Browsing Category

ଅପରାଧ

ବାଇକ୍ ରେ ୩୦କିମି ବୁହାହେଲା ମୃତଦେହ…

ରେଢାଖୋଲ: ମୃତ୍ୟୁ ପରେ ଶବକୁ ଘରେ ପହଞ୍ଚାଇବା ପାଇଁ ମହାପ୍ରୟାଣ ଗାଡି ବ୍ୟବସ୍ଥା କରିଛନ୍ତି ସରକାର କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଆଜିର ଏହି ଘଟଣା ସରକାରଙ୍କ ମହାପ୍ରୟାଣ ଯୋଜନା ଉପରେ ପ୍ରଶ୍ନ ବାଚି ସୃଷ୍ଟି କରିଛି । ଗାଡ଼ି ମିଳିଲାନି ବୋଲି…

ଗୁଣି ଗାରେଡି ସନ୍ଦେହରେ ଡବଲ୍ ମର୍ଡର, ସ୍ବାମୀ-ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା…

ଗଜପତି : ଗୁଣି ଗାରେଡି ସନ୍ଦେହରେ ଡବଲ୍ ମର୍ଡର । ସ୍ବାମୀ-ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା । ଗଜପତି ଜିଲ୍ଲା ଅଡବା ଥାନା ଘୋଡ଼ାପଙ୍କା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକମାନେ ହେଲେ ଘୋଡ଼ାପଙ୍କା ଗାଁର କପିଳେନ୍ଦ୍ର ମଳିକ ଓ ତାଙ୍କ ସ୍ତ୍ରୀ ଶଶୀତା ମଳିକ ।…

ଔଷଧୀୟ ଓ ନକଲି ଚନ୍ଦନ କାଠ ପ୍ରସ୍ତୁତି କରାଯାଉଥିବା ମୂଲ୍ୟବାନ ଗଛର ଚେର ସହ ଦୁଇ ମାଫିଆ ଗିରଫ…

ରାଜନଗର,:26.09.023: କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା ଜାତୀୟ ଉଦ୍ୟାନରରେ ଵିଭିନ୍ନ ମୂଲ୍ୟବାନ ଗଛର ଚେରକୁ ଔଷଧୀୟ ଵ୍ୟଵହାର ଓ ନକଲି ଚନ୍ଦନ କାଠ ପ୍ରସ୍ତୁତ କରି ଵହୁ ମୂଲ୍ୟରେ ବାହାରକୁ ଚାଲାଣ କରାଯାଉଛି। ତାହାକୁ ବିକ୍ରିକରି ଚାଲାଣ ମାଫିଆ ମାନେ ମାଲେ ମାଲ ହେଉଥିବା ନେଇ କିଛି ଦିନ

ଜେଲକୁ ନେବା ବାଟରେ ପୋଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ…

ଦେବଗଡ଼: ପୋଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ । ଜେଲକୁ ନେବା ବାଟରେ ଚମ୍ପଟ ମାରିଛି । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ପୋଲିସକୁ ଚକମା ଦେଇ ଫେରାର୍ ହୋଇଛି ଅଭିଯୁକ୍ତ । ଚମ୍ପଟ ମାରିଥିବା ଅଭିଯୁକ୍ତ ହେଉଛି ସୁମନ ବେହେରା ଓ ଘର ଆଉଁଳି ଗାଁରେ । ନାବାଳିକା ଅପହରଣ ମାମଲାରେ…

ଏକ୍ସପାରି ସାଲାଇନ୍ ଦେବା ପ୍ରତିବାଦରେ ସ୍ୱାସ୍ଥ୍ୟକେନ୍ଦ୍ରରେ ମୁହାଁମୁହିଁ…

ନିଆଳି : ମହୀଧରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଏକ୍ସପାରି ସାଲାଇନ୍ ଦେବା ପ୍ରତିବାଦରେ ରୋଗୀ ଅଭିଭାବକ ଓ ସ୍ୱାସ୍ଥ୍ୟ... Source

କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ପରିମଳ ଓ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ରାମକୃଷ୍ଣ ସିଂଙ୍କ ଝୁଲନ୍ତା ମୃତଦେହ ତାଙ୍କ ନିଜ ଗ୍ରାମ ଜୟନ୍ତୀନାପୁର ବୈତରଣୀ ନଦୀକୂଳରେ ଏକ ଜାମୁ ଗଛରୁ ଉଦ୍ଧାର କରାଯାଇଛି। ନିକଟରେ ତାଙ୍କ ବାଇକ ଓ ହେଲମେଟ୍ ରହିଥିବାବେଳେ ଏକ…

୧୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ…

ଲମତାପୁଟ : ଲମତାପୁଟ ପୋଲିସକୁ ପୁଣି ସଫଳତା । ୧୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଏହାସହ ଏକ ସ୍କର୍ପିଓ କାର୍‌ ଜବତ ସହ ମାଫିଆଙ୍କୁ ଗିରଫ କରିଛି ପୋଲିସ । ଖବର ଅନୁଯାୟୀ, ଝାଡଖଣ୍ଡରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଖବର ପାଇଥିଲା ଲମତାପୁଟ ପୋଲିସ । ଯାହାପରେ କଲେଜ ଛକ…

ଦୁର୍ଘଟଣାଗ୍ରସ୍ତ ଗୁରୁତର ରୋଗୀର ମୃତ୍ୟୁକୁ ନେଇ ତୁମୁଳକାଣ୍ଡ

ଭୁବନେଶ୍ବର: ଦୁର୍ଘଟଣାଗ୍ରସ୍ତ ଗୁରୁତର ରୋଗୀର ମୃତ୍ୟୁକୁ ନେଇ ତୁମୁଳକାଣ୍ଡ। ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ଗୁରୁତର ଆହତ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ଆଣିଥିଲେ । ହେଲେ ହସ୍ପିଟାଲ କର୍ତ୍ତୃପକ୍ଷ ଭିତରକୁ ନଛାଡି ବାରଣ କରିଥିଲେ । ଏନେଇ ଉଭୟ…

ଥାନାରେ ସ୍ତ୍ରୀ କଲା ଅଭିଯୋଗ, ପୋଲିସ୍ ମାଡରେ ସ୍ୱାମୀ ଗୁରୁତର…

ବାଙ୍ଗିରିପୋଷି: ଇଏ କି ନ୍ୟାୟ ବ୍ୟବସ୍ଥା । ଏକ ପାଖିଆ କଥା ଶୁଣି ଜଣଙ୍କୁ କଣ କେବେ ଦଣ୍ଡ ଦିଆଯାଇପାରେ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଞ୍ଚଳରେ । ସ୍ତ୍ରୀର ଅଭିଯୋଗକୁ ଭିତ୍ତି କରି ସ୍ୱାମୀକୁ ପୋଲିସ ମାଡ଼ ମାରି…