Browsing Category

ଅପରାଧ

ଅଷ୍ଟମ ଶ୍ରେଣୀ ଛାତ୍ରର ଛୁରା ମାଡରେ ୧୦ମ ଛାତ୍ର ଆହତ

ପୁରୀ: ଛାତ୍ରକୁ ଛୁରୀ ଭୁଷିଲା ଛାତ୍ର । ପୁରୀ ପୋଲିସ ହାଇସ୍କୁଲରେ ଅଭାବନୀୟ ଘଟଣା । ଆହତ ଛାତ୍ର ହେଉଛନ୍ତି ପୋଲିସ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର ମୁନା ସାହୁ । ରେଡକ୍ରସ୍ ରୋଡରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ଛୁରା ମାଡ କରିଥିବା ସୂଚନା ମିଳିଛି । ଆହତ…

ଭିଜିଲାନ୍ସ ଜାଲରେ ବାଉଁଶୁଣି ଥାନା SI ବିକ୍ରମ କିଶୋର ଦେହୁରୀ…

ବୌଦ୍ଧ: ଭିଜିଲାନ୍ସ ଜାଲରେ ପୋଲିସ ବାବୁ । ଲାଞ୍ଚ ନେଉଥିବା ବେଳେ ହଠାତ୍ ମାଡିବସିଲା ଭିଜିଲାନ୍ସ ଟିମ୍ । ଗଞ୍ଜେଇ ଗାଡ଼ି ରିଲିଜ ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା SI ବିକ୍ରମ କିଶୋର ଦେହୁରୀଙ୍କୁ ଧରିଛି ଭିଜିଲାନ୍ସ । ସୂଚନା ଅନୁସାରେ, ଗତ କିଛି…

ଧରାକୋଟ ଅଞ୍ଚଳ ରେ ନକଲି ବେଦେଶୀ ମଦର ବନ୍ୟା.. ! ପୋଲିସ ଓ ଅବକାରୀ ବିଭାଗ ନିରବ ଦ୍ରଷ୍ଟା…

ଧରାକୋଟ : ୨୨-୧୧ଗଞ୍ଜାମ ଜିଲ୍ଲାର ଧରାକୋଟ ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗ ର ମିଲିଭଗତ ରେ ଚାଲିଛି ନକଲି ବିଦେଶୀ ମଦ ବ୍ୟବସାୟ ବୋଲି ଏବେ ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଦୈନିକ ପେଟି ପେଟି ନକଲି ବିଦେଶୀ ମଦ ଆସି ଧରାକୋଟ ର ବହୁ ଗ୍ରମାଞ୍ଚଳ କୁ ଅବାଧ ରେ ମଦ

ଭିତରକନିକା ଜାତୀୟଉଦ୍ୟାନରୁ ବାତରା ଓ ଗରାଣୀ ଗଛର ଚେର ଚାଲାଣ କାରି ସକ୍ରିୟ : ଜଣଙ୍କୁ ଗିରଫ କରି କୋର୍ଟ ପଠାଇଲା…

ରାଜନଗର -21.11.023 କିଛିଦିନ ନିରବତା ପରେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଭିତରକନିକା ଜାତୀୟ ଉଦ୍ୟାନରେ ପୁଣି ମାତିଲେଣି ଗରାଣୀ ଓ ବାତରା ଗଛର ଚେର ଚାଲାଣ କାରି ଦଲାଲ। ଏଥିପୂର୍ବରୁ ଏହି ଗଛର ଚେର ବାହାରକୁ ଚାଲାଣ ହେଉଥିବା ନେଇ କନିକା ରେଞ୍ଜର ଜଵତ କରି ଅଭିଯୁକ୍ତଙ୍କୁ କୋର୍ଟ

ଇନ୍ଦି ପର୍ବରେ ଯୁବକଙ୍କୁ ମାରାଣାତ୍ମକ ଆକ୍ରମଣ.. !

କୁଆଁରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ଫାଣ୍ଡି ଅଧିନରେ ଥିବା ଡୁମେରଯୋର ପଞ୍ଚାୟତ ଅନ୍ତର୍ଗତ ଡୁମେରଯୋର ବସ୍ତିରେ ଗତ କାଲି ଇନ୍ଦ୍ ପର୍ବ ପାଳନ କରାଯାଇଥିଲା ! କୌଣସି ସୂତ୍ରରୁ ପ୍ରକାଶ ଯେ ପ୍ରଶାସନରୁ ବିନା ଅନୁମତିରେ ଏହି ପର୍ବକୁ ପାଳନ କରୁଥିବା ବେଳେ କାଦୋବାହାଲ୍

ଅଫିସ ଭିତରେ ସ୍ୱାମୀଙ୍କ ଉନ୍ମତ୍ତକାଣ୍ଡ: ପତ୍ନୀଙ୍କୁ ଗୋଡାଇ ଗୋଡାଇ ହାଣିଲେ…

ଭୁବନେଶ୍ୱର:ଅଫିସ ଭିତରେ ସ୍ୱାମୀଙ୍କ ଉନ୍ମତ୍ତକାଣ୍ଡ । ଅଫିସରେ ପଶି ପତ୍ନୀଙ୍କୁ ଗୋଡାଇ ଗୋଡାଇ ହାଣିଲେ । ଆଉ କେଉଁଠି ନୁହେଁ, ଖୋଦ ରାଜଧାନୀରେ । ଘଟଣା ସାରା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ସ୍ୱାମୀଙ୍କ ମରଣାନ୍ତକ ଆକ୍ରମଣରେ ମହିଳାଙ୍କ ଅବସ୍ଥା ଗୁରୁତର…

ନିର୍ମାଣାଧୀନ ପାଣି ଟାଙ୍କିରୁ ଦୁଇଟି କଙ୍କାଳ ଉଦ୍ଧାର…

ଯାଜପୁର: ଯାଜପୁର ଜିଲ୍ଲାରେ ଚାଞ୍ଚଲ୍ୟ। ନିର୍ମାଣାଧୀନ ପାଣି ଟାଙ୍କିରୁ ଉଦ୍ଧାର ହେଲା ଦୁଇଟି କଙ୍କାଳ। ଯାଜପୁର ସଦର ଥାନା ନିଶ୍ଚନ୍ତା ଗାଁରେ ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଏହି କଙ୍କାଳ ମଣିଷର କିମ୍ବା କୌଣସି ପଶୁଙ୍କର ତାହା…

ଏସଟିଏଫ୍ ପଞ୍ଝାରେ ବାଘ ଛାଲ ବେପାରୀ

ନୟାଗଡ : ଥମୁନି ବାଘ ଛାଲ ବେପାରୀଙ୍କ ପ୍ରାର୍ଦୁଭାବ । ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବାବେଳେ ମାଡି ବସିଲା ଏସଟିଏଫ୍ । ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ ଦଶପଲ୍ଲା ଅଞ୍ଚଳରେ । ସୂଚନା ଅନୁସାରେ ଦୁଇ ଜଣ ବାଘ ଛାଲ ବେପାରୀ ୧୦…

ଶିମିଳିପାଳରୁ ହାତୀ ଦାନ୍ତ ଜବତ, ୪ ଗିରଫ…

ଶିମିଳିପାଳ ପାଦଦେଶରୁ ହାତୀ ଦାନ୍ତ ସହ ୪ ଗିରଫ। ହାତୀଦାନ୍ତ ଡିଲ ବେଳେ ଚଢଉ କରି ଗିରଫ କଲା ବନ ବିଭାଗ। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବନାଞ୍ଚଳର ଦିଲଗଞ୍ଜ ଅଞ୍ଚଳରେ ଜବତ ହୋଇଛି ହାତୀ ଦାନ୍ତ। ହାତୀ ଦାନ୍ତ ଡିଲ ନେଇ ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ ଖବର ପାଇବା ପରେ…

୨ ବର୍ଷରେ ପଡ଼ିଆ ଖାଇଲାଣି ୫ କୋଟିର ମୋରମ..!

କଟକ: କଟକର ଐତିହାସିକ ବାଲିଯାତ୍ରାର କଳେବର ଓ ଆକର୍ଷଣ ଯେତିକି ବଢୁଛି, ଭିତ୍ତିଭୂମି ପ୍ରସ୍ତୁତି ଆଳରେ ହେଉଥିବା ଆଖିଖୋସା ଖର୍ଚ୍ଚ ବଡ଼ ଦୁର୍ନୀତିକୁ ହାୱା ଦେଉଛି। ୨୦୨୨ରେ ହୋଇଥିବା ଖର୍ଚ୍ଚକୁ ନେଇ ସନ୍ଦେହ ଆଉ ତଥ୍ୟ ପ୍ରମାଣ ମିଳିବା ପରେ ଏହାର ସ୍ବତନ୍ତ୍ର ଅଡିଟ୍‌…