Browsing Category

ଅପରାଧ

ଡାକ୍ତରଖାନା ତାଜାରୁ ଉଦ୍ଧାର ହେଲେ ରୋଗୀ

ଝାରସୁଗୁଡ଼ା : ଡାକ୍ତରଖାନା ତାଜାରୁ ଉଦ୍ଧାର ହେଲେ ରୋଗୀ। ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟର ପଞ୍ଚମ ମହଲାକୁ ଚଢିଯାଇଥିଲେ ଜଣେ ମାନସିକ ରୋଗୀ । କେତେବେଳେ ବି ଜୀବନ ଚାଲିଯିବାର ଭୟ ଥିଲା । ତେବେ ଖବର ପାଇ ଅଗ୍ନିଶମ ବାହିନୀ ଡାକ୍ତରଖାନାରେ ପହଞ୍ଚି ରୋଗୀ ଜଣକୁ ଉଦ୍ଧାର କରିଛନ୍ତି ।

ହଷ୍ଟେଲରେ ଇଞ୍ଜିନିୟରିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…

ଯାଜପୁର : ଜୀବନ ହାରିଲେ ପଲିଟେକନିକ୍‌ ଛାତ୍ରୀ । ହଷ୍ଟେଲ ରୁମ୍‌ରେ ଝୁଲି ପଡ଼ିଲେ । ଯାଜପୁର ସରକାରୀ ପଲିଟେକନିକ୍‌ର ବିରଜା ହଷ୍ଟେଲରେ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ମୃତଦେହ । ତାଙ୍କ ନାଁ ରୋଜାଲିନ୍‌ ପାତ୍ର ଓ

ଧରାପଡିଲେ ନାବାଳକ ବାଇକ ଆରୋହୀ, କଟିଲା ୫୦ ହଜାର ଫାଇନ…

ରାୟଗଡା: ନାବାଳକ ବାଇକ ଚାଳକଙ୍କୁ ୫୦ ହଜାର ଫାଇନ୍‌। ଦୁଇ ଜଣ ନାବାଳକ ଚାଳକଙ୍କୁ ଧରି ଫାଇନ ଆଦାୟ କରିଛି RTO। ରାୟଗଡ଼ା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଚେକିଂ ଜୋରଦାର ଚାଲିଥିବାବେଳେ ଏହି ଫାଇନ୍‌ ଆଦାୟ କରାଯାଇଛି। ରାୟଗଡ଼ା କଲେଜ ରୋଡ଼ ନିକଟରେ ଉଭୟଙ୍କଠାରୁ ଜରିମାନା ଆଦାୟ

ସିଆରପିଏଫ ଜବାନଙ୍କ ଆତ୍ମହତ୍ୟା…

ପଦ୍ମପୁର : ସିଆରପିଏଫ ଜବାନଙ୍କ ଆତ୍ମହତ୍ୟା। ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ସିଆରପିଏଫ କ୍ୟାମ୍ପରେ କାର୍ଯ୍ୟରତ ଜବାନ ପ୍ରଶନ୍ନଜିତ ପାଳ ଡ୍ୟୁଟିରେ ଥିବା ସମୟରେ ନିଜ ବନ୍ଧୁକରେ ନିଜେ ଗୁଲିକରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସିଆରପିଏଫ ଜବାନ ଜଣକଙ୍କ ଡ୍ୟୁଟି ରାତି ୧୦ ଟା

ପୋଷ୍ଟାଲ ଚାକିରୀ ପାଇଁ ଜାଲ ସାର୍ଟିଫିକେଟ : ୬ ଜଣଙ୍କ ନାମରେ ଥାନାରେ ଏତଲା ଦେଲେ ଡାକ ଅଧିକ୍ଷକ…

ଫୁଲବାଣୀ:-ଡାକ ବିଭାଗରେ ଚାକିରୀ ପାଇଁ ଜାଲ ଶିକ୍ଷା ପ୍ରମାଣପତ୍ର ଦାଖଲ କରି ଆବେଦନ କରିଛନ୍ତି ପ୍ରାର୍ଥୀ l ଏଭଳି ଘଟଣାର ପର୍ଦ୍ଦାଫାସ ହୋଇଛି ଫୁଲବାଣୀ ଡାକ ମଣ୍ଡଳରେ l ଘଟଣା ଜଣା ପଡିବା ପରେ ଫୁଲବାଣୀ ଡାକ ମଣ୍ଡଳ ଅଧୀକ୍ଷକ ଫୁଲବାଣୀ ଟାଉନ ଥାନାରେ ଏତଲା ଦେଇଛନ୍ତି l ସୂଚନା ଅନୁଯାୟୀ

5T ସ୍କୁଲ ରେ ନୂଆ ନଜାରା ପାଠ ପଢାଇବା ଛାଡି ପିଲାଙ୍କୁ କାମ କରାଇଲେ ପ୍ରଧାନ ଶିକ୍ଷକ

ଏହା 5T ନାମରେ କଳଙ୍କ ନୁହେଁକି...?? ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନିଳାଦ୍ରିନାଗର 5T ଉଚ୍ଚ ବିଦ୍ୟାଳୟ ରେ ଅମାନୁଷିକ ଦୃଶ୍ୟ ଦେଖିବାକୁ ମିଳିଛି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ 5T ର ପ୍ରକୃତ ଅର୍ଥ କୁ ବୁଝି 5T ର ଗୋଟିଏ T ଅର୍ଥାତ Teamwork ର ମୂଲ୍ୟବୋଧକୁ

ଓଲିଉଡ ହିରୋ ଅଜିତାଭ ମଲ୍ଲିକ ଗିରଫ

ଭୁବନେଶ୍ୱର: ହିରୋ ଚାର୍‌ ସୋ ବିଶ୍‌ । ରିଲ୍‌ରେ ହିରୋ ହେଲେ ରିଅଲ ଲାଇଫରେ ଭିଲେନ୍‌ । ଏଭଳି ଜଣେ ଠକ ହିରୋକୁ ଗିରଫ କରିଛି କମିଶନରେଟ ପୋଲିସ । ଓଲିଉଡ ହିରୋ ଅଜିତାଭ ମଲ୍ଲିକଙ୍କୁ ବାନ୍ଧିଲା ଖଣ୍ଡଗିରି ଥାନା ପୋଲିସ । ଘର ବିକ୍ରି ନାଁରେ ମହିଳା ଅଧ୍ୟାପକଙ୍କ ଠାରୁ ୮୫ ଲକ୍ଷ ଟଙ୍କା

ନକଲି ପ୍ରମାଣପତ୍ର ମାମଲା: ମାଷ୍ଟରମାଇଣ୍ଡ ଓ ସହଯୋଗୀଙ୍କ ସମେତ ୧୯ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଲାଙ୍ଗୀର: ନକଲି ପ୍ରମାଣପତ୍ର ମାମଲାରେ ବଲାଙ୍ଗୀର ପୁଲିସ ମାଷ୍ଟରମାଇଣ୍ଡ ମନୋଜ ମିଶ୍ର ଓ ସହଯୋଗୀ ଆଲୋକ ଉଦଗାତାଙ୍କ ସମେତ ୧୯ ଜଣଙ୍କୁ  ସୋମବାର କୋର୍ଟ ଚାଲାଣ କରିଛି। ମନୋଜ ମିଶ୍ର ଓ ଆଲୋକ ଉଦଗାତାଙ୍କ ସମେତ ନକଲି ସାର୍ଟିଫିକେଟ କିଣି ଯେଉଁମାନେ ଡାକବିଭାଗରେ ପଦବି ଆବେଦନ କରିଥିଲେ

ରେଳ ଧାରଣାରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଟାଙ୍ଗୀ : ରେଳ ଧାରଣା ପାର୍ଶ୍ୱରୁ ଅଜଣା ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁଦେହ ଉଦ୍ଧାର। ଆଜି ସକାଳୁ ଖୋର୍ଦ୍ଧା ରେଳ ମଣ୍ଡଳ ଅଧିନ ମୁକ୍ତେଶ୍‌ର ରେଳ ଷ୍ଟେସନ ଅନତି ଦୂରରେ ୨ଟି ରେଳ ଧାରଣା ମଧ୍ୟ ଭାଗରେ ଜଣେ ଅଜଣା ବୟସ୍କ ବ୍ୟକ୍ତିଙ୍କ ମୃତଦେହ ଦେଖିବାକୁ ପାଇଥିଲେ ସ୍ଥାନୀୟ ବାସିନ୍ଦା ।

ଗୁଣିଆ ସନ୍ଦେହରେ ବୃଦ୍ଧଙ୍କୁ ବୀଭତ୍ସ ହତ୍ୟା…

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଗୁଣିଆ ସନ୍ଦେହରେ ବୃଦ୍ଧଙ୍କୁ ବୀଭତ୍ସ ହତ୍ୟା । ଟାଙ୍ଗିଆରେ ହାଣି ହତ୍ୟା ଅଭିଯୋଗ । କିଂଜିରକେଲା ଥାନା ଅନ୍ତର୍ଗତ କୁଲବା ଅଡ଼ାପଡାରେ ଏହି ନିର୍ମମ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ହଳଧର ଭୋଇ । ଏହି ଘଟଣାରେ କିଞ୍ଜିରିକେଲା ଥାନା ପୋଲିସ ମୃତଦେହ ଜବତ କରିବା