Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ପୂର୍ବତନ ଯୁବ କଂଗ୍ରେସଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତର ଘର ଭାଙ୍ଗିଲେ, ନିଆଁ ଲଗାଇଲେ ଉତ୍ତ୍ୟକ୍ତ ଲୋକେ
ରାୟଗଡ଼ା: କାଶୀପୁର ବ୍ଲକରେ ପୂର୍ବତନ ଯୁବ କଂଗ୍ରେସ ସଭାପତି ଗଜେନ୍ଦ୍ର ନାଏକଙ୍କୁ ଶୁକ୍ରବାର ଜଘନ୍ୟ ହତ୍ୟାକାଣ୍ଡ ଘଟଣାରେ ଉତ୍ତ୍ୟକ୍ତ ସମର୍ଥିତ ଜନତା ଚାନ୍ଦଗିରି ଗାଁରେ ଗୋଟିଏ ଘର ପୋଡ଼ିଦେଇଥିବା ସହ ଅଭିଯୁକ୍ତଙ୍କ ଘର ସହ ଅନ୍ୟ ଦୁଇଟି ଘର ଭଙ୍ଗାରୁଜା କରିଥିବା ସୁତ୍ରରୁ ଖବର ମିଳିଛି।!-->…
ପ୍ରି ଆକ୍ଟିଭେଟେଡ ସିମ୍ ରାକେଟ୍ର ପର୍ଦ୍ଦାଫାସ୍, ପୁରୀରୁ ୮ ଜଣଙ୍କୁ ବାନ୍ଧିଲା ସାଇବର ପୋଲିସ
କଟକ: କଟକ ସାଇବର ଥାନା ପୁଲିସକୁ ବଡ ସଫଳତା ମିଳିଛି। ପୁଲିସ ହାତରେ ଧରାପଡ଼ିଛନ୍ତି ସିମ ଚାଲାଣକାରି ଗ୍ୟାଙ୍ଗ୍ର ୮ ଜଣ ସଦସ୍ୟ। ଏହି ଗ୍ୟାଙ୍ଗର ସଦସ୍ୟମାନେ ପୁରୀରୁ ଦେଶର ବିଭିନ୍ନ ରାଜ୍ୟକୁ ମୋବାଇଲ ସିମ ଯୋଗାଉଥିଲେ। ସେମାନେ ଯୋଗାଉଥିବା ସିମ୍ଗୁଡ଼ିକ ମଧ୍ୟରୁ କିଛି ଆକ୍ଟିଭ୍ ରହୁଥିଲା।!-->…
ଡ୍ରଗ୍ସ ମାଫିଆ ସୋମନାଥ ଭୁଜବଳ ଚିକିତ୍ସାଧିନ ଅବସ୍ଥାରେ ମୃତ
ଖୋର୍ଦ୍ଧା: ଡ୍ରଗ୍ସ ମାଫିଆ ସୋମନାଥ ଭୁଜବଳ ଚିକିତ୍ସାଧିନ ଅବସ୍ଥାରେ ମୃତ। ଗୁଳିମାଡରେ ଆହତ ହୋଇ ଭୁବନେଶ୍ଵର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗୁଳି ତାଙ୍କ ହାତ, ଛାତି ଓ ପିଠିରେ ବାଜିଥିଲା।
ଗତ ୭ ତାରିଖ ରାତିରେ ସାମନ୍ତରାପୁର ଠେଙ୍ଗାହାଟ ଛକରେ ଏକାକି ଠିଆ!-->!-->!-->…
୫ବର୍ଷର ପୁଅକୁ ହତ୍ୟା କରି ଟାଙ୍ଗି ଦେଲା ବାପା
ରାଉରକେଲା : ରାଉରକେଲା ଉଦିତନଗର ଥାନା ଅନ୍ତର୍ଗତ ଶୀତଳପଡ଼ା ବସ୍ତିରେ ଗତକାଲି ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି। ପର ପୁରୁଷ ସହ ସ୍ତ୍ରୀ ପଳାଇବା ପରେ ନିଜ ଜନ୍ମ କଲା ପୁଅକୁ ହତ୍ୟା କରି ଟାଙ୍ଗି ଦେଲା ପିଶାଚ ବାପା। ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
!-->!-->!-->…
ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୩ ଗୁରୁତର
ବାଲେଶ୍ୱର : ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୩ ଗୁରୁତର। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଞ୍ଜି ବଜାରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ସଂଘର୍ଷରେ ତିନି ଗୁରୁତର, ୨୦ ଯୁବକଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ!-->…
ମାଲକାନଗିରି କାରାଗାର ରେ ବିଚାର ଧୀନ କୈଦୀ ର ଆତ୍ମହତ୍ୟା…
ମାଲକାନଗିରି : ମାଲକାନଗିରି ଆଜି ସକାଳ ଭୋର ୪ଟା ସମୟରେ ଶୌଚ ହେବାକୁ ଭୋର ପ୍ରାୟ ଫାଶୀ ହୋଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ବିଚାରାଧୀନ କଏଦୀ ଜଣକ ହେଲେ mpv 37 ଗାଁ ର ବିଧାନ ମିର୍ଧା । ଦୁଇ ଦୁଇଟି ହତ୍ୟା କାଣ୍ଡର ଅଭିଯୋଗ ଥିବା ବିଚାରାଧୀନ କଏଦୀ ଙ୍କ ଆତ୍ମହତ୍ୟା କୁ ନେଇ!-->!-->!-->…
ନବବଧୂକୁ ହତ୍ୟା ଅଭିଯୋଗ
ଦଶରଥପୁର:ପାଦରୁ ଅଳତା ଲିଭିନାହିଁ, ହାତରୁ ମେହେନ୍ଦି ଛାଡ଼ିନାହିଁ, ସ୍ୱାମୀର ସୁଖ ଶାଶୁ ଶ୍ୱଶୁରଙ୍କ ସ୍ନେହ କଣ ଜାଣିନାହିଁ, ହେଲେ ଚାଲିଯାଇଛି ଜଣେ ନବବିବାହିତ ବଧୂର ଜୀବନ। ହଁ ଅଳକୁଣ୍ଡ ଥାନା ବରିକୁଳ ଠାକୁରବାଡ଼ି ଗ୍ରାମର ପରେଶ ଚନ୍ଦ୍ର ଦାଶ ମଙ୍ଗଳପୁର ଥାନା ମଙ୍ଗଳପୁର ପଞ୍ଚାୟତ!-->…
ସ୍ୱାମୀ ଓ ଶାଶୁକୁ ବିଷ ଦେଇଦେଲା ବୋହୂ: ଜଣେ ମୃତ, ଜଣେ ଗୁରୁତର
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ରାସୋଳ ଗ୍ରାମର ବ୍ରାହ୍ମଣ ସାହିରେ ଗତକାଲି ରାତିର ଘଟଛି ଅଭାବନୀୟ ଘଟଣା । ବୋହୂ ବିଷ ଦେବା ଦ୍ଵାରା ଶାଶୁର ମୃତ୍ୟୁ ହେବା ସହ ସ୍ୱାମୀ ଗୁରତର ହୋଇ ହିନ୍ଦୋଳ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ!-->…
କାଶୀପୁର ବ୍ଲକ ପୂର୍ବତନ ଯୁବ କଂଗ୍ରେସ ସଭାପତି ଗଜେନ୍ଦ୍ର ନାଏକ ଙ୍କୁ ନିର୍ମମ ଭାବେ ହତ୍ୟା…
କାଶୀପୁର : ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ଆଜି ସକାଳ ପ୍ରାୟ ୭ ଟା ସମୟରେ ଗଜେନ୍ଦ୍ର ନାଏକ (ବୁଲୁ)କାଶୀପୁର ଠାରୁ ୧୦ କିଲୋମିଟର ଦୂର ସିକର ଲଟା ଗ୍ରାମକୁ ନିଜ ଚାଷଜମି ର ମରାମତି ନିମନ୍ତେ ଯାଇଥିଲେ । ତାଙ୍କ ସହ କିଛିନିଜ ଶ୍ରମିକ ଏବଂ JCB!-->…
ନକଲି ପୋଲିସ ଗିରଫ…
ଫୁଲବାଣୀ: ପୋଲିସ ବେଶରେ କରୁଥିଲେ ଡକାୟତ l 8 ଜଣ ଅଭିଯୁକ୍ତଙ୍କୁ ଫିରିଙ୍ଗିଆ ପୋଲିସ ଗିରଫ କରିବା ସହ କିଛି ଟଙ୍କା ଦେଶୀ ବନ୍ଧୁକ କରିଛି ଜବତ l ଗତ 6 ତାରିଖ ଦିନ ରାତିରେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ପାଙ୍ଗl ପଞ୍ଚାୟତ ର ବାଲି ଗୋଟା ଗ୍ରାମ ରେ ରାତି 2 ଟା ସମୟରେ 14 ଜଣ ସଶସ୍ତ୍ର!-->!-->!-->…