Browsing Category

ଅପରାଧ

ମୋବାଇଲ ପାଇଁ ସ୍ୱାମୀ କୁ ଆକ୍ରମଣ କଲେ ସ୍ତ୍ରୀ…

ଵଲାଙ୍ଗିର: ଵଲାଙ୍ଗିର ଜିଲ୍ଲାରେ ମୋବାଇଲ ପାଇଁ ସ୍ୱାମୀ କୁ ଆକ୍ରମଣ କଲେ ସ୍ତ୍ରୀ । ପୁଇଁତଲା ଥାନା କେସରକଲା ଗାଁ ରେ ଘଟିଛି ଘଟଣା । ସ୍ୱାମୀ ଗଣେଶ୍ୱର ସୁନାକୁ କୁ ଗୁରୁତର ଅବସ୍ଥା ରେ ଵଲାଙ୍ଗିର ଭୀମଭୋଇ ମେଡିଲାଲ କଲେଜ ଡାକ୍ତରଖାନା ରେ ଭର୍ତ୍ତି କାରରଯାଇଛି । ଗଣେଶ୍ୱର ଙ୍କୁ

NH 18 ରେ ଓଲଟିଲା ବସ, ୩୦ ଆହତ,୪ ଜଣ ଗୁରୁତର

ମୟୁରଭଞ୍ଜ: ଓଲଟିଲା ବସ, ୩୦ ଆହତ । ବସ୍‌ରେ ଥିବା ୩୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ରାଇରଙ୍ଗପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍‌ କୃଷ୍ଣଚନ୍ଦ୍ରପୁରଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଭୁବନେଶ୍ୱର ଅଭିମୁଖେ ଯାଉଥିବା

ଟିକାବାଲି ଥାନା ସରକାରୀ ବାସଭବନରେ ବେକରେ ରଶି ଲଗାଇ କନେଷ୍ଟବଳଙ୍କ ଆତ୍ମହତ୍ୟା…

ଫୁଲବାଣୀ :-କନ୍ଧମାଳ ଜିଲ୍ଲା ଟିକାବାଲି ଥାନାର ସରକାରୀ ବାସଭବନରେ ବେକରେ ରଶି ଲଗାଇ କନେଷ୍ଟବଳ ଶ୍ରୀନିବାସ ଘଟାଲଙ୍କ ଆତ୍ମହତ୍ୟା। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ । ସ୍ଵର୍ଗତ ଶ୍ରୀନିବାସ ଙ୍କ ପରିବାର ଫୁଲବାଣୀ ସ୍ଥିତ ପିଅନପଡା ଅଞ୍ଚଳରେ ବସ ବାସ କରୁଥିବା ଏବଂତାଙ୍କର ଗୋଟିଏ ଝିଅ ଓ

ଘରୋଇ କୋଚିଂ ସେଣ୍ଟର ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହରରେ ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବାର ଖବର ମିଳିଛି। ସଦର ଥାନା ଅନ୍ତର୍ଗତ ଏକ ଘରୋଇ କୋଚିଂ ସେଣ୍ଟର ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ସୁବ୍ରତ ମୁଦୁଲି। ସେ କଂସାରି ପଞ୍ଚାୟତର ଫୋରଡ଼ ଗାଁର ସୁବାସ ମୁଦୁଲିଙ୍କ ପୁଅ।

ଦୋଳ ବିମାନକୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌, ୨ ମୃତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହରର ଦୁହୁରିଆ ଓମଫେଡ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଦୋଳ ବିମାନ ନେଇ ଯାଉଥିବା ଲୋକଙ୍କୁ ପିକ୍ଅପ୍ ଭ୍ୟାନ୍ ଧକ୍କା ଦେବା ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ  ୩ ଗୁରୁତର ହୋଇଥିବା ଜଣାଯାଇଛି।ସୂଚନା ଅନୁଯାୟୀ, ବାଲିଆରେ ଦୋଳ

କାର କାଚ ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ୍‌…

ପାଣିକୋଇଲି: ପାଣିକୋଇଲି ଛକରେ ଜଣେ ବେସରକାରୀ ସଂସ୍ଥାର କର୍ମଚାରୀଙ୍କ କାର କାଚ ଭାଙ୍ଗି‌ ଲକ୍ଷାଧିକ ଟଙ୍କାର ବହୁ ମୂଲ୍ୟବାନ ଜିନିଷ କେହି ଦୁର୍ବୃତ୍ତ ଚୋରି କରିନେଇଛନ୍ତି। ଭୁବନେଶ୍ୱର ଅଞ୍ଚଳର ସୁବ୍ରତ କୁମାର ଚାନ୍ଦ ଏକ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରନ୍ତି। ଗତକାଲି ସେ ନିଜ ନେକ୍ସନ

ପ୍ରୋଟିନ ସପ୍ଲିମେଣ୍ଟ ନାଁରେ ନିଶା ଦେଇ ଯୁବତୀଙ୍କୁ ବଳାତ୍କାର ଅଭିଯୋଗ…

କଟକ: କଟକରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ପ୍ରୋଟିନ୍‌ ସପ୍ଲିମେଣ୍ଟ ନାଁରେ ନିଶା ଦେଇ ଦୁଷ୍କର୍ମ ଅଭିଯୋଗ ହୋଇଛି । କଟକ ମର୍କତନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯୁବତୀ । ସ୍ଥାନୀୟ ଏକ ଜିମ୍‌ର ଟ୍ରେନରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ହୋଇଛି । ମାମଲା ରୁଜୁ କରି ତଦନ୍ତ ଆରମ୍ଭ

ଗ୍ୟାସ୍‌ ସିଲିଣ୍ଡର ଭିତରେ ଗଞ୍ଜେଇ ଚାଲାଣ, ଧରାପଡ଼ିଲା ଯୁବକ

ଭୁବନେଶ୍ୱର / ପୂରୀ : ପୁଲିସ ଡାଳେଡାଳେ ଗଲେ ଚୋର ପତ୍ରେପତ୍ରେ ଯିବାକୁ ଚେଷ୍ଟା କରୁଛନ୍ତି। ହେଲେ ଚୋର ଘର ସବୁବେଳେ ଅନ୍ଧାର ରୁହେନି। ଘରୋଇ ଗ୍ୟାସ୍ ସିଲିଣ୍ଡର ଭିତରେ ଗଞ୍ଜେଇ ଚାଲାଣ କରୁଥିବା ଜଣେ ଯୁବକ ଆଜି ଅବକାରୀ ବିଭାଗ ହାତରେ ଧରାପଡ଼ିଛି। ଏହି ଯୁବକ ପୁଲିସ ଓ ଅବକାରୀ ବିଭାଗ

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଛାତ୍ରନିବାସରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ଥିବା ନୂତନ ଛାତ୍ରନିବାସରେ ଆଜି ଜଣେ ଛାତ୍ରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି। ମୃତ ଛାତ୍ରଜଣକ ହେଲେ ଆଇଆର୍‌ ଏଣ୍ଡ ପିଏମ୍‌ ବିଭାଗର ପ୍ରଥମ ବର୍ଷର ତାରିଣୀ ପ୍ରସାଦ ବିଶ୍ୱାଳ, ତାଙ୍କ ଘର ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ