Browsing Category

ଅପରାଧ

ରାଜନୈତିକ ଶତ୍ରୁତାରୁ ଗାଁରେ ଫୁଟିଲା ବୋମା, ବୁଲିଲା ଖଣ୍ଡା; ୫ ଗୁରୁତର

ଆଠଗଡ: ନିର୍ବାଚନ ସରିବାର ଦୀର୍ଘ ଦିନ ପରେ ବି ଥମିନି ତାତି। ରାଜନୈତିକ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠି ମୁହାଁମୁହିଁ ହୋଇଥିବା ବେଳେ ଗାଁରେ ଫୁଟିଲା ବୋମା, ବୁଲିଲା ଖଣ୍ଡା। ନିର୍ବାଚନୀ ରାଗ ଶୁଝାଇବାକୁ ଯାଇ ଗାଁର କିଛି ଯୁବକ ଏକ ୩ ବର୍ଷର ଛୁଆ ଓ ତା’ ଅଜା ଉପରେ ବୁଲେଟ ଚଢ଼ାଇ ଦେଇଥିବା…

ଶିମିଳିପାଳରେ ମାଳ ମାଳ ଶିକାରୀ; ୨୧ ଗିରଫ, ୧୬୫ ବନ୍ଧୁକ ଜବତ

ମୟୁରଭଞ୍ଜ : ଶିକାରୀଙ୍କ କବଜାରେ ଶିମିଳିପାଳ ଅଭୟାରଣ୍ୟ । ବନ୍ଧୁକ ମୁନରେ ଅବାଧରେ ଚାଲିଛି ବନ୍ୟା ପ୍ରାଣୀ ଶିକାର। ଆଉ ଏହାକୁ ବିରୋଧ କରୁଥିବା ତଥା ପାଟ୍ରୋଲିଂକୁ କଡ଼ାକଡ଼ି କରୁଥିବା ବନ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି ଦୁର୍ଦ୍ଦାନ୍ତ ଶିକାରୀ। ଏଥିପାଇଁ ଗତ କିଛି ମାସ…

ଫିରିଙ୍ଗିଆ ଥାନା ପୋଡି ଘଟଣା: ବନ୍ଧା ହେଲେ ଆଉ ୨, ୨୧ରେ ପହଞ୍ଚିଲା ଗିରଫ ସଂଖ୍ୟା

କକନ୍ଧମାଳ : କନ୍ଧମାଳ ଫିରିଙ୍ଗିଆ ଥାନା ପୋଡି ଘଟଣାରେ ଆଉ ୨ ଜଣ ଗିରଫ । ଟିକାବାଲି ଅଞ୍ଚଳରୁ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏହାକୁ ମିଶାଇ ମୋଟ ଗିରଫଙ୍କ ସଂଖ୍ୟା ୨୧କୁ ବୃଦ୍ଧି ହୋଇଛି । ଏଭିତରେ ଅଶାନ୍ତ ଫିରିଙ୍ଗିଆ ଶାନ୍ତି ଫେରିଛି । ପୁଣି ଖୋଲିଛି ଦୋକାନବଜାର । …

ବନ୍ଧା ହେଲେ ଶିକାରୀ ବାପଝିଅ; ଘରୁ ମିଳିଲା ଦେଶୀ ବନ୍ଧୁକ ଓ ବଜ୍ରକାପ୍ତା କାତି

ବୌଦ୍ଧ: ଶିକାରୀ ବାପଝିଅ ଗିରଫ। ଦେଶୀ ବନ୍ଧୁକ, ଟାଙ୍ଗିଆ ସମେତ ଶୀକାରରେ ବ୍ୟବହୃତ ବହୁ ସାମଗ୍ରୀ ଜବତ । ବୌଦ୍ଧ ଜିଲ୍ଲା କୁସଙ୍ଗ ବନ୍ୟପ୍ରାଣୀ ବିଭାଗର ସର୍ଚ୍ଚ ଅପରେସନ ବେଳେ ଦୁଇ ଜଣ ଶିକାରୀ ଗିରଫ ହୋଇଛନ୍ତି । ସେମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତମାନେ…

ସ୍କୁଲ ପରିଚାଳନା କମିଟି ସଭାପତିଙ୍କ ଦାଦାଗିରି: ୪ ଛାତ୍ରୀଙ୍କୁ ଶୌଚାଳୟରେ ପକାଇ ଦେଲେ ତାଲା

କଣ୍ଟାବାଞ୍ଜି: ସ୍କୁଲ ପରିଚାଳନା କମିଟି ସଭାପତିଙ୍କ ଦାଦାଗିରି । ସ୍କୁଲରେ ପଶି ଶୌଚାଳୟରେ ୪ ଛାତ୍ରୀଙ୍କୁ ତାଲା ପକାଇଦେଲେ । କଣ୍ଟାବାଞ୍ଜି ଥାନା ବୁରୋମାଲ ହାଇସ୍କୁଲ ରୁ ଏଭଳି ଅଭିଯୋଗ ଆସିଛି । ସଭାପତି ଜଣକ ଏମିତି କାହିଁକି କଲେ କାରଣ ଅସ୍ପଷ୍ଟ ରହିଛି। ସୂଚନା ମୁତାବକ ଗତକାଲି…

ଅମଲା -ମାଫିଆ- ପୋଲିସ ଓ ମିଡ଼ିଆ ଙ୍କ ମିଲି ଭଗତ ରେ ଚାଲିଛି ଚୋରା ବାଲି ବ୍ୟବସାୟ…!!

ଭୁବନେଶ୍ୱର// ସୁନ୍ଦରଗଡ଼ :୯-୮ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଓ ଲାଠିକଟା ତହସିଲ ଅଞ୍ଚଳରେ ଏବେ ଅମଲା-ବାଲିମାଫିଆ-ଆଉ କିଛି ମିଡିଆ ବନ୍ଧୁ ମାନଙ୍କ ମିଲି ଭଗତ ରେ ସରକାର ଙ୍କ ସମସ୍ତ ନୀତି ନିୟମ କୁ ଉଲଘ୍ନ କରି ଚାଲିଛି ଚୋରା ବାଲି ଚାଲାଣ।ଏକ ଅନୁସନ୍ଧାନ ରୁ ଜଣା ପଡ଼ିଛି ଯେ,ରାଉରକେଲା…

୧୧୦ ଗ୍ରାମର ବ୍ରାଉନସୁଗାର ଜବତ ଜଣେ ଗିରଫ

ବାହାନଗା: ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକର ବାହାନଗା ବଜାର ଗଳା ପୋଲ ତଳୁ ମଙ୍ଗଳବାର ଅବକାରୀ ବିଭାଗ ଦ୍ଵାରା ୧୧୦ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ଏଥିରେ ବ୍ୟବହାର ହେଉ ଥିବା ଏକ ବୁଲେଟ ମଟର ସାଇକେଲ ସହ ଜଣକୁ ଗିରଫ କରାଯାଇଛି। ଆଜି ମଧ୍ୟାହ୍ନରେ ସୋର ଥାନା ଆଟପୁର ଅଂଚଳର ଚକ୍ରଧର…

କଟକରେ ଫୁଟିଲା ଗୁଳି, ଜଣେ ମୃତ

କଟକ : ସଦର ଥାନା ସୁଭଦ୍ରାପୁର ଅଞ୍ଚଳରେ ଫୁଟିଛି ଗୁଳି। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଚିନ୍ତାମଣି ସାହୁ। ସେ ଜଣେ ରାଜମିସ୍ତ୍ରୀ ଥିଲେ। ତାଙ୍କ ଘର ବାଙ୍କୀ ଅଞ୍ଚଳରେ। ଚିନ୍ତାମଣିଙ୍କୁ ତାଙ୍କର ଦୁଇ ଜଣ ସାଙ୍ଗ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଜି ଅପରାହ୍ନ ପ୍ରାୟ…

କ୍ରିପଟୋ ନାଁରେ ବଡ଼ ଠକେଇ ମାମଲା, ତିନି ଦିନିଆ ରିମାଣ୍ଡରେ ଆସିଲେ ଗୁରୁତେଜ ସିଂହ ଓ ନିରଦ ଦାସ

ଭୁବନେଶ୍ୱର : କ୍ରିପଟୋ ନାଁରେ ବଡ଼ ଠକେଇ ମାମଲାରେ ତିନି ଦିନିଆ ରିମାଣ୍ଡରେ ଗୁରୁତେଜ ସିଂହ ଓ ନିରଦ ଦାସ । ଉଭୟଂକୁ ଚୌଦ୍ବାର ଜେଲରୁ EOW ଅଫିସକୁ ଆଣି ପଚରାଉଚରା କରାଯାଉଛି । ଆଗକୁ ମୁହାଁମୁହିଁ ଜେରା କରିବ EOW। କୋଟି କୋଟି ଟଙ୍କା ଠକେଇ କେମିତି କରୁଥିଲେ ? ଗ୍ରାହକଂକୁ କିପରି ଠକୁଥିଲେ…

କଟକ ରୋଡରେ ଥିବା ଦୀପାଳି ବାର ଲଜର ୨୦୫ ନମ୍ବର ରୁମକୁ ସିଲ କଲା ପୋଲିସ

ଭୁବନେଶ୍ବର: କଟକ ରୋଡରେ ଥିବା ଦୀପାଳି ବାର ଲଜର ୨୦୫ନମ୍ବର ରୁମକୁ ସିଲ କଲା ପୋଲିସ । ଆଜି ଜେରା ହେବେ ଶୁଭଲକ୍ଷ୍ମୀଂକ ପୁରୁଷ ବଂଧୁ ଅନିଲ । ଦୀପାଳି ବାରରେ ଶୁଭଲକ୍ଷ୍ମୀ ସାହୁ ଡେଥ୍ ସସପେନ୍ସ ଉପରୁ କେବେ ହଟିବ ପରଦା । ଦିନ ବିତିବା ସହ ରହସ୍ୟ ବଢୁଛି । ସାମନାକୁ ଆସୁଛି…