Browsing Category

ଅପରାଧ

ଆନ୍ତଃ ଜିଲ୍ଲା ଡକାୟତି ଗ୍ୟାଙ୍ଗ ଠାବ : ୮ ଡକାୟତ ମଧ୍ୟରୁ ୪ ନାବାଳକ: ମାରଣାସ୍ତ୍ର ସହ ମୋବାଇଲ, ଟଙ୍କା ଜବତ

ବାଲିଗୁଡ଼ା,: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ଥାନା ପୁଲିସ ଏକ ଆନ୍ତଃଜିଲ୍ଲା ଡକାୟତି ଗ୍ୟାଙ୍ଗ ସହ ମାରଣାସ୍ତ୍ର, ମୋବାଇଲ, ଟଙ୍କା ମଧ୍ୟ ଜବତ କରିଛି । ସୂଚନା ମୁତାବକ ଦୀର୍ଘ ଦିନ ହେବ ଏକ ଡକାୟତି ଗ୍ୟାଙ୍ଗ କନ୍ଧମାଳ-ରାୟଗଡା, କନ୍ଧମାଳ-କଳାହାଣ୍ଡି ସୀମାନ୍ତ…

ଭିମସାରରେ ଛାତ୍ର ହିଂସା ଘଟଣା: ତଦନ୍ତ ପାଇଁ ଗଠନ ହେଲା ୪ଜଣିଆ ଟିମ୍

ବୁର୍ଲା/ସମ୍ବଲପୁର: ଭିମସାରରେ ଗତ ୫ ତାରିଖ ଦିନ ଡାକ୍ତରୀ ଛାତ୍ରଙ୍କ ଖଣ୍ଡଯୁଦ୍ଧ ଘଟଣା ନେଇ ତଦନ୍ତ ଟିମ୍ ଗଠନ ହୋଇଛି । ଶିଶୁ ବିଭାଗ ପ୍ରଫେସର ପ୍ରକାଶ ପଣ୍ଡାଙ୍କ ନେତୃତ୍ବରେ ମେଡିସିନ ବିଭାଗର ପ୍ରଫେସର ମମତା ମର୍ମୁ, ଏସ୍‌ଏମ୍‌ଟି ବିଭାଗର ସତ୍ୟସାଇ ପଣ୍ଡା ଓ ଏନାଟୋମୀ ବିଭାଗର…

୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ସୁକିନ୍ଦା ଥାନା SI

ଯାଜପୁର; ଯାଜପୁର ସୁକିନ୍ଦା ଥାନାରେ ଭିଜିଲାନ୍ସ ରେଡ। ଭିଜିଲାନ୍ସ ଜାଲରେ ଖୋଦ୍ ସୁକିନ୍ଦା ଥାନା ଏସଆଇ। ସୁକିନ୍ଦା ଥାନାର ସବ ଇନ୍ସପେକ୍ଟର ନିର୍ମଳ  ଚନ୍ଦ୍ର ସେନାପତି ଜୈନେକ ଜଣେ ଗାଡି ମାଲିକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସୂଚନା…

ଟ୍ୱିନସିଟି ଇନଫ୍ରାକନରେ ଆଇଟି ରେଡ୍‌

କଟକ ତ୍ରିଶୁଳିଆ ଠାରେ ଥିବା ଘରୋଇ ଗୃହ ନିର୍ମାଣକାରୀ ସଂସ୍ଥା ଟ୍ୱିନ ସିଟି ଇନ୍‌ଫ୍ରାକନ୍‌ର କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟକର ବିଭାଗର ୧୫ଜଣିଆ ଟିମ୍ ଏହି ଚଢ଼ାଉ କରିଥିବା ବେଳେ ବିଭିନ୍ନ କାଗଜପତ୍ରକୁ ତନ୍ନତନ୍ନ କରି ଯାଞ୍ଚ କରିଛନ୍ତି। ଏହି ଚଢ଼ାଉ ବେଳେ…

ଡିଏନ୍ ଗ୍ରୁପ ଉପରେ ଚଢ଼ଉ ଜାରି: ଜବତ ଟଙ୍କା ଗଲା ଆରବିଆଇ

ଭୁବନେଶ୍ବର: ଟିକସ ଫାଙ୍କିବା ଅଭିଯୋଗରେ ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ ଉପରେ ଆୟକର ବିଭାଗର ଚଢ଼ଉ ସମୟରେ ମିଳିଥିବା ଟଙ୍କା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)କୁ ଯାଇଛି। ସେଠାକୁ ଯାଇଥିବା ଜବତ ଟଙ୍କା ଆଉ ଥରେ ଗଣାଯିବ। ଆୟକର ବିଭାଗ ଟଙ୍କା ସହ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର…

ରାଜଧାନୀରୁ ନିଖୋଜ ୨ ଛାତ୍ର ଟିଟିଲାଗଡ଼ରୁ ଠାବ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ମଙ୍ଗଳବାର ନିଖୋଜ ଦୁଇ ଦଶମ ଶ୍ରେଣୀ ଛାତ୍ର ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରୁ ବୁଧବାର ଠାବ ହୋଇଛନ୍ତି। ଠାବ କରାଯାଇଥିବା ଦୁଇ ଦଶମ ଶ୍ରେଣୀ ଛାତ୍ର ହେଲେ ପୃଥ୍ୱୀରାଜ ପ୍ରଧାନ ଓ ସୋନୁ କୁମାର। ସେମାନେ ଭୁବନେଶ୍ବର ଚନ୍ଦକା ଅଞ୍ଚଳର ମର୍ଣ୍ଣିଂ ଗ୍ଲୋରି…

ପୁଲିସ ପରିଚୟ ଦେଇ ବରିଷ୍ଠ ନାଗରିକଙ୍କ ଠାରୁ ୬୦ ଗ୍ରାମ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

କଟକ: କଟକ ଦୋଳମୁଣ୍ଡାଇରୁ ବଜ୍ରକବାଟିକୁ ସଂଯୋଗ କରୁଥିବା ରାସ୍ତା ପାର୍ଶ୍ବରେ ଥିବା ଅମ୍ବର ଏନ୍ଏକ୍ସ ଦୋକାନ ସମ୍ମୁଖରେ ନିଜକୁ ପୁଲିସ ପରିଚୟ ଦେଇ ବରିଷ୍ଠ ନାଗରିକଙ୍କ ଠାରୁ ୬୦ ଗ୍ରାମ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଆଜି ମଧ୍ୟାହ୍ନ ସମୟରେ କଟକ କଲେଜ ଛକ ଅଞ୍ଚଳର ବିଜୟ କୁମାର…

ରାଜଧାନୀରେ ଯୁବକଙ୍କ କଲର ଧରି ପିଟିଲେ ଲେଡି ଗୁଣ୍ଡା

ଭୁବନେଶ୍ୱର:ଭୁବନେଶ୍ୱରରେ ଲେଡି ଗୁଣ୍ଡାଙ୍କ  ଦାଦାଗିରି । ଯୁବକଙ୍କ କଲର ଧରିଲେ, ସେକି ଦେଇ ଗଲେ । ସମସ୍ତେ ଦେଖୁଥାନ୍ତି, ହେଲେ ଲେଡି ଗୁଣ୍ଡାଙ୍କୁ କେହି ସାମ୍ନା କରିପାରୁ ନ ଥାନ୍ତି । ଲେଡିଙ୍କ ପାଟିର ଭାଷା… ନ କହିବା ଭଲ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ସହିଦ ନଗର ଲକ୍ଷ୍ମୀ ବିହାର…

ମେଡିକାଲର ଝରକା ଭାଙ୍ଗୀ ଚମ୍ପଟ ମାରିଲା ଅଭିଯୁକ୍ତ

ନୀଳଗିରି: ନୀଳଗିରି ପୋଲିସ ହେପାଜତରୁ ଚମ୍ପଟ ମାରିଲା ଅଭିଯୁକ୍ତ । ନୀଳଗିରି ମେଡିକାଲର ଝରକା ଭାଙ୍ଗୀ ଚମ୍ପଟ ମାରିଲା । ବାହାରେ ପୋଲିସ ଥିବାବେଳେ ଯୁବକ ଝରକା ଭାଙ୍ଗୀ ଫେରାର ହୋଇଥିବା ଜଣାପଡିଛି । ନାବାଳକ ଅପହରଣ ମାମଲାରେୁ କାଲିଠୁ ଅଟକ ଥିଲା ଯୁବକ । ଅସୁସ୍ଥ ପରେ ଆଜି ନୀଳଗିରି…

ଭୀମସାରରେ ଦୁଇ ଛାତ୍ର ଗୋଷ୍ଠୀ ଗଣ୍ଡଗୋଳ ଘଟଣା: ଥାନାରେ ମାମଲା ରୁଜୁ

ସମ୍ବଲପୁର : ବୁର୍ଲା ଭୀମସାର ମେଡିକାଲ କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ଯରେ ଗଣ୍ଡଗୋଳ ଘଟଣାରେ ବୁର୍ଲା ଥାନାରେ ରୁଜୁ ହେଲା ମାମଲା । ବିଳମ୍ବିତ ରାତିରେ ରୁଜୁ ହେଲା ମାମଲା। ଭୀମସାର ଡିନ୍‌ଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି ପୋଲିସ। ଅଜଣା ବ୍ୟକ୍ତିଙ୍କ ନାମରେ ହୋଇଛି ମାମଲା…