Browsing Category

ଅପରାଧ

୬ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ମହିଳା ଗିରଫ

ଢେଙ୍କାନାଳ, ୦୬।୧୨: ଅବକାରୀ ସ୍କ୍ୱାର୍ଡ ପକ୍ଷରୁ ଢେଙ୍କାନାଳରେ ଚଢ଼ାଉ କରାଯାଇ ବ୍ରାଉନସୁଗାର ସହ ଗଞ୍ଜେଇ ଜବତ କରାଯାଇଛି । ଏ ସଂକ୍ରାନ୍ତରେ ଜଣେ ମହିଳାଙ୍କ ସମେତ ଦୁଇଜଣଙ୍କୁ ଗିରଫ କରାଯାଇଛି । ଢେଙ୍କାନାଳ ସହରର ଲକ୍ଷ୍ମୀବଜାରରେ ଚଢ଼ାଉ କରି ଅବକାରୀ ସ୍କ୍ୱାର୍ଡ ୬୮ଗ୍ରାମର ଏହି…

ଧାରଣାରେ ବସି ବାହାରିଲାନି ନିଷ୍କର୍ସ, ତାଲା ଭାଙ୍ଗି ଶ୍ୱଶୂର ଘରେ ପଶିଲେ ବୋହୂ

ସାଲେପୁର ୦୬/୧୨: ଦୀର୍ଘ ୯ଦିନ ହେଲା ନ୍ୟାୟ ପାଇଁ ନିଜ ସ୍ୱାମୀ ଘର ଆଗରେ ବସି ରହିବା ପରେ ଆଜି ତାଲା ଭାଙ୍ଗି ଘରେ ପଶିଛନ୍ତି ସସ୍ମିତା । ଯେହେତୁ ଏତେଦିନ ସଂଘର୍ଷ ପରେ କୌଣସି ନିଷ୍କର୍ଷ ବାହାରିଲାନି । ଏପରିକି ଶ୍ୱଶୁର ଘର ଲୋକେ ଶୁଣୁ ନାହାନ୍ତି କିମ୍ବା ବାସଘରକୁ ଆସୁ ନାହାନ୍ତି । ତେଣୁ…

ନକଲି ମଦ ଚୋରା ଚାଲାଣ ବେଳେ ଚଢ଼ାଉ, ୪ ଅଭଯୁକ୍ତ ଗିରଫ

ଭଦ୍ରକ, ୦୬।୧୨: ବିପୁଳ ପରିମାଣର ନକଲି ମଦ ଜବତ । ମଦଗୁଡିକୁ ଅନ୍ୟ ଅଞ୍ଚଳରୁ ପ୍ଲାଷ୍ଟିକ ବୋତଲରେ ଆଣି କାଚ ବୋତଲରେ ପ୍ୟାକିଙ୍ଗ କରି ବିକ୍ରି କରାଯାଉଥିଲା । ଏପରି ନକଲି ମଦ ଚୋରା ଚାଲାଣ ବେଳେ ଚଢ଼ାଉ କରିଛି ଭଦ୍ରକ ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ୱାର୍ଡ । ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା…

ତହସିଲଦାରଙ୍କୁ ମାଡ ଘଟଣା, ସଂପୃକ୍ତ ୪ ଯୁବକଙ୍କୁ ଉଠାଇ ଆଣିଲା ପୋଲିସ୍

ବାଲିପାଟଣା ୦୬/୧୨: ବାଲିପାଟଣା ତହସିଲଦାରଙ୍କୁ ମାଡ ଘଟଣାରେ ଆକ୍ସନରେ ବାଲିପାଟଣା ପୋଲିସ୍ । ତହସିଲଦାରଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତ ୪ ଜଣ ଯୁବକଙ୍କୁ ଉଠାଇ ଆଣିଲା ପୋଲିସ୍ । ସମସ୍ତ ୪ ଯୁବକଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ଏବେ ବି…

ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇବା ଘଟଣା, ଅଭିଯୁକ୍ତ ଅନିମେଶ ଚକ୍ରବର୍ତ୍ତୀଙ୍କୁ ନୋଟିସ୍

ପୁରୀ ୦୬/୧୨: ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇବା ସହ ୟୁଟ୍ୟୁବରେ ଭିଡିଓ ଅପଲୋଡ଼ କରିବା ଘଟଣାରେ ପୁରୀ ସିଂହଦ୍ଵାର ଥାନାରେ ଅଭିଯୁକ୍ତ ଅନିମେଶ ଚକ୍ରବର୍ତ୍ତୀ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ପକ୍ଷରୁ ତାଙ୍କୁ ନୋଟିସ ଜାରି କରାଯାଇଛି । ତଦନ୍ତ ପରେ ଆଇନ ଅନୁଯାୟୀ ସମ୍ପୃକ୍ତ ଯୁବକ…

ମୁହଁ ଖୋଲିଲେ ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ : ଅର୍ଚ୍ଚନା ନାଗ

ଭୁବନେଶ୍ୱର ୦୬/୧୨: ଅର୍ଚ୍ଚନାଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ଇଡି । ତେବେ ରିମାଣ୍ଡରେ ନେବା ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ଅର୍ଚ୍ଚନାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଆଉ କ୍ୟାପିଟାଲ ହସ୍ପିଟାଲ ନେଲାବେଳେ ଅର୍ଚ୍ଚନା ନାଗ ପ୍ରତିକ୍ରିୟା ରଖିଥିଲେ । ମୁହଁ ଖୋଲି କହିଥିଲେ…

ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ

ଖୋର୍ଦ୍ଧା ୦୬/୧୨: ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ଦାସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ହୋଇଛି । ସରକାରୀ କାର୍ଯ୍ୟାଳୟରେ ସକାଳୁ ଭିଜିଲାନ୍ସ ରେଡ ଚାଲିଛି । ଏକ କାଳୀନ ୭ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ୍…

ବଡ଼ବିଲ ପୁରୁଣା ବସ୍ ଷ୍ଟାଣ୍ଡରେ ଯୁବକଙ୍କୁ ଛୁରାମାଡ଼

ଯୋଡା: ବଡ଼ବିଲ ପୁରୁଣା ବସ୍ ଷ୍ଟାଣ୍ଡରେ ଯୁବକଙ୍କୁ ଛୁରାମାଡ଼ । ଆଜି ସକାଳ ପ୍ରାୟ ୮ ବେଳେ, ବସ୍ ଷ୍ଟାଣ୍ଡରେ ଥିବା ଏକ ଚା’ ଦୋକାନ ନିକଟରେ ଏହି ଛୁରାମାଡ଼ ହୋଇଛି । ଏଥିରେ ନ୍ୟୁ ମାର୍କେଟ ଅଞ୍ଚଳର ଏମ୍ ଡି ଆକବର ନାମକ ଯୁବକ ଗୁରୁତର ଆହତ ହୋଇଛନ୍ତି । ଅତର୍କିତ ଛୁରାମାଡ଼ ଯୋଗୁଁ ତାଙ୍କ…

ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ

ଭୁବନେଶ୍ୱର ୦୬/୧୨: ବ୍ଲାକମେଲିଂ କୁଇନ୍ ଅର୍ଚ୍ଚନା ନାଗ ଗିରଫ ମାମଲା । ଇଡିରେ ହାଜର ହେଲେ ଆରକିଟେକ୍ଟ ରଞ୍ଜିତ ବେହେରା । ରଞ୍ଜିତ ଅର୍ଚ୍ଚନାଙ୍କ ଘର ବିଡିଏ ଆପ୍ରୁଭାଲ ଠାରୁ ଆରମ୍ଭ କରି ଡିଜାଇନ୍ କରିଥିଲେ । ରଞ୍ଜିତଙ୍କ ଆକାଉଣ୍ଟରୁ ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଆର୍ଥିକ କାରବାର ହୋଇଥିବା…

ରୋଗ ଯନ୍ତ୍ରଣା ସହି ନପାରି ବିଷ ପିଇ ଆତ୍ମହତ୍ୟା କଲେ ମୁସଲିମ ମହିଳା…

ବୁଗୁଡ଼ା : ରୋଗ ଯନ୍ତ୍ରଣା ସହି ନପାରି ବିଷ ପିଇଦେଲେ ଜନୈକା ମୁସଲିମ ମହିଳା। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବୁଗୁଡ଼ା ଥାନା ଭାମାଶିଆଳି ପଞ୍ଚାୟତ ଅନ୍ତର୍ଗତ ଚଡିଆପଲ୍ଲୀ ଗ୍ରାମର ମୁସଲିମ ସାହିରେ l ମୃତା ମହିଳା ଜଣକ ହେଲେ ଶେଖ୍ କନଲଙ୍କ ପତ୍ନୀ ଆମ୍ବି ବି(୪୦) l ଆମ୍ବିଙ୍କ ପରିବାର…