Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ରାଜଧାନୀରୁ ୧୦ ଚୋରୀ ସାଇକେଲ ଜବତ, ୨ ଗିରଫ…
ଭୁବନେଶ୍ବର: ରାଜଧାନୀର ବଡଗଡରେ ଅଞ୍ଚଳରେ ଅଭିନବ ଉପାୟରେ ସାଇକେଲ ଚୋରୀ । ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ରାକେଶ ବେହେରା ଓରଫ ପୋଡ ଓ ଶିବ ବେହେରା । ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ବଡଗଡ ଥାନା ପୋଲିସ ।…
ଭିଜିଲାନ୍ସ ଜାଲରେ ମହିଳା ରାଜସ୍ବ ନିରୀକ୍ଷକ: ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ…
ସୁନ୍ଦରଗଡ଼ : ଭିଜିଲାନ୍ସ ଜାଲରେ ପୁଣି ଜଣେ ରାଜସ୍ବ ନିରୀକ୍ଷକ। ଜଣେ ଅଭିଯୋଗକାରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ। ଅଭିଯୁକ୍ତ ହେଲେ ଟାଙ୍ଗରପାଲି ତହସିଲର ତସଲାଡିହି ରାଜସ୍ବ ନିରୀକ୍ଷକ ଲିଲି ଚୌଧୁରୀ।
ସୂଚନା ଅନୁସାରେ…
ମତ୍ସ୍ୟଜୀବୀଙ୍କ ଟାର୍ଗେଟରେ ଗହିରମଥା : ଵନଵିଭାଗ ଆଖିରୁ ହଜୁଛି ନିଦ, ଜଵତ କରିଛି ଟ୍ରଲର ସହ ୧0 ମତ୍ସ୍ୟଜୀବୀ ଗିରଫ..
ରାଜନଗର -28.11.023 କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅଧିନସ୍ଥ ଅଲିଭରିଡଲେଙ୍କ ଏନ୍ତୁଡିଶାଳ ହୋଇଥିବା ଵେଳେ ସାମୁଦ୍ରିକ ଅଭୟାରଣ୍ୟରେ ମତ୍ସ୍ୟଜୀବୀଙ୍କ ଲାଗି ରୋକ୍ ଲାଗି ଥିବାରୁ ଵନବିଭାଗକୁ ଚାଲେଞ୍ଜ ଦେଇ ଵାରମ୍ବାର ନିରମ ଭଙ୍ଗ କରି ମାଛ ମାରୁଥିବାରୁ ଵନ ବିଭାଗ ୧୦ଜଣ!-->…
ମହିଳା କୁ ଦୁଷ୍କର୍ମ ଅଭିଯୋଗ ରେ ଜଣେ ଗିରଫ କୋର୍ଟ ଚାଲାଣ.. !
କୁଆଁରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲାର ରାଏବୋଗା ଥାନା ଅନ୍ତର୍ଗତ କାଦୋବାହାଳ ପଞ୍ଚାୟତ ସ୍ଥିତ ଡୁକାଟୋଲି ରେ ଚଳିତ ମାସ ୨୬ ତାରିଖ ରବିବାର ଦିନ ରାତ୍ର ପ୍ରାୟ ୧୧ଟା ସମୟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା ! ପ୍ରାପ୍ତ ସୂଚନା ଅନୁଯାୟୀ ଡୁକାଟୋଲିର ନିବାସୀ ଜନୈକା ୪୫ ବର୍ଷର ମହିଲାକୁ!-->!-->!-->…
ଗିରଫ ହେଲେ ବୈପାରୀଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀ
ଗିରଫ ହେଲେ ବୈପାରୀଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀ । ଦୁଇ ଦିନ ହେଲା ଥାନା ବାବୁଙ୍କ ଘରେ ଚଢାଉ ଜାରି ରଖିଥିଲା ଭିଜିଲାନ୍ସ । ୩୭ ଲକ୍ଷ ୨୭ ହଜାର ନଗଦ ଟଙ୍କା ଜବତ ହୋଇଛି । ଗତକାଲିଠୁ ଆଇଆଇସି ସୁଶାନ୍ତ ଶତପଥୀଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ ।
ବଣ୍ଡଲ ବଣ୍ଡଲ…
ଝାରପଡା ଜେଲ୍ ରେ ବିଚାରଧୀନ କଏଦୀର ମୃତ୍ୟୁ
ଭୁବନେଶ୍ୱର: ଆଜି (ମଙ୍ଗଳବାର) ଭୁବନେଶ୍ୱରର ଝାରପଡା ସ୍ପେଶାଲ ଜେଲରେ ଜଣେ ବିଚରାଧୀନ କଏଦୀଙ୍କର ହୃଦଘାତ ରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ କଏଦୀଙ୍କ ନାମ ସୁକାନ୍ତ ଭୋଇ ବୋଲି ଜଣାପଡିଛି ।
ମିଳିଥିବା ଖବର ଅନୁସାରେ, ଯୌତୁକ ନିର୍ଜାତନା ଓ ହତ୍ୟାମାମଲାରେ…
ପୋଲିସ ପଞ୍ଝାରେ ଚୋର, ଘରେ କେହି ନଥିବାର ସୁଯୋଗ ଦେଖି କଳାକନା ବୁଲାଉଥିଲା…
ଭୁବନେଶ୍ୱର: ପୋଲିସ ପଞ୍ଝାରେ ଲୁଟେରା। ଘରେ କେହି ନଥିବାର ସୁଯୋଗ ଦେଖି କଳାକନା ବଲାଉଥିଲା ଚୋର। ଥାନାରେ ଅଭିଯୋଗ କରିବା ପରେ ଲୁଟେରାକୁ ବାନ୍ଧିଲା ପୋଲିସ। ଏହାସହିତ ଲୁଟେରା ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ଟଙ୍କା ଜବତ ହୋଇଛି। ଏପରି ଚୋରି ଘଟଣା…
ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଲୁଟେରା: ରାଜଧାନୀରୁ ବନ୍ଧା ହେଲେ ୩ ଚୋର…
ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଲୁଟେରା । ଭୁବନେଶ୍ବର ବଡ଼ଗଡ଼ ପୋଲିସ ହାତରେ ୩ଜଣ ଲୁଟେରା । ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ସାଇକେଲ ଜବତ କରିଛି ପୋଲିସ । ବ୍ରହ୍ମେଶ୍ବର ବାଗ ଅଞ୍ଚଳରେ ଘର ଗ୍ରୀଲ୍ ଭାଙ୍ଗି ଲୁଟପାଟ ନେଇ ଅଭିଯୋଗ ହୋଇଥିଲା ।
ବଡଗଡ…
ଜେସିବି ଲଗାଇ ଏଟିଏମ ତାଡ଼ିନେଲେ ଦୁର୍ବୃତ୍ତ, ୨୬ ଲକ୍ଷରୁ ଅଧିକ ଟଙ୍କା ଲୁଟ…
ବାଲେଶ୍ବର: ଜେସିବି ଲଗାଇ ଏଟିଏମ ତାଡ଼ିନେଲେ ଦୁର୍ବୃତ୍ତ । ବାଲେଶ୍ବର ଜିଲ୍ଲା ବାହାନଗା ବଜାରରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମ ମେସିନକୁ ଦୁର୍ବୃତ୍ତମାନେ ପ୍ରଥମେ ଗ୍ୟାସ କଟରରେ କାଟିବା ପରେ ଜେସିବିରେ ତାଡ଼ି ଉଠାଇ ନେଇଥିବା ନେଇ ଅଭିଯୋଗ ହୋଇଛି ।
ଗତକାଲି ବିଳମ୍ବିତ ରାତିରେ…
୧୪ଟି ଗାଡ଼ି ଜାଳିଦେଲେ ମାଓବାଦୀ…
ମାଲକାନଗିରି : ମାଓବାଦୀଙ୍କ ଲଙ୍କାକାଣ୍ଡ । ୧୪ଟି ଗାଡ଼ି ଜାଳିଦେଲେ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦନ୍ତେୱାଡା ଜିଲ୍ଲାର ଭାଁସି ନିକଟରେ ରେଲୱେ ଲାଇନ୍ ଦୋହରକରଣ ପାଇଁ ନିୟୋଜିତ ଥିବା ଗାଡ଼ିକୁ ଜାଳି ଦେଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ୍…