Browsing Category

ଅପରାଧ

ପାରିବାରିକ କଳହ ରୁ ସ୍ତ୍ରୀ କୁ ହତ୍ୟା କଲା ସ୍ବାମୀ…

ବ୍ରହ୍ମପୁର : ୪-୧୧ ଧରାକୋଟ ବ୍ଲକ ର ବଡଗଡ ଥାନା ଅନ୍ତର୍ଗତ ରୁଗୁମୁ ଗ୍ରାମରେ ପାରିବାରିକ କଳହ ରୁ ସ୍ତ୍ରୀ କୁ ହତ୍ୟା କରିଛି ସ୍ବାମୀ । ଆଜି ସକାଳ ଦଶ ଘଣ୍ଟା ସମୟରେ ଗ୍ରାମର ଗୁଡିଆଆମ୍ବ ଛକରେ ଇନ୍ଦ୍ର ସ୍ୱାଇଁଙ୍କ ଘରେ ଏହି ହତ୍ୟା କାଣ୍ଡ ଘଟିଛି । ଇନ୍ଦ୍ର ସ୍ୱାଇଁଙ୍କ ପୁଅ ମିଥୁନ ସ୍ୱାଇଁ

ସ୍କୁଲ ବେଲ ବଜାଇବା ଛାତ୍ର କୁ ମହଙ୍ଗା ପଡ଼ିଲା :ଦିଦି ର ମାଡ଼ ରେ ଲହୁ ଲୁହାଣ ଛାତ୍ର,ଥାନା ରେ ଅଭିଯୋଗ…

ଏହାହିଁ ସରକାର ଙ୍କ ଦଣ୍ଡ ମୁକ୍ତ ଅଞ୍ଚଳ....ବ୍ରହ୍ମପୁର: ୪-୧୧ ଛାତ୍ର କୁ ମାଡ଼ ମାରି ଦିଦି ଅଡୁଆରେ ଥାନାରେ ମାମଲା। ଆସିକା ମୁକୁନ୍ଦ ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ତୃତୀୟ ଶ୍ରେଣୀ ର ଛାତ୍ର ବିଦ୍ୟାଳୟ ର ଘଣ୍ଟି ବଜାଇବା ଯୋଗୁଁ ଶିକ୍ଷୟତ୍ରୀ ମାଡ଼ ମାରି ଠେଲିଦେବା ଯୋଗୁଁ ଗୁରୁତର

ଚୋରା ବାଲି ମାଫିଆ ମାନଙ୍କ ଭୟ ଏବେ ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଛି..!

ଆସିକା ତହସିଲ ପକ୍ଷରୁ ବେଆଇନ ବାଲି, ପଥର ଚାଲାଣ ଧରପଗଡ଼ ବ୍ରହ୍ମପୁର :୩-୧୧ ଆସିକା ତହସିଲଦାରଙ୍କ ନେତୃତ୍ୱ ରେ ବେଆଇନ ବାଲି ଓ ପଥର ଗାଡି କୁ ଧରି ଜରିମାନା ଆଦାୟ କରାଯାଇଛି। ବିନା ୱାଇ ଫର୍ମ ରେ ଆସିକା ରେ ରୀତିମମତ ଚୋରାରେ ବାଲି ଓ ବିଭିନ୍ନ ପାହାଡ଼ ରୁ ପଥର ଚାଲାଣ ହୋଇ କ୍ରସର

ହାଇୱା-ବାଇକ ମୁହାଁମୁହିଁ ଧକ୍କା, ୩ ମୃତ…

ଆନନ୍ଦପୁର : ଅସମ୍ପୂର୍ଣ ଜାତୀୟ ରାଜପଥ ସାଜିଛି କାଳ, ଚାଲିଯାଉଛି ନିରୀହ ଜୀବନ। ପଡିଶା ଘର ଝିଅକୁ ସ୍କୁଲ ହଷ୍ଟେଲରେ ଛାଡିବାକୁ ଯାଉଥିବା ସମୟରେ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ। ଆନନ୍ଦପୁର, ୨୦ନଂ ଜାତୀୟ ରାଜପଥର ବାରିଗାଁ ପେଟ୍ରୋଲ ପମ୍ପ ଛକ ନିକଟରେ ବାଇକ୍…

ସହକାରୀ ଯନ୍ତ୍ରୀଙ୍କ ଘରୁ ବାହାରିଲା ପୁଳା ପୁଳା ଟଙ୍କା ଆଉ ପ୍ଲଟ, ଭିଜିଲାନ୍ସ ଟିମ ଜଳକା…

କଟକ : ଆସିଷ୍ଟାଣ୍ଡ ଇଞ୍ଜିନିୟରଙ୍କ ଘରୁ ବାହାରିଲା ପୁଳା ପୁଳା ଟଙ୍କା ଆଉ ଏକାଧିକ ପ୍ଲଟ । ଏତେ ସମ୍ପତ୍ତି ଦେଖି ଭିଜିଲାନ୍ସ ବି ଟେରା । ଆଜି ସକାଳୁ କଟକ ଜିଲ୍ଲା ସାଲେପୁର RW ସଵ ଡିଭିଜନ ସହକାରୀ ଯନ୍ତ୍ରୀ ଅର୍ଜ୍ଜୁନ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ…

ମହିଳା ସାମ୍ବାଦିକଙ୍କୁ ପ୍ରଯୋଜକଙ୍କ ମାଡ଼, ପ୍ରଯୋଜକଙ୍କ ନାଁରେ ଥାନାରେ ମାମଲା…

ଭୁବନେଶ୍ୱର: କଳାକାରଙ୍କ କଳିରେ ବିବଦୀୟ ହୋଇଥିବା ଟୁଟୁ ନାୟକ ପୁଣି ଥରେ ସୀମା ଟପିଛନ୍ତି ! ସର୍ବସମ୍ମୁଖରେ ସାମ୍ବାଦିକାଙ୍କ ସହ କଲେ ଦୁର୍ବ୍ୟବହାର । ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ଜଣେ ମହିଳା ସାମ୍ବାଦିକାଙ୍କୁ ଟୁଟୁ ନାୟକ ଚାପୁଡା ମାରିଥିବା ଅଭିଯୋଗ ହୋଇଛି । ଭୁବନେଶ୍ବରରେ ଏକ…

ଡାକ୍ତରଖାନାରେ ଆଖି ବୁଜିଲେ ରେଞ୍ଜ ରୋଭର ଦୁର୍ଘଟଣାରେ ଆହତ ଯୁବତୀ…

ଭୁବନେଶ୍ୱର: ରେଞ୍ଜ ରୋଭର ଦୁର୍ଘଟଣାରେ ଆହତ ଯୁବତୀ ମୃତ୍ୟୁ ସହ ସଂଘର୍ଷ କରୁଥିବାବେଳେ ତାଙ୍କର ଆଜି ମୃତ୍ୟୁ ଘଟିଛି । ଏହା ପରେ ରେଞ୍ଜ ରୋଭରକୁ ନେଇ ବିବାଦ ଘନେଇବାରେ ଲାଗିଛି । ଗତ ୩୧ ତାରିଖ ଦିନ ଏହି ରେଞ୍ଜ ରୋଭର ଧକ୍କାରେ ୨ ଜଣ ଗୁରୁତର ଆହତ ହୋଇଥିଲେ । ହେଲେ ଏହି ଦାମୀ ଗାଡି…

୨ହଜାର ଟଙ୍କିଆ ନୋଟ୍‌ ବଦଳାଇବାକୁ କମୁନି ଭିଡ଼, ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ EOW ଓ ଇଡି

ଭୁବନେଶ୍ବର : ସରୁନି ୨ହଜାର ଟଙ୍କିଆ ନୋଟ କି କମୁନି ଭିଡ଼ । ଗୋଲାପୀ ନୋଟ୍ ବଦଳାଇବାକୁ ଭୁବନେଶ୍ବର ଆଇବିଆଇ କାର୍ଯ୍ୟାଳୟ ଆଗରେ ଲୋକଙ୍କ ଲମ୍ବା ଲାଇନ ଲାଗୁଛି । କମିଶନ ନେଇ ନୋଟ୍ ବଦଳାଉଥିବା ଖବର ଉପରେ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ EOW ଓ ଇଡି । ତଦନ୍ତକାରୀ…

ସ୍କୁଲ ପରିସରରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୋବାଇଲ ବାରଣରୁ ଆତ୍ମହତ୍ୟା ସନ୍ଦେହ…

ଖୋର୍ଦ୍ଧା : ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ୫୭ନଂ ଜାତୀୟ ରାଜପଥ ଚଣ୍ଡିଚୁଆ ଛକରେ ଥିବା ଏକ ଇଂରାଜୀ ମିଡିୟମ ସ୍କୁଲରେ ଅଘଟଣ । ସ୍କୁଲର ଛାତ୍ରାବାସର ୧୦ମ ଶ୍ରେଣୀର ଛାତ୍ର ସ୍କୁଲ ପରିସରରେ ଏକ ଗଛରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ପୋଲିସ ପହଞ୍ଚି ଶବକୁ…