖାଲିସ୍ତାନ ସମର୍ଥକଙ୍କୁ କଡ଼ା ଜବାବ ଦେଲେ ଭାରତୀୟ, ଭାରତ ମାତା କି ଜୟ ନାରାରେ ସହର କମ୍ପିଲା

ଟୋରୋଣ୍ଟ : କାନାଡ଼ା ଟୋରୋଣ୍ଟର ସ୍ଥିତ ଭାରତୀୟ କନସୁଲେଟ(ବାଣିଜ୍ୟ ଦୂତାବାସ)ଙ୍କ କାର୍ଯ୍ୟାଳୟ ବାହାରେ ଖାଲିସ୍ତାନ ସମର୍ଥକମାନେ ରାଲି କରିବା ବେଳେ ଆଜି ଅଭିନବ ତରିକାରେ ଏହାକୁ କଡ଼ା ଜବାବ ଦେଇଛନ୍ତି ଭାରତୀୟ ସମର୍ଥକମାନେ। ବହୁ ସଂଖ୍ୟକ ଭାରତୀୟମାନେ କାନାଡ଼ାର ରାଜରାସ୍ତାକୁ ଭାରତୀୟ ପତକା…

ବର୍ଷ ବିତ୍ପାତ ପାଇଁ ସରକାରୀ ଅଧିକାରୀଙ୍କ ରବିବାର ଛୁଟି ବାତିଲ କଲେ କେଜ୍ରିଓ୍ବାଲ, ହିମାଚଳରେ ଭୁଶୁଡିଲା ୪୦ବର୍ଷ…

ନୂଆଦିଲ୍ଲୀ: ମୌସୁମୀର ଆଗମନ ପରେ ଏବେ ଦେଶରେ ବର୍ଷା ଲାଗି ରହିଛି। କିଛି କିଛି ରାଜ୍ୟରେ ଲଗାଣ ବର୍ଷା ପାଇଁ ଲୋକଙ୍କ ଜୀବନ ଯିବା ସହ କିଛି ସ୍ଥାନରେ ଜାତୀୟ ରାଜପଥ ଧୋଇଯିବାର ଖବର ମିଳିଛି। ଏହା ସହ ହିମାଚଳର ମଣ୍ଡିରେ ୪୦ବର୍ଷ ପୁରୁଣା ବ୍ରିଜ୍ ଧୋଇଯିବାର ଭିଡିଓ ଏବେ ସାମ୍ନାକୁ ଅସିଛି।…

କଂଗ୍ରେସ ବରିଷ୍ଠ ନେତା ଦିଗ୍‌ବିଜୟ ସିଂହଙ୍କ ବିରୋଧରେ ମାମଲା ରୁଜୁ କଲା ଇନ୍ଦୋର ପୁଲିସ

ଇନ୍ଦୋର : କଂଗ୍ରେସ ବରିଷ୍ଠ ନେତା ଦିଗ୍‌ବିଜୟ ସିଂହଙ୍କ ବିରୋଧରେ ମାମଲା ରୁଜୁ କଲା ଇନ୍ଦୋର ପୁଲିସ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସ୍‌ଏସ୍) ପୂର୍ବତନ ମୁଖ୍ୟ ଏମ୍‌ଏସ୍ ଗୋଲୱାଲକରଙ୍କୁ ଚରିତ୍ରକୁ ନେଇ ଏକ ବିବାଦୀୟ ପୋଷ୍ଟ ସୋଶାଲ ମିଡିଆରେ କରିବା ପରେ ତାଙ୍କ ବିରୋଧରେ ଏହି ମାମଲା ରୁଜୁ…

ଦିଲ୍ଲୀରେ ୪୧ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ନୂଆଦିଲ୍ଲୀ: ମୌସୁମୀର ଆଗମନ ପରେ ଏବେ ଦେଶରେ ବର୍ଷା ଲାଗି ରହିଛି। କିଛି କିଛି ରାଜ୍ୟରେ ଲଗାଣ ବର୍ଷା ପାଇଁ ଲୋକଙ୍କ ଜୀବନ ଯିବା ସହ କିଛି ସ୍ଥାନରେ ଜାତୀୟ ରାଜପଥ ଧୋଇଯିବାର ଖବର ମିଳିଛି। କୁହାଯାଉଛି ଯେ, ଦିଲ୍ଲୀର ବର୍ଷା ୪୧ବର୍ଷର ରେକର୍ଡ ଭାଙ୍ଗିଛି। ଉତ୍ତର-ପଶ୍ଚିମ ଭାରତର ଅନେକ…