Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାକ୍ତର, ଅସ୍ତ୍ରୋପଚାର ପାଇଁ ନେଉଥିଲେ ଲାଞ୍ଚ…
ସୁବର୍ଣ୍ଣପୁର : ଭିଜିଲାନ୍ସ ପଞ୍ଝାରେ ଚକ୍ଷୁ ଡାକ୍ତର । ୫,୫୦୦ ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡାକ୍ତର ସଂଜୀବ କୁମାର କର । ଯାଲୋଇ ଗାଁ ର ଲକ୍ଷ୍ମଣ ତ୍ରିପାଠୀ ଙ୍କ ଅପରେସନ ପାଇଁ ସେ ଏହି ଟଙ୍କା…
ହୋଟେଲ ମାଲିକଙ୍କୁ ଆକ୍ରମଣ ଘଟଣାରେ ମାଷ୍ଟରମାଇଣ୍ଡ ମାଲିଙ୍ଗା ଗିରଫ…
ଭୁବନେଶ୍ୱର: ଭୁବନେଶ୍ୱରରେ ଓୟୋ ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ମାଷ୍ଟର ମାଇଣ୍ଡ ଗିରଫ କରିଛି ଭରତପୁର ଥାନା ପୁଲିସ। ଗିରଫ ଅଭିଯୁକ୍ତ ଜଣକ ହେଲା ମାଲିଙ୍ଗା ।
ଗତ ମାସ ୨୬ ତାରିଖରେ ଭରତପୁର ଥାନା ଅଧୀନରେ ଥିବା ଓୟୋ ହୋଟେଲ ମାଲିକ ସାଜନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ…
ଡମ୍ଫର-ପିକଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା, ପିକଅପ ଚାଳକ ମୃତ…
ବଲାଙ୍ଗୀର: ବଲାଙ୍ଗୀର-ପାଟଣାଗଡ଼ ରାସ୍ତାର ପଥରଚେପା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଡମ୍ଫର ଓ ପିକଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ପିକଅପ୍ ଭ୍ୟାନ୍ ଡ୍ରାଇଭର । ଏହି ଦୁର୍ଘଟଣାଟି ଆଜି (ରବିବାର)ସକାଳୁ ଘଟିଛି ।…
ପ୍ରେମିକାକୁ ୩୧ ଖଣ୍ଡ କରି କାଟିବା ଘଟଣା, ଅଭିଯୁକ୍ତ ପ୍ରେମିକ ଓ ପତ୍ନୀ ଗିରଫ
ଉମରକୋଟ : ନବରଙ୍ଗପୁରରେ ପ୍ରେମିକାକୁ ୩୧ ଖଣ୍ଡ କରି କାଟି ହତ୍ୟା ଘଟଣାରେ ଦମ୍ପତି ଗିରଫ । ପୋଲିସ୍ ସେମାନଙ୍କୁ କୋର୍ଟ ଚାଲାଣ କରିଛି । କୋର୍ଟ ଚାଲାଣ ବେଳେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରକୀୟା ପ୍ରୀତିରୁ ଯୁବତୀଙ୍କୁ ଜଘନ୍ୟ ହତ୍ୟା ଘଟଣାରେ ଏମାନେ ଗିରଫ ହୋଇଛନ୍ତି । ପ୍ରେମିକାକୁ…
ବିଷକ୍ରିୟାରେ ମହିଳାଙ୍କ ମୃତ୍ୟୁ , ହତ୍ୟା ଅଭିଯୋଗ ଆଣିଲେ ଭାଇ…
ହିଞ୍ଜିଳିକାଟୁ, ତା ୨୫/୧୧(): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପିତଳ ଗ୍ରାମରେ ଶୁକ୍ରବାର ଜଣେ ମହିଳାଙ୍କ ବିଷକ୍ରିୟାରେ ମୃତ୍ୟୁ ଘଟିଛି। ମୃତା ମହିଳା ଜଣଙ୍କ ହେଲେ ସୁନିତା ସାହୁ (୨୮) । ବିଷପାନ କରି ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ମୃତ ମହିଳାଙ୍କ ସ୍ବାମୀ ପବିତ୍ର ସାହୁ!-->…
ଜଙ୍ଗଲ ମଧ୍ୟରେ ୧୦୦ କିଲୋ ମହୁଲ ପୋଚ ନଷ୍ଟ କଲା ଅବକାରୀ ବିଭାଗ…
ଦେବଗଡ଼,୨୫|୧୧:ଅବକାରୀ ବିଭାଗ ପକ୍ଷରୁ ବାରକୋଟ ଥାନା ଅନ୍ତର୍ଗତ ଦମିତା ଗ୍ରାମ ନିକଟସ୍ଥ ଘଂଚ ଜଙ୍ଗଲ ମଧ୍ୟରେ ଚଢଉ କରାଯାଇ ଏକ ନାଳ କଡରେ ଦେଶୀ ମଦ ରାନ୍ଧିବା ପାଇଁ ୩ଟି ଆଲୁମିନିୟମ ଡେକଚିରେ ପ୍ରସ୍ତୁତ କରି ରଖାଯାଇଥିବା ମହୁଲ ପୋଚ ଜବତ କରି ନଷ୍ଟ କରାଯାଇଛି । ଅବକାରୀ ବିଭାଗ ସୂତ୍ରରୁ!-->!-->!-->…
ବେଆଇନ ଗଞ୍ଜେଇ ଜବତ: ବୃଦ୍ଧ ଗିରଫ…
ଦେବଗଡ଼,୨୩ା୧୧, ଦେବଗଡ ଅବକାରୀ ବିଭାଗ ପକ୍ଷରୁ ଆଜି ରିଆମାଳ ଥାନା ଅନ୍ତର୍ଗତ ତାଳକୁଣ୍ଡି ଗ୍ରାମରେ ଚଢଉ କରାଯାଇ ୧କିଲୋ ୨୦୦ ଗ୍ରାମ ଓଜନର ବେଆଇନ ଗଞ୍ଜେଇ ଜବତ କରାଯିବାସହ ଉକ୍ତ ଗ୍ରାମର କିଶୋର ପ୍ରଧାନ (୬୩)ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା!-->…
ସାପ କାମୁଡ଼ାରେ ମା ଓ ଝିଅ ମୃତ୍ୟୁ ଘଟଣାର ନୂଆଁ ମୋଡ : ଚରିତ୍ରକୁ ସନ୍ଦେହ କରି ପତ୍ନୀ ଓ ଦୁଇ ବର୍ଷର ଛୁଆ କୁ ହତ୍ୟା…
ବିଷଧର ସାପର ବ୍ୟବହାର କରି ହତ୍ୟାକାଣ୍ଡ ରୁ ଖସି ଯିବାକୁ କରିଥିଲା ଷଡ଼ଯନ୍ତ୍ର
ବ୍ରହ୍ମପୁର , ୨୩/୧୧(): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପୋଲିସ ଏକ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ କରିଛି । ହତ୍ୟାକାଣ୍ଡରୁ ନିଜକୁ ବଞ୍ଚାଇବା ପାଇଁ ବିରାଟ ବଡ ଷଡ଼ଯନ୍ତ୍ର ରଚିଥିଲା!-->!-->!-->!-->!-->…
ମେଡିକାଲ ପାଇଖାନାରୁ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର…
କେନ୍ଦ୍ରାପଡ଼ା: ମେଡ଼ିକାଲ ପାଇଖାନାରୁ ମିଳିଲା ନବଜାତ ଶିଶୁ କନ୍ୟାର ମୃତଦେହ । ଏପରି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ । ଏନେଇ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।
ସୂଚନା ମୁତାବକ, ଆଜି…
୪୦ ଗ୍ରାମର ବ୍ରାଉନ ସୁଗାର ଜବତ, ଜଣେ ଗିରଫ…
ଯାଜପୁର: ଥମିବାର ନାଁ ନେଉନାହିଁ ରାଜ୍ୟରେ ଧଳା ଜହର କାରବାର । ଯାଜପୁର ସହରରେ ବୃଦ୍ଧି ପାଉଥିବା ଧଳା ଜହର କାରବାର ପୋଲିସ ଓ ଅବକାରୀ ବିଭାଗର ଚିନ୍ତା ବଢାଇ ଦେଇଛି । ଏହାରି ଭିତରେ ଆଜି ପୁଣି ଯାଜପୁରରୁ ୪୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ । ଯାଜପୁର…