Browsing Category

ଅପରାଧ

ଗୋଳାବାରୁଦ କାରଖାନାରେ ବିସ୍ଫୋରଣ, ୨ ଗୁରୁତର

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ବଡ଼ମାଳ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ ହୋଇଛି। ବୋମା ତିଆରି ସମୟରେ ବିସ୍ପୋରଣ ଘଟି ଦୁଇ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଆହତ ଦ୍ୱୟ କାରଖାନାର ୨ ବରିଷ୍ଠ ଟେକ୍ନିସିଆନ ବୋଲି ଜଣାପଡ଼ିଛି। ସେମାନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ସେମାନେ ହେଲେ…

ନକ୍ସଲ କ୍ୟାମ୍ପରେ ମହିଳାଙ୍କୁ ଦିଆଯାଉଥିଲା ଯୌନ ନିର୍ଯାତନା; ମିଳିଲା ଗର୍ଭନିରୋଧକ ଓ ଗର୍ଭ ପରୀକ୍ଷା କୀଟ୍‌

ନବରଂଗପୁର: ରକ୍ତର ହୋଲି ଖେଳୁଥିବା ନକ୍ସଲଙ୍କ ପ୍ରକୃତ ଚେହେରା ସାମ୍ନାକୁ ଆସିଛି। ମହିଳା ଓ ଝିଅମାନଙ୍କୁ ସଙ୍ଗଠନରେ ସାମିଲ କରାଇ ଘଞ୍ଚ ଜଙ୍ଗଲରେ ସେମାନଙ୍କ ସହିତ ରଖୁଥିଲେ ଶାରୀରିକ ସମ୍ପର୍କ। ଆଉ ଦେଇଥିଲେ ଯୌନ ନିର୍ଯାତନା। ନକ୍ସଲ କ୍ୟାମ୍ପରୁ ଗର୍ଭନିରୋଧକ ଓ ଗର୍ଭ ପରୀକ୍ଷା କୀଟ୍‌…

କଟକରେ ଘରୋଇ ନର୍ସିଂହୋମ୍‌ ଉପରେ ଚଢ଼ଉ ପରେ ସିଲ୍‌, ଲାଗିଲା ୩୦ ହଜାର ଜରିମାନା

କଟକ: ନିୟମ ଉଲ୍ଲଂଘନକାରୀ ସଂସ୍ଥା ଉପରେ କଟକ ମହାନଗର ନିଗମ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଦେଇଛି। ହୋଟେଲ ପରେ ଏବେ ନର୍ସିଂହୋମର ପାଳି ପଡ଼ିଛି। ଗତକାଲି କଟକ ମଧୁପାଟଣା ଠାରେ ଥିବା ପିପୁଲ୍ ପଦ୍ମଜା ହୋଟେଲ ଉପରେ ଚଢ଼ଉ ହୋଇଥିବା ବେଳେ ଆଜି ଶଙ୍କରପୁର ବାରିକସାହି ଠାରେ ଥିବା ସାଇ…

କଟକରେ ୪.୧୩ କୋଟି ଟଙ୍କା ଠକେଇ ମାମଲା; ୩ ଗିରଫ

ଭୁବନେଶ୍ବର: କଟକରେ ୪.୧୩ କୋଟି ଟଙ୍କା ଠକେଇ ମାମଲାରେ ଜଣେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର, ବରିଷ୍ଠ କିରାଣୀ ଓ ପୂର୍ବତନ ଏଲଆଇସି ଏଜେଣ୍ଟଙ୍କୁ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ), ଭୁବନେଶ୍ୱର ଗିରଫ କରିଥିବା ଜଣାଯାଇଛି। ତିନି ଅଭିଯୁକ୍ତ ହେଲେ କଟକ ଅର୍ବାନ କୋପରେଟିଭ ବ୍ୟାଙ୍କ ନୂଆପାଟଣା…

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ: ବିଲ ପାସ୍‌ କରାଇଦେବା ପାଇଁ ନେଉଥିଲେ ୩୦ ହଜାର ଲାଞ୍ଚ

ନରସିଂପୁର : ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ । ଲାଞ୍ଚ ନେଉଥିବା ବେଳେ କଟକ ବଡ଼ମ୍ବା ବ୍ଲକ ନିର୍ବାହୀ ଯନ୍ତ୍ରୀ ବାଉରୀବନ୍ଧୁ ପରିଡ଼ାଙ୍କୁ ଧରିଲା ଭିଜିଲାନ୍ସ । ବଡମ୍ବା ବ୍ଲକ ତୁଣୁପୁର ଗାଁର ସରପଞ୍ଚଙ୍କ ସ୍ୱାମୀଙ୍କ ଠାରୁ ବିଲ ପାସ୍‌ କରାଇଦେବା ପାଇଁ ନେଉଥିଲେ ୩୦ ହଜାର ଟଙ୍କା…

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ, ଶିକ୍ଷକଙ୍କଠାରୁ ନେଉଥିଲେ ଲାଞ୍ଚ

ପଟାମୁଣ୍ଡାଇ : ଭିଜିଲାନ୍ସ ଜାଲରେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ମାନସ ରଞ୍ଜନ ଧଳ। ଜଣେ ଶିକ୍ଷକଙ୍କର ବକେୟା(ଏରିଅର୍) ଦରମା ପ୍ରଦାନ ଲାଗି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ, ସେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା…

ଚିଟଫଣ୍ଡ ସଂସ୍ଥାର ୨ ନିର୍ଦ୍ଦେଶକଙ୍କୁ ଜେଲ୍ ଦଣ୍ଡାଦେଶ, ୧ ଲକ୍ଷ ୫୧ ହଜାର ଟଙ୍କା ଜରିମାନା

ବାଲେଶ୍ୱର: ଚିଟଫଣ୍ଡ ସଂସ୍ଥାର ୨ ନିର୍ଦ୍ଦେଶକଙ୍କୁ ଜେଲ୍ ଦଣ୍ଡାଦେଶ ହୋଇଥିବାର ଖବର ମିଳିଛି। ବାଲେଶ୍ଵର ସ୍ଵତନ୍ତ୍ର ଓ ପି ଆଇ ଡି କୋର୍ଟ ଦ୍ଵାରା ଚିଟ୍ ଫଣ୍ଡ ଠକେଇ ମାମଲାରେ ଦୁଇ ଜଣଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଦଣ୍ଡ ସହ ୧ ଲକ୍ଷ ୫୧ ହଜାର ଟଙ୍କା ଜରିମାନା କରାଯାଇଛି। ‘ମିରାକିଲ୍ ୱଣ୍ଡର’…

ଗୋଡ଼ବନ୍ଧା ଅବସ୍ଥାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…

ନବରଙ୍ଗପୁର: ମାରି ଦେଇ ଝୁଲାଇ ଦେଲେ !। ଗୋଡ଼ବନ୍ଧା ଅବସ୍ଥାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ନବରଙ୍ଗପୁର ବେହେରାଗୁଡା ମଣ୍ଡେଇ ପଡିଆ ସାମନା ବରଗଛରେ ଗୋଡ଼ବନ୍ଧା ଅବସ୍ଥାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଗଛରେ ଏକ ବ୍ୟାଗ ମଧ୍ୟ ରହିଛି । ଘଟଣାସ୍ଥଳରେ ଟାଉନ…

ଟ୍ରେନରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା: ପରିଚୟ ଜାଣିବା ପାଇଁ ୩ ମୋବାଇଲ ନମ୍ବର ଜାରି

ଭୁବନେଶ୍ୱର : ଧାନବାଦ ଏକ୍ସପ୍ରେସରେ ମହିଳାଙ୍କ କ୍ଷତାକ୍ତ ମୃତଦେହ ମିଳିବା ଘଟଣା । ପରିଚୟ ଜାଣିବା ପାଇଁ ୩ ମୋବାଇଲ ନମ୍ବର ଜାରି କଲା ଜିଆରପି । ୩ ଟି ନମ୍ବର ହେଲା 9438122528, 9438916892, 7008297947… ନିଜ ନାମ ଗୋପନ ରଖି ପରିଚୟ ଜଣାଇପାରିବେ । ମୃତ ମହିଳାଙ୍କ ପରିଚୟ ପାଇବା ପାଇଁ…

ଜମି ବିବାଦକୁ କେନ୍ଦ୍ର କରି ଭାଇ କୁ ପଥର ଛେଚି ହତ୍ୟା : ଘଟଣା ରେ ୧0 ଅଟକ….

କୁଆଁରମୁଣ୍ଡା /ନୂଆଗାଁ:(୨୭/୦୪/୨୦୨୩)କଥାରେ ଅଛି ଯୋଡ଼ାକୁ ଘୋଡ଼ା ସରି ନୁହେଁ। ଅର୍ଥାତ୍ ଯେଉଁ ମଣିଷ ସହ ତା' ସମ୍ପର୍କୀୟ ବ୍ୟକ୍ତି ସିଏ ଭାଇ ହେଉ କି ବନ୍ଧୁ ଥାଏ ସେ ଦୁନିଆର ଯେକୌଣସି ଶକ୍ତିକୁ ପରାଜୟ କରିପାରେ । କିନ୍ତୁ ସଭ୍ୟତାର ପାହାଚ ଚଢ଼ି ଚଢ଼ି ଆଜି ସମୟରେ ମଣିଷ ଏତେ ମାତ୍ରାରେ…