Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ…
ମାଲକାନଗିରି : ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସିଂଧରିମାଳ ସର୍କଲ ର ରାଜସ୍ୱ ନିରକ୍ଷକ ସୀମାଞ୍ଚଳ ସାହୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିବା ଜଣାପଡିଛି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲାରେ ନିର୍ମାଣଧିନ ଏୟାରପୋର୍ଟ ରେ ଜମି ହରା ବ୍ୟକ୍ତିଙ୍କୁ ସରକାରଙ୍କ ପକ୍ଷରୁ!-->!-->!-->…
ବୁର୍ଲା ଭୀମସାର୍ରେ ଛାତ୍ର ଗୋଷ୍ଠୀ ମୁହାଁମୁହିଁ
ସମ୍ବଲପୁର :ଦୁଇ ମେଡ଼ିକାଲ୍ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ବୁର୍ଲା ଭୀମସାର୍ରେ ଗଣ୍ଡଗୋଳ ଘଟିଛି। ଭୀମସାର ଓ ବ୍ରହ୍ମପୁର ଏମ୍କେସିଜି ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୫ରୁ ୬ ଜଣ ମେଡ଼ିକାଲ୍ ଛାତ୍ର ଆହତ ହୋଇ ମେଡ଼ିକାଲ୍ରେ ଭର୍ତ୍ତି ହୋଇଛନ୍ତି।
ମିଳିଥିବା!-->!-->!-->…
ଜେଜେ ମା’ଙ୍କ ଅଭିଯୋଗ, ଦେଢ଼ବର୍ଷର ଶିଶୁକନ୍ୟାକୁ ତଣ୍ଟିଚିପି ଦେଲା ମା..
କେନ୍ଦ୍ରାପଡ଼ା : ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଲାଉଗୁଡ଼ା ଗ୍ରାମରେ ରବିବାର-ସୋମବାର ରାତିରେ ୩ ଛୁଆଙ୍କ ସହିତ ମା’ କୂଅକୁ ଡେଇଁବା ଘଟଣାକୁ ରାଜ୍ୟବାସୀ ଭୁଲି ନାହାନ୍ତି। ଏହି ଘଟଣାର ୨୪ ଘଣ୍ଟା ନପୂରୁଣୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଆଳି ଥାନା ଅନ୍ତର୍ଗତ ପଦନିପାଳ!-->…
ସ୍ୱାମୀର କୋଦାଳ ମାଡରେ ସ୍ତ୍ରୀ ମୃତ
ବଲାଙ୍ଗୀର: ପାରିବାରିକ କଲହରୁ ସ୍ବୀ କୁ ହତ୍ୟା କଲା ଜହ୍ଲାଦ ସ୍ୱାମୀ.. ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଟିକ୍ରାପଡା ଫାଣ୍ଡି ଝରବାହାଲି ଗାଁରେ…. ସ୍ୱାମୀର ଫାଉଡ଼ା ମାଡ଼ରେ ସ୍ତ୍ରୀ ମୃତ..ସୂଚନା ଅନୁଯାଇ ଆଜି ସକାଳୁ ଲମ୍ବୋଦର ନାଏକ ଙ୍କ ସ୍ତ୍ରୀ ବବି!-->…
ବିଜେବି କଲେଜରେ ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ
ଭୁବନେଶ୍ୱର: ପୁଣି ଅଶାନ୍ତ ହେଲା ବିଜେବି କଲେଜ । ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ । ନିଜ ଗୋଷ୍ଠୀରେ ସାମିଲ କରିବାକୁ ବିଜୁ ଛାତ୍ର ଜନତା ଦଳର ଛାତ୍ରନେତା ମାଡ ମାରିଥିବା ଅଭିଯୋଗ ହୋଇଛି । ଏହି ମାମଲା ଥାନାରେ ପହଞ୍ଚିଛି । ୩ ଜଣ ଛାତ୍ରଙ୍କୁ କିଛି ବିଜୁ ଜନତା ଦଳର ଛାତ୍ର ଓ ଅଣଛାତ୍ର!-->…
ଚୋର ଧରାଇ ଦେବାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
ଭୁବନେଶ୍ୱର : ବର୍ଷକ ତଳର ରାଗ ସୁଝାଇଲେ ଦୁର୍ବୃତ୍ତ । ଚୋର ଧରାଇ ଦେବାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ଏହାସହ ଆକ୍ରମଣର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଆଲୋକ ଦତ୍ତଙ୍କୁ ମାଡ଼ ମାରି!-->…
ଦିଗପହଣ୍ଡି ବସ୍ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି
ଦିଗପହଣ୍ଡି; ଆଜି ଆଉ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦିଗପହଣ୍ଡି ବସ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। କଟକ ଏସ୍ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଲଳିତା ପ୍ରଧାନଙ୍କର ମୃତ୍ୟୁ ଘଟିଛି। ଗତ ୨୫ ତାରିଖ ବିଳମ୍ୱିତ ରାତିରେ ଘଟିଥିଲା ଏହି ଛାତିଥରା!-->…
ସୁଇସାଇଡ୍ ନୋଟ୍ ଲେଖି ଛାତରୁ ଡେଇଁପଡ଼ିଲେ ଛାତ୍ରୀ
ଭୁବନେଶ୍ୱର: ଜଣେ ନବମ ଶ୍ରେଣୀ ଛାତ୍ରୀ ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଛାତ୍ରୀଙ୍କ ଆତ୍ମହତ୍ୟା କାରଣକୁ ନେଇ ଏବେ ସବୁଠି ଚର୍ଚ୍ଚା। କାରଣ ଛାତ୍ରୀ ଜଣକ ଅନ୍ୟ କୌଣସି କାରଣ ପାଇଁ ନୁହେଁ ବରଂ ନିଜର ପଠପଢ଼ାକୁ ନେଇ ଆତ୍ମହତ୍ୟା କରିଛନ୍ତି । ଛାତ୍ରୀଙ୍କ ପାଠପଢ଼ାରେ ମନ ନଲାଗିବାରୁ ସେ!-->…
ଗେଷ୍ଟ ହାଉସରୁ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା : ପୁରୁଷ ବନ୍ଧୁ ଫେରାର
ଖୋର୍ଦ୍ଧା: ଆତ୍ମହତ୍ୟା ନା ହତ୍ୟା? ରହସ୍ୟ ଘେରରେ ଯୁବତୀଙ୍କ ମୃତ୍ୟୁ। ଏବେବି ଗେଷ୍ଟ ହାଉସରେ ଝୁଲୁଛି ଯୁବତୀଙ୍କ ମୃତଦେହ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ସୀତରାମ ଛକ ସ୍ଥିତ ଏକ ଗେଷ୍ଟ ହାଉସରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ଯୁବତୀ ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଗେଷ୍ଟହାଉସ୍କୁ!-->…
୮ ମାସର ଝିଅକୁ ୮୦୦ ଟଙ୍କାରେ ବିକ୍ରି କଲା ମା’
ମୟୂରଭଞ୍ଜ : ହଜିଗଲା ମମତା । ୮ ମାସର ଝିଅକୁ ୮୦୦ ଟଙ୍କାରେ ବିକ୍ରି କଲା ମାଆ । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ମହୁଲିଆ ଗାଁରେ ଅଭାବନୀୟ ଘଟଣା ଘଟିଛି । ଏହି ମାମଲାରେ ପୋଲିସ ଛାନ୍ଭିନ୍ କରି ଶିଶୁକୁ ଉଦ୍ଧାର କରିବା ସହ ମା ଓ ୩ ଜଣଙ୍କୁ ଗିରଫ କରିଛି।
ସ୍ୱାମୀର ଅଜାଣତରେ ନିଜ!-->!-->!-->…