Browsing Category

ଅପରାଧ

ସୌରିନ ଭଟ୍ଟଙ୍କୁ ଖୋଜିବାକୁ କୋଲକାତା ଗଲା କଟକ କମିଶନରେଟ ପୋଲିସ ଟିମ୍‌

କଟକ: ଯୁବତୀଙ୍କୁ ଶୋଷଣ ଅଭିଯୋଗରେ ବଢ଼ିଲା ଜଣାଶୁଣା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ । ତାଙ୍କୁ ଖୋଜିବାକୁ କୋଲକାତା ଗଲା କଟକ କମିଶନରେଟ ପୋଲିସ ଟିମ୍‌ । ପୋଲିସର ଏକ ୫ ଜଣିଆ ଟିମ୍‌ କୋଲକାତା ଯାଇଛି । ଜଣେ ମହିଳା ଥାନା ଅଧିକାରୀଙ୍କ ନେତୃତ୍ୱରେ ଅଧିକ ଖୋଳତାଡ କରିବ ପୋଲିସ ।

ଅପହୃତ ନାବାଳିକା ଉଦ୍ଧାର, ନିର୍ଧୂମ ଛେଚା ଖାଇଲେ ଅପହରଣକାରୀ

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ବାଟପଳସା ଗାଁରୁ ଗତକାଲି ଅପହୃତ ହୋଇଥିବା ନାବାଳିକାକୁ ଆଜି ରାଇରଙ୍ଗପୁରରୁ ଉଦ୍ଧାର କରିଛି ପୁଲିସ। ଏହି ଘଟଣାରେ ସଂପୃକ୍ତ ବଣସାହିର ଅଫଜଲ୍ ଅନସାରୀ ଓ ଟପଳସା ଗାଁର ମମତା ମହାକୁଡ଼ଙ୍କୁ ପୁଲିସ ଅଟକ ରଖିଛି। ଅଭିଯୋଗ

ବିଜେଡି ନେତାଙ୍କୁ କାର୍ ମଡ଼ାଇ ହତ୍ୟା

ବ୍ରହ୍ମପୁର: ବିଜେଡି ନେତାଙ୍କୁ କାର୍ ମଡାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ‌ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଖମ୍ବାରି ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ପୂର୍ବତନ ସରପଞ୍ଚ ତଥା ଯୁବ ବିଜେଡି ନେତା ଲଳିତ ମୋହନ ମହାପାତ୍ର। ଗତକାଲି ମୋହନ

ମହିଳାଙ୍କୁ ବୀଭତ୍ସ ହତ୍ୟା

କଟକ: ଜଗତପୁର ଶିଳ୍ପାଞ୍ଚଳରେ ଥିବା ତ୍ରିନାଥ ସାହିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ମହିଳାଙ୍କ ନାଁ କବିତା ବେହେରା ଓ ତାଙ୍କ ବୟସ ୪୩ ବର୍ଷ। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ଘଟଣାସ୍ଥଳରେ ଜଗତପୁର ପୁଲିସ

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ରେଲୱେ ସୋର ସେକ୍ସନ ସିଗ୍‌ନାଲ ଜେଇଙ୍କ ଘର ସିଲ୍

ବାଲେଶ୍ବର/ସୋର: ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ରେଲୱେ ସୋର ସେକ୍ସନ ସିଗ୍‌ନାଲ ଜେଇ ଅମିର ଖାନ୍‌ଙ୍କ ଭଡ଼ା ଘର ସିଲ୍ କରାଯାଇଛି। ସୋରଠାରେ ଜେଇଙ୍କ ଏହି ଭଡ଼ା ଘର ରହିଛି। ଜିଆରପି ପୁଲିସ ଉପସ୍ଥିତିରେ ଘରକୁ ସିବିଆଇ ପକ୍ଷରୁ ସିଲ୍‌ କରାଯାଇଛି। ଦୁର୍ଘଟଣା ପରେ  କିଛି

ସୌରୀନ ଭଟ୍ଟଙ୍କ ବିରୋଧରେ ଶୋଷଣ ଅଭିଯୋଗ ମାମଲା, କୋଲକାତା ଯିବ ପୁଲିସ

କଟକ: ଜଣାଶୁଣା କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୋଧରେ ଶୋଷଣ ଅଭିଯୋଗ ମାମଲାରେ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବାର ସୂଚନା ମିଳିଛି। ସୂଚନା ଅନୁଯାୟୀ, ଘଟଣାର ତଦନ୍ତ ଲାଗି ଆସନ୍ତାକାଲି କୋଲକାତା ଯିବ କଟକ କମିଶନରେଟ ପୁଲିସର ଏକ ଚାରିଜଣିଆ ଟିମ। ଏଥିରେ ମହିଳା ଥାନା

ଦୁଇ ଝିଅକୁ ଛାଡି ପ୍ରେମିକ ସହ ମା’ ଫେରାର

ଭୁବନେଶ୍ୱର: କଅଁଳା ନିଷ୍ପାପ ଶିଶୁ ଦୁଇଟା ସବୁବେଳେ ମାଆ ମାଆ କହି ଖୋଜୁଛନ୍ତି । କେମିତି ମାଆ ଇଏ କେଜାଣି ଗୋଟିଏ କ୍ଷୀର ପିଉ ଥିବା ଶିଶୁ ଆଉ ଗୋଟିଏ ତାଠାରୁ ଟିକିଏ ବଡ଼। ଦୁଇଟି ନିରୀହ ଛୋଟ ଛୋଟ ଝିଅଙ୍କୁ ଛାଡି କେମିତି ସେ ମାଆ ମନ ମାନୁଛି । କିଭଳି ଏମାନଙ୍କୁ ଛାଡ଼ି ପ୍ରେମିକ ସହିତ

ଯନ୍ତ୍ରୀଙ୍କ ପରକୀୟା ପ୍ରୀତି, ଅଧରାତିରେ ପହଞ୍ଚି ଗଲେ ସ୍ତ୍ରୀ

ଉଦଳା: ଯନ୍ତ୍ରୀଙ୍କ ରୋମିଓଗିରି ପଦାରେ ପଡ଼ିଛି। ନିଜ ସ୍ତ୍ରୀ ଥାଇ ବି ଅନ୍ୟ ଜଣେ ଯୁବତୀଙ୍କ ସହିତ ରାତି ବିତାଇବା ମହଙ୍ଗା ପଡ଼ିଛି। ଇଂଜିନିୟର ସ୍ବାମୀ ପରକୀୟା ପ୍ରୀତିରେ ମାତିଥିବା ବେଳେ ସଂପର୍କୀୟଙ୍କ ସହିତ ସ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ଯାଇଛନ୍ତି। ଫଳରେ ଦୀର୍ଘ ଦିନରୁ ଚାଲି ଆସିଥିବା

ଟାଙ୍ଗୀ ଚଣ୍ଡେଶ୍ୱର ଛକରେ ଗୁଳିକାଣ୍ଡ, ଠିକାଦାର ମୃତ

ଟାଙ୍ଗୀ: ଗୁଳି ମାଡ଼ରେ ଠିକାଦାର ମୃତ । ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ଚଣ୍ଡେଶ୍ୱର ଛକରେ ଗୁଳିକାଣ୍ଡ । ମୃତକ ହେଲେ ଠିକାଦାର ରମେଶ ରାଉତ । ନିଜ ଘର ରାଧାମୋହନପୁରକୁ ଫେରୁଥିବା ବେଳେ ଘଟିଛି ଗୁଳିକାଣ୍ଡ । ଏକ ବାଇକରେ ଆସି ଦୁଇ ଦୁର୍ବୃତ୍ତ ଗୁଳିମାଡ଼ କରି ଫେରାର

ଅସଂଯତ ଅବସ୍ଥାରେ ଧରାପଡିଥିବା କନେଷ୍ଟବଳ ମଞ୍ଜିତ ସିଂ ମାଝୀ ଚାକିରିରୁ ନିଲମ୍ବିତ

ବଲାଙ୍ଗିର: ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟାପ୍ରୀତି । କନେଷ୍ଟବଳ ମଞ୍ଜିତ ସିଂ ମାଝୀ ଚାକିରିରୁ ନିଲମ୍ବିତ । ବଲାଙ୍ଗିର ଏସ୍‌ପି ଋଷିକେଶ ଖିଲାରୀ ତାଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି । ଗତ ୧୬ତାରିଖ ତାରିଖରେ ହତିଶାଲ ପଡାରେ ମଞ୍ଜିତ ପ୍ରେମିକାଙ୍କ ଘରୁ ଧରାପଡିଥିଲେ । ଅସଂଯତ