Browsing Category

ଅପରାଧ

ଫୁଲବାଣୀ ଟାଉନଥାନା ପୋଲିସକୁ ମିଳିଛି ସଫଳତା ଅଭିଯୁକ୍ତ ଗିରଫ…

ଫୁଲବାଣୀ - ଫୁଲବାଣୀ ଟାଉନ୍ ଥାନା ପୋଲିସକୁ ପୁଣି ମିଳିଛି ସଫଳତା l ଫୁଲବାଣୀ ବ୍ଲକ ଛକ ନିକଟସ୍ଥ ମା ବରାଳଦେବୀ ଷ୍ଟୋରରୁ ଗତ ମାସ ବୁଧବାର 30 ଅଗଷ୍ଟ ରାତିରେ ଦୁଇ ଲକ୍ଷରୁ ଉର୍ଦ୍ଧ ନଗଦ ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି ଘଟଣାରେ ଫୁଲବାଣୀ ଟାଉନ ଥାନା ପୋଲିସ ଅଭିଯୁକ୍ତକୁ ଗିରଫ୍

ଭିଜିଲାନ୍ସ ଜାଲରେ ଆସିଣ୍ଟାଣ୍ଟ୍‌ ସେକ୍ସନ ଅଫିସର

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଆସିଣ୍ଟାଣ୍ଟ୍‌ ସେକ୍ସନ ଅଫିସର(ଏଏସଓ) ସୌମ୍ୟରଞ୍ଜନ ଦାଶ। ୫ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଏଏସଓ ସୌମ୍ୟରଞ୍ଜନ ଦାଶ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଗୃହ ଋଣ ଅନୁମୋଦନ କରାଇଦେବାକୁ ଜଣେ ବ୍ୟକ୍ତିଙ୍କଠାରୁ

ଭୁବନେଶ୍ୱରରେ ଡାକ୍ତରଙ୍କୁ ଅପହରଣ କରି ଟଙ୍କା ମାଗିବା ଘଟଣାରେ ୪ ଗିରଫ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ଚିକିତ୍ସା ନାଁରେ ଘରକୁ ଡାକି ଜଣେ ଡାକ୍ତରଙ୍କୁ ଅପହରଣ ଘଟଣାର ଫର୍ଦ୍ଦାଫାସ କରିଛି କମିଶନରେଟ ପୁଲିସ୍। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୁଲିସ। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ତମାଣ୍ଡୋ ଥାନା ଅନ୍ତର୍ଗତ ନରଗଡ଼ାର ନିଶିକାନ୍ତ

ଯୁବକଙ୍କୁ ଗୁଳିମାଡ଼ ଘଟଣା: ସାମାନ୍ୟ ବଚସାରୁ ହୋଇଥିଲା ଫାୟାରିଂ, ୪ ଅଟକ…

ବାଲେଶ୍ଵର : ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଶୋଭାରାମପୁରରେ ଗତକାଲି ରାତିରେ ଯୁବକଙ୍କ ଉପରକୁ ହୋଇଥିବା ଗୁଳିମାଡ଼ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ୍‌। ଏହି ଘଟଣାରେ ପୋଲିସ୍ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ପ୍ରାଥମିକ ତଦନ୍ତରୁ କଥା କଟାକଟିରୁ ଏହି ଗୁଳି କାଣ୍ଡ

ସୌରୀନ ଭଟ୍ଟଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କଲା କମିଶନରେଟ ପୋଲିସ

ଭୁବନେଶ୍ୱର : ବଢୁଛି ଜଣାଶୁଣା କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ଅଡୁଆ। ସୌରୀନଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କଲା କମିଶନରେଟ ପୋଲିସ । ଦୁଇଟି ଯାକ ଆକାଉଣ୍ଟ କୋଲକାତାର ବୋଲି ସୂଚନା ମିଳିଛି । ତାଙ୍କର ଅନ୍ୟ ଆକାଉଣ୍ଟକୁ ମଧ୍ୟ ଫ୍ରିଜ୍ କରାଯିବ ବୋଲି କଟକ ଜୋନ୍-୨ ଏସିପି ଅମିତାଭ

୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କାର ବାଣ ଜବତ : ଜଣେ ଗିରଫ୍..

ଛତ୍ରପୁର : ଛତ୍ରପୁର ଥାନା ଅନ୍ତର୍ଗତ ସୁନ୍ଦରପୁର ଗ୍ରାମରୁ ବେଆଇନ ଭାବେ ଗଚ୍ଛିତ ଥିବା ୧୦ ଲକ୍ଷ ଟଙ୍କାର ବାଣ ଜବତ କରିଛି ଛତ୍ରପୁର ଥାନା ପୋଲିସ୍ । ବାଣ ବିକ୍ରି କରିବା ପାଇଁ ରଖାଯାଇଥିବା ବେଳେ ପୋଲିସ୍ ବାଣ ଜବତ କରିବା ସହିତ ଜଣଙ୍କୁ ଗିରଫ୍ କରିଛି । ଗିରଫ୍ ଜଣକ ହେଲେ ସୁନ୍ଦରପୁର

ଅଭିନବ ଉପାୟରେ ଅଟୋ ସିଟ ମଧ୍ୟରେ ଗଞ୍ଜେଇ ଚୋରା ଚାଲାଣ…

ମାଲକାନଗିରି : ମାଲକାନଗିରି ଅବକାରୀ ଅଧିକ୍ଷକ ବିମ୍ବାଧର ପଣ୍ଡାଙ୍କ ନିର୍ଦେଶ କ୍ରମେ ଆଜି ମାଲକାନଗିରି ମୋବାଇଲ ଟିମ ପକ୍ଷରୁ ସକାଳ ୮ଘଟିକା ସମୟରେ ବାଲିମେଳା ଅଞ୍ଚଳରେ ପଇଁତରା ମାରୁଥିବା ବେଳେ। ଏକ ଅଟୋ ଦ୍ରୁତ ଗତିରେ ଯାଉଥିବା ଦେଖି ସନ୍ଦେହ ହୋଇବାରୁ, ଅବକାରୀ ମୋବାଇଲ ଟିମ ପକ୍ଷରୁ

ଜୀବିତ ଲୋକକୁ ମୃତ ଘୋଷଣା କରି ଖାଉଟି କାର୍ଡରୁ କାଟିଲେ ନାମ…

ଭୁତ ନାଁରେ ଅନେକ କାର୍ଡ ସରକାରୀ ଟଙ୍କା ହଡପ ର ବାଟ...! ଫୁଲବାଣୀ :- ଅଜବ ସରକାରୀ କାର୍ଯ୍ୟ ଜୀବିତ ଥାଇ ମୃତ ଦର୍ଶାଉଛି ସରକାରୀ ରେକର୍ଡ। ଶରୀର ଜୀବିତ ମାତ୍ର କାଗଜ କଲମରେ ମୃତ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସ୍ଥାନୀୟ ବ୍ଲକ ଅଧିନରେ ଥିବା କଳିଙ୍ଗା ପଞ୍ଚାୟତର ୧୯ ନମ୍ୱର ୱାର୍ଡ

ମିଥ୍ୟା ଖବର ପ୍ରଚାର ନେଇ ୱେବ୍ ଚ୍ୟାନେଲ ନାଁରେ ଏତଲା ଦେଲେ ଅନୁ ଚୌଧୁରୀ

ଭୁବନେଶ୍ଵର: ସାଇବର ଥାନାର ଦ୍ଵାରସ୍ଥ ହେଲେ ଓଡିଶାର ଲୋକପ୍ରିୟ ଅଭିନେତ୍ରୀ ଅନୁ ଚୌଧୁରୀ । ମିଥ୍ୟା ଖବର ପ୍ରସାରଣ କରି ଗୁଜବ ସୃଷ୍ଟି କରୁଥିବା ୱେବ ଚ୍ୟାନେଲ ନାଁରେ ଦେଲେ ଏତଲା । ଅଭିନେତ୍ରୀଙ୍କୁ କ୍ୟାନସର ହୋଇଥିବା ନେଇ ଏକ ୱେବ୍ ପୋର୍ଟାଲରେ ମିଛ ଖବର…

ଏଏସ୍‌ଆଇ ରଞ୍ଜନ ସାହୁ ଓ କନଷ୍ଟେବଲ କ୍ଷୀରୋଦ ବେହେରା ନିଲମ୍ବିତ…

କଟକ: କଟକ ଜିଲ୍ଲା ଆଠଗଡ଼ ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଦୁଇ ପୁଲିସ କର୍ମଚାରୀଙ୍କ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ପାଇଁ ଏଏସଆଇ ରଞ୍ଜନ ସାହୁ ଓ କନଷ୍ଟେବଲ କ୍ଷୀରୋଦ ବେହେରାଙ୍କୁ ନିଲମ୍ବନ କରାଯାଇଛି। କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧୀକ୍ଷକ…