Browsing Category

ଅପରାଧ

ଲାଞ୍ଚ ନେଉଥିବା ବେଳେ ଏଜି ଅଫିସର ଅଡିଟର ସିବିଆଇ ଦ୍ୱାରା ଗିରଫ

ଭୁବନେଶ୍ୱର: ମେଡିକାଲ୍ ବିଲ୍ ପାସ୍ କରିବା ପାଇଁ ୬ ହଜାର ୫୦୦ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭୁବନେଶ୍ୱର ଆକାଉଣ୍ଟାଣ୍ଟ ଜେନେରାଲ୍ (ଏଜି) କାର୍ଯ୍ୟାଳୟର ଅଡିଟରଙ୍କୁ ସିବିଆଇ ଗିରଫ କରିଛି। ଭୁବନେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ସମ୍ମୁଖରୁ…

ପଦ୍ମକେଶରୀପୁର ଗୋଷ୍ଠୀ ସଂଘର୍ଷ ମାମଲାରେ ୭୦ରୁ ଉର୍ଦ୍ଧ୍ବ ମହିଳାଙ୍କୁ ଉଠାଇ ନେଲା ପୋଲିସ

ବାରଙ୍ଗ : ପଦ୍ମକେଶରୀପୁର ଗୋଷ୍ଠୀ ସଂଘର୍ଷ ମାମଲାରେ ମହିଳାଙ୍କୁ ଉଠାଇ ନେଲା ମଞ୍ଚେଶ୍ୱର ଥାନା ପୋଲିସ । ୭୦ରୁ ଅଧିକ ମହିଳାଙ୍କୁ ପୋଲିସ ଉଠାଇନେଇଛି । ୩ ପ୍ଲାଟୁନ ଫୋର୍ସ ଧରି ଚାଲିଥିଲା ଅପରେସନ୍ । ପୂର୍ବରୁ ଗାଁ ଥିଲା ପୁରୁଷ ଶୂନ୍ୟ ଆଉ ଏବେ ପାଖାପାଖି ଜନ ଶୂନ୍ୟ ।…

ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର୍, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ରେଡ୍

କଟକ : ଭିଜିଲାନ୍ସରେ ଜାଲରେ ଆସିଷ୍ଟାଣ୍ଡ ଇଞ୍ଜିନିୟର । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଜିଲ୍ଲା ସାଲେପୁର RW ସଵ ଡିଭିଜନ ସହକାରୀ ଯନ୍ତ୍ରୀ ଅର୍ଜ୍ଜୁନ କୁମାର ସାହୁଙ୍କ ଘରେ ଚଢାଉ କରାଯାଉଛି । ଏକକାଳୀନ ୮ଟି ସ୍ଥାନରେ ଚଢାଉ ଚାଲିଛି । ଖୋର୍ଦ୍ଧା , କଟକ , କେନ୍ଦ୍ରାପଡା…

କଣ୍ଠଶିଳ୍ପୀ ଦେବେଶ ପତିଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ବର : ଓଲିଉଡ୍ କଣ୍ଠଶିଳ୍ପୀ ଦେବେଶ ପତି ଗିରଫ । ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ବଳାତ୍କାର ଓ ଟଙ୍କା ଲୁଟିବା ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ତାଙ୍କୁ ଗିରଫ କରିଛି । ଭଦ୍ରକର ଜଣେ ଯୁବତୀ ତାଙ୍କ ନାଁରେ ଅଭିଯୋଗ ଆଣିଥିଲେ…

ଭିଜିଲାନ୍ସ ହାବୁଡ଼ରେ ସରକାରୀ ବାବୁ । ମାମଲା ରଫାଦଫା କରିବାକୁ ନେଉଥିଲେ ଲାଞ୍ଚ…

ମାଲକାନଗିରି : ଭିଜିଲାନ୍ସ ସପ୍ତାହ ଚାଲିଥିବା ବେଳେ ସରକାରୀ କର୍ମଚାରୀଙ୍କ ଶପଥ ପାଣିର ଗାର ସଦୃଶ୍ୟ ରହିଛି । ପୂର୍ବରୁ ଅନେକ ସରକାରୀ କର୍ମଚାରୀ ଚାରୀ ଲାଞ୍ଚ ନେଇ ଧରା ପଡିଥିବା ବେଳେ ଆଉଏକ ମାମଲା ଦେଖିବା କୁ ମିଳିଛି ମାଲକାନଗିରି ରେ ଆଜି ମାଲକାନଗିରି ଜିଲ୍ଲା ମୋଟୁ ରାଜସ୍ବ

ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ରେ ଚୋରା ବାଲି ଘାଟ ଉପରେ ଲଗାମ ନାହିଁ : ନେତା, ଅଧିକାରୀ ଙ୍କ ମିଲି ଭଗତ ରେ…

ହିଞ୍ଜିଳି // ବ୍ରହ୍ମପୁର:୨-୧୧ ଗଞ୍ଜାମ ଜିଲ୍ଲାର ଚୋରା ବାଲି ର ସମ୍ରାଟ କୃପାସିନ୍ଧୁ ମୁଦୁଲି କୁ ପୋଲିସ ଗିରଫ କରିଛି। ବର୍ତ୍ତମାନ ସମ୍ରାଟ ର ଇଶାରା ରେ ଚାଲିଥିବା ବାଲି ଘାଟ କେତେକ ସ୍ଥାନରେ ବନ୍ଦ ରହିଛି। ସବୁ ବାଲି ମାଫିଆ ସତର୍କତା ଅବଲମ୍ବନ କରୁଥିବା ବେଳେ ଏବେ ଖୋଦ ମୁଖ୍ୟମନ୍ତ୍ରୀ

6 ଲକ୍ଷ ଟଙ୍କା ଲାଞ୍ଚ ନେଇ ଲାଞ୍ଚୁଆ କନଷ୍ଟେବଳ ଗିରଫ

ଫୁଲବାଣୀ - ବୌଦ୍ଧ ଜିଲ୍ଲା ବଘିଆପଡ଼ା ଗ୍ରାମରେ ଚାଲିଥିବା ବେଆଇନ୍ ଗଞ୍ଜେଇ ଗଛନ କାଟିବା ପାଇଁ ଗ୍ରାମବାସୀ ମାନଙ୍କ ଠାରୁ 6 ଲକ୍ଷ ଟଙ୍କା ଲାଞ୍ଚ ନେଉଥ‌ିବା ମାମଲାରେ ବୌଦ୍ଧ ଜିଲ୍ଲା ଏସ୍ ପିଙ୍କ ସ୍ବତନ୍ତ୍ର ୱାଡ଼ର କନଷ୍ଟେବଳ ହରିଶ୍ଚନ୍ଦ୍ର ସାହୁଙ୍କୁ ଫୁଲବାଣୀ ଭିଜିଲାନ୍ସ ଆଜି ଗିରଫ

ଘର ଭିତରେ ଅଜଣା ଯୁବକର ଛୁରାମାଡ଼ରେ ନାବାଳକ ମୃତ…

ଜଟଣୀ: ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଦିନ ଦ୍ୱିପ୍ରହର ହେଉ କିମ୍ବା ବିଳମ୍ବିତ ରାତି ହେଉ, ଅପରାଧୀମାନେ ଆତଙ୍କ ଖେଳାଇ ଚାଲିଛନ୍ତି। ଲୁଟ୍, ଛିନତାଇ, ଆକ୍ରମଣ, ହତ୍ୟା ଭଳି ଘଟଣା ଘଟାଇବାରେ ଅପରାଧୀମାନେ ପଛଘୁଞ୍ଚା ଦେଉନାହାନ୍ତି। ଅପରାଧକୁ ନେଇ ଆଜି ଏକ ଚାଞ୍ଚଲ୍ୟକର ଘଟଣା…

୧କୋଟିରୁ ଅଧିକ ମୁଲ୍ୟର ବ୍ରାଉନସୁଗାର ଜବତ…

କଟକ: ଦିନକୁ ଦିନ ରାଜ୍ୟରେ ଅବାଧ ବ୍ରାଉନ ସୁଗାର ବ୍ୟବସାୟ ବଢ଼ିଚାଲିଛି। ପୋଲିସ ଓ ଅବକାରୀ ବିଭାଗ ପ୍ରତିଦିନ ଜିଲ୍ଲାର କେଉଁଠୁ ନା କେଉଁଠୁ ଅଳ୍ପ ବହୁତ ବ୍ରାଉନ ସୁଗାର ଜବତ କରୁଥିବା ବେଳେ ଆଜି ଏସଟିଏଫକୁ ମିଳିଛି ବଡ ସଫଳତା । କୋଟିଏରୁ ଊର୍ଦ୍ଧ୍ଵ ଟଙ୍କାର ବ୍ରାଉନ…