Browsing Category

ଅପରାଧ

ପ୍ରେମିକାଙ୍କ ଫଟୋ ଭାଇରାଲ୍‌ କରି ପ୍ରେମିକ ଗିରଫ…

ଭୁବନେଶ୍ୱର : ପ୍ରଥମେ ଅନ୍‌ଲାଇନ୍ ପ୍ରେମ, ତା’ ପରେ ମୋବାଇଲରେ ଅନ୍ତରଙ୍ଗ ଫଟୋ ଉତ୍ତୋଳନ କରି ପ୍ରେମିକା ସହିତ ଧୋକ୍କାଦେଇ ପ୍ରେମିକ ଗିରଫ ହୋଇଛି । ଏଭଳି ଧୋକ୍କାବାଜ୍ ପ୍ରେମିକକୁ ଇନଫୋଭ୍ୟାଲି ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଯୁବକ ଜଣକ ହେଉଛନ୍ତି ଅନୁଗୁଳ ଜିଲ୍ଲା…

ଫାଶୀ ଲଗାଇ ବୃଦ୍ଧଙ୍କ ଆତ୍ମହତ୍ୟା…

ବୈଶିଙ୍ଗା: ଶୁକ୍ରବାର ବୈଶିଙ୍ଗା ଥାନା ଅଧୀନ ବଙ୍ଗାଳଡାହି ଶାଳ ଜଙ୍ଗଲରୁ ଜନୈକ ବୃଦ୍ଧାଙ୍କର ଝୁଲନ୍ତା ମୃତ ଦେହ ଜବତ କରିଛି ବୈଶିଙ୍ଗା ପୁଲିସ । ମୃତ ବୃଦ୍ଧ ଜଣକ ହେଲେ ରୁହିଆ ମାଝୀ(୫୦) । ସୂଚନାଯୋଗ୍ୟ ବାଲେଶ୍ୱର ସଦର ଥାନା ଅଧୀନ କାୟାକଦଳା ଗ୍ରାମର ସ୍ୱର୍ଗତଃ ଲସ ମାଝୀଙ୍କ ପୁଅ ରୁହିଆ…

ହକି ଟିକେଟ କଳାବଜାରି, ଆଉ ୪ ଗିରଫ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପ୍‌ ଦେଖିବାକୁ ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଛି। ହେଲେ ଟିକେଟ ମିଳୁ ନ ଥିବାରୁ ଅନେକ ନିରାଶ ହୋଇଛନ୍ତି। ଏପରି ସ୍ଥିତିରେ ଦଲାଲଙ୍କ ହାତରେ ପୁଳାପୁଳା ଟିକେଟ ଦେଖିବାକୁ ମିଳୁଛି। ସେମାନେ ଟିକେଟ ବ୍ଲାକ୍‌ରେ ବିକି ମାଲାମାଲ୍‌…

ପୋଲିସ ପରିଚୟ ଦେଇ ଲୁଟୁଛନ୍ତି ଲୁଟେରା, ପୋଲିସର ଛାନଭିନ ଆରମ୍ଭ…

ଦାରିଙ୍ଗବାଡି: ପୋଲିସ ପରିଚୟ ଦେଇ ଲୋକଙ୍କ ଠାରୁ ମୋବାଇଲ ଓ ଟଙ୍କା ଲୁଟୁଛନ୍ତି ଜଣେ ଦୁର୍ବୁତ। ଏଭଳି କିଛି ଅଭିଯୋଗ ଆସିଛି ଦାରିଙ୍ଗବାଡି ଥାନା ଅଞ୍ଚଳରୁ । ଜଣେ ଅଚିହ୍ନା ଯୁବକ ଲୋକଙ୍କୁ ନିଜକୁ ପୋଲିସ ପରିଚୟ ଦେଇ ଅଞ୍ଚଳର ଅନେକ ଲୋକଙ୍କ ଠାରୁ ମୋବାଇଲ ସହ ଟଙ୍କା ଲୁଟି ନେଇଥିବା ଅଭିଯୋଗ…

ଘାଟିରେ ବସ୍ ଓଲଟି ୨ ମୃତ, ୧୫ ଆହତ…

ଚିକିଟି : ଘାଟିରେ ବସ୍ ଓଲଟି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଉଛନ୍ତି ମହିଳା। ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ କାନକଟା ଘାଟିରେ ଏହି ଦୁର୍ଘଟଣା ଘଟିଛି। ବସ୍‌ଟି ଗଜପତି ଜିଲ୍ଲା ରାୟଗଡ଼ରୁ ପାତ୍ରପୁର ଫେରୁଥିଲା। …

୪୦୦ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ…

ଖୋର୍ଦ୍ଧା : ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ୪୦୦ ଗ୍ରାମ ବ୍ରାଉନସୁଗାର, ନଗଦ ୨୬ ହଜାର ଟଙ୍କା ସହ ୨ଜଣଙ୍କୁ ପୋଲିସ ଗିରଫ କରିଛି। ପୋଲିସ ତାଙ୍କଠାରୁ ଏକ ବୋଲେରୋ ଗାଡ଼ି ମଧ୍ୟ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧାର ସନ୍ଦୀପ ମହାନ୍ତି ଏବଂ ଢେଙ୍କାନାଳ…

ଆମେ ବୁଝାମଣା ପାଇଁ ରାଜି ଅଛୁ : ହ୍ୟୁମାନଙ୍କ ମାଆ

କଟକ: ଷ୍ଟାର କପଲ ହ୍ୟୁମାନ୍‌ ସାଗର-ଶ୍ରୀୟା ବିବାଦରେ କମ୍ପ୍ରମାଇଜ୍‌ କରିବାକୁ ଆମେ ପ୍ରସ୍ତୁତ। ପୁଅ ଓ ବୋହୂ ବିବାଦର ସମାଧାନ ଚାହୁଁଛୁ ବୋଲି କହିଛନ୍ତି ହ୍ୟୁମାନଙ୍କ ମାଆ । ସେହିପରି ଶ୍ରୀୟା ଓ ଝିଅକୁ ବହୁତ ମିସ କରୁଛି । ସବୁ ଧର୍ମକୁ ସମ୍ମାନ ଦେଉ ବୋଲି କହିଛନ୍ତି ହ୍ୟୁମାନ୍‌ ସାଗର…

NIA ଦ୍ବାରା ମୋଷ୍ଟ ୱ୍ବାଣ୍ଟେଡ ଥିବା ୪ ମାଓବାଦୀଙ୍କ ନାଁ ରେ ଲାଗିଛି ପୋଷ୍ଟର…

କୋରାପୁଟ : କୁଖ୍ୟାତ ମାଓବାଦୀଙ୍କ ନାମରେ ଲାଗିଛି ପୋଷ୍ଟର । ଧରାଇଦେଲେ ଲୋକଙ୍କୁ ପୁରସ୍କାର ଦେବାକୁ ଘୋଷଣା କରାଯାଇଛି । କୋରାପୁଟ ସହରର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ନାମରେ ଲାଗିଛି ପୋଷ୍ଟର । NIA ଦ୍ବାରା ମୋଷ୍ଟ ୱ୍ବାଣ୍ଟେଡ ଥିବା ପୋଷ୍ଟରରେ ଉଲ୍ଲଖ ରହିଛି । ୪ ଜଣ…

ଦୁଇ ନାବାଳିକାଙ୍କୁ ଲଜରେ ରଖି ୨ ରାତି ବଳାତ୍କାର…

ସୋର : ରାଜଧାନୀ ଭୁବନେଶ୍ଵରରେ ଦୁଇଜଣ ନାବାଳିକାଙ୍କୁ ବଳାତ୍କାର କରିବା ନେଇ ଚାଞ୍ଚଲ୍ୟ ଖେଳିଯାଇ ଥିବା ବେଳେ ଏବେ ବାଲେଶ୍ଵର ଜିଲ୍ଲା ସୋର ଥାନା ଅଞ୍ଚଳରେ ସମାନ ଘଟଣା ସାମ୍ନାକୁ ଆସିଛି। ଦୁଇଜଣ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଦୁର୍ବୃତ୍ତ ମାନେ ସ୍କୁଲ ଯିବା ବାଟରୁ ଉଠାଇ ନେଇ ଦୁଇଦିନ ଧରି…

ଗଞ୍ଜେଇ କାରବାରରେ ଖାକି ଲିଙ୍କ, ଫାଣ୍ଡି ଅଧିକାରୀ ସମେତ ୨ କନେଷ୍ଟବଳ ନିଲମ୍ବିତ…

ବୌଦ୍ଧ : ଗଞ୍ଜେଇ କାରବାରରେ ଖାକି ଲିଙ୍କ୍‌। ଫାଣ୍ଡି ଅଧିକାରୀଙ୍କ ସମେତ ୨ କନେଷ୍ଟବଳ ନିଲମ୍ବିତ। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରହ୍ଲାଦ ସହାଇ ମୀନା ନିଲମ୍ବିତ କରିଛନ୍ତି। ଫାଣ୍ଡି ଅଧିକାରୀ ସନାତନ ପ୍ରଧାନ, କନେଷ୍ଟବଳ ସଂଜୀବ ପ୍ରଧାନ ଓ କେଶବ ପ୍ରଧାନ ନିଲମ୍ବିତ ହୋଇଛନ୍ତି। ସୂଚନା…