Browsing Category

ଅପରାଧ

ବିଚ ରାସ୍ତାରେ ପୋଲିସର ଉଗ୍ର ରୂପ ଯୁବକଙ୍କୁ ଚାପୁଡ଼ା ମାଡ଼ ସହ ଅସଭ୍ୟ ଭାଷାରେ ଗାଳି ଦେଲେ ପୋଲିସ ବାବୁ…!

ମାଲକାନଗିରି, ୮।୧୧: ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ପୋଲିସ ଉପରେ ଭରସା ବା ଆସ୍ଥା ରଖିବା ପାଇଁ ପୋଲିସ ବିଭାଗକୁ 5T ଅଧୀନରେ ନେବା ସହ । ଆଦର୍ଶ ଥାନା ଓ ଆମ ପୋଲିସ ଭଳି ବ୍ୟବସ୍ଥା ଲାଗୁ କରିଥିବା ବେଳେ ଦିନକୁ ଦିନ ଜନସାଧାରଣଙ୍କ ପୋଲିସ ଉପରୁ ଭରସା ତୁଟିବାକୁ ଲାଗିଛି । ଏହି ଭଳି ଏକ

ବାଘ ଚମଡା ଡିଲ ବେଳେ ୨ ମାଫିଆ ଗିରଫ…

ଭୁବନେଶ୍ୱର: ଏସଟିଏଫ ପଞ୍ଝାରେ ବାଘଛାଲ ବେପାରୀ | ୨ ବେପାରୀଙ୍କୁ ଗିରଫ କଲା ସ୍ପେଶାଲ ଟାସ୍କଫୋର୍ସ | ଗିରଫ ୨ ଅଭିଯୁକ୍ତ ହେଲେ ବିକ୍ରମ ମାଝୀ ଓ ରାଜା ମାଝୀ | ଗିରଫ ଦୁଇ ଅଭିଯୁକ୍ତଙ୍କ ନିକଟରୁ ୨ଟି କଲରାପତରିଆ ବାଘ ଛାଲ ଜବତ କରିଛି ଏସଟିଏଫ | ଜବତ ବାଘ ଛାଲକୁ…

ଘର ଭିତରୁ ମିଳିଲା ମନ୍ଦିର ପୂଜକଙ୍କ ମୃତଦେହ…

କୋରାପୁଟ: କୋରାପୁଟରେ ଚାଞ୍ଚଲ୍ୟ । ମା ବୁଢୀ ଠାକୁରାଣୀ ମନ୍ଦିରର ପୂଜକଙ୍କ ମୃତଦେହ ଉଦ୍ଧାର । ଘର ଭିତରୁ ମିଳିଲା ପୂଜକଙ୍କ ମୃତଦେହ । କୋରାପୁଟ ଟାଉନ୍ ଥାନା ଅନ୍ତର୍ଗତ ବୁଢୀ ଠାକୁରାଣୀ ମନ୍ଦିର ପଛପଟେ ଥିବା ପୂଜକଙ୍କ ଘରୁ ତାଙ୍କର ମୃତଦେହ ଉଦ୍ଧାର କରିଛି ପୋଲିସ ।…

ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ

ଭୁବନେଶ୍ୱର : ଘରୁ ମିଳିଲା ବିଡ଼ା ବିଡ଼ା ନୋଟ୍। ଜବତ ହୋଇଛି ୨ ଲକ୍ଷ ୧୬ ହଜାର ଟଙ୍କା ନଗଦ କ୍ୟାସ । ୬୫ ଲକ୍ଷର EPF ରେ ଜମା ରାଶି ରହିଛି। ୨ଟି ବାଇକ ଓ କାର ମଧ୍ୟ ଜବତ କରିଛି ଭିଜିଲାନ୍ସ। ବାବୁଙ୍କ ସଉକ ଥିଲା ରାସ୍ତା ସାଇଡ ଜମି କିଣିବା ଓ ବଡ ବଡ ଘର କରିବା।…

ପୂର୍ବ ଶତ୍ରୁତାକୁ ନେଇ ତିର୍ତ୍ତୋଲରେ ବିଭତ୍ସ ହତ୍ୟା…

ପୁରୀ: ପୂର୍ବ ଶତ୍ରୁତାକୁ ନେଇ ତିର୍ତ୍ତୋଲରେ ବିଭତ୍ସ ହତ୍ୟା । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ସାଇଲୋ ପଞ୍ଚାୟତ ହିତରଣ ଗାଁରେ ଦୁଇ ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ଯୁବକ । ଘଟଣାସ୍ଥଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ…

ବାଣ ବେପାର କରିବାକୁ ମସୁଧା…ପୋଲିସ ଓ ଗୋଦି ମିଡ଼ିଆ କୁ ସ୍ୱତନ୍ତ୍ର ପ୍ୟାକେଜ..!

ସୁପ୍ରିମକୋର୍ଟ ଆଦେଶ ଶୁଣି ବାଣ ବେପାରୀ ଛାନିଆ... ବ୍ରହ୍ମପୁର : ୭-୧୧ ଖୁସିର ଓ ଆଲୋକ ର ପର୍ବ ଦୀପାବଳୀ କୁ ଆଖି ଆଗରେ ରଖି ଗଞ୍ଜାମ ଜିଲ୍ଲା କୁ କୋଟି କୋଟି ଟଙ୍କା ର ବାଣ ଆସିଛି। ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ବାଣ ବ୍ୟବସାୟୀ ମାନେ ବାଣ ବିକ୍ରି ପାଇଁ ବିଭିନ୍ନ ରାଜ୍ୟ ରୁ ବାଣ

କାଗଜ କଲମରେ ଚାଲିଛି ଠିପି ବନ୍ଦ ବିଦେଶୀ ମଦ ଦୋକାନ : ଅବକାରୀ ଓ ପୋଲିସ ର ସହଯୋଗ ରେ ଠିପି ବନ୍ଦ ନାଁ ଠିପି ଖୋଲା…

ବ୍ରହ୍ମପୁର : ୭-୧୧ଗଞ୍ଜାମ ଜିଲ୍ଲାର ଅଧିକାଂଶ ଠିପି ବନ୍ଦ ବିଦେଶୀ ମଦ ଦୋକାନ ରେ ଖୁଲାମ ଖୁଲା ଠିପି ଖୋଲି ବିଦେଶୀ ମଦ ବେପାର ଚାଲିଛି। ସରକାର ଙ୍କ ନୀତି ନିୟମ କୁ ଭ୍ରୁକ୍ଷେପ ନକରି ଖୋଲାମ ଖୋଲା ଚାଲିଛି ବେପାର । ଠିପି ବନ୍ଦ ବିଦେଶୀ ମଦ ଦୋକାନ ନାମରେ ପଞ୍ଜିକୃତ କରି ଠିପି ଖୋଲି ବିକ୍ରି

ବନ୍ଧୁକ ମୁନରେ ଶିକ୍ଷୟିତ୍ରୀଙ୍କଠାରୁ ଲୁଟ୍…

ଆନନ୍ଦପୁର : ବନ୍ଧୁକ ମୁନରେ ଶିକ୍ଷୟିତ୍ରୀଙ୍କଠାରୁ ଲୁଟ୍। ଆନନ୍ଦପୁର ସୋସୋ ଥାନା ଆମ୍ବଗଡ଼ିଆ ଛକ ନିକଟରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି । ଜଣେ ଶିକ୍ଷୟିତ୍ରୀ ସ୍କୁଲରୁ ସ୍କୁଟି ଯୋଗେ ଫରୁଥିବାବେଳେ କିଛି ଦୁର୍ବୁତ୍ତ ତାଙ୍କୁ ଅଟକାଇଥିଲେ । ଏବଂ…

ବାଜି ଲଗେଇ ଗୁଲୁଗୁଲା ଖାଇଲେ, ଜୀବନ ହାରିଲେ…

ବାରିପଦା:ଖାଇବା ପ୍ରତିଯୋଗିତାରେ ଭାଗ ନେବା ହେଲା କାଳ । ଅଧିକ ଖାଇ ପ୍ରତିଯୋଗିତା ଜିତିବା ଆଶାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ମୃତ ବ୍ୟକ୍ତିଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ । ଗତ ରବିବାର ଦିନ ମୋରଡା ବ୍ଲକର ଦାନ୍ତିଆମୁହାଁ ଗାଁରେ ଗୁଲୁଗୁଲା ଖାଇବା ପ୍ରତିଯୋଗିତା…

ଆମ୍ବାଗଡ ବୁଡୁ ପାତ୍ର ହତ୍ୟା ମାମଲା: ୮ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ…

ବ୍ରହ୍ମପୁର; ଦୀର୍ଘ ୬ ବର୍ଷ ପରେ ବ୍ରହ୍ମପୁର ଆମ୍ବାଗଡ ବୁଡୁ ପାତ୍ର ହତ୍ୟା ମାମଲାରେ ଅଭିଯୁକ୍ତକୁ ଦଣ୍ଡାଦେଶ । ୮ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ବ୍ରହ୍ମପୁର ଏଡିଜେ-୧ କୋର୍ଟ । ଗତ ୨୦୧୭ ମସିହାରେ ବୁଡୁ ପାତ୍ରଙ୍କୁ ହତ୍ୟା କରାଯାଇଥିଲା । ସୂଚନା…